ଓଡ଼ିଆ କଥାଚିତ୍ର ଜଗତର ଟିକିନିକି ତଥ୍ୟ । An Odia film database with a collection of detailed information.

ଜଗନ୍ନାଥ ଧାମ ପୁରୀ

୮ ଡିସେମ୍ବରରେ ମୁକ୍ତିଲାଭ କରିଥିଲ ଜଗନ୍ନାଥ ଧାମ ପୁରୀ

ଟିକେ ଅନାଡ଼ି ପୂରା ଖିଲାଡ଼ି

୨୪ ନଭେମ୍ବରରେ ମୁକ୍ତିଲାଭ କରିଥିଲା ଟିକେ ଅନାଡ଼ି ପୂରା ଖିଲାଡ଼ି

ତୋ ପ୍ରେମରେ ପଡ଼ିଲା ପରେ

୨୪ ନଭେମ୍ବରରେ ମୁକ୍ତିଲାଭ କରିଥିଲା ତୋ ପ୍ରେମରେ ପଡ଼ିଲା ପରେ

ମୁଁ ଗୋଟେ ଦୁଷ୍ଟ ପିଲା

ନଭେମ୍ବର ୧୦ରେ ମୁକ୍ତିଲାଭ କରିଥିବା ଓଡ଼ିଆ କଥାଚିତ୍ର ମୁଁ ଗୋଟେ ଦୁଷ୍ଟ ପିଲା

ବଜରଙ୍ଗୀ

କାର୍ତ୍ତିକା ପୂର୍ଣ୍ଣିମା ସମୟରେ ମୁକ୍ତିଲାଭ କରିଥିବା ଓଡ଼ିଆ କଥାଚିତ୍ର

ତୁ ମୋ ହିରୋ

୨୦ ଅକ୍ଟୋବରରେ ଦୀପାବଳୀ ସମୟରେ ମୁକ୍ତିଲାଭ କରିଥିବା ଓଡ଼ିଆ କଥାଚିତ୍ର 'ତୁ ମୋ ହିରୋ'

ହରିଭାଇ ହାରେନା

Image result for odia film hari bhai harena

ନିର୍ଦ୍ଦେଶକ: ରାଜୁ ମିଶ୍ର
ପ୍ରଯୋଜକ: ନିରଞ୍ଜନ ରଣା
ସଂଳାପ: ପ୍ରଦୀପ ନନ୍ଦ
ଚିତ୍ରନାଟ୍ୟ: ରାଜୁ ମିଶ୍ର
କାହାଣୀ: ନିରଞ୍ଜନ ରଣା
କଳାକାର: ସୁନୀଲ କୁମାର, ଅନୁ ଚୌଧୁରୀ, ମିହିର ଦାସ, ଦେବୁ ବୋଷ, ପ୍ରକୃତି ମିଶ୍ର
ସଙ୍ଗୀତ: ସ୍ୱରୂପ ନାୟକ
ଗୀତ: ଦେବଦାସ ଛୋଟରାୟ, ବିଜୟ ମଲ୍ଲ, ପ୍ରଦୀପ ନନ୍ଦ, ସୁରେଶ ପରିଡ଼ା
ଚିତ୍ରଗ୍ରହଣ: ରାଜୁ ମିଶ୍ର
ସମ୍ପାଦକ: ସୁଶାନ୍ତ ମଣି
ମୁକ୍ତିଲାଭ ତାରିଖ:
୨୦୦୪

ଅଭିନୟ

  • ସୁନୀଲ କୁମାର
  • ଅନୁ ଚୌଧୁରୀ
  • ମିହିର ଦାସ
  • ପ୍ରକୃତି ମିଶ୍ର
  • ଦେବୁ ବୋଷ
  • ବାଦଲ ମହାନ୍ତି
  • ପିଙ୍କି ପ୍ରଧାନ
  • ଜୟୀରାମ ସାମଲ
  • ସାତ୍ୱକୀ ମିଶ୍ର
  • ଋତୁ ଷଡ଼ଙ୍ଗୀ
  • ବୁରିଆ
  • ମାମୁନୀ ମିଶ୍ର
  • ସ୍ୱରୂପ ନାୟକ
  • ରେଖା ଦତ୍ତ 

ଗୀତ 

1. ତୋ ଆଖି ନୀଳ କଇଁ
2. ରିମ୍ ଝିମ୍ ରାତି
3. ମୁଁ ଚାନ୍ଦିର ପାଉଁଜି
4. ହରି ଭାଇ ହାରିବନି (ଦୁଃଖ)
5. ହରି ଭାଇ ହାରିବନି (ପୁରୁଷ)
6. ହରି ଭାଇ ହାରିବନି (ନାରୀ)
7. ବେଳେ ବେଳେ ଏମିତି ବି
Share:

ତୁ ଏକ ଆମ ସାହା ଭରଷା

Image result for odia film tu eka ama saha bharasa

ନିର୍ଦ୍ଦେଶକ: ଶକ୍ତି ବରାଳ
ପ୍ରଯୋଜକ: ସୁଶାନ୍ତ ସାହୁ
ସଂଳାପ: ସୁବୋଧ ପଟ୍ଟନାୟକ
ଚିତ୍ରନାଟ୍ୟ: ଶକ୍ତି ବରାଳ
କାହାଣୀ: ସୁଶାନ୍ତ ସାହୁ
କଳାକାର: ମିହିର ଦାସ, ସିଦ୍ଧାନ୍ତ ମିଶ୍ର, ଜ୍ୟୋତି ମିଶ୍ର, ସୁଦୀପ୍ତା ଚକ୍ରବର୍ତ୍ତୀ, ମଧୁ ଭଟ୍ଟାଚାର୍ଯ୍ୟ, ସୁରେଶ ବଳ, ଅପରାଜିତା ମହାନ୍ତି
ସଙ୍ଗୀତ: ପ୍ରେମ ଆନନ୍ଦ
ଗୀତ: ଦେବଦାସ ଛୋଟରାୟ, ବିଜୟ ମଲ୍ଲ, ଅରୁଣ ମନ୍ତ୍ରୀ
କଣ୍ଠ: ଇରା ମହାନ୍ତି, ଉଦିତ ନାରାୟଣ
ଚିତ୍ରଗ୍ରହଣ: ଦିଲ୍ଲୀପ ରାୟ
ସମ୍ପାଦକ: ବିଜୟ ମିଶ୍ର
ମୁକ୍ତିଲାଭ ତାରିଖ:
୨୦୦୪

ଅଭିନୟ

  • ମିହିର ଦାସ
  • ସିଦ୍ଧାନ୍ତ ମିଶ୍ର
  • ଜ୍ୟୋତି ମିଶ୍ର
  • ସୁଦୀପ୍ତା ଚକ୍ରବର୍ତ୍ତୀ
  • ମଧୁ ଭଟ୍ଟାଚାର୍ଯ୍ୟ
  • ଇଲୁ ବାନାର୍ଜୀ
  • ସୁରେଶ ବଳ
  • ଅପରାଜିତା ମହାନ୍ତି
  • ମୀନକେତନ ଦାସ
  • ରାଇମୋହନ ପରିଡ଼ା
  • କୁନା ତ୍ରିପାଠୀ
  • ବ୍ରଜ ସିଂହ

ଗୀତ 

1. ତୋ ଚେହେରା ଛମା ଛମା
2. ଏମିତି କଳା ବଉଦ
3. ଛୋଟ ଏଇ ହୃଦୟକୁ
4. ଆଜି ଜାଗର
5. ମନ ଚାହେଁନି
6. ତୁ ଏକା ଆମ ସାହା ଭରଷା
7. ପରଦେଶୀ ବାବା
Share:

ରହିଚି ରହିବି ତୋରି ପାଇଁ

Related image

ନିର୍ଦ୍ଦେଶକ: ସଞ୍ଜୟ ନାୟକ
ପ୍ରଯୋଜକ: ପ୍ରାଭାଂଶୁ ସାମନ୍ତରାୟ
ସଂଳାପ: ସଞ୍ଜୟ ନାୟକ
ଚିତ୍ରନାଟ୍ୟ: ସଞ୍ଜୟ ନାୟକ
କାହାଣୀ: ପ୍ରାଭାଂଶୁ ସାମନ୍ତରାୟ
କଳାକାର: ସିଦ୍ଧାନ୍ତ ମହାପାତ୍ର, ଉଷାସୀ ମିଶ୍ର, ମାମା ମିଶ୍ର, ବିଜୟ ମହାନ୍ତି, ନମ୍ରତା ଦାସ, ଅନିତା ଦାସ
ସଙ୍ଗୀତ: ମଳୟ ମିଶ୍ର, ପ୍ରାଭାଂଶୁ ସାମନ୍ତରାୟ
ଗୀତ: ଶ୍ରୀକାନ୍ତ ଗୌତମ
ଚିତ୍ରଗ୍ରହଣ: ରଞ୍ଜନ ମିଶ୍ର
ସମ୍ପାଦକ: ବିଶ୍ୱନାଥ ରାଓ
ମୁକ୍ତିଲାଭ ତାରିଖ:
୨୦୦୩

ଅଭିନୟ

  • ସିଦ୍ଧାନ୍ତ ମହାପାତ୍ର
  • ଉଷାସୀ ମିଶ୍ର
  • ମାମା ମିଶ୍ର
  • ବିଜୟ ମହାନ୍ତି
  • ନମ୍ରତା ଦାସ
  • ଅନିତା ଦାସ
  • ଶ୍ରୀତମ ଦାସ
  • ପ୍ରଦ୍ୟୁମ୍ନ ଲେଙ୍କା
  • ହରିହର ମହାପାତ୍ର
  • ସୁମନ
  • ସଲିଲ ମିତ୍ର
  • ଜୟୀରାମ ସାମଲ
  • କୁନା ତ୍ରିପାଠୀ
  • ବିଜୁ ବଡ଼ଜେନା

ଗୀତ 

1. ଏ ଜୀବନ ନୁହେଁ
2. ଆମର ଢୋ ହେଇ ହେଇ ହୋ
3. କ‌ହିବକୁ ପ୍ରେମ କାହିଁକି ହୁଏ
4. ମସାରୀ ଭିତରେ ମସା
5. ଏ ଜୀବନ ନୁହେଁ ଲୁହର ସାଗର
6. ରଙ୍ଗିଲାରେ ରଙ୍ଗିଲା
Share:

ସାକ୍ଷୀ ରହିଲା ଏ ସିଂହଦୁଆର

Image result for odia film sakhi rahila e singha duara

ନିର୍ଦ୍ଦେଶକ: ସଞ୍ଜୟ ନାୟକ
ପ୍ରଯୋଜକ: ଜିତେନ୍ଦ୍ର କୁମାର ସାହୁ
ସଂଳାପ: ସଞ୍ଜୟ ନାୟକ
ଚିତ୍ରନାଟ୍ୟ: ସଞ୍ଜୟ ନାୟକ
କାହାଣୀ: ସଞ୍ଜୟ ନାୟକ
କଳାକାର: ସିଦ୍ଧାନ୍ତ ମହାପାତ୍ର, ମାମା ମିଶ୍ର, ବିଜୟ ମହାନ୍ତି, ତନ୍ଦ୍ରା ରାୟ, ଉତ୍ତମ ମହାନ୍ତି, ଅପରାଜିତା ମହାନ୍ତି, ମିହିର ଦାସ
ସଙ୍ଗୀତ: ମଳୟ ମିଶ୍ର
ଗୀତ: ଶ୍ରୀକାନ୍ତ ଗୌତମ, ଅରୁଣ ମନ୍ତ୍ରୀ
କଣ୍ଠ: କୁମାର ବାପି, ବିଭୁ କିଶୋର, ଇରା ମହାନ୍ତି, ଶୈଳଭାମା ମହାପାତ୍ର
ଚିତ୍ରଗ୍ରହଣ: ରଞ୍ଜନ
ସମ୍ପାଦକ: ବିଜୟ ମିଶ୍ର
ମୁକ୍ତିଲାଭ ତାରିଖ:
୨୦୦୪

ଅଭିନୟ

  • ସିଦ୍ଧାନ୍ତ ମହାପାତ୍ର
  • ମାମା ମିଶ୍ର
  • ବିଜୟ ମହାନ୍ତି
  • ତନ୍ଦ୍ରା ରାୟ
  • ଉତ୍ତମ ମହାନ୍ତି
  • ଅପରାଜିତା ମହାନ୍ତି
  • ମିହିର ଦାସ
  • କୁନା ତ୍ରିପାଠୀ
  • ପପି ସନ୍ତୁକ
  • ଅମିତ
  • ଗୁନ୍‌ଗୁନ୍
  • ବିଜୁ ବଡ଼ଜେନା

ଗୀତ 

1. ମୁଁ ତ‌ତେ ଭଲ ପାଏ
2. ହୃଦୟର ଏହି
3. ଏ ଭାଇ ଟିକେ ନ‌ଜର
4. ୱାନ୍ ପ୍ଲସ ୱାନ୍ ଟୁ
5. ମୋର ଗୋଟିଏ ବୋଲି ମନ
6. ସାଖି ରହିଲା ଏ ସିଂହ ଦୁଆର
7. କଲମ ଧରୁ ଧରୁ
8. ହୃଦୟର ଏହି ଅଲେଖା
Share:

କଣ୍ଢେଇ ଆଖିରେ ଲୁହ

Image result for odia film kandhei akhire luha

ନିର୍ଦ୍ଦେଶକ: ରବି କିନାଗୀ
ପ୍ରଯୋଜକ: ପ୍ରଭା ରଞ୍ଜନ ପଟ୍ଟନାୟକ
ସଂଳାପ: ଶଙ୍କର କିନାଗୀ
ଚିତ୍ରନାଟ୍ୟ: ରବି କିନାଗୀ
କାହାଣୀ: ଶଙ୍କର କିନାଗୀ
କଳାକାର: ସିଦ୍ଧାନ୍ତ ମହାପାତ୍ର, ରଚନା ବାନାର୍ଜୀ, ଦେବୁ ବୋଷ, ରାଇମୋହନ ପରିଡ଼ା, ପ୍ରେମାଞ୍ଜନ, ଜୟୀରାମ ସାମଲ
ସଙ୍ଗୀତ: ଅମରେନ୍ଦ୍ର ମହାନ୍ତି
ଗୀତ: ନିଜାମ୍, ଶୀର୍ଷାନନ୍ଦ ଦାସ କାନୁନ୍‌ଗୋ
କଣ୍ଠ: ଅନୁପମା ଦେଶପାଣ୍ଡେ, ସୋନୁ ନିଗମ, ଅନୁରାଧା ପଢ଼ୁଆଲ
ଚିତ୍ରଗ୍ରହଣ: ଶାମ୍ବା ଶିବ ରାଓ
ସମ୍ପାଦକ: ବିଶ୍ୱନାଥ ରାଓ
ମୁକ୍ତିଲାଭ ତାରିଖ:
୨୦୦୪

ଅଭିନୟ

  • ସିଦ୍ଧାନ୍ତ ମହାପାତ୍ର
  • ରଚନା ବାନାର୍ଜୀ
  • ଦେବୁ ବୋଷ
  • ରାଇମୋହନ ପରିଡ଼ା
  • ପ୍ରେମାଞ୍ଜନ
  • ଜୟୀରାମ ସାମଲ
  • ରୁନୁ ପରିଜା
  • ନମ୍ରତା ଦାସ
  • ଅଶୋକ
  • ସୁରେଶ ବଳ

ଗୀତ 

1. ସିନ୍ଦୂର ତ ପର କଲା
2. ମାଆ କାଳି ମହାକାଳୀ
3. ଝୁମୁକା ଥିଲା
4. ଘରକୁ ସୁନ୍ଦର
5. ଚାଲିବ ଚାଲିବ
6. ଚୁଲବୁଲି ଚୁଲବୁଲି
Share:

ବର୍ଷା ମାଇଁ ଡାର୍ଲିଙ୍ଗ୍

Image result for odia film barsa my darling

ନିର୍ଦ୍ଦେଶକ: ଭି. ପ୍ରଭାକର
ପ୍ରଯୋଜକ: ବସନ୍ତ ନାୟକ, ବିନୟ ନାୟକ
କାହାଣୀ: ବିନୟ ନାୟକ
କଳାକାର: ଅନୁଭବ ମହାନ୍ତି, ଅଙ୍କିତା ବାନାର୍ଜୀ, ହର ପଟ୍ଟନାୟକ, ଜୟୀରାମ ସାମଲ
ସଙ୍ଗୀତ: ସ୍ୱରୂପ ନାୟକ
ଗୀତ: ସ୍ୱରୂପ ନାୟକ
କଣ୍ଠ: ସ୍ୱରୂପ ନାୟକ, କୁମାର ବାପି, ତପୁ ମିଶ୍ର, ଇରା ମହାନ୍ତି, ଟି. ସୌରୀ
ଚିତ୍ରଗ୍ରହଣ: ଭି. ପ୍ରଭାକର
ମୁକ୍ତିଲାଭ ତାରିଖ:
୨୦୦୪

ଅଭିନୟ

  • ଅନୁଭବ ମହାନ୍ତି
  • ଅଙ୍କିତା ବାନାର୍ଜୀ
  • ହର ପଟ୍ଟନାୟକ
  • ଜୟୀରାମ ସାମଲ

ଗୀତ 

1. ବର୍ଷା ହୋ ବର୍ଷା
2. ଦେବ ନଂ ଦେବ
3. ବର୍ଷା ମାଇଁ ଡାର୍ଲିଙ୍ଗ୍
4. ଯଦି ମୋତେ କ‌ହୁଚ
5. ମଇନାରେ ମଇନା
6. ଫୁଲକୁ ଭଅଁର
7. ବର୍ଷା ମାଇଁ ଡାର୍ଲିଙ୍ଗ୍ (ଦୁଃଖ)
Share:

ସାଥିରେ

Image result for odia film sathire

ନିର୍ଦ୍ଦେଶକ: ହର ପଟ୍ଟନାୟକ
ପ୍ରଯୋଜକ: ଶୈଳବାଳା ଲେଙ୍କା, ହର ପଟ୍ଟନାୟକ
ସଂଳାପ: ସୁବୋଧ ପଟ୍ଟନାୟକ
ଚିତ୍ରନାଟ୍ୟ: ହର ପଟ୍ଟନାୟକ
କାହାଣୀ: ହର ପଟ୍ଟନାୟକ
କଳାକାର: ଅନୁଭବ ମହାନ୍ତି, ମଧୁମିତା ବାସୁ, ଶ୍ରୀତମ ଦାସ, ଅନିତା ଦାସ, ହର ପଟ୍ଟନାୟକ, ପ୍ରଦ୍ୟୁମ୍ନ ଲେଙ୍କା
ସଙ୍ଗୀତ: ମନ୍ମଥ ମିଶ୍ର
ଗୀତ: ମନ୍ମଥ ମିଶ୍ର
କଣ୍ଠ: ମନ୍ମଥ ମିଶ୍ର, କୁମାର ବାପି, ଇରା ମହାନ୍ତି, ଟ. ସୌରୀ
ଚିତ୍ରଗ୍ରହଣ: ନିରଞ୍ଜନ ଦାସ
ସମ୍ପାଦକ: ହର ପଟ୍ଟନାୟକ
ମୁକ୍ତିଲାଭ ତାରିଖ:
୨୦୦୪

ଅଭିନୟ

  • ଅନୁଭବ ମହାନ୍ତି
  • ମଧୁମିତା ବାସୁ
  • ଶ୍ରୀତମ ଦାସ
  • ଅନିତା ଦାସ
  • ହର ପଟ୍ଟନାୟକ
  • ଦୀପକ ପରିଡ଼ା
  • ପ୍ରଦ୍ୟୁମ୍ନ ଲେଙ୍କା
  • ପିଣ୍ଟୁ ନନ୍ଦ
  • ରୁନୁ ପରିଜା
  • ସୋମା ଭୌମିକ
  • ସୁରେଶ ବଳ
  • ଅମର ବାନାର୍ଜୀ
  • ଦେବୁ ବୋଷ
  • ସରୋଜ ଦାସ
  • ଅନୁରାଗ ଦିକ୍ଷୀତ
  • ଏଲିନା
  • ବିରେନ ମହାପାତ୍ର
  • ହରିହର ମହାପାତ୍ର
  • ସଲିଲ ମିତ୍ର
  • ଜୀବନ ପଣ୍ଡା
  • ନିରଞ୍ଜନ ପତି
  • ପ୍ରେମାନନ୍ଦ ପାତ୍ର
  • ପୂଜା ପତ୍ରି
  • ବ୍ରଜ ସିଂହ
  • କାନ୍ତ ସିଂହ
  • ଐଶ୍ୱର୍ଯ୍ୟ ତ୍ରିପାଠୀ

ଗୀତ 

1. ଛତା ଉଡ଼ିଗଲା
2. ଦେଖିଲି ତୋ ପରି ଝିଅ
3. ସାଥିରେ
4. ଝିଅ ନୁହେଁ ତୁ ଅପସରୀ
Share:

ବର୍ଷ ଅନୁସାରେ ଓଡ଼ିଆ କଥାଚିତ୍ର