
| ନିର୍ଦ୍ଦେଶକ: | ପ୍ରଶାନ୍ତ ନନ୍ଦ |
|---|---|
| ପ୍ରଯୋଜକ: | କୁସୁମ ଧନୁକା |
| ଚିତ୍ରନାଟ୍ୟ: | ପ୍ରଶାନ୍ତ ନନ୍ଦ |
| କାହାଣୀ: | ପ୍ରଶାନ୍ତ ନନ୍ଦ |
| କଳାକାର: | ଭିକ୍ଟର ବାନାର୍ଜୀ, ସୋମା ଚକ୍ରବର୍ତ୍ତୀ, ପ୍ରସନ୍ନଜିତ୍ ଚାଟାର୍ଜୀ, କୁନା ତ୍ରିପାଠୀ, ନାରାୟଣ ଦାସ, ରଜତଭ ଦାସ |
| ସଙ୍ଗୀତ: | ଶାନ୍ତିରାଜ ଖୋସ୍ଲା, ପ୍ରଶାନ୍ତ ନନ୍ଦ |
ମୁକ୍ତିଲାଭ ତାରିଖ:
|
୨୦୦୭ |
ଅଭିନୟ
- ଭିକ୍ଟର ବାନାର୍ଜୀ
- ସୋମା ଚକ୍ରବର୍ତ୍ତୀ
- ପ୍ରସନ୍ନଜିତ୍ ଚାଟାର୍ଜୀ
- ଡୋଲା ଚୌଧୁରୀ
- ନାରାୟଣ ଦାସ
- ରଜତଭ ଦାସ
- ଶ୍ୟାମଲା ଦତ୍ତ
- ସ୍ୱସ୍ତିକା ମୁଖାର୍ଜୀ
- କୁନା ତ୍ରିପାଠୀ
ମନ୍ତବ୍ୟ
ରାକେଶ ରୋଶନଙ୍କ ନିର୍ଦ୍ଦେଶିତ ହିନ୍ଦୀ ଚଳଚ୍ଚିତ୍ର "କୋଇ ମିଲ୍ ଗୟା"ର କାହାଣୀକୁ ନେଇ ନିର୍ମିତ ହୋଇଥିଲା ଏହି ବଙ୍ଗଳା ଚଳଚ୍ଚିତ୍ରଟି । ଏହି ଚଳଚ୍ଚିତ୍ରଟିକୁ ଓଡ଼ିଆ ଭାଷାରେ ଡବିଂ କରାଯାଇଥିଲା ।