ଓଡ଼ିଆ କଥାଚିତ୍ର ଜଗତର ଟିକିନିକି ତଥ୍ୟ । An Odia film database with a collection of detailed information.

ଜଗନ୍ନାଥ ଧାମ ପୁରୀ

୮ ଡିସେମ୍ବରରେ ମୁକ୍ତିଲାଭ କରିଥିଲ ଜଗନ୍ନାଥ ଧାମ ପୁରୀ

ଟିକେ ଅନାଡ଼ି ପୂରା ଖିଲାଡ଼ି

୨୪ ନଭେମ୍ବରରେ ମୁକ୍ତିଲାଭ କରିଥିଲା ଟିକେ ଅନାଡ଼ି ପୂରା ଖିଲାଡ଼ି

ତୋ ପ୍ରେମରେ ପଡ଼ିଲା ପରେ

୨୪ ନଭେମ୍ବରରେ ମୁକ୍ତିଲାଭ କରିଥିଲା ତୋ ପ୍ରେମରେ ପଡ଼ିଲା ପରେ

ମୁଁ ଗୋଟେ ଦୁଷ୍ଟ ପିଲା

ନଭେମ୍ବର ୧୦ରେ ମୁକ୍ତିଲାଭ କରିଥିବା ଓଡ଼ିଆ କଥାଚିତ୍ର ମୁଁ ଗୋଟେ ଦୁଷ୍ଟ ପିଲା

ବଜରଙ୍ଗୀ

କାର୍ତ୍ତିକା ପୂର୍ଣ୍ଣିମା ସମୟରେ ମୁକ୍ତିଲାଭ କରିଥିବା ଓଡ଼ିଆ କଥାଚିତ୍ର

ତୁ ମୋ ହିରୋ

୨୦ ଅକ୍ଟୋବରରେ ଦୀପାବଳୀ ସମୟରେ ମୁକ୍ତିଲାଭ କରିଥିବା ଓଡ଼ିଆ କଥାଚିତ୍ର 'ତୁ ମୋ ହିରୋ'

Showing posts with label ୧୯୬୮ର ଓଡ଼ିଆ କଥାଚିତ୍ର. Show all posts
Showing posts with label ୧୯୬୮ର ଓଡ଼ିଆ କଥାଚିତ୍ର. Show all posts

ସ୍ତ୍ରୀ


ନିର୍ଦ୍ଦେଶକ: ସାରଦା ପ୍ରସନ୍ନ ନାୟକ
ପ୍ରଯୋଜକ: ପାର୍ବତୀ ଘୋଷ
ସଂଳାପ: ସାରଦା ପ୍ରସନ୍ନ ନାୟକ
ଚିତ୍ରନାଟ୍ୟ: ସାରଦା ପ୍ରସନ୍ନ ନାୟକ
କାହାଣୀ: ଶ୍ରାବଣୀ
କଳାକାର: ଚନ୍ଦନା, ଗୌର ଘୋଷ, ସାଧନା
ସଙ୍ଗୀତ: ଭୁବନେଶ୍ୱର ମିଶ୍ର
ଗୀତ: ନାରାୟଣ ପ୍ରସାଦ ସିଂହ, ଶାରଦା ପ୍ରସନ୍ନା ସିଂହ
କଣ୍ଠ: ନିର୍ମଳ ମିଶ୍ର, ଅକ୍ଷୟ ମୁଖାର୍ଜୀ, ସୁଜାତା ମୁଖାର୍ଜୀ, ସନ୍ଧ୍ୟା ମୁଖାର୍ଜୀ, ପ୍ରଣବ ପଟ୍ଟନାୟକ
ଚିତ୍ରଗ୍ରହଣ: ଶାନ୍ତି ଦତ୍ତ
ମୁକ୍ତିଲାଭ ତାରିଖ:
୧୯୬୮

ଅଭିନୟ

  • ଚନ୍ଦନା
  • ଗୌର ଘୋଷ
  • ସାଧନା
  • ଶ୍ୟାମଳେନ୍ଦୁ
  • ଅନିମା ପେଦିନୀ
  • କୁଞ୍ଜ
  • ଶରତ ପୂଜାରୀ
  • ଦୀନବନ୍ଧୁ ଦାସ

ଗୀତ 

1. ସଞ୍ଜ ସକାଳେ ତୁମ ଛବି ଖୋଜେ
2. ଝୁମି ଝୁମି ଆସେ ଆଖି
3. ମୋ ଆଖିର କେତେ କଥା
4. ତୁମ ବିନା ଏଇ ରାତି
5. ତୁମେ ଯଦି ସାଥି ମୋର
Share:

କିଏ କାହାର


ନିର୍ଦ୍ଦେଶକ: ନିତ୍ୟାନନ୍ଦ ପାଲିତ
ପ୍ରଯୋଜକ: ଧିର ବିଶ୍ୱାଳ
ସଂଳାପ: ସୁବୋଧ ପଟ୍ଟନାୟକ
କଳାକାର: ଶରତ ପୂଜାରୀ, ସୌଦାମିନୀ, ଅଶୋକ ଚକ୍ରବର୍ତ୍ତୀ, ଧୀର ବିଶ୍ୱାଳ, ଲୀଳା ଦୁଲାଳୀ
ସଙ୍ଗୀତ: ଅକ୍ଷୟ ମହାନ୍ତି
ଗୀତ: କାଳିଚରଣ ପଟ୍ଟନାୟକ, ଗୁରୁକୃଷ୍ଣ ଗୋସ୍ୱାମୀ, ନାରାୟଣ ପ୍ରସାଦ ସିଂହ, ଦେବଦାସ ଛୋଟରାୟ
କଣ୍ଠ: ଅକ୍ଷୟ ମହାନ୍ତି, ଶ୍ୟାମଳ ମିତ୍ର, ନିର୍ମଳ ମିଶ୍ର, ଶିପ୍ରା ବୋଷ, ଆରତୀ ମୁଖାର୍ଜୀ
ଚିତ୍ରଗ୍ରହଣ: ଦିନେନ ଗୁପ୍ତା
ସମ୍ପାଦକ: ସୁବୋଧ ମିତ୍ର
ମୁକ୍ତିଲାଭ ତାରିଖ:
୩୦ଅଗଷ୍ଟ ୧୯୬୮

ଅଭିନୟ

  • ଶରତ ପୂଜାରୀ
  • ସୌଦାମିନୀ
  • ଅଶୋକ ଚକ୍ରବର୍ତ୍ତୀ
  • ଧିର ବିଶ୍ୱାଳ
  • ଲୀଳା ଦୁଲାଳୀ
  • ମଣିମାଳା
  • ନରେନ୍ଦ୍ର କୁମାର ବେହେରା
  • ନିରଞ୍ଜନ
  • ସାମୁଏଲ ସାହୁ
  • ଶ୍ୟାମଳେନ୍ଦୁ

ଗୀତ 

1. ଚକୋରୀ ଝରଣା ଲୁହ
2. ହାଏ ମଦଭରୀ ଆଖି
3. ହେମା ହରିଣୀ ମଥାର ମଣି
4. ପରଦେଶୀ ବନ୍ଧୁ ତୁମେ
5. ଫୁଲେଇ ରାଣୀ ସଜ ଫୁଲ
6. ଉଦାସୀ ଆଖି ଚାହିଁ ରହେ
7. ଉଡ଼ି ଉଡ଼ି ଉଡ଼ି ଯାଏ ଉଡ଼ି
Share:

ବର୍ଷ ଅନୁସାରେ ଓଡ଼ିଆ କଥାଚିତ୍ର