ଓଡ଼ିଆ କଥାଚିତ୍ର ଜଗତର ଟିକିନିକି ତଥ୍ୟ । An Odia film database with a collection of detailed information.

ଜଗନ୍ନାଥ ଧାମ ପୁରୀ

୮ ଡିସେମ୍ବରରେ ମୁକ୍ତିଲାଭ କରିଥିଲ ଜଗନ୍ନାଥ ଧାମ ପୁରୀ

ଟିକେ ଅନାଡ଼ି ପୂରା ଖିଲାଡ଼ି

୨୪ ନଭେମ୍ବରରେ ମୁକ୍ତିଲାଭ କରିଥିଲା ଟିକେ ଅନାଡ଼ି ପୂରା ଖିଲାଡ଼ି

ତୋ ପ୍ରେମରେ ପଡ଼ିଲା ପରେ

୨୪ ନଭେମ୍ବରରେ ମୁକ୍ତିଲାଭ କରିଥିଲା ତୋ ପ୍ରେମରେ ପଡ଼ିଲା ପରେ

ମୁଁ ଗୋଟେ ଦୁଷ୍ଟ ପିଲା

ନଭେମ୍ବର ୧୦ରେ ମୁକ୍ତିଲାଭ କରିଥିବା ଓଡ଼ିଆ କଥାଚିତ୍ର ମୁଁ ଗୋଟେ ଦୁଷ୍ଟ ପିଲା

ବଜରଙ୍ଗୀ

କାର୍ତ୍ତିକା ପୂର୍ଣ୍ଣିମା ସମୟରେ ମୁକ୍ତିଲାଭ କରିଥିବା ଓଡ଼ିଆ କଥାଚିତ୍ର

ତୁ ମୋ ହିରୋ

୨୦ ଅକ୍ଟୋବରରେ ଦୀପାବଳୀ ସମୟରେ ମୁକ୍ତିଲାଭ କରିଥିବା ଓଡ଼ିଆ କଥାଚିତ୍ର 'ତୁ ମୋ ହିରୋ'

Showing posts with label ୧୯୬୯ର ଓଡ଼ିଆ କଥାଚିତ୍ର. Show all posts
Showing posts with label ୧୯୬୯ର ଓଡ଼ିଆ କଥାଚିତ୍ର. Show all posts

ମାର୍ଗ



ନିର୍ଦ୍ଦେଶକ: ବ୍ୟୋମକେଶ ତ୍ରିପାଠୀ
କଳାକାର: ବ୍ୟୋମୋକେଶ ତ୍ରିପାଠୀ, ଝରଣା ଦାସ
ସଙ୍ଗୀତ: ବାଳକୃଷ୍ଣ ଦାସ
ମୁକ୍ତିଲାଭ ତାରିଖ:
୧୯୬୯

ଅଭିନୟ


  • ବ୍ୟୋମକେଶ ତ୍ରିପାଠୀ
  • ଝରଣା ଦାସ

ଗୀତ 


Share:

ବନ୍ଧନ



ନିର୍ଦ୍ଦେଶକ: ନିତ୍ୟାନନ୍ଦ ପାଲିତ
ପ୍ରଯୋଜକ: ରାଜାରାଣୀ ଫିଲ୍ମସ୍
କାହାଣୀ: ନିତ୍ୟାନନ୍ଦ ପାଲିତ
କଳାକାର: ପ୍ରଶାନ୍ତ ନନ୍ଦ, ଗୀତାଞ୍ଜଳୀ, ଧୀର ବିଶ୍ଵାଳ, ଲୀଳା ଦୁଲାଳି
ସଙ୍ଗୀତ: ଭୁବନେଶ୍ୱର ମିଶ୍ର
ଗୀତ: ନରସିଂହ ମହାପାତ୍ର
କଣ୍ଠ: ପ୍ରଣବ ପଟ୍ଟନାୟକ, ନିର୍ମଳ ମିଶ୍ର, ସିକନ୍ଦର ଆଲାମ, ଶୀପ୍ରା ବୋଷ, ଅକ୍ଷୟ ମହାନ୍ତି
ଚିତ୍ରଗ୍ରହଣ: ଦୀପକ ଦାସ
ମୁକ୍ତିଲାଭ ତାରିଖ:
୩ ଅକ୍ଟୋବର ୧୯୬୯

ଅଭିନୟ

  • ପ୍ରଶାନ୍ତ ନନ୍ଦ
  • ଗୀତାଞ୍ଜଳୀ
  • ଧୀର ବିଶ୍ଵାଳ
  • ଲୀଳା ଦୁଲାଳି
  • ସାମୁଏଲ ସାହୁ
  • ଗୋବିନ୍ଦ ତେଜ
  • ଶ୍ୟାମଳେନ୍ଦୁ
  • ନେତ୍ରାନନ୍ଦ
  • ଉର୍ବଶୀ

ଗୀତ 

1. ଏ ନୀଳ ଆଖି ନୀଳ ଜଳେ
2. ମା କାଳୀଜାଈଲୋ ଆକାଶ
3. ନା ନା ନା ରେ ମନ
4. ପୂର୍ଣ୍ଣିମା ଜ‌ହ୍ନ ସତେ ଧରା
5. ସାବି ସାବି ତୁ ତ ମୋର
Share:

ବର୍ଷ ଅନୁସାରେ ଓଡ଼ିଆ କଥାଚିତ୍ର