ଓଡ଼ିଆ କଥାଚିତ୍ର ଜଗତର ଟିକିନିକି ତଥ୍ୟ । An Odia film database with a collection of detailed information.

ଜଗନ୍ନାଥ ଧାମ ପୁରୀ

୮ ଡିସେମ୍ବରରେ ମୁକ୍ତିଲାଭ କରିଥିଲ ଜଗନ୍ନାଥ ଧାମ ପୁରୀ

ଟିକେ ଅନାଡ଼ି ପୂରା ଖିଲାଡ଼ି

୨୪ ନଭେମ୍ବରରେ ମୁକ୍ତିଲାଭ କରିଥିଲା ଟିକେ ଅନାଡ଼ି ପୂରା ଖିଲାଡ଼ି

ତୋ ପ୍ରେମରେ ପଡ଼ିଲା ପରେ

୨୪ ନଭେମ୍ବରରେ ମୁକ୍ତିଲାଭ କରିଥିଲା ତୋ ପ୍ରେମରେ ପଡ଼ିଲା ପରେ

ମୁଁ ଗୋଟେ ଦୁଷ୍ଟ ପିଲା

ନଭେମ୍ବର ୧୦ରେ ମୁକ୍ତିଲାଭ କରିଥିବା ଓଡ଼ିଆ କଥାଚିତ୍ର ମୁଁ ଗୋଟେ ଦୁଷ୍ଟ ପିଲା

ବଜରଙ୍ଗୀ

କାର୍ତ୍ତିକା ପୂର୍ଣ୍ଣିମା ସମୟରେ ମୁକ୍ତିଲାଭ କରିଥିବା ଓଡ଼ିଆ କଥାଚିତ୍ର

ତୁ ମୋ ହିରୋ

୨୦ ଅକ୍ଟୋବରରେ ଦୀପାବଳୀ ସମୟରେ ମୁକ୍ତିଲାଭ କରିଥିବା ଓଡ଼ିଆ କଥାଚିତ୍ର 'ତୁ ମୋ ହିରୋ'

Showing posts with label ୨୦୧୨ର ଓଡ଼ିଆ କଥାଚିତ୍ର. Show all posts
Showing posts with label ୨୦୧୨ର ଓଡ଼ିଆ କଥାଚିତ୍ର. Show all posts

ପର୍ଶୁରାମ

Image result for odia film parsuram

ନିର୍ଦ୍ଦେଶକ: ସୁଧାଂଶୁ ମୋହ‌ନ ସାହୁ
ପ୍ରଯୋଜକ: ସୀତାରାମ ଅଗ୍ର‌ୱାଲ
ସଂଳାପ: ରଣଜିତ ପଟ୍ଟନାୟକ
ଚିତ୍ରନାଟ୍ୟ: ସୁଶାନ୍ତ ମଣି
କଳାକାର: ଅରିନ୍ଦମ ରାୟ, ବର୍ଷା ପ୍ରିୟଦର୍ଶିନୀ, ସିଦ୍ଧାନ୍ତ ମହାପାତ୍ର, ପ୍ରଦ୍ୟୁମ୍ନ ଲେଙ୍କା, ହରିହର ମହାପାତ୍ର
ସଙ୍ଗୀତ: ମନ୍ମଥ ମିଶ୍ର
ଗୀତ: ଶ୍ରୀକାନ୍ତ ଗୌତମ
ସମ୍ପାଦକ: ସୁଶାନ୍ତ ମଣି
ମୁକ୍ତିଲାଭ ତାରିଖ:
୨୧ ଅକ୍ଟୋବର ୨୦୧୨

ଅଭିନୟ

  • ଅରିନ୍ଦମ ରାୟ
  • ବର୍ଷା ପ୍ରିୟଦର୍ଶିନୀ
  • ସିଦ୍ଧାନ୍ତ ମହାପାତ୍ର
  • ପ୍ରଦ୍ୟୁମ୍ନ ଲେଙ୍କା
  • ହରିହର ମହାପାତ୍ର
  • ଅଙ୍କିତା ଭୌମିକ
  • ଅଜିତ ଦାସ
  • ସରୋଜ ଦାସ
  • ମାନସ ମିଶ୍ର
  • ସାତ୍ୱକୀ ମିଶ୍ର
  • ବିଜୟ ମହାନ୍ତି
  • ପିଣ୍ଟୁ ନନ୍ଦ
  • ପୃଥିରାଜ ନାୟକ
  • ପିଙ୍କି ପ୍ରଧାନ
  • ପ୍ରିତୀରାଜ ସତପଥୀ

ଗୀତ 

1. ମଣିଷ ସମୟର ଦାସ
2. ହୃଦୟର ସ୍ପନ୍ଦନରେ
3. ପର୍ଶୁରାମ
4. ପ୍ରେମ ନ ମିଳିଲେ
5. ଝିଟିପିଟି ଝିଟିପିଟି
6. ସାରାରା ସିଲି ସିଲି
Share:

ଲଭ୍ ମାଷ୍ଟର

Image result for odia film love master

ନିର୍ଦ୍ଦେଶକ: ହିମାଂଶୁ ପରିଜା
ପ୍ରଯୋଜକ: ଅପରାଜିତା ମହାନ୍ତି
ସଂଳାପ: ବାପୁ ଗୋସ୍ୱାମୀ
ଚିତ୍ରନାଟ୍ୟ: ହିମାଂଶୁ ପରିଜା, ବାପୁ ଗୋସ୍ୱାମୀ
କାହାଣୀ: ଉତ୍ତମ ମହାନ୍ତି
କଳାକାର: ବାବୁଶାନ୍, ରିୟା ଦେ, ପୁନମ୍ ମିଶ୍ର, ଉତ୍ତମ ମହାନ୍ତି, ଅପରାଜିତା ମହାନ୍ତି, ମିହିର ଦାସ
ସଙ୍ଗୀତ: ଅଭିଜିତ ମଜୁମଦାର
ଗୀତ: ବାପୁ ଗୋସ୍ୱାମୀ, ନିର୍ମଳ ନାୟକ, ନିଜାମ୍
କଣ୍ଠ: ଅଭିଜତ ମଜୁମଦାର, ବାବୁଶାନ୍
ଚିତ୍ରଗ୍ରହଣ: ଧୃବାନନ୍ଦ ପଣ୍ଡା
ସମ୍ପାଦକ: ସୁଶାନ୍ତ ମଣି
ମୁକ୍ତିଲାଭ ତାରିଖ:
୧୯ ଅକ୍ଟୋବର ୨୦୧୨

ଅଭିନୟ

  • ବାବୁଶାନ୍
  • ରିୟା ଦେ
  • ପୁନମ୍ ମିଶ୍ର
  • ଉତ୍ତମ ମହାନ୍ତି
  • ଅପରାଜିତା ମହାନ୍ତି
  • ମିହିର ଦାସ
  • ପିଣ୍ଟୁ ନନ୍ଦ
  • ମୀନକେତନ
  • ସମରେଶ ରାଉତରାୟ
  • ଜୀବନ ପଣ୍ଡା
  • ସୋରଜ ଦାସ
  • ସଲିଲ ମିତ୍ର
  • ସ୍ମୀତା ମହାନ୍ତି
  • କାନନ ପଣ୍ଡା
  • ବିଦୁସ୍ମିତା
  • ରବି ମିଶ୍ର
  • ଦେବାଶିଷ ପାତ୍ର

ଗୀତ 

1. ଗାମା ଗାରେ ସା
2. ହାଏ ମତେ ଛପନ ଛୋରୀ
3. ମୋ ମନେ ପ୍ରେମ
4. ମୋର ପତ୍‌ଲୀ ଅଣ୍ଟା
5. ନାଲି ଚିଡ଼ିଆ ଟୀକା
6. ସକାଳ ପକ୍ଷୀ
Share:

ଏସିପି ରଣବୀର

Image result for odia film acp ranveer

ନିର୍ଦ୍ଦେଶକ: ସୁଧାକର ବସନ୍ତ
ପ୍ରଯୋଜକ: ଅନୁଭବ ମହାନ୍ତି, ଅନୁପ୍ରାସ ମହାନ୍ତି
ସଂଳାପ: ବିଜୟ ମଲ୍ଲ
ଚିତ୍ରନାଟ୍ୟ: ବିଜୟ ମଲ୍ଲ
କାହାଣୀ: ଅନୁଭବ ମହାନ୍ତି
କଳାକାର: ଅନୁଭବ, ଆକାଂକ୍ଷା ଚୌଧୁରୀ, ପ୍ରଦୀପ ସିଂହ ରାୱତ୍, ହର ରଥ, ସୋଫିଆ ଆଲମ୍, ଇଲୁ ବାନାର୍ଜୀ
ସଙ୍ଗୀତ: ଶାନ୍ତିରାଜ ଖୋସ୍‌ଲା
ଗୀତ: ବସନ୍ତରାଜ ସାମଲ, ବିଜୟ ମଲ୍ଲ
ଚିତ୍ରଗ୍ରହଣ: ବି. ସତୀଶ
ସମ୍ପାଦକ: ଚନ୍ଦ୍ରଶେଖର ମିଶ୍ର
ମୁକ୍ତିଲାଭ ତାରିଖ:
୧୯ ଅକ୍ଟୋବର ୨୦୧୨

ଅଭିନୟ

  • ଅନୁଭବ ମହାନ୍ତି
  • ଆକାଂକ୍ଷା ଚୌଧୁରୀ
  • ପ୍ରଦୀପ ସିଂହ ରାୱତ୍
  • ହର ରଥ
  • ସୋଫିଆ ଆଲମ୍
  • ଇଲୁ ବାନାର୍ଜୀ
  • ବିନ୍ଦୁ ଚୌଧୁରୀ
  • ସରୋଜ ଦାସ

ଅତିଥି କଳାକାର

  • ହର ପଟ୍ଟନାୟକ
  • ଗୁଡ଼ିଆ ମହାପାତ୍ର
  • ଦେବୁ ପଟ୍ଟନାୟକ
  • ସୁଧାଂଶୁ ମୋହ‌ନ ସାହୁ
  • ବସନ୍ତ ସାହୁ
  • ସଞ୍ଜୟ ନାୟକ
  • ଅଶୋକ ପତି
  • ସୁଧାକର ବସନ୍ତ
  • ଅନୁପ୍ରାସ ମହାନ୍ତି
  • ଅପ୍ପୁ କାନୁନ୍‌ଗୋ
  • ସୁଶାନ୍ତ ମଣି
  • ପ୍ରଶାନ୍ତ ନନ୍ଦ
  • ଏନ୍. ପାଢ଼ି
  • ମୂରଲୀ କ୍ରିଷ୍ଣା
  • ଭି. ପ୍ରଭାକର
  • ବିଜୟ ମହାନ୍ତି
  • ଦେବୁ ବୋଷ
  • କୁନା ତ୍ରିପାଠୀ
  • ମୁନ୍ନା ଖାନ୍
  • ପୁପିନ୍ଦର ସିଂହ
  • ମୁନ୍ନା ସେଠୀ
  • ପ‌ପୁ ପମ ପମ
  • ସମ୍ୱିତ ଆଚାର୍ଯ୍ୟ
  • ଦୀପକ
  • ଦୀପନ
  • ପ୍ରଜ୍ଞା
  • ସୁମନ
  • ଭୂପତି
  • ସୁବାଶିଷ ଶର୍ମା
  • ଗୁଡ୍ଡୁ
  • ପ୍ରିୟଙ୍କା ପଟ୍ଟନାୟକ
  • ଦେବଯାନୀ
  • ରାଲି ନନ୍ଦ
  • ପ୍ରକୃତି ମିଶ୍ର
  • ସୋନିଆ
  • ଅଚ୍ୟୁତ ସାମନ୍ତ
  • ସଞ୍ଜୟ ହଂସ୍

ଗୀତ 

1. ସିଂହବାହିନୀ ମହିଷାମର୍ଦ୍ଦିନୀ
2. ତୁ ଝିଅଟିଏ ନା
3. ସୋନିୟୋ ମୁଁ ହେଲି ତୋ ଦିୱାନା
4. ଆୟାରେ ଆୟା ବୀର୍ ପିଲା
5. ମା' ସିନା ଗାଏ ଲୋରୀ
6. ହଜିଗଲି
Share:

ମୁଁ

Image result for odia film mun 2012 film

ନିର୍ଦ୍ଦେଶକ: ନିଶିକାନ୍ତ ଦଳବେହେରା
ପ୍ରଯୋଜକ: ନରେନ୍ଦ୍ର ସାହୁ
ସଂଳାପ: ଦୀପକ ଜେନା
ଚିତ୍ରନାଟ୍ୟ: ନିଶିକାନ୍ତ ଦଳବେହେରା
କାହାଣୀ: ପଦ୍ମିନୀ ପାତ୍ର
କଳାକାର: ସୁମନ, ନିକିତା, ମିହିର ଦାସ, ରୋମି, ରଫି, ବୀଣା ମହାପାତ୍ର
ସଙ୍ଗୀତ: ବିଭୂତିଭୂଷଣ ଗଡ଼ନାୟକ
ଗୀତ: ପଞ୍ଚାନନ ନାୟକ
କଣ୍ଠ: ବିନୋଦ ରାଠୋଡ଼, ତପୁ ମିଶ୍ର, ମାନସ ପ୍ରୀତମ, ଅମ୍ରିତା ପଣ୍ଡା, ତରୁଣମ୍ ମଲ୍ଲିକ୍, ରାଜେଶ
ଚିତ୍ରଗ୍ରହଣ: ସୁଶୀଲ
ମୁକ୍ତିଲାଭ ତାରିଖ:
୫ ଅକ୍ଟୋବର ୨୦୧୨

ଅଭିନୟ

  • ସୁମନ
  • ନିକିତା
  • ମିହିର ଦାସ
  • ରୋମି
  • ରଫି
  • ପ୍ରଜ୍ଞା
  • ବୀଣା ମହାପାତ୍ର
  • ରବି ମିଶ୍ର
  • ଚୌଧୁରୀ ଜୟପ୍ରକାଶ ଦାସ
  • ବିଭୂତି ତ୍ରିପାଠୀ
  • ଦେବୀ ବାରିକ

ଗୀତ 

1. ଏ ଆଖି ଖୋଲିଦେଲେ ତୁ
2. ଗୋରୀ ତୋର ଦେହ
3. ହେ ପ୍ରଭୁ
4. ରାତି ପାହିଲା
5. ସଖିରେ ସଖି
Share:

ଓମ ସାଇ ରାମ

Image result for odia film om sai ram

ନିର୍ଦ୍ଦେଶକ: ହର ପଟ୍ଟନାୟକ
ପ୍ରଯୋଜକ: ସୁଶାନ୍ତ ରଥ
ସଂଳାପ: ସୁବୋଧ ପଟ୍ଟନାୟକ
ଚିତ୍ରନାଟ୍ୟ: ହର ପଟ୍ଟନାୟକ
କାହାଣୀ: ହର ପଟ୍ଟନାୟକ
କଳାକାର: ହର ପଟ୍ଟନାୟକ, ସବ୍ୟସାଚୀ, ପ୍ରକୃତି ମିଶ୍ର, ବୁଦ୍ଧାଦିତ୍ୟ, ଅଶ୍ରୁମୋଚନ ମହାନ୍ତି
ସଙ୍ଗୀତ: ମନ୍ମଥ ମିଶ୍ର
ଗୀତ: ବସନ୍ତରାଜ ସାମଲ, ଶୀର୍ଷାନନ୍ଦ ଦାସ କାନୁନ୍‌ଗୋ, ମନ୍ମଥ ମିଶ୍ର, ନିଜାମ୍
କଣ୍ଠ: ଅରୁପ ଦାସ, ଗୌତମ ଗିରି, ଅଭିଜିତ ମିଶ୍ର, କୀଷ୍ଣା ମିଶ୍ର, ତପୁ ମିଶ୍ର, ଶୈଳଭାମା
ଚିତ୍ରଗ୍ରହଣ: ନିରଞ୍ଜନ ଦାସ
ସମ୍ପାଦକ: ଚନ୍ଦ୍ରଶେଖର ମିଶ୍ର
ମୁକ୍ତିଲାଭ ତାରିଖ:
୧୪ ସେପ୍ଟେମ୍ବର ୨୦୧୨

ଅଭିନୟ

  • ହର ପଟ୍ଟନାୟକ
  • ସବ୍ୟସାଚୀ ମିଶ୍ର
  • ପ୍ରକୃତି ମିଶ୍ର
  • ବୁଦ୍ଧାଦିତ୍ୟ ମହାନ୍ତି
  • କୋଏଲ ମୁଖାର୍ଜୀ
  • ମାନସ ମିଶ୍ର
  • ମୋସୁମୀ ମହାନ୍ତି
  • ଅଶ୍ରୁମୋଚନ ମହାନ୍ତି
  • ବ୍ରଜ ସିଂ
  • ସରୋଜ ଦାସ
  • ମୀନ‌କେତନ
  • ଚକ୍ରଧର ଜେନା
  • ଶ୍ରୀଲା
  • ନାମାଦୀପ୍ତ ପାଢ଼ୀ

ଗୀତ 

1. ସାଇ କା ପାଇଁ ଭିଡ଼
2. ଓମ ସାଇ ରାମ
3. ଲାଇଫ୍ ଥିଲା ବଞ୍ଜାରା
4. କିଏ ସେ ଆମକୁ
5. ହାଏ ତୋ ଗରମ ଚୁମା
6. ଧିରେ ଧିରେ ଚୋରି
7. ଚକରା ଫୁଲ୍ ବୋବାଲ୍
Share:

ମାଟ୍ରିକ ଫେଲ

Image result for odia film matric fail

ନିର୍ଦ୍ଦେଶକ: ସୁଧାକର ବସନ୍ତ
ପ୍ରଯୋଜକ: ବିଜୟ କୁମାର କାନ୍ଦୋଇ
ସଂଳାପ: ରଣଜିତ ପଟ୍ଟନାୟକ
ଚିତ୍ରନାଟ୍ୟ: ରଣଜିତ ପଟ୍ଟନାୟକ
କାହାଣୀ: ବିଜୟ କୁମାର କାନ୍ଦୋଇ
କଳାକାର: ଅନୁଭବ, ବର୍ଷା, ପୃଥିରାଜ, ପ୍ରିୟଙ୍କା, ଦେବୁ ବୋଷ, ସୁରେଶ ବଳ, ତୃପ୍ତି ସିହ୍ନା, ଉଷାସୀ ମିଶ୍ର
ସଙ୍ଗୀତ: ଅଭିଜିତ ମଜୁମଦାର
ଚିତ୍ରଗ୍ରହଣ: କେ. ଆର୍. ରମେଶ୍
ସମ୍ପାଦକ: ଚନ୍ଦ୍ରଶେଖର ମିଶ୍ର
ମୁକ୍ତିଲାଭ ତାରିଖ:
୧୨ ଜୁନ୍ ୨୦୧୨

ଅଭିନୟ

  • ଅନୁଭବ ମହାନ୍ତି
  • ବର୍ଷା ପ୍ରିୟଦର୍ଶିନୀ
  • ପୃଥିରାଜ ନାୟକ
  • ପ୍ରିୟଙ୍କା ମହାପାତ୍ର
  • ଦେବୁ ବୋଷ
  • ସୁରେଶ ବଳ
  • ଇଲୁ ବନାର୍ଜୀ
  • ତୃପ୍ତି ସିହ୍ନା
  • ସୁନିଆ
  • ସଲିଲ ମିତ୍ର
  • ଉଷାସୀ ମିଶ୍ର
  • ସୋରଜ ଦାସ
  • ସୁବାଶିଷ ଶର୍ମା
  • ସୁନୀତା ଗରବଡ଼ୁ

ଗୀତ 

1. ତୋ ପାଖରେ ମୋର
2. ନା ନିଦ ହୁଏ ନା ରାତି ପାହେ
3. ଜାଣୁନା ଜାଣୁନା ତୁନେ କ୍ୟା କିୟା
4. ମେଟ୍ରିକ୍ ଫେଲ୍
5. ଦୁଃଖ ସାଥେ ମୁଁ
6. ଭାଇନା ହୋଇ ଭାଇନା
Share:

ବ୍ୟାଡ଼୍ ଗାର୍ଲ

Image result for odia film bad girl

ନିର୍ଦ୍ଦେଶକ: ଜୟପ୍ରକାଶ ମହାନ୍ତି
ପ୍ରଯୋଜକ: ପ୍ରଭାତ କୁମାର ପ୍ରଧାନ
ସଂଳାପ: ବିଜୟ ମଲ୍ଲ
ଚିତ୍ରନାଟ୍ୟ: ଜୟପ୍ରକାଶ ମହାନ୍ତି
କାହାଣୀ: ପ୍ରଭାତ କୁମାର ପ୍ରଧାନ
କଳାକାର: ଲିପି ପରିଡ଼ା, ସମ୍ୱିତ ଆଚାର୍ଯ୍ୟ, ବବ୍‌ଲି, ଦୀପନ୍, ମିହିର ଦାସ, ଅପରାଜିତା ମହାନ୍ତି, ବିଜୟ ମହାନ୍ତି
ସଙ୍ଗୀତ: ଶରତ ନାୟକ
ଚିତ୍ରଗ୍ରହଣ: ରଞ୍ଜନ ମିଶ୍ର, ଧୃବାନନ୍ଦ ପଣ୍ଡା, ରବିନ୍ଦ୍ର ସେଠୀ
ସମ୍ପାଦକ: ଅଜୟ ମିଶ୍ର
ମୁକ୍ତିଲାଭ ତାରିଖ:
୭ ସେପ୍ଟେମ୍ବର ୨୦୧୨

ଅଭିନୟ

  • ଲିପି ପରିଡ଼ା
  • ସମ୍ୱିତ ଆଚାର୍ଯ୍ୟ
  • ବବ୍‌ଲି
  • ଦୀପନ୍
  • ମିହିର ଦାସ
  • ଅପରାଜିତା ମହାନ୍ତି
  • ବିଜୟ ମହାନ୍ତି
  • ହରିହର ମହାପାତ୍ର
  • ସଲିଲ ମିତ୍ର
  • ମୀନକେନ ଦାସ
  • ବବି ପ୍ରଧାନ
  • ଜୋତ୍ସ୍ନାମୟୀ ଖୁଣ୍ଟିଆ
  • ଗୌରବ
  • ଭାସ୍କର ପ୍ରଧାନ
  • ରଞ୍ଜନ

ଗୀତ 

1. ପ୍ରେମରେ ତୋର
2. କ ଖ
3. ଏଇ ଗୀତ
4. ସଡ଼ ସଡ଼
5. ବ୍ୟାଡ୍ ଗାର୍ଲ
6. ଏଇ ଆଖି ଥିଲା
Share:

ରଙ୍ଗିଲା ଟୋକା

Image result for odia film idiot

ନିର୍ଦ୍ଦେଶକ: କେ. ମୂରଲୀ କ୍ରିଷ୍ଣା
ପ୍ରଯୋଜକ: ପ୍ରଭସ ଚନ୍ଦ୍ର ରାଉତ
ସଂଳାପ: ଦୀପକ
କାହାଣୀ: ମୁନ୍ନା ପାତ୍ର
କଳାକାର: ପପୁ ପମ ପମ, ଦେବଯାନୀ, ସିଦ୍ଧାନ୍ତ ମହାପାତ୍ର, ନୀତୁ ସିଂହ, ମୀନକେତନ, ପ୍ରିୟଙ୍କା ମହାପାତ୍ର
ସଙ୍ଗୀତ: ଅଭିଜିତ ମଜୁମଦାର
ଗୀତ: ନିଜାମ୍, ନିର୍ମଳ ନାୟକ
କଣ୍ଠ: ପାମେଲା ଜୈନ, କବିତା କ୍ରୀଷ୍ଣମୂର୍ତ୍ତୀ, ଅଭିଜିତ ମଜୁମଦାର, ଉଦିତ ନାରାୟଣ, ବିନୋଦ ରାଠୋଡ଼, ବାବୁଲ ସୁପ୍ରିଓ
ଚିତ୍ରଗ୍ରହଣ: ଆର୍. ଭଗତ ସିଂହ
ସମ୍ପାଦକ: ଚନ୍ଦ୍ରଶେଖର ମିଶ୍ର
ମୁକ୍ତିଲାଭ ତାରିଖ:
୨୭ ଜୁଲାଇ ୨୦୧୨

ଅଭିନୟ

  • ପପୁ ପମ ପମ
  • ଦେବଯାନୀ
  • ସିଦ୍ଧାନ୍ତ ମହାପାତ୍ର
  • ନୀତୁ ସିଂହ
  • ମୀନକେତନ
  • ପ୍ରିୟଙ୍କା ମହାପାତ୍ର
  • ରାଜୀବ
  • ଜୀବନ ପଣ୍ଡା
  • ହାଡ଼ୁ
  • ଅରବିନ୍ଦ ସଡ଼ଙ୍ଗୀ
  • ଜୟୀରାମ ସାମଲ
  • ଲଭ୍‌ଲି

ଗୀତ 

1. ଖୋଲ ଖୋଲ ଖୋଲ ନାଲିଆ ବୋତଲ ଖୋଲ
2. ରଙ୍ଗିଲା ଟୋକା
3. ଲିପ୍ଟିକ୍ ବାଲି ପାର୍ କରେଗା
4. ସଜନୀ ସଜନୀ
5. ତୋ ଆଖିରେ ମୋ ଆଖି ମିଶିଲା
Share:

ଇଡିଅଟ

Image result for odia film idiot

ନିର୍ଦ୍ଦେଶକ: ଅଶୋକ ପତି
ପ୍ରଯୋଜକ: ସୁନୀଲ କୁମାର ପଣ୍ଡା
ସଂଳାପ: ରଣଜିତ ପଟ୍ଟନାୟକ
ଚିତ୍ରନାଟ୍ୟ: ଅଶୋକ ପତି
କାହାଣୀ: ଅଶୋକ ପତି
କଳାକାର: ବାବୁଶାନ୍, ରିୟା ଦେ, ମିହିର ଦାସ, ଦେବାଶିଷ ପାତ୍ର, ପ୍ରଜ୍ଞା ଖଟୁଆ, ଜୟୀରାମ ସାମଲ
ସଙ୍ଗୀତ: ଗୁଡ୍‌ଲି ରଥ
ଗୀତ: ବାପୁ ଗୋସ୍ୱାମୀ, ନିମାଇଁ ମହାନ୍ତି, ନିର୍ମଳ ନାୟକ
କଣ୍ଠ: ବାବୁଶାନ୍, ଗୋବିନ୍ଦ ଚନ୍ଦ୍ର, ନବୀନ ଅୟର୍, ତପୁ ମିଶ୍ର, ଉଦିତ ନାରାୟଣ, ଗୁଡ୍‌ଲି ରଥ, ସତ୍ୟଜିତ୍
ଚିତ୍ରଗ୍ରହଣ: ସୀତାଂଶୁ ମହାପାତ୍ର
ସମ୍ପାଦକ: ସୁକୁମାର ମଣି
ମୁକ୍ତିଲାଭ ତାରିଖ:
୧୨ ଜୁନ ୨୦୧୨

ଅଭିନୟ

  • ବାବୁଶାନ୍
  • ରିୟା ଦେ
  • ମିହିର ଦାସ
  • ଦେବାଶିଷ ପାତ୍ର
  • ପ୍ରଜ୍ଞା ଖଟୁଆ
  • ଜୟୀରାମ ସାମଲ
  • ମୀନକେତନ
  • ପ୍ରିୟଙ୍କା ମହାପାତ୍ର
  • ପ୍ରୀତିରାଜ ସତପଥୀ
  • ଜୀବନ ପଣ୍ଡା
  • ସଲିଲ ମିତ୍ର
  • ଚୌଧୁରୀ ଜୟପ୍ରକାଶ ଦାସ
  • ବେବି ପ୍ରଧାନ
  • ମୋନାଲିସା କର
  • ପ୍ରଭାତି
  • ଚାନ୍ଦିନୀ
  • ଅଶୋକ ପତି

ଗୀତ 

1. ତୋରି ଆଖିରେ
2. ପ୍ରିୟା ପ୍ରିୟା ମୋ ପ୍ରିୟା
3. ଇଡିଅଟ୍
4. ଧିମା ଧିମା ଚୈତ୍ର ସ୍ପନ୍ଦନ
5. ଆଇଲାରେ ଝୁନ୍ ଝୁନ୍ ବାଲି
Share:

ରାଜା ଝିଅ ସଙ୍ଗେ ହେଇଗଲା ଭାବ

Image result for odia film raja jhia sange heigala bhaba

ନିର୍ଦ୍ଦେଶକ: ସୁଧାଂଶୁ ମୋହନ ସାହୁ
ପ୍ରଯୋଜକ: ସୀତାରାମ ଅଗ୍ର‌ୱାଲ
ସଂଳାପ: ରଣଜିତ ପଟ୍ଟନାୟକ
ଚିତ୍ରନାଟ୍ୟ: ସିଦ୍ଧାର୍ଥ ଅଗ୍ର‌ୱାଲ
କାହାଣୀ: ସିଦ୍ଧାର୍ଥ ଅଗ୍ର‌ୱାଲ
କଳାକାର: ଅରିନ୍ଦମ ରାୟ, ଅର୍ଚ୍ଚିତା ସାହୁ, ମହାଶ୍ୱେତା ରାୟ, ମିହିର ଦାସ, ହରିହର ମହାପାତ୍ର, ପ୍ରଦ୍ୟୁମ୍ନ ଲେଙ୍କା
ସଙ୍ଗୀତ: ପ୍ରେମ ଆନନ୍ଦ
ଗୀତ: ଶ୍ରୀକାନ୍ତ ଗୌତମ
କଣ୍ଠ: କ୍ରିଷ୍ଣା ବେଉରା, ସୌରିନ୍ ଭଟ୍ଟ, ଜେମ୍‌ସ୍, ଉଦିତ ନାରାୟଣ, ନିବେଦିତା, ସ୍ମୃତିରଞ୍ଜନ, ବିନୋଦ ରାଠୋଡ଼, ବାବୁଲ ସୁପ୍ରିଓ
ଚିତ୍ରଗ୍ରହଣ: ବି. ସତୀଶ
ସମ୍ପାଦକ: ସୁଶାନ୍ତ ମଣି
ମୁକ୍ତିଲାଭ ତାରିଖ:
୧୦ ଜୁନ ୨୦୧୨

ଅଭିନୟ

  • ଅରିନ୍ଦମ ରାୟ
  • ଅର୍ଚ୍ଚିତା ସାହୁ
  • ମହାଶ୍ୱେତା ରାୟ
  • ମିହିର ଦାସ
  • ହରିହର ମହାପାତ୍ର
  • ପ୍ରଦ୍ୟୁମ୍ନ ଲେଙ୍କା
  • ଅମରେଶ
  • ଚିନ୍ମୟ
  • ସୁଧାଂଶୁ ଦିବେଦୀ
  • ଗୁଡ଼ିଆ
  • ଜ୍ଞାନ
  • ହାତୀ
  • ସଞ୍ଜୁ କର
  • ଅନନ୍ତ ମିଶ୍ର
  • ସାତ୍ୱକୀ ମିଶ୍ର
  • କିର୍ତ୍ତୀ ମହାନ୍ତି
  • ମୁନ୍ନା
  • ମୁନ୍‌ମୁନ୍
  • ବାବୁ ପ୍ରଧାନ
  • ପ୍ରଫୁଲ୍ଲ
  • ପ୍ରିୟା
  • ନୀଳମଣି ସାହୁ
  • ସସ୍ମିତା ସିଂହ
  • ଶ୍ରୀମନ୍ତ
  • ସୁବାସିଷ
  • ଜୀବନ ପଣ୍ଡା

ଗୀତ 

1. ହାତି ପଁ ପଁ ଫୁସ୍
2. ନା ମାଟିର କଣ୍ଢେଇ
3. ରଜା ଝିଅ ସଙ୍ଗେ ହେଇଗଲା ଭାବ
4. ହଁ ମାଟିର କଣ୍ଢେଇ (ଦୁଃଖ)
5. ଇଚ୍ଛା ହୁଏ ଜ‌ହ୍ନପାଖରେ ଘରଟିଏ
6. ରାଜା ଝିଅ ସଙ୍ଗେ କରିଥିଲି ଭାବ
7. ରାଜା ଝିଅ ତମେ କ'ଣ କଲେ
Share:

ତୁ ମୋ ଆରମ୍ଭ ତୁ ମୋ ଶେଷ

Image result for odia film tu mo arambha tu mo sesha

ନିର୍ଦ୍ଦେଶକ: ନିଶିକାନ୍ତ ଦଳବେହେରା
ପ୍ରଯୋଜକ: ରବିନ୍ଦ୍ର ପଣ୍ଡା
ସଂଳାପ: ଡଃ ରଜନୀ ରଞ୍ଜନ
ଚିତ୍ରନାଟ୍ୟ: ଡଃ ରଜନୀ ରଞ୍ଜନ
କାହାଣୀ: ବିଜୟଲକ୍ଷ୍ମୀ ପଣ୍ଡା
କଳାକାର: ସୁବାଶିଷ ଶର୍ମା, ପିଙ୍କି ପ୍ରିୟଦର୍ଶିନୀ, ମିହିର ଦାସ, ପୁଷ୍ପା ପଣ୍ଡା, ମୀନକେତନ, ସଲିଲ ମିତ୍ର, ପ୍ରଜ୍ଞା ଖଟୁଆ
ସଙ୍ଗୀତ: ବୈଦ୍ୟନାଥ ଦାଶ
ଗୀତ: ମୋହିତ ଚକ୍ରବର୍ତ୍ତୀ, ଦୀପକ ଜେନା, ଅରୁଣ ମନ୍ତ୍ରୀ, ଶୈରିନ୍ଦ୍ରି ସାହୁ
କଣ୍ଠ: ଜାବେଦ୍ ଅଲ୍ଲୀ, କ୍ରିଷ୍ଣା ବେଉରା, ଇରା ମହାନ୍ତି, ଉଦିତ ନାରାୟଣ, ଶଶାଙ୍କ, ବାବୁଲ ସୁପ୍ରିଓ
ଚିତ୍ରଗ୍ରହଣ: ସୁଶୀଲ ବେହେରା
ସମ୍ପାଦକ: ଅଜିତ ମନ୍ଧୁଆଳ
ମୁକ୍ତିଲାଭ ତାରିଖ:
୧୮ ମଇ ୨୦୧୨

ଅଭିନୟ

  • ସୁବାଶିଷ ଶର୍ମା
  • ପିଙ୍କି ପ୍ରିୟଦର୍ଶିନୀ
  • ମିହିର ଦାସ
  • ପୁଷ୍ପା ପଣ୍ଡା
  • ମୀନକେତନ
  • ସଲିଲ ମିତ୍ର
  • ମିଲନ୍
  • ନୀଲା
  • ପ୍ରଜ୍ଞା ଖଟୁଆ


ଗୀତ 

1. ଆରେ ଆଜି କାଇଁ ମନ
2. ଟିଉଁ ଟିଉଁ
3. ଜୀବନ ଟା
4. ଓ ପ୍ରିୟା
5. ତୁ ମୋ ଆରମ୍ଭ ତୁ ମୋ ଶେଷ
Share:

ଗୁଡ୍ ବୟ

Image result for odia film gud boy

ନିର୍ଦ୍ଦେଶକ: ଜ୍ୟୋତି ଦାସ
ପ୍ରଯୋଜକ: ହୃଦାନନ୍ଦ ସାମଲ
ସଂଳାପ: ରଜନୀ ରଞ୍ଜନ
ଚିତ୍ରନାଟ୍ୟ: ଜ୍ୟୋତି ଦାସ
କାହାଣୀ: ରୀନା ସାମଲ
କଳାକାର: ଅରିନ୍ଦମ ରାୟ, ପ୍ରିୟା ଚୌଧୁରୀ, ମିହିର ଦାସ, ଇପ୍ସିତା ମହାନ୍ତି, ପିଣ୍ଟୁ ନନ୍ଦ, ସୁନୀତା ଗରବଡ଼ୁ
ସଙ୍ଗୀତ: ବୈଦ୍ୟନାଥ ଦାଶ
ଗୀତ: ମୋହିତ ଚକ୍ରବର୍ତ୍ତୀ, ଅରୁଣ ମନ୍ତ୍ରୀ, ନିର୍ମଳ ନାୟକ
କଣ୍ଠ: ଜାବେଦ ଅଲ୍ଲୀ, ପାମେଲା ଜୈନ, ବିନୋଦ ରାଠୋଡ଼, ଶାନ୍, ସୁମନ, ସୁରେଶ ୱାଡ଼େକର
ଚିତ୍ରଗ୍ରହଣ: ରଞ୍ଜନ
ସମ୍ପାଦକ: ଚନ୍ଦ୍ରଶେଖର ମିଶ୍ର
ମୁକ୍ତିଲାଭ ତାରିଖ:
୧୦ ମଇ ୨୦୧୨

ଅଭିନୟ

  • ଅରିନ୍ଦମ ରାୟ
  • ପ୍ରିୟା ଚୌଧୁରୀ
  • ମିହିର ଦାସ
  • ଇପ୍ସିତା ମହାନ୍ତି
  • ପିଣ୍ଟୁ ନନ୍ଦ
  • ସୁନୀତା ଗରବଡ଼ୁ
  • ହରିହର ମହାପାତ୍ର
  • ମୀନକେତନ
  • ଚୌଧୁରୀ ଜୟପ୍ରକାଶ ଦାସ

ଗୀତ 

1. ଆଇନା କ‌ହେ
2. ଦେଖ୍ ଦେଖ୍ ଦେଖ୍ ଲେ
3. ଦୀୱାନା ହେଲି ମୁଁ
4. ଗୁଡ୍ ବୟ୍
5. ଡୁବା ଡୁବା ଡୁବା

Share:

ଶପଥ

Image result for odia film sapath

ନିର୍ଦ୍ଦେଶକ: ଅଶୋକ ପତି
ପ୍ରଯୋଜକ: ବିଭୂତି ମିଶ୍ର, ଅଶୋକ ମହାପାତ୍ର
ସଂଳାପ: ରଣଜିତ ପଟ୍ଟନାୟକ
ଚିତ୍ରନାଟ୍ୟ: ରଣଜିତ ପଟ୍ଟନାୟକ, ଅଶୋକ ପତି
କାହାଣୀ: ଅଶୋକ ପତି
କଳାକାର: ଆକାଶ ଦାସନାୟକ, ଅର୍ଚ୍ଚିତା ସାହୁ, ମିହିର ଦାସ, ମୀନକେତନ, ପିଣ୍ଟୁ ନନ୍ଦ, ପ୍ରିତୀରାଜ
ସଙ୍ଗୀତ: ପ୍ରଶାନ୍ତ ପାଢ଼ୀ
ଚିତ୍ରଗ୍ରହଣ: ରବିନ୍ଦ୍ର ବେହେରା
ସମ୍ପାଦକ: ସୁକୁମାର ମଣି
ମୁକ୍ତିଲାଭ ତାରିଖ:
୧୩ ଅପ୍ରେଲ ୨୦୧୨

ଅଭିନୟ

  • ଆକାଶ ଦାସନାୟକ
  • ଅର୍ଚ୍ଚିତା ସାହୁ
  • ମିହିର ଦାସ
  • ମୀନକେତନ
  • ପିଣ୍ଟୁ ନନ୍ଦ
  • ପ୍ରିତୀରାଜ ସତପଥୀ
  • ପ୍ରିତୀ ମିଶ୍ର
  • ଅନୀତା ଦାସ
  • ଜୀବନ ପଣ୍ଡା
  • ସଲିଲ ମିତ୍ର

ଗୀତ 

1. ଆସିଲୁ ତୁ ଯେବେ ଠାରୁ
2. ଚୋରି ଚୋରି ଆସିଲୁ
3. ଦେ ଦେ ପ‌ପ୍ପି ଦେ
4. ରାମ ପିଆଲି
5. ତୋର ମୋର
Share:

ଲୁଚକାଳି

Image result for odia film luchakali

ନିର୍ଦ୍ଦେଶକ: ସୁଶାନ୍ତ ମଣି
ପ୍ରଯୋଜକ: ସୁନନ୍ଦା ଦାଶ, ନୀଳକଣ୍ଠ ଦାଶ
ସଂଳାପ: ବାପୁ ଗୋସ୍ୱମୀ
ଚିତ୍ରନାଟ୍ୟ: ସୁଶାନ୍ତ ମଣି
କାହାଣୀ: ସୁଶାନ୍ତ ମଣି
କଳାକାର: ବାବୁଶାନ୍, ଶ୍ରେୟା ଝା, ସମରେଶ ରାଉତରାୟ, ମେଘା ଘୋଷ, ବିଜୟ ମହାନ୍ତି, ଅଜିତ ଦାସ
ସଙ୍ଗୀତ: ଆନ୍‌ବୁ ସେଲ୍‌ଭମ୍
ଗୀତ: ବାପୁ ଗୋସ୍ୱମୀ
କଣ୍ଠ: ବାବୁଶାନ୍, ମହାଲକ୍ଷ୍ମୀ  ଅୟର୍, ତପୁ ମିଶ୍ର, ଋତୁ ପଟ୍ଟନାୟକ, ଗୁଡ୍‌ଲି ରଥ, ରତିକାନ୍ତ ସତପଥୀ
ଚିତ୍ରଗ୍ରହଣ: ଅଭିରାମ ମିଶ୍ର
ସମ୍ପାଦକ: ବିରେନ ମହାନ୍ତି
ମୁକ୍ତିଲାଭ ତାରିଖ:
୨୯ ମାର୍ଚ୍ଚ ୨୦୧୨

ଅଭିନୟ

  • ବାବୁଶାନ୍
  • ଶ୍ରେୟା ଝା
  • ସମରେଶ ରାଉତରାୟ
  • ମେଘା ଘୋଷ
  • ବିଜୟ ମହାନ୍ତି
  • ଅଜିତ ଦାସ
  • ବିକାଶ ଦାସ
  • ଶ୍ୱେତା ଆଚାର୍ଯ୍ୟ
  • ଅଙ୍କିତା ଭୌମିକ
  • କୁନ୍‌ମୁନ୍
  • ଅଲିନା

ଗୀତ 

1. ଏ ଦେହ ବରଫରେ
2. ଗୁମ୍‌ସୁମ୍ ଗୁମ୍‌ସୁମ୍
3. ଲୁହ ସାଥେ ବନ୍ଧନ
4. ଆକଶରୁ କିଛି ମେଘ
5. ନିଝୁମ୍ ଏ ରାତିରେ
Share:

ରାଜୁ ଆୱାରା

Image result for odia film raju awara

ନିର୍ଦ୍ଦେଶକ: ଦେବାନନ୍ଦ ନାୟକ
ପ୍ରଯୋଜକ: ଏଲୋରୀ ପ୍ରିୟଦର୍ଶିନୀ, ସନ୍ତୋଷ ତ୍ରିପାଠୀ
ଚିତ୍ରନାଟ୍ୟ: ଦେବାନନ୍ଦ ନାୟକ
କାହାଣୀ: ଦେବାନନ୍ଦ ନାୟକ
କଳାକାର: ଆକାଶ ଦାସନାୟକ, ଅର୍ପିତା ମୁଖାର୍ଜୀ, ବିଜୟ ମହାନ୍ତି, ନମ୍ରତା ଦାସ, ଚୌଧୁରୀ ଜୟପ୍ରକାଶ ଦାଶ, ପ୍ରଜ୍ଞା
ସଙ୍ଗୀତ: ବିଦ୍ୟାଧର ସାହୁ
ଗୀତ: ମୋହିତ ଚକ୍ରବର୍ତ୍ତୀ, ଚିନ୍ତାମଣି ଦାସ, ବନ‌ଜ ମହାପାତ୍ର, ଦେବାନନ୍ଦ ନାୟକ, ପଞ୍ଚାନନ ନାୟକ
କଣ୍ଠ: ଅନ୍ତରା ମିତ୍ର, ସଞ୍ଜୁ ମହାନ୍ତି, ଅରବିନ୍ଦ ମୁଦୁଲି, ପ୍ରଦୀପ, ସୌରଭ
ଚିତ୍ରଗ୍ରହଣ: ଏସ୍. ରଞ୍ଜନ
ସମ୍ପାଦକ: ଦେବାନନ୍ଦ ନାୟକ
ମୁକ୍ତିଲାଭ ତାରିଖ:
୨ ମାର୍ଚ୍ଚ ୨୦୧୨

ଅଭିନୟ

  • ଆକାଶ ଦାସନାୟକ
  • ଅର୍ପିତା ମୁଖାର୍ଜୀ
  • ବିଜୟ ମହାନ୍ତି
  • ନମ୍ରତା ଦାସ
  • ଚୌଧୁରୀ ଜୟପ୍ରକାଶ ଦାଶ
  • ରଞ୍ଜନ କୁମାର ଦିକ୍ଷୀତ
  • ମଞ୍ଜୁଳ କଅଁର
  • ପ୍ରଜ୍ଞା ଖଟୁଆ
  • ଲୀନା
  • ମନୋଜିତ୍
  • ଉପେନ୍ଦ୍ର ପତି
  • ବିଜୟ ପଟ୍ଟନାୟକ
  • ଅନୁପ ଶାହା
  • ଜୟୀରାମ ସାମଲ
  • ସରସ୍ୱତୀ
  • ତାନିଆ
  • ଜର୍ଜ ତିଆଡ଼ି

ଗୀତ 

1. ଏ କି ବାସ୍ନା
2. ସମୟ ଥିଲା
3. ମୁଁ ରାଜୁ ଆୱାରା
4. ପାଦ ଚିପି ଲୁଚି ଲୁଚି
Share:

କେବେ ତୁମେ ନାହଁ କେବେ ମୁଁ ନାହିଁ

Image result for odia film kebe tume nahan kebe mu nahin

ନିର୍ଦ୍ଦେଶକ: ଚକ୍ରଧର ସାହୁ
ପ୍ରଯୋଜକ: ଚକ୍ରଧର ସାହୁ
ସଂଳାପ: ନିଜାମ୍
ଚିତ୍ରନାଟ୍ୟ: ରଞ୍ଜନ ଦାସ
କାହାଣୀ: ଚକ୍ରଧର ସାହୁ
କଳାକାର: ସବ୍ୟସାଚୀ ମିଶ୍ର, ଅର୍ଚ୍ଚିତା ସାହୁ, ପପୁ ପମ ପମ, ଅଜିତ ଦାସ, ମନୋଜ ମିଶ୍ର, ବୀଣା ମହାରଣା
ସଙ୍ଗୀତ: ବିକାଶ ଦାସ
ଗୀତ: ମୋହିତ ଚକ୍ରବର୍ତ୍ତୀ, ଅରୁଣ ମନ୍ତ୍ରୀ, ନିର୍ମଳ ନାୟକ, ସୁଜିତ ପରିଜା, ଜିତେନ୍ଦ୍ର ପ୍ରଧାନ
କଣ୍ଠ: ମହାଲକ୍ଷ୍ମୀ ଅୟର୍, ପାମେଲା ଜୈନ, ଉଦିତ ନାରାୟଣ, ଶାନ୍
ଚିତ୍ରଗ୍ରହଣ: ପ୍ରଶାନ୍ତନୁ ମହାପାତ୍ର, ସନ୍ଦୀପ ସେଠୀ
ସମ୍ପାଦକ: ଚକ୍ରଧର ସାହୁ
ମୁକ୍ତିଲାଭ ତାରିଖ:
୧୭ ଫେବୃଆରୀ ୨୦୧୨

ଅଭିନୟ

  • ସବ୍ୟସାଚୀ ମିଶ୍ର
  • ଅର୍ଚ୍ଚିତା ସାହୁ
  • ପପୁ ପମ ପମ
  • ଅଜିତ ଦାସ
  • ମନୋଜ ମିଶ୍ର
  • ବୀଣା ମହାରଣା
  • ଆକାଂକ୍ଷା
  • ହାଡ଼ୁ
  • ସଲିଲ ମିତ୍ର
  • ଜୀବନ ପଣ୍ଡା
  • ନୀଳମଣି ସାହୁ
  • ତାନ୍ୟା
  • ଶିବ ପଣ୍ଡା

ଗୀତ 

1. ଓଃ ମାଇଁ ଲଭ୍ ସାତ ଋତୁ
2. ବାକି ଅଛି
3. ପାଗଳ
4. ଝିଲ୍ ମିଲ୍
5. ରେ ମିତ
6. ସାତ ଋତୁ
Share:

ଏମିତି ବି ପ୍ରେମ ହୁଏ

Image result for odia film emiti b prema hue

ନିର୍ଦ୍ଦେଶକ: ନିଶିକାନ୍ତ ଦଳବେହେରା
ପ୍ରଯୋଜକ: ରମଣ କୁମାର ସାହୁ, ରାଜେନ୍ଦ୍ର ସାହୁ
ସଂଳାପ: ଅସୀତ ଦାସ ମହାପାତ୍ର
ଚିତ୍ରନାଟ୍ୟ: ନିଶିକାନ୍ତ ଦଳବେହେରା
କାହାଣୀ: ଅସୀତ ଦାସ ମହାପାତ୍ର
କଳାକାର: ସବ୍ୟସାଚୀ ମିଶ୍ର, ରିୟା ଦେ, ମିହିର ଦାସ, ଅପରାଜିତା ମହାନ୍ତି, ଅଶ୍ରୁମୋଚନ ମହାନ୍ତି
ସଙ୍ଗୀତ: ପ୍ରଶାନ୍ତ ପାଢ଼ୀ
ଗୀତ: ଅରୁଣ ମନ୍ତ୍ରୀ, ମୋହିତ ଚକ୍ରବର୍ତ୍ତୀ, ଜିତେନ୍ଦ୍ର ନାୟକ
କଣ୍ଠ: କୁମାର ବାପି, ମାନସ ପ୍ରୀତମ, ପାମେଲା ଜୈନ
ଚିତ୍ରଗ୍ରହଣ: ଅମରଜିତ ମହାନ୍ତି
ସମ୍ପାଦକ:
ମୁକ୍ତିଲାଭ ତାରିଖ:
୧୨ ଫେବୃଆରୀ ୨୦୧୨

ଅଭିନୟ

  • ସବ୍ୟସାଚୀ ମିଶ୍ର
  • ରିୟା ଦେ
  • ମିହିର ଦାସ
  • ଅପରାଜିତା ମହାନ୍ତି
  • ଅଶ୍ରୁମୋଚନ ମହାନ୍ତି
  • ବନମାଳୀ
  • ଚୌଧୁରୀ ଜୟପ୍ରକାଶ ଦାସ
  • ନୂପୁର ଘୋଷ
  • ହାଡ଼ୁ
  • ଜୟୀରାମ ସାମଲ
  • ଲଭ୍‌ଲି

ଗୀତ 

1. ଏମିତି ବି ପ୍ରେମ ହୁଏ
2. ଓଲେ ଓଲେ
3. କିଏ ତ‌ତେ ସଜେଇଲା
4. ମୋର ଜବାନୀ ସୋଲା ସାଲ୍
Share:

ଥୁକୁଲ

Image result for odia film thukul

ନିର୍ଦ୍ଦେଶକ: ପ୍ରଶାନ୍ତ ନନ୍ଦ
ପ୍ରଯୋଜକ: ଅକ୍ଷୟ କୁମାର ପରିଜା
ସଂଳାପ: ପ୍ରଶାନ୍ତ ନନ୍ଦ
ଚିତ୍ରନାଟ୍ୟ: ପ୍ରଶାନ୍ତ ନନ୍ଦ
କାହାଣୀ: ପ୍ରଶାନ୍ତ ନନ୍ଦ
କଳାକାର: ବାବୁଶାନ୍, ଅର୍ଚ୍ଚିତା ସାହୁ, ପ୍ରକୃତି ମିଶ୍ର, ଅପରାଜିତା ମହାନ୍ତି, ମୀନକେତନ, ସମରେଶ ରାଉତରାୟ, କୁନା ତ୍ରିପାଠୀ
ସଙ୍ଗୀତ: ପ୍ରଶାନ୍ତ ନନ୍ଦ
କଣ୍ଠ: ସଙ୍ଗୀତା ଗୋସ୍ୱାମୀ, କ୍ରିଷ୍ଣା, ଇରା ମହାନ୍ତି, ପ୍ରଶାନ୍ତ ମୁଦୁଲି, ଉଦିତ ନାରାୟଣ, ପମି, ସାଧନା ସରଗମ୍, ସୁବାଶିଷ, ବାବୁଲ ସୁପ୍ରିଓ
ଚିତ୍ରଗ୍ରହଣ: ଅଭିରାମ ମିଶ୍ର
ସମ୍ପାଦକ: ପ୍ରଶାନ୍ତ ନନ୍ଦ
ମୁକ୍ତିଲାଭ ତାରିଖ:
୧୨ ଜାନୁଆରୀ ୨୦୧୨

ଅଭିନୟ

  • ବାବୁଶାନ୍
  • ଅର୍ଚ୍ଚିତା ସାହୁ
  • ପ୍ରକୃତି ମିଶ୍ର
  • ଅପରାଜିତା ମହାନ୍ତି
  • ମୀନକେତନ
  • ସମରେଶ ରାଉତରାୟ
  • କୁନା ତ୍ରିପାଠୀ
  • ନବ ଆଚାର୍ଯ୍ୟ
  • ପ୍ରଫୁଲ୍ଲ କର
  • ମିଟୁ ମିଥୁନ
  • ବାଦଲ ମହାନ୍ତି
  • ପ୍ରକାଶ ମହାନ୍ତି
  • ସଚ୍ଚି ପଣ୍ଡା
  • ସାନୋ ରଥ
  • ପୁପିନ୍ଦର ସିଂହ
  • ଇଲୁ ବାନାର୍ଜୀ
  • ସରୋଜ ଦାସ
  • ମନୋଜ ପଟ୍ଟନାୟକ
  • ଶ୍ୱେତା ଆଚାର୍ଯ୍ୟ
  • ଶ୍ରୀତମ ଦାସ

ଗୀତ 

1. ଆ ସାଥି ଆ
2. ଆଖିର ବଗିଚାରେ
3. ବଜା ବଜା ଢୋଲ ବଜା
4. ଗଛରୁ ଝଡ଼ିଲେ ପତ୍ର
5. ହଜି ଯାଇଥିଲେ
6. ଜଗନ୍ନାଥ ସ୍ୱାମୀ
7. କିଏ କ‌ହେ ନାଚିବାକୁ
8. ମିତରେ ମିତରେ
Share:

ସମଥିଙ୍ଗ ସମଥିଙ୍ଗ

Image result for odia film he something something

ନିର୍ଦ୍ଦେଶକ: ସୁଧାକର ବସନ୍ତ
ପ୍ରଯୋଜକ: ଅନୁପ୍ରାସ ମହାନ୍ତି, ଅନୁଭବ ମହାନ୍ତି
ସଂଳାପ: ରଣଜିତ ପଟ୍ଟନାୟକ
ଚିତ୍ରନାଟ୍ୟ: ରଣଜିତ ପଟ୍ଟନାୟକ
କାହାଣୀ: ଅନୁଭବ ମହାନ୍ତି
କଳାକାର: ଅନୁଭବ, ବର୍ଷା, ହରିହର ମହାପାତ୍ର, ତୃପ୍ତି ସିହ୍ନା, ସୁରେଶ ବଳ, ସରୋଜ ଦାସ, ଦିପୀକା, ରତନ ମେହେର
ସଙ୍ଗୀତ: ପ୍ରେମ ଆନନ୍ଦ
ଗୀତ: ଅରୁଣ ମନ୍ତ୍ରୀ, ବସନ୍ତରାଜ ସାମଲ
କଣ୍ଠ: ବସନ୍ତରାଜ ସାମଲ, ଅନୁଭବ ମହାନ୍ତି, ଇରା ମହାନ୍ତି, ଉଦିତ ନାରାୟଣ, ଶ୍ରୀଚରଣ
ଚିତ୍ରଗ୍ରହଣ: କେ. ଭି. ରମନ୍ନା
ସମ୍ପାଦକ: ଚନ୍ଦ୍ରଶେଖର ମିଶ୍ର
ମୁକ୍ତିଲାଭ ତାରିଖ:
୮ ଜାନୁଆରୀ ୨୦୧୨

ଅଭିନୟ

  • ଅନୁଭବ ମହାନ୍ତି
  • ବର୍ଷା ପ୍ରିୟଦର୍ଶିନୀ
  • ହରିହର ମହାପାତ୍ର
  • ତୃପ୍ତି ସିହ୍ନା
  • ସୁରେଶ ବଳ
  • ସରୋଜ ଦାସ
  • ଦିପୀକା
  • ରତନ ମେହେର

ଗୀତ 

1. ଭାରି ଭିଡ଼ ଭିତରେ
2. ଫଗୁଣ ଫରୁଆ ଫିକା
3. କେମିତି ଲାଗୁଛି
4. କୁକେର କୁକେର କୁ
5. ରାମା ରାମା ଏ' କି ହେଲାରେ
6. ସମଥିଙ୍ଗ୍ ସମଥିଙ୍ଗ୍
7. ତୁ ଥିଲେ ପାଖରେ
Share:

ଜଗୁ ଅଟୋବାଲା

Image result for odia film jagu autobala

ନିର୍ଦ୍ଦେଶକ: ଜେମସ୍ ଆନ୍ଥୋନୀ
ପ୍ରଯୋଜକ: ପୁପିନ୍ଦର ସିଂ
ସଂଳାପ: ପ୍ରକାଶ ବରାଳ
ଚିତ୍ରନାଟ୍ୟ: ପ୍ରକାଶ ବରାଳ
କାହାଣୀ: ପ୍ରକାଶ ବରାଳ
କଳାକାର: ପୁପିନ୍ଦର ସିଂହ, ପାମେଲା ମଣ୍ଡଳ, ବିଜୟ ମହାନ୍ତି, ତନ୍ଦ୍ରା ରାୟ, ମନୋଜ ମିଶ୍ର, ପ୍ରିନ୍ସ, ସୁମନ
ସଙ୍ଗୀତ: ଅଭିଜିତ ମଜୁମଦାର
ମୁକ୍ତିଲାଭ ତାରିଖ:
୭ ଡିସେମ୍ବର ୨୦୧୨

ଅଭିନୟ

  • ପୁପିନ୍ଦର ସିଂହ
  • ପାମେଲା ମଣ୍ଡଳ
  • ବିଜୟ ମହାନ୍ତି
  • ତନ୍ଦ୍ରା ରାୟ
  • ମନୋଜ ମିଶ୍ର
  • ପ୍ରିନ୍ସ
  • ସୁମନ

ଗୀତ 

1. ଓ' ରେ ସାହେବା
2. କଟକରେ ଦଶହରାରେ
3. ଭିଜା ଭିଜା କୁହୁଡ଼ି
4. ଭଲ କଲୁ ଭଲ କଲୁ
5. ଅଟୋରେ ବସେଇଦେବି
Share:

ବର୍ଷ ଅନୁସାରେ ଓଡ଼ିଆ କଥାଚିତ୍ର