ଓଡ଼ିଆ କଥାଚିତ୍ର ଜଗତର ଟିକିନିକି ତଥ୍ୟ । An Odia film database with a collection of detailed information.

ଜଗନ୍ନାଥ ଧାମ ପୁରୀ

୮ ଡିସେମ୍ବରରେ ମୁକ୍ତିଲାଭ କରିଥିଲ ଜଗନ୍ନାଥ ଧାମ ପୁରୀ

ଟିକେ ଅନାଡ଼ି ପୂରା ଖିଲାଡ଼ି

୨୪ ନଭେମ୍ବରରେ ମୁକ୍ତିଲାଭ କରିଥିଲା ଟିକେ ଅନାଡ଼ି ପୂରା ଖିଲାଡ଼ି

ତୋ ପ୍ରେମରେ ପଡ଼ିଲା ପରେ

୨୪ ନଭେମ୍ବରରେ ମୁକ୍ତିଲାଭ କରିଥିଲା ତୋ ପ୍ରେମରେ ପଡ଼ିଲା ପରେ

ମୁଁ ଗୋଟେ ଦୁଷ୍ଟ ପିଲା

ନଭେମ୍ବର ୧୦ରେ ମୁକ୍ତିଲାଭ କରିଥିବା ଓଡ଼ିଆ କଥାଚିତ୍ର ମୁଁ ଗୋଟେ ଦୁଷ୍ଟ ପିଲା

ବଜରଙ୍ଗୀ

କାର୍ତ୍ତିକା ପୂର୍ଣ୍ଣିମା ସମୟରେ ମୁକ୍ତିଲାଭ କରିଥିବା ଓଡ଼ିଆ କଥାଚିତ୍ର

ତୁ ମୋ ହିରୋ

୨୦ ଅକ୍ଟୋବରରେ ଦୀପାବଳୀ ସମୟରେ ମୁକ୍ତିଲାଭ କରିଥିବା ଓଡ଼ିଆ କଥାଚିତ୍ର 'ତୁ ମୋ ହିରୋ'

Showing posts with label ୨୦୦୭ର ଓଡ଼ିଆ କଥାଚିତ୍ର. Show all posts
Showing posts with label ୨୦୦୭ର ଓଡ଼ିଆ କଥାଚିତ୍ର. Show all posts

ରସିକ ନାଗର

Image result for odia film rasika nagara

ନିର୍ଦ୍ଦେଶକ: ଦିଲ୍ଲିପ ପଣ୍ଡା
ପ୍ରଯୋଜକ: ଚଞ୍ଚଳା ସହୁ, ପ୍ରଦୀପ ସାହୁ
ସଂଳାପ: ବିଜୟ ମଲ୍ଲ
ଚିତ୍ରନାଟ୍ୟ: ଦିଲ୍ଲିପ ପଣ୍ଡା
କାହାଣୀ: ପ୍ରଦୀପ ସାହୁ
କଳାକାର: ସିଦ୍ଧାନ୍ତ ମହାପାତ୍ର, ନମ୍ରତା ଥାପ୍ପା, ଜିନା ସାମଲ, ଅନିତା ଦାସ, ଉତ୍ତମ ମହାନ୍ତି, ବବି ମିଶ୍ର, ରାଇମୋହ‌ନ ପରିଡ଼ା
ସଙ୍ଗୀତ: ପ୍ରେମ ଆନନ୍ଦ
ଗୀତ: ଦିଲୀପ ଜେନା, ବିଜୟ ମଲ୍ଲ, ପ୍ରଭାଂଶୁ ସାମନ୍ତରାୟ
କଣ୍ଠ: କୁମାର ବାପି, ଶ୍ରୀଚରଣ, ତପୁ ମିଶ୍ର, ଶୈଳଭାମା
ଚିତ୍ରଗ୍ରହଣ: ସୁଶାନ୍ତ ବାହିନୀପତି
ସମ୍ପାଦକ: ସୁଶାନ୍ତ ମଣି, ଦିଲ୍ଲିପ ପଣ୍ଡା
ମୁକ୍ତିଲାଭ ତାରିଖ:
୨୦୦୭

ଅଭିନୟ

  • ସିଦ୍ଧାନ୍ତ ମହାପାତ୍ର
  • ନମ୍ରତା ଥାପ୍ପା
  • ଜିନା ସାମଲ
  • ଅନିତା ଦାସ
  • ଉତ୍ତମ ମହାନ୍ତି 
  • ବବି ମିଶ୍ର
  • ରାଇମୋହ‌ନ ପରିଡ଼ା
  • ପ୍ରଦ୍ୟୁମ୍ନ ଲେଙ୍କା
  • ସରୋଜ ଦାସ
  • ଦେବଯାନୀ
  • ସ୍ମିତା ତ୍ରିପାଠୀ
  • ରବି ମିଶ୍ର
  • ଜୟୀରାମ ସାମଲ
  • ମୂଷା
  • ବାବୁ ପ୍ରଧାନ
  • ଟନିଆ
  • ସ୍ୱାତୀ ରାୟ

ଗୀତ 

1. ଥିଲା କେତେ ଆଶା
2. କବାଡ଼ି କବାଡ଼ି
3. ଧୁମ୍ ମିଠା
4. ଆକାଶରୁ ତାରା ଫୁଲ
5. ରସିକ ନାଗର
6. ପ୍ରେମରେ ପ୍ରେମରେ
Share:

ଜୟ ଜଗନ୍ନାଥ

Image result for odia film jay jagannath

ନିର୍ଦ୍ଦେଶକ: ସବ୍ୟସାଚୀ ମହାପାତ୍ର
ପ୍ରଯୋଜକ: ବି. ଚିଣ୍ଟୁ ମହାପାତ୍ର
ସଂଳାପ: ଡଃ ରଜନୀ ରଞ୍ଜନ, ଅଭିଳାଶ
ଚିତ୍ରନାଟ୍ୟ: ସବ୍ୟସାଚୀ ମହାପାତ୍ର
କାହାଣୀ: ମାଣବସା ଲକ୍ଷ୍ମୀପୂରାଣ ଉପରେ ଆଧାରିତ
କଳାକାର: ଶ୍ରୀତମ ଦାସ, ଜ୍ୟୋତି ମିଶ୍ର, ପିଣ୍ଟୁ ନନ୍ଦ, ମୋହିନୀ ଶିଳାଲିପି, ହର ପଟ୍ଟନାୟକ, ପ୍ରଦ୍ୟୁମ୍ନ ଲେଙ୍କା
ସଙ୍ଗୀତ: ସ୍ୱର୍ଗତ ଅକ୍ଷୟ ମହାନ୍ତି
କଣ୍ଠ: ଜାବେଦ୍ ଅଲ୍ଲୀ, ଶିଶୁ ଦାସ, ସଚିନ ଲାପିତ, ଅକ୍ଷୟ ମହାନ୍ତି, ସୋନା ମୁଖାର୍ଜୀ, ଅନୁରାଧା ପଢ଼ୁଆଲ, ବିନୋଦ ରାଠୋଡ଼, ପ୍ରିତିନନ୍ଦ ରାଉତରାୟ, ଶୈଳଭାମା
ଚିତ୍ରଗ୍ରହଣ: ଓମ୍ ପ୍ରକାଶ ମହାପାତ୍ର
ସମ୍ପାଦକ: ରାଜେନ୍ଦ୍ର କେ ମହାପାତ୍ର
ମୁକ୍ତିଲାଭ ତାରିଖ:
୧୨ ଜୁଲାଇ ୨୦୦୭
କଥାଚିତ୍ର ସମୟ:
୧୨୭ ମିନିଟ୍

ଅଭିନୟ

  • ଶ୍ରୀତମ ଦାସ
  • ଜ୍ୟୋତି ମିଶ୍ର
  • ପିଣ୍ଟୁ ନନ୍ଦ
  • ମୋହିନୀ ଶିଳାଲିପି
  • ସାଧୁ ମେହେର
  • ଶରତ ପୂଜାରୀ
  • ସେହେନାବାଜ ଖାନ୍
  • ବିରେନ୍ଦ୍ର ଏନ୍. ଗୋଛିକର
  • ମଣ୍ଟୁ ମହାପାତ୍ର
  • ଦେବାଶିଷ
  • ରତନ ମେହେର
  • ମୋନାଲିସା
  • ଗୁଣା ମହାପାତ୍ର
  • ହର ପଟ୍ଟନାୟକ
  • ପ୍ରଦ୍ୟୁମ୍ନ ଲେଙ୍କା
  • ରାମଚନ୍ଦ୍ର ପ୍ରତିହାରୀ

ଗୀତ 

1. ଛାରଫୁଲ ହୋଇ ଲାଗୁଛି ମଥାରେ
2. କଥାରେ ନାହିଁ ଭରଷା
3. ଜୟ ମା କମଳା ମା କମଳିନୀ
4. ଓମ୍ ଶ୍ରୀ ଜଗନ୍ନାଥ ନମଃ
5. କଳିଯୁଗେ ନାରୟଣ ପ୍ରଭୁ
6. ମହାଲକ୍ଷ୍ମୀ ମହାମାୟୀ ଜନନୀ
7. ନଟ ହେ ମଞ୍ଜି ପୋତିଲ ତମେ ନଟ ହେ

ମନ୍ତବ୍ୟ

ଏହି କଥାଚିତ୍ରଟି ଓଡ଼ିଆ ସମେତ ସମୁଦାୟ ୧୫ଟି ଭାଷାରେ ନିର୍ମାଣ କରାଯାଇଥିଲା । ବଳରାମ ଦାସଙ୍କ ରଚିତ ମହାଲକ୍ଷ୍ମୀଙ୍କର ମାଣବସା ଗୁରୁବାର କାବ୍ୟ ଉପରେ ଆଧାରିତ ଥିଲା ଏହି କଥାଚିତ୍ରଟିର ପୃଷ୍ଠଭୂମି । ଓଡ଼ିଆ, ହିନ୍ଦୀ, ଇଂରାଜୀ, ବଙ୍ଗାଳୀ, ଆସାମୀ, ଛତିଶଗଡ଼ି, ଭୋଜପୁରୀ, ରାଜସ୍ତାନୀ, ପଞ୍ଜାବୀ, ଗୁଜୁରାଟି, ମରାଠି, ତେଲୁଗୁ, ତାମିଲ, ମାଲାୟଲମ୍, ନେପାଳୀ ଆଦି ଭାଷାରେ ମୁକ୍ତିଲାଭ କରିଥିଲା ଏହି କଥାଚିତ୍ରଟି ।
Share:

ପାଗଳ ପ୍ରେମୀ

Image result for odia film pagala premi

ନିର୍ଦ୍ଦେଶକ: ହର ପଟ୍ଟନାୟକ
ପ୍ରଯୋଜକ: ଏ. ରମେଶ ପ୍ରସାଦ
ସଂଳାପ: ସୁବୋଧ ପଟ୍ଟନାୟକ
ଚିତ୍ରନାଟ୍ୟ: ହର ପଟ୍ଟନାୟକ
କାହାଣୀ: ସୁକୁମାର
କଳାକାର: ସବ୍ୟସାଚୀ ମିଶ୍ର, ଅର୍ପିତା ପାଲ୍, ଦେବଯାନୀ, ସୁକାନ୍ତ ଲେଙ୍କା, ପ୍ରଦ୍ୟୁମ୍ନ ଲେଙ୍କା, ନବ ଆଚାର୍ଯ୍ୟ,ସଞ୍ଜୟ ଭୋଳ
ସଙ୍ଗୀତ: ମନ୍ମଥ ମିଶ୍ର
ଗୀତ: ବସନ୍ତରାଜ ସାମଲ, ଅରୁଣ ମନ୍ତ୍ରୀ
କଣ୍ଠ: ଅଞ୍ଜିନାଲୁ, କୁମାର ବାପି, ଜିରାଫ୍, ଜଗନ୍, ତପୁ ମିଶ୍ର, ପ୍ରସାଦ, ଟି. ସୌରୀ, ଟି. ଶ୍ରୀନୁ
ଚିତ୍ରଗ୍ରହଣ: ନିରଞ୍ଜନ ଦାସ
ସମ୍ପାଦକ: ଚନ୍ଦ୍ରଶେଖର ମିଶ୍ର
ମୁକ୍ତିଲାଭ ତାରିଖ:
୨୦୦୭

ଅଭିନୟ

  • ସବ୍ୟସାଚୀ ମିଶ୍ର
  • ଅର୍ପିତା ପାଲ୍
  • ଦେବଯାନୀ
  • ସୁକାନ୍ତ ଲେଙ୍କା
  • ପ୍ରଦ୍ୟୁମ୍ନ ଲେଙ୍କା
  • ନବ ଆଚାର୍ଯ୍ୟ
  • ସଞ୍ଜୟ ଭୋଳ
  • ଚୈତାଳୀ
  • ଅଭିନୟଶ୍ରୀ
  • କୋଇଏଲ ଦାସ
  • ସନ୍ତୋଷ ଦାସ
  • ସରୋଜ ଦାସ
  • ବିନାୟକ ମିଶ୍ର
  • ନିରଞ୍ଜନ ପତି
  • ହର ପଟ୍ଟନାୟକ
  • ନିମାନନ୍ଦ ପାତ୍ର
  • ପ୍ରିୟଙ୍କା
  • ଆଲୋକ ରାୟ
  • ତାପସ ସରଘରିଆ
  • ସୋନାଲୀ

ଗୀତ 

1. ୟୁ ନୋ ୟୁ ନୋ ପ୍ରିୟା
2. ଗାୟେଙ୍ଗେ ନାଚେଙ୍ଗେ
3. ଶୁଣ ମୋ ଭାଇରେ ସୁନା ପିଲା ହେଇରେ
4. ଆ ମାନେ ଆନନ୍ଦପୁର
5. ଫିଲ୍ ମାଇଁ ଲଭ୍
6. ତୋର ଏ ହସରେ ଆଜି ହଁ ଝରୁଛି
Share:

ମୁଁ ତତେ ଲଭ୍ କରୁଚି

Image result for odia film mu tate love karuchi

ନିର୍ଦ୍ଦେଶକ: ଅଶୋକ ପତି
ପ୍ରଯୋଜକ: ସୁଚିତ୍ରା ରଥ
ସଂଳାପ: ରଣଜିତ ପଟ୍ଟନାୟକ
ଚିତ୍ରନାଟ୍ୟ: ଅଶୋକ ପତି
କାହାଣୀ: ସଞ୍ଜୟ ନାୟକ
କଳାକାର: ଅରିନ୍ଦମ ରାୟ, ସିଦ୍ଧାନ୍ତ ମହାପାତ୍ର, ନମ୍ରତା ଥାପା, ମାମା ମିଶ୍ର, ବବି ମିଶ୍ର, ମିହିର ଦାସ, ଅଜିତ ଦାସ, ଅନିତା ଦାସ
ସଙ୍ଗୀତ: ବଚୁ ମୁଖାର୍ଜୀ
ଗୀତ: ସ୍ୱରୂପ ନାୟକ
କଣ୍ଠ: କୁମାର ବାପି, ତପୁ ମିଶ୍ର, ଉଦିତ ନାରାୟଣ, ସ୍ୱରୂପ ନାୟକ
ଚିତ୍ରଗ୍ରହଣ: କେ. ଆର୍. ରମେଶ
ସମ୍ପାଦକ: ସୁଶାନ୍ତ ମଣି
ମୁକ୍ତିଲାଭ ତାରିଖ:
୨୦୦୭

ଅଭିନୟ

  • ଅରିନ୍ଦମ ରାୟ
  • ସିଦ୍ଧାନ୍ତ ମହାପାତ୍ର
  • ନମ୍ରତା ଥାପା
  • ମାମା ମିଶ୍ର
  • ବବି ମିଶ୍ର
  • ମିହିର ଦାସ
  • ଅଜିତ ଦାସ
  • ଅନିତା ଦାସ
  • ହାଡ଼ୁ
  • ସଲିଲ ମିତ୍ର
  • ବିଜୟ ମହାନ୍ତି
  • ଉତ୍ତମ ମହାନ୍ତି
  • ପିଙ୍କି ପ୍ରଧାନ
  • ତନ୍ଦ୍ରା ରାୟ
  • ଜୟୀରାମ ସାମଲ
  • ତନ୍‌‌ବୀର୍

ଗୀତ 

1. ତୋର ମୋର ଯୋଡ଼ି
2. ସାଇ ବାବା
3. ମୁଁ ତ‌ତେ ଲଭ୍ କରୁଚି
4. ମତେ କିଏ କ‌ହେ
5. ମାଧବୀ ତୁ ମତେ କଲୁ ନିକମ୍ମା
6. ଯୋଉ କଥା କ‌ହିପାରିଲି ନାହିଁ (ନାରୀ)
7. ଯୋଉ କଥା କ‌ହିପାରିଲି ନାହିଁ (ପୁରୁଷ)
Share:

ମହାନାୟକ

Image result for odia film mahanayak

ନିର୍ଦ୍ଦେଶକ: ଦେବୁ ପଟ୍ଟନାୟକ, ସୁଧାଂଶୁ ଶେଖର ସାହୁ
ପ୍ରଯୋଜକ: ହର୍ଷବର୍ଦ୍ଧନ ଲାଲ
ଚିତ୍ରନାଟ୍ୟ: ସୁବୋଧ ପଟ୍ଟନାୟକ
କାହାଣୀ: ଦେବୁ ପଟ୍ଟନାୟକ
କଳାକାର: ଅନୁଭବ ମହାନ୍ତି, କୋଏଲ ମଲ୍ଲିକ, ରାହୁଲ ଦେବ, ସୁରେଶ ବଳ, ନମ୍ରତା ଦାସ, ଗ୍ଲୋରିଆ ମହାନ୍ତି
ସଙ୍ଗୀତ: ଟି. ସୌରୀ
ଚିତ୍ରଗ୍ରହଣ: ନିରଞ୍ଜନ ଦାସ
ସମ୍ପାଦକ: ଚନ୍ଦ୍ରଶେଖର ମିଶ୍ର
ମୁକ୍ତିଲାଭ ତାରିଖ:
୨୦୦୭

ଅଭିନୟ

  • ଅନୁଭବ ମହାନ୍ତି
  • କୋଏଲ ମଲ୍ଲିକ
  • ରାହୁଲ ଦେବ
  • ସୁରେଶ ବଳ
  • ନମ୍ରତା ଦାସ
  • ଗ୍ଲୋରିଆ ମହାନ୍ତି
  • ହରିହର ମହାପାତ୍ର
  • ପ୍ରିୟଙ୍କା ମହାପାତ୍ର
  • ବିଜୟ ମହାନ୍ତି
  • ପିଣ୍ଟୁ ନନ୍ଦ
  • ଜୀବନ ପଣ୍ଡା
  • ତନ୍ଦ୍ରା ରାୟ
  • ଥିନ୍

ଗୀତ 

1. ହାଏରେ ହାଏ ମୁଁ ଭୁଲି ତ ଯାଏ
2. ବାଜା ବଜେଇ ରାଣୀ ସଜେଇ
3. ଆକାଶ ଛୁଇଁବି ପାହାଡ଼ ଡେଇଁବି
4. ଓ ଜାନୈବା
5. କରନି କରନି ପ୍ରେମ ଜମା କରନି
6. ଯା ଯା ଯାରେ ମେଘ ତୁ ବରଷି ଯା ରେ
Share:

ମୋନିକା ମାଇଁ ଡାର୍ଲିଙ୍ଗ

Image result for odia film monika oh my darling

ନିର୍ଦ୍ଦେଶକ: ନୀଳମଣି ସାହୁ
ପ୍ରଯୋଜକ: ବୀଣାପାଣି ସାହୁ
କାହାଣୀ: ନୀଳମଣି ସାହୁ
କଳାକାର: ହାଡ଼ୁ, ଚକ୍ରଧର ଜେନା, ହରିହର ମହାପାତ୍ର, ମାମୁନି ମିଶ୍ର, ରବି ମିଶ୍ର, ପିଣ୍ଟୁ ନନ୍ଦ, ରଚିତା
ଚିତ୍ରଗ୍ରହଣ: ଅଜିତ ଶ୍ରୀବାସ୍ତବ
ମୁକ୍ତିଲାଭ ତାରିଖ:
୨୦୦୭

ଅଭିନୟ

  • ହାଡ଼ୁ
  • ଚକ୍ରଧର ଜେନା
  • ହରିହର ମହାପାତ୍ର
  • ମାମୁନି ମିଶ୍ର
  • ରବି ମିଶ୍ର
  • ପିଣ୍ଟୁ ନନ୍ଦ
  • ରଚିତା

ଗୀତ 


Share:

ବନ୍ଧୁ

Image result for banali film bondhu

ନିର୍ଦ୍ଦେଶକ: ପ୍ରଶାନ୍ତ ନନ୍ଦ
ପ୍ରଯୋଜକ: କୁସୁମ ଧନୁକା
ଚିତ୍ରନାଟ୍ୟ: ପ୍ରଶାନ୍ତ ନନ୍ଦ
କାହାଣୀ: ପ୍ରଶାନ୍ତ ନନ୍ଦ
କଳାକାର: ଭିକ୍ଟର ବାନାର୍ଜୀ, ସୋମା ଚକ୍ରବର୍ତ୍ତୀ, ପ୍ରସନ୍ନ‌ଜିତ୍ ଚାଟାର୍ଜୀ, କୁନା ତ୍ରିପାଠୀ, ନାରାୟଣ ଦାସ, ରଜତଭ ଦାସ
ସଙ୍ଗୀତ: ଶାନ୍ତିରାଜ ଖୋସ୍‌ଲା, ପ୍ରଶାନ୍ତ ନନ୍ଦ
ମୁକ୍ତିଲାଭ ତାରିଖ:
୨୦୦୭

ଅଭିନୟ

  • ଭିକ୍ଟର ବାନାର୍ଜୀ
  • ସୋମା ଚକ୍ରବର୍ତ୍ତୀ
  • ପ୍ରସନ୍ନ‌ଜିତ୍ ଚାଟାର୍ଜୀ
  • ଡୋଲା ଚୌଧୁରୀ
  • ନାରାୟଣ ଦାସ
  • ରଜତଭ ଦାସ
  • ଶ୍ୟାମଲା ଦତ୍ତ
  • ସ୍ୱସ୍ତିକା ମୁଖାର୍ଜୀ
  • କୁନା ତ୍ରିପାଠୀ

ମନ୍ତବ୍ୟ

 ରାକେଶ ରୋଶନଙ୍କ ନିର୍ଦ୍ଦେଶିତ ହିନ୍ଦୀ ଚଳଚ୍ଚିତ୍ର "କୋଇ ମିଲ୍ ଗୟା"ର କାହାଣୀକୁ ନେଇ ନିର୍ମିତ ହୋଇଥିଲା ଏହି ବଙ୍ଗଳା ଚଳଚ୍ଚିତ୍ରଟି । ଏହି ଚଳଚ୍ଚିତ୍ରଟିକୁ ଓଡ଼ିଆ ଭାଷାରେ ଡବିଂ କରାଯାଇଥିଲା ।
Share:

ଫେରିଆ ମୋ ସୁନା ଭଉଣୀ

Related image

ନିର୍ଦ୍ଦେଶକ: ରଣଜିତ ମହାନ୍ତି
ପ୍ରଯୋଜକ: ହରି ବିଶ୍ୱାଳ
ସଂଳାପ: ରଣଜିତ ମହାନ୍ତି
ଚିତ୍ରନାଟ୍ୟ: ରଣଜିତ ମହାନ୍ତି
କାହାଣୀ: ହରି ବିଶ୍ୱାଳ
କଳାକାର: ମିହିର ଦାସ, ଜୀନା ସାମଲ, ଉଷସୀ ମିଶ୍ର, ବବି ମିଶ୍ର, ଦେବୁ ବୋଷ, ଅଶ୍ରୁମୋଚନ, ରୁନୁ ପରିଜା, ମୀନ‌କେତନ
ସଙ୍ଗୀତ: ଦେବବ୍ରତ ମିଶ୍ର
ଗୀତ: ନିଜାମ୍
କଣ୍ଠ: ବିଭୁ କିଶୋର, ଶକ୍ତି ମିଶ୍ର, ପମି, ଶୈଳଭାମା, ଶ୍ରୀନିବାସ
ଚିତ୍ରଗ୍ରହଣ: ସତ୍ୟ ପଟ୍ଟନାୟକ
ସମ୍ପାଦକ: ଜେ. ରଙ୍ଗନାଥନ୍
ମୁକ୍ତିଲାଭ ତାରିଖ:
୨୦୦୭

ଅଭିନୟ

  • ମିହିର ଦାସ
  • ଜୀନା ସାମଲ
  • ଉଷସୀ ମିଶ୍ର
  • ବବି ମିଶ୍ର
  • ଦେବୁ ବୋଷ
  • ଅଶ୍ରୁମୋଚନ ମହାନ୍ତି
  • ଜୟପ୍ରକାଶ ଦାସ
  • ଶେଖର ଦତ୍ତ
  • ପ୍ରଦୀପ ତ୍ରିପାଠୀ
  • ବ୍ରଜ ସିଂହ
  • ରୁନୁ ପରିଜା
  • ହରିହର ମହାପାତ୍ର
  • ଶ୍ୱେତା ଆଚାର୍ଯ୍ୟ
  • ମୀନ‌କେତନ ଦାସ
  • ଉପାସନା
  • ହରି ପଟ୍ଟନାୟକ
  • ଅପରାଜିତା ମହାନ୍ତି
  • ଜୟୀରାମ ସାମଲ
  • ଗୀତାଞ୍ଜଳୀ କର
  • ରୁବି
  • ଲିପ୍ସା
  • ଅଳକା
  • ହରିପ୍ରସାଦ ବିଶ୍ୱାଳ
  • ନିର୍ମଳା ପଟ୍ଟନାୟକ
  • ଲାଲା ବିରେନ
  • ବସନ୍ତ ସାମଲ
  • ଦେବାନନ୍ଦ ପାଠୀ
  • ଅମୂଲ୍ୟ ପାଲ
  • କୈଳାଶ

ଗୀତ 

1. ଚମକୁଚ କାହିଁକି ଏତେ
2. ଚୁଡ଼ି ବାଲାରେ
3. ଏକା କରି ମତେ
4. ଯୋଡ଼ି ମହୁରୀ ସାଥେ ବାଜା
5. ମୋ ଆଖି ତାରା ତୁ
6. ମୋ ଆଖି ତାରା ତୁ (ଦୁଃଖ)
7. ଫେରିଆ ମୋ ସୁନା ଭଉଣୀ
8. ରଙ୍ଗିଲା ରଙ୍ଗିଲା ଟୋପିବାଲା
Share:

ଏ ମନ ମାନେନା

Image result for odia film e mana manena

ନିର୍ଦ୍ଦେଶକ: ଏନ୍. ପାଢ଼ୀ
ପ୍ରଯୋଜକ: ବିଜୟ କୁମାର, ରାମଚନ୍ଦ୍ର ମହାପାତ୍ର
ସଂଳାପ: ଡଃ ରଜନୀ ରଞ୍ଜନ
ଚିତ୍ରନାଟ୍ୟ: ଏନ୍. ପାଢ଼ୀ
କାହାଣୀ: ରାଜଲକ୍ଷ୍ମୀ ପ୍ରିୟଦର୍ଶିନୀ
କଳାକାର: ଅରିନ୍ଦମ ରାୟ, ଦୁଷ୍ମନ୍ତ ପଣ୍ଡା, ବର୍ଷା ପ୍ରିୟଦର୍ଶିନୀ, କାଜଲ ମିଶ୍ର, ମିହିର ଦାସ, ଅନିତା ଦାସ, ହାଡ଼ୁ, ଉତ୍ତମ ମହାନ୍ତି
ସଙ୍ଗୀତ: ସ୍ୱରୂପ ନାୟକ
ଗୀତ: ବିଜୟ ମଲ୍ଲ, ନିମାଇଁ ମହାନ୍ତି, ପୁର୍ଣ୍ଣେନ୍ଦୁ ଦାସ ମହାପାତ୍ର, ସମରେନ୍ଦ୍ରନାଥ ମହାପାତ୍ର, ସୁରେଶ ପରିଡ଼ା
କଣ୍ଠ: କୁମାର ବାପି, ସରୋଜ ଦାସ, ତପୁ ମିଶ୍ର, ନସିର, ସୁଲଗ୍ନା
ଚିତ୍ରଗ୍ରହଣ: ଏ. ରଙ୍ଗନାଥନ୍
ସମ୍ପାଦକ: ସି. ମାଣିକ୍ ରାଓ
ମୁକ୍ତିଲାଭ ତାରିଖ:
୨୦୦୭

ଅଭିନୟ

  • ଅରିନ୍ଦମ ରାୟ
  • ଦୁଷ୍ମନ୍ତ ପଣ୍ଡା
  • ବର୍ଷା ପ୍ରିୟଦର୍ଶିନୀ
  • କାଜଲ ମିଶ୍ର
  • ମିହିର ଦାସ
  • ଅନିତା ଦାସ
  • ହାଡ଼ୁ
  • ହରିହର ମହାପାତ୍ର
  • ଉତ୍ତମ ମହାନ୍ତି
  • ସୁମନ
  • ଜର୍ଜ ତିଆଡ଼ି

ଗୀତ 

1. ବାହା ହେବ ନାହିଁ
2. ଆଜିକା ବ୍ରେକିଙ୍ଗ ନ୍ୟୁଜ୍
3. ଓଃ ନୀଳ ପରି
4. କୋଉଠୁ ଆସିଲ ପରଦେଶୀ
5. ଧିରେ ଧିରେ ନିଆଁ ଜଳେ
6. ଏ ମନ ମାନେନା
7. ତୁମକୁ ନିଜର
Share:

ଧଉଳି ଏକ୍ସପ୍ରେସ୍

Image result for 2007 odia film dhauli express

ନିର୍ଦ୍ଦେଶକ: ଚିତ୍ତରଞ୍ଜନ ତ୍ରିପାଠୀ
ପ୍ରଯୋଜକ: ଚିତ୍ତ ରଞ୍ଜନ ତ୍ରିପାଠୀ
ସଂଳାପ: ଭରଦ୍ଵାଜ ପଣ୍ଡା
କାହାଣୀ: ଚିତ୍ତରଞ୍ଜନ ତ୍ରିପାଠୀ
କଳାକାର: ସମରେଶ ରାଉତରାୟ, ଅନୁ ଚୌଧୁରୀ, ସିଦ୍ଧାନ୍ତ ମହାପାତ୍ର, କାଜଲ ମିଶ୍ର, ମିହିର ଦାସ, ଅପରାଜିତା ମହାନ୍ତି
ସଙ୍ଗୀତ: ଚିତ୍ତ ରଞ୍ଜନ ତ୍ରିପାଠୀ
ଗୀତ: ଚିତ୍ତ ରଞ୍ଜନ ତ୍ରିପାଠୀ, ଉତ୍କଳ ମଣି ଗୋପବନ୍ଧୁ ଦାସ
କଣ୍ଠ: ଚିତ୍ତ ରଞ୍ଜନ ତ୍ରିପାଠୀ, ସଚିନ, ତରୁଣ
ଚିତ୍ରଗ୍ରହଣ: ଅଭିରାମ ମିଶ୍ର
ସମ୍ପାଦକ: ସୁଶାନ୍ତ ମଣି
ମୁକ୍ତିଲାଭ ତାରିଖ:
୧୬ ମଇ ୨୦୦୭

ଅଭିନୟ

  • ସମରେଶ ରାଉତରାୟ
  • ସିଦ୍ଧାନ୍ତ ମହାପାତ୍ର
  • କାଜଲ ମିଶ୍ର
  • ମିହିର ଦାସ
  • ଅକ୍ଷୟ ବସ୍ତିଆ
  • ଅନୁ ଚୌଧୁରୀ
  • ବିକାଶ ଦାସ
  • ବୀରେନ ମିଶ୍ର
  • ପ୍ରଦ୍ୟୁମ୍ନ ଲେଙ୍କା
  • ରାଇଚରଣ ଦାସ
  • ହରିହର ମହାପାତ୍ର
  • ମୀନକେତନ
  • ରବି ମିଶ୍ର
  • ଅପରାଜିତା ମହାନ୍ତି
  • ସୂର୍ଯ୍ୟ ମହାନ୍ତି
  • ଜୟୀରାମ ସାମଲ

ଗୀତ 

1. ସ୍ମୃତି ଅଙ୍କା ବଙ୍କା
2. ମଣିଷ ଜୀବନ ନୁହଁଇ କେବଳ
3. ଦୂର ତାଳ ବଣେ
4. ସନ୍ଧ୍ୟା ହେଲା ମନେ ପଡ଼େ
5. ଚାଲାକ ଚାଲାକ ଯିଏ
Share:

ମୋ ସୁନା ପୁଅ

Image result for 2007 odia mo suna pua

ନିର୍ଦ୍ଦେଶକ: ଜ୍ୟୋତିପ୍ରକାଶ ଦାସ
ପ୍ରଯୋଜକ: ଜ୍ଞାନ ପଟ୍ଟନାୟକ
ସଂଳାପ: ବିଜୟ ମିଶ୍ର
ଚିତ୍ରନାଟ୍ୟ: ଜ୍ୟୋତିପ୍ରକାଶ ଦାସ
କାହାଣୀ: ଜ୍ୟୋତିପ୍ରକାଶ ଦାସ
କଳାକାର: ସମରେଶ ରାଉତରାୟ, ଜ୍ୟୋତି ମିଶ୍ର, ମହାଶ୍ୱେତା ରାୟ, ବିଜୟ ମହାନ୍ତି, ସିଗ୍ଧା ମହାନ୍ତି, ଅକ୍ଷୟ ବସ୍ତିଆ
ସଙ୍ଗୀତ: ଅଭିଜିତ ମଜୁମଦାର
ଗୀତ: ନିଜାମ୍
କଣ୍ଠ: ଅଭିଜିତ ମଜୁମଦାର, ତପୁ ମିଶ୍ର, ପମି, ମାନସ ପ୍ରିତମ, ଅରବିନ୍ଦ ଷଡ଼ଙ୍ଗୀ, ଲୁଲୁ
ଚିତ୍ରଗ୍ରହଣ: ଦିଲୀପ ରାୟ
ସମ୍ପାଦକ: ଦେବେନ ମିଶ୍ର
ମୁକ୍ତିଲାଭ ତାରିଖ:
୨୦୦୭

ଅଭିନୟ

  • ସମରେଶ ରାଉତରାୟ
  • ଜ୍ୟୋତି ମିଶ୍ର
  • ମହାଶ୍ୱେତା ରାୟ
  • ବିଜୟ ମହାନ୍ତି
  • ସିଗ୍ଧା ମହାନ୍ତି
  • ଅକ୍ଷୟ ବସ୍ତିଆ
  • ସରୋଜ ଦାସ
  • ଜୟୀରାମ ସାମଲ
  • ସରୋଜ ସତପଥୀ
  • ଜର୍ଜ ତିଆଡ଼ି

ଗୀତ 

1. ଆରେହେ ଢୋଲ ପରେ ବାଜା ବାଜା ପରେ ଢୋଲ
2. ଆଖିରୁ ପ୍ରଥମ ଥର ଆଜି ଚିହ୍ନିବା ନୂଆ ନୂଆ
3. ମେଘକୁ ମୁଁ କ‌ହିଦେଲୁ ବାଏ ବାଏ ବାଏ ବାଏ
4. ନା ଦେବକୀର ଗଣ୍ଠିଧନ ନା ଯଶୋଦାର
Share:

ଅଗ୍ନିଶିଖା

Image result for odia film agnisikha

ନିର୍ଦ୍ଦେଶକ: ହିମାଂଶୁ ପରିଜା
ପ୍ରଯୋଜକ: ଅଶୋକ କାନ୍ଦୋଇ
ଚିତ୍ରନାଟ୍ୟ: ହିମାଂଶୁ ପରିଜା
କଳାକାର: ବର୍ଷା ପ୍ରିୟଦର୍ଶିନୀ, ସୁନୀଲ କୁମାର, ମିହିର ଦାସ, ହର ପଟ୍ଟନାୟକ, ସୁରେଶ ବଳ, ଅକ୍ଷୟ ବସ୍ତିଆ
ସଙ୍ଗୀତ: ମନ୍ମଥ ମିଶ୍ର
କଣ୍ଠ: କୁମାର ବାପି, ଶ୍ରୀଚରଣ, ଆଲୋକ କୁଣ୍ଡୁ, ସୁଚରିତା ମିଶ୍ର, ରୂପାଲୀ, ଶୈଳଭାମା
ମୁକ୍ତିଲାଭ ତାରିଖ:
୨୦୦୭

ଅଭିନୟ

  • ବର୍ଷା ପ୍ରିୟଦର୍ଶିନୀ
  • ସୁନୀଲ କୁମାର
  • ମିହିର ଦାସ
  • ହର ପଟ୍ଟନାୟକ
  • ସୁରେଶ ବଳ
  • ଅକ୍ଷୟ ବସ୍ତିଆ
  • ସରୋଜ ଦାସ
  • ପ୍ରଦ୍ୟୁମ୍ନ ଲେଙ୍କା
  • ପୁଷ୍ପା ପଣ୍ଡା
  • ରୁନୁ ପରିଜା
  • ପପି ସନ୍ତୁକ
  • ବ୍ରଜ ସିଂହ

ଗୀତ 

1. ଏ ବାବୁ ଭିଣେଇ ବାବୁ
2. ହାତକୁ ଦେବି ତୁମ ସୁନାର କଙ୍କଣ
3. ଭଲ କଲୁ ଭୁଲିଗଲୁ ଭଲ ପାଇକି
4. ଶୋଇଥାଏ ଚେଇଁଥାଏ
5. ସୁଖ ଆକାଶରେ ସୁନା
Share:

ତୋ ପାଇଁ



ନିର୍ଦ୍ଦେଶକ:
ପ୍ରଯୋଜକ:
ସଂଳାପ:
ଚିତ୍ରନାଟ୍ୟ:
କାହାଣୀ:
କଳାକାର:
ସଙ୍ଗୀତ:
ଗୀତ:
କଣ୍ଠ:
ଚିତ୍ରଗ୍ରହଣ:
ସମ୍ପାଦକ:
ମୁକ୍ତିଲାଭ ତାରିଖ:


ଅଭିନୟ


ଗୀତ 


Share:

କଥାନ୍ତର



ନିର୍ଦ୍ଦେଶକ: ହିମାଂଶୁ ଖଟୁଆ
ପ୍ରଯୋଜକ: ଇତି ସାମନ୍ତ
ଚିତ୍ରନାଟ୍ୟ: ହିମାଂଶୁ ଖଟୁଆ
କାହାଣୀ: ହିମାଂଶୁ ଖଟୁଆ
କଳାକାର: ଅନୁ ଚୌଧୁରୀ, ଦେବପ୍ରସାଦ ଦାସ, ଚୌଧୁରୀ ବିକାଶ ଦାସ, ମିହିର ସ୍ୱାଇଁ, ମାମୁନି ମିଶ୍ର, ଜର୍ଜ ତିଆଡ଼ି
ସଙ୍ଗୀତ: ସ୍ୱରୂପ ନାୟକ
ଗୀତ: ସ୍ୱରୂପ ନାୟକ
ଚିତ୍ରଗ୍ରହଣ: ସମୀର ମହାଜନ
ସମ୍ପାଦକ: ରବି ପଟ୍ଟନାୟକ
ମୁକ୍ତିଲାଭ ତାରିଖ:
୧୪ ଡିସେମ୍ବର ୨୦୦୭

ଅଭିନୟ

  • ଅନୁ ଚୌଧୁରୀ
  • ଦେବପ୍ରସାଦ ଦାସ
  • ଭାସ୍ୱତି ବସୁ
  • ଚୌଧୁରୀ ବିକାଶ ଦାସ
  • ମିହିର ସ୍ୱାଇଁ
  • ଚୌଧୁରୀ ଜୟପ୍ରକାଶ ଦାସ
  • ବିଦ୍ୟୁତ୍‌ପ୍ରଭା ଦେବୀ
  • ଚକ୍ରଧର ଜେନା
  • ମାମୁନି ମିଶ୍ର
  • ରମେଶ ମହାନ୍ତି
  • ସୂର୍ଯ୍ୟ ମହାନ୍ତି
  • ଅନ୍ତରା ମହାପାତ୍ର
  • ଜର୍ଜ ତିଆଡ଼ି

ମନ୍ତବ୍ୟ

୧୯୯୯ ମସିରେ ଓଡ଼ିଶାରେ ହେଇଥିବା ମହାବାତ୍ୟା ଉପରେ ନିର୍ମିତ ହୋଇଥିଲା ଏହି କଥାଚିତ୍ରଟି । ସେହିସ‌ମୟରେ ଭୋଗିଥିବା ଅସୁବିଧାକୁ ନେଇ ଏହାର କାହାଣୀ ଲେଖାଯାଇଥିଲା ।
Share:

ତୁମକୁ ପାରୁନି ତ ଭୁଲି

Image result for odia film tumaku paruni ta bhuli

ନିର୍ଦ୍ଦେଶକ: ଚକ୍ରଧର ସାହୁ
ପ୍ରଯୋଜକ: ଚକ୍ରଧର ସାହୁ, ରୁକ୍ମଣୀ ଦାସ
ଚିତ୍ରନାଟ୍ୟ: ଚକ୍ରଧର ସାହୁ, ରଞ୍ଜନ ଦାସ
କାହାଣୀ: ଶଙ୍କର ତ୍ରିପାଠୀ
କଳାକାର: ସୁନୀଲ କୁମାର, ଅନୁ ଚୌଧୁରୀ, ଆମେଲି ପଣ୍ଡା, ମନୋଜ ମିଶ୍ର, ଉତ୍ତମ ମହାନ୍ତି, ଅଶୋକ ଦାସ, ରୁକ୍ମଣୀ
ସଙ୍ଗୀତ: ମଳୟ ମିଶ୍ର
ଗୀତ: ମୋହିତ ଚକ୍ରବର୍ତ୍ତୀ, ବିଜୟ ମଲ୍ଲ, ଯତୀନ୍ଦ୍ର ପ୍ରଧାନ, ନିର୍ମଳ ନାୟକ
କଣ୍ଠ: କୁନାଲ ଗଞ୍ଜାୱାଲା, ପଙ୍କଜ ଜାଲ, କୈଳାଶ ଖେର, ଅଭିଜିତ ମଜୁମଦାର, ଇରା ମହାନ୍ତି
ଚିତ୍ରଗ୍ରହଣ: ଯୁଗଳ ଦେବତା
ସମ୍ପାଦକ: ଚକ୍ରଧର ସାହୁ
ମୁକ୍ତିଲାଭ ତାରିଖ:
୨୦୦୭

ଅଭିନୟ

  • ସୁନୀଲ କୁମାର
  • ଅନୁ ଚୌଧୁରୀ
  • ଆମେଲି ପଣ୍ଡା
  • ମନୋଜ ମିଶ୍ର
  • ଉତ୍ତମ ମହାନ୍ତି
  • ଅଶୋକ ଦାସ
  • ରୁକ୍ମଣୀ

ଗୀତ 

1. ଏ କେମିତି ଋତୁ ହେଲା
2. ଆରେ ଆରେ ଓ ଗୀତରେ ଆରେ
3. ଏଇ ଜୀବନ ଏମିତି ସୁନା ଗୀତ
4. ବର୍ଷା ଏଇ ବର୍ଷା
5. ଦିନରେ ଶୋଉଚି ମୁଁ
6. ମେହେନ୍ଦୀ ଲାଗେ ନୂଆ
7. ନାରେ ନା
Share:

ସମୟ ହାତରେ ଡୋରି

Image result for odia film samaya hatare dori

ନିର୍ଦ୍ଦେଶକ: ନିମାଇଁ ଓଝା
ପ୍ରଯୋଜକ: ତିଳୋତ୍ତମା ଦାସ
ସଂଳାପ: ସଞ୍ଜୟ ହାତୀ
ଚିତ୍ରନାଟ୍ୟ: ସନ୍ତୋଷ ମିଶ୍ର, ନିମାଇଁ ଓଝା
କାହାଣୀ: ସଞ୍ଜୟ ହାତୀ
କଳାକାର: ସିଦ୍ଧାନ୍ତ ମହାପାତ୍ର, ଅନୁ ଚୌଧୁରୀ, ମିହିର ଦାସ, ଦେବଯାନୀ, ଦେବୁ ବୋଷ, ଜୟୀ, ବ୍ରଜ ସିଂହ, ବିଜୟ ମହାନ୍ତି
ସଙ୍ଗୀତ: ଆଲୋକ ସ୍ୱାଇଁ, ରତି ବାରିକ
ଗୀତ: ରତିକାନ୍ତ ବାରିକ, ଅରୁଣ ମନ୍ତ୍ରୀ, ପୂର୍ଣ୍ଣେନ୍ଦୁ ଦାସ ମହାପାତ୍ର, ନିଜାମ୍
କଣ୍ଠ: ନମିତା ଅଗ୍ର‌ୱାଲ, ମହ‌ମଦ ଅଜିଜ୍, କୁମାର ବାପି, ତପୁ ମିଶ୍ର, ପମି, ଶୈଳଭାମା
ଚିତ୍ରଗ୍ରହଣ: କେ. ରଙ୍ଗାସ୍ୱାମୀ
ସମ୍ପାଦକ: ସୁଶାନ୍ତ ମଣି
ମୁକ୍ତିଲାଭ ତାରିଖ:
୨୦୦୭

ଅଭିନୟ

  • ସିଦ୍ଧାନ୍ତ ମହାପାତ୍ର
  • ଅନୁ ଚୌଧୁରୀ
  • ମିହିର ଦାସ
  • ଦେବଯାନୀ
  • ଦେବୁ ବୋଷ
  • ଜୟୀରାମ ସାମଲ
  • ବ୍ରଜ ସିଂହ
  • ସନ୍ତୋଷ ନାୟକ
  • ବିଜୟ ମହାନ୍ତି
  • ରାଜା ମହାନ୍ତି
  • ଅଶୋକ ବଳ
  • ଜୁଲି
  • ବିନି
  • ଶିମି
  • ରବି
  • ନୟନତାରା
  • ନୀଲମ୍
  • ସୋନାକ୍ଷୀ
  • ଦିପ୍‌ଶିଖା

ଶିଶୁ କଳାକାର

  • ସ୍ୱରାଜ ବାରିକ
  • ନିକ୍ଷିତା

ଗୀତ 

1. ତ ହାତରେ ବାନ୍ଧି
2. ଫେରିଆ କାହ୍ନୁ
3. ଜ‌ହ୍ନର ରାତି
4. ଏ ନଈର ତୁଠେ
5. ଏ ଜୀବନ ମାନେ
6. ଫଗୁଣ ର
Share:

ଲାଲ ଟୁକୁ ଟୁକୁ ସାଧବ ବୋହୂ

Image result for odia film bandhu

ନିର୍ଦ୍ଦେଶକ: ସଂଗ୍ରାମ ବିଶ୍ୱାଳ
ପ୍ରଯୋଜକ: ସୁମିତ ରାଉତ
ସଂଳାପ: ବିଜୟ ମଲ୍ଲ
ଚିତ୍ରନାଟ୍ୟ: ସଂଗ୍ରାମ ବିଶ୍ୱାଳ
କାହାଣୀ: ସୁନୀଲ ରାଉତ
କଳାକାର: ଅରିନ୍ଦମ ରାୟ, ଅନୁ ଚୌଧୁରୀ, କାଜଲ ମିଶ୍ର, ବବି ମିଶ୍ର, ଦେବୁ ବୋଷ, ବିଜୟ ମହାନ୍ତି, ଦେବଯାନୀ, ପିଣ୍ଟୁ ନନ୍ଦ
ସଙ୍ଗୀତ: ସୁବାସ ରାମ
ଗୀତ: ଅରୁଣ ମନ୍ତ୍ରୀ
କଣ୍ଠ: କୁମାର ବାପି, ତପୁ ମିଶ୍ର, ପମି
ସମ୍ପାଦକ: ଏ. ଶ୍ରୀକର ପ୍ରସାଦ
ମୁକ୍ତିଲାଭ ତାରିଖ:
୧୯ ଅକ୍ଟୋବର ୨୦୦୭

ଅଭିନୟ

  • ଅରିନ୍ଦମ ରାୟ
  • ଅନୁ ଚୌଧୁରୀ
  • କାଜଲ ମିଶ୍ର
  • ବବି ମିଶ୍ର
  • ଦେବୁ ବୋଷ
  • ବିଜୟ ମହାନ୍ତି
  • ଦେବଯାନୀ
  • ପିଣ୍ଟୁ ନନ୍ଦ
  • ତନ୍ଦ୍ରା ରାୟ
  • କୁନା ତ୍ରିପାଠୀ

ଗୀତ 

1. ଫଗୁଣ ଫୁଲ ଫୁଲ କ‌ହେ
2. ଓମ୍ ନମଃ ଶିବାୟ
3. ଲାଲ ଟୁକୁ ଟୁକୁ ସାଧବ ବୋହୂ
4. ମୋ ମନରେ ତୁ ଜ‌ହ୍ନରେ ତୁ
5. ଆ'ରେ ଆ ମୋ ସୂରରେ ସୁର ଦେଇ ଗୀତ ପଦେ ଗା
6. ସିନ୍ଦୂର ମୋର ପାଣିର ଗାର
Share:

କାଳୀ ଶଙ୍କର

Image result for odia film kali shankar

ନିର୍ଦ୍ଦେଶକ: ପ୍ରଶାନ୍ତ ନନ୍ଦ
ପ୍ରଯୋଜକ: ସୁଚିତ୍ରା ସାହୁ
ସଂଳାପ: ପ୍ରଶାନ୍ତ ନନ୍ଦ
ଚିତ୍ରନାଟ୍ୟ: ପ୍ରଶାନ୍ତ ନନ୍ଦ
କାହାଣୀ: ପ୍ରଶାନ୍ତ ନନ୍ଦ
କଳାକାର: ସିଦ୍ଧାନ୍ତ, ଅନୁ ଚୌଧୁରୀ, ଅନୁଭବ, ମେଘ୍ନା ମିଶ୍ର, ଅରିନ୍ଦମ, ସ୍ୱସ୍ତିକା, ବିଜୟ ମହାନ୍ତି, ଆଶିଷ ବିଦ୍ୟାର୍ଥୀ
ସଙ୍ଗୀତ: ପ୍ରଶାନ୍ତ ନନ୍ଦ
ଗୀତ: ପ୍ରଶାନ୍ତ ନନ୍ଦ
କଣ୍ଠ: ସୁବାସ ଦାସ, ପଙ୍କଜ ଜାଲ, ଟି. ସୌରୀ
ଚିତ୍ରଗ୍ରହଣ: ନିରଞ୍ଜନ ଦାସ, ଭି. ପ୍ରଭାକର
ସମ୍ପାଦକ: ପ୍ରଶାନ୍ତ ନନ୍ଦ
ମୁକ୍ତିଲାଭ ତାରିଖ:
୨୩ ଜାନୁଆରୀ ୨୦୦୭

ଅଭିନୟ

  • ସିଦ୍ଧାନ୍ତ ମହାପାତ୍ର
  • ଅନୁ ଚୌଧୁରୀ
  • ଅନୁଭବ ମହାନ୍ତି
  • ମେଘ୍ନା ମିଶ୍ର
  • ଅରିନ୍ଦମ ରାୟ
  • ସ୍ୱସ୍ତିକା ମୁଖାର୍ଜୀ
  • ବିଜୟ ମହାନ୍ତି
  • ମିହିର ଦାସ
  • ଆଶିଷ ବିଦ୍ୟାର୍ଥୀ
  • ସ୍ନିଗ୍ଧା ମହାନ୍ତି
  • ସୁରେଶ ବଳ
  • ଇଲୁ ବାନାର୍ଜୀ
  • ମୀନକେତନ
  • ନମ୍ରତା ଦାସ
  • ହାଡ଼ୁ
  • ସଲିଲ ମିତ୍ର
  • ପିଣ୍ଟୁ ନନ୍ଦ
  • ପୃଥିରାଜ ନାୟକ
  • ଜୀବନ ପଣ୍ଡା
  • ରାଇମୋହନ ପରିଡ଼ା
  • ଜୟୀରାମ ସାମଲ
  • କୁନା ତ୍ରପାଠୀ

ଗୀତ 

1. ଛୋଟ ଛୋଟ
2. ଦେ ଦାରୁ
3. ଝିପ୍ ଝିପ୍ ବର୍ଷା ପଡ଼େ
4. ମେଘ ବିଜୁଳି
5. ରାତି ହେଲାଣି
Share:

ପୂଜା ପାଇଁ ଫୁଲଟିଏ

Image result for odia film puja phula

ନିର୍ଦ୍ଦେଶକ: ଗଦାଧର ପୁଟୀ
ପ୍ରଯୋଜକ: ପଦ୍ମିନୀ ପୁଟୀ
ସଂଳାପ: ଅର୍ଚ୍ଚିତା, ଚିନ୍ମୟ ଦାସ ପଟ୍ଟନାୟକ
କାହାଣୀ: ଗଦାଧର ପୁଟୀ
କଳାକାର: ନୈନା ଦାସ, ଶରତ ପୂଜାରୀ, ଆଦ୍ୟାଶା ମହାପାତ୍ର, ଆକାଂକ୍ଷା କବି, ହର ରଥ, ଲିସା ମହାନ୍ତି
ସଙ୍ଗୀତ: ବ୍ରଜେନ୍ଦ୍ର ନାୟକ
ଗୀତ: ଗଦାଧର ପୁଟୀ, ଦେବଦାସ ଛୋଟରାୟ, ମୋହ‌ନ ସାହୁ
କଣ୍ଠ: ଶ୍ରୀଜା ପଣ୍ଡା, ପ୍ରିତୀନନ୍ଦା ରାଉତରାୟ, ଶୈଳଭାମା, ପଙ୍କଜ ଜାଲ, ପ୍ରେରଣା ମହାପାତ୍ର
ଚିତ୍ରଗ୍ରହଣ: ଯୁଗଳ ଦେବତା
ସମ୍ପାଦକ: ଗଦାଧର ପୁଟୀ
ମୁକ୍ତିଲାଭ ତାରିଖ:
୨୯ ସେପ୍ଟେମ୍ବର ୨୦୦୭

ଅଭିନୟ

  • ଶରତ ପୂଜାରୀ
  • ଆଦ୍ୟାଶା ମହାପାତ୍ର
  • ଆକାଂକ୍ଷା କବି
  • ନୈନା ଦାସ
  • ଲିସା ମହାନ୍ତି
  • ସୁମନ୍ତ ମଣି
  • ସୌମେନ୍ ପୂଜାରୀ
  • ନାରାୟଣ ମହାପାତ୍ର
  • ଉମାକାନ୍ତ ସାହା
  • ରୁଷି ପଟ୍ଟନାୟକ
  • ହର ରଥ
  • ପ୍ରଫୁଲ୍ଲ ପଣ୍ଡା
  • ମିଲି ପଣ୍ଡା
  • ପ୍ରମୋଦ ଦାସ ଅଧିକାରୀ
  • ଉପେନ୍ଦ୍ର ପତି
  • ସୁବ୍ରତ ଦାସ
  • ପ୍ରିୟ ମିଶ୍ର
  • ହାଡ଼ୁ
  • ସଞ୍ଜୀବ
  • ଗୁଣ ପାତ୍ର
  • ଉର୍ମିଳା
  • ଝଞ୍ଜା

ଗୀତ 

1. ଆକାଶରେ ରହିଥିବି
2. ଗୁମ୍ ସୁମ୍
3. ଝାଇଁରେ ଝାଇଁରେ
4. ତୋ ସପନରେ ପରୀଟିଏ
Share:

ଚକା ଚକା ଭଉଁରୀ

Image result for odia film chaka chaka bhaunri

ନିର୍ଦ୍ଦେଶକ: ଶୁଭେନ୍ଦୁ ସ୍ୱାଇଁ
ପ୍ରଯୋଜକ: ଦେବାଶିଷ ବଗଲା
ସଂଳାପ: ବିଶ୍ୱନାଥ ପତି, ବସନ୍ତ ମହାନ୍ତି
ଚିତ୍ରନାଟ୍ୟ: ଶୁଭେନ୍ଦୁ ସ୍ୱାଇଁ
କାହାଣୀ: ଶୁଭେନ୍ଦୁ ସ୍ୱାଇଁ
କଳାକାର: ସିଦ୍ଧାନ୍ତ, ଅନୁ ଚୌଧୁରୀ, କାଜଲ ମିଶ୍ର, ଶ୍ରୀଲେଖା, ଅଖିଳ, ବିଜୟ ମହାନ୍ତି, ନମ୍ରତା ଦାସ, ଗ୍ଲୋରିଆ ମହାନ୍ତି
ସଙ୍ଗୀତ: ଶରତ ନାୟକ
ଗୀତ: ବିଜୟ ମଲ୍ଲ, ଅରୁଣ ମନ୍ତ୍ରୀ, ସଞ୍ଜୟ ମହାକୁଡ଼
ଚିତ୍ରଗ୍ରହଣ: ଅଭିରାମ ମିଶ୍ର
ସମ୍ପାଦକ: ଚନ୍ଦ୍ରଶେଖର ମିଶ୍ର
ମୁକ୍ତିଲାଭ ତାରିଖ:
୨୦୦୭

ଅଭିନୟ

  • ସିଦ୍ଧାନ୍ତ ମହାପାତ୍ର
  • ଅନୁ ଚୌଧୁରୀ
  • କାଜଲ ମିଶ୍ର
  • ଶ୍ରୀଲେଖା ମିତ୍ର
  • ଅଖିଳ ପଟ୍ଟନାୟକ
  • ବିଜୟ ମହାନ୍ତି
  • ନମ୍ରତା ଦାସ
  • ଗ୍ଲୋରିଆ ମହାନ୍ତି
  • ମିହିର ଦାସ
  • ମୀନକେତନ
  • ବବି ମିଶ୍ର
  • ଜର୍ଜ ତିଆଡ଼ି
  • ସ୍ନିଗ୍ଧା ମହାନ୍ତି
  • ଦୀପ୍ତି ପଣ୍ଡା
  • ଚୌଧୁରୀ ଜୟପ୍ରକାଶ ଦାସ
  • ହାଡ଼ୁ
  • ବିନାୟକ ମିଶ୍ର

ଶିଶୁ କଳାକାର

  • ମାୟା
  • ଆକାଂକ୍ଷା
  • ଦୀପକ
  • ଅଙ୍କିତ

ଗୀତ 

1. ପବନ କାହିଁକି ଆଜି ଚଗଲା ହୁଏ
2. ଚକା ଚକା ଭଉଁରୀ
3. ଏ ଜୀବନ ଯମୁନାରେ
4. ଦେଖ ନରମ ନରମ
5. ଆସିଲାରେ ଆସିଲାରେ
6. ବନ୍ଧୁଟିଏ ଖୋଜୁ ଖୋଜୁ
7. ଆହେ ନୀଳଶୈଳ
8. ସବୁଥିରୁ ବଞ୍ଚିତ କରି
Share:

ବର୍ଷ ଅନୁସାରେ ଓଡ଼ିଆ କଥାଚିତ୍ର