ଓଡ଼ିଆ କଥାଚିତ୍ର ଜଗତର ଟିକିନିକି ତଥ୍ୟ । An Odia film database with a collection of detailed information.

ଜଗନ୍ନାଥ ଧାମ ପୁରୀ

୮ ଡିସେମ୍ବରରେ ମୁକ୍ତିଲାଭ କରିଥିଲ ଜଗନ୍ନାଥ ଧାମ ପୁରୀ

ଟିକେ ଅନାଡ଼ି ପୂରା ଖିଲାଡ଼ି

୨୪ ନଭେମ୍ବରରେ ମୁକ୍ତିଲାଭ କରିଥିଲା ଟିକେ ଅନାଡ଼ି ପୂରା ଖିଲାଡ଼ି

ତୋ ପ୍ରେମରେ ପଡ଼ିଲା ପରେ

୨୪ ନଭେମ୍ବରରେ ମୁକ୍ତିଲାଭ କରିଥିଲା ତୋ ପ୍ରେମରେ ପଡ଼ିଲା ପରେ

ମୁଁ ଗୋଟେ ଦୁଷ୍ଟ ପିଲା

ନଭେମ୍ବର ୧୦ରେ ମୁକ୍ତିଲାଭ କରିଥିବା ଓଡ଼ିଆ କଥାଚିତ୍ର ମୁଁ ଗୋଟେ ଦୁଷ୍ଟ ପିଲା

ବଜରଙ୍ଗୀ

କାର୍ତ୍ତିକା ପୂର୍ଣ୍ଣିମା ସମୟରେ ମୁକ୍ତିଲାଭ କରିଥିବା ଓଡ଼ିଆ କଥାଚିତ୍ର

ତୁ ମୋ ହିରୋ

୨୦ ଅକ୍ଟୋବରରେ ଦୀପାବଳୀ ସମୟରେ ମୁକ୍ତିଲାଭ କରିଥିବା ଓଡ଼ିଆ କଥାଚିତ୍ର 'ତୁ ମୋ ହିରୋ'

Showing posts with label ୧୯୭୦ର ଓଡ଼ିଆ କଥାଚିତ୍ର. Show all posts
Showing posts with label ୧୯୭୦ର ଓଡ଼ିଆ କଥାଚିତ୍ର. Show all posts

ଅଦିନ ମେଘ


ନିର୍ଦ୍ଦେଶକ: ଅମିତ ମୈତ୍ର
ପ୍ରଯୋଜକ: ବାବୁଲାଲ ଦୋଶୀ
ସଂଳାପ: ଗୋପାଳ ଛୋଟରାୟ
ଚିତ୍ରନାଟ୍ୟ: ଗୋପାଳ ଛୋଟରାୟ
କାହାଣୀ: କୁନ୍ତଳା କୁମାରୀ ଆଚାର୍ଯ୍ୟ
କଳାକାର: ପ୍ରଶାନ୍ତ ନନ୍ଦ, ଝରଣା ଦାସ, ଦୁଃଖୀରାମ ସ୍ୱାଇଁ
ସଙ୍ଗୀତ: ବାଳକୃଷ୍ଣ ଦାସ
ଗୀତ: କାଳିଚରଣ ପଟ୍ଟନାୟକ, ନାରାୟଣ ପ୍ରସାଦ ସିଂହ, ବୈକୁଣ୍ଠନାଥ ମହାନ୍ତି, ଗୌରାଙ୍ଗ ସାମନ୍ତରାୟ
କଣ୍ଠ: ଅକ୍ଷୟ ମହାନ୍ତି, ସିକନ୍ଦର ଆଲାମ, ତୃପ୍ତି ଦାସ, ଶୀପ୍ରା ବୋଷ, ନିର୍ମଳ ମିଶ୍ର
ଚିତ୍ରଗ୍ରହଣ: ଶୈଳଜା ଚାଟାର୍ଜୀ
ସମ୍ପାଦକ: ମଧୁ ବାନାର୍ଜୀ
ମୁକ୍ତିଲାଭ ତାରିଖ:
୧୯୭୦

ଅଭିନୟ

  • ପ୍ରଶାନ୍ତ ନନ୍ଦ
  • ଝରଣା ଦାସ
  • ଭାନୁମତୀ ଦେବୀ
  • ଗୀତା
  • ନିରଞ୍ଜନ ଶତପଥୀ
  • ସନ୍ଧ୍ୟା
  • ଦୁଃଖୀରାମ ସ୍ୱାଇଁ
  • ଶ୍ୟାମଳେନ୍ଦୁ

ଗୀତ 

1. ବୋଉଲୋ କି କହିବି, ନୂଆଭାଉଜଙ୍କ କଥା
2. ଏଇ ଭରା ଜହ୍ନରାତି
3. ଏଇ ଆମରି ଗାଁ
4. ଗେଲେ ଗେଲେ ଗେଲେ ଗୋରୀ, ମାରଛୁରୀ
5. ଅଳପ ହସରେ ଅନେକ ଆଶାର
6. ଜୋଛନା ଲୁଚାଅନା ଏ ନୀଳ ଗଗନେ
7. ଜୀବନେ ସପନ ଯେତେ ସବୁ ସତ
Share:

ବର୍ଷ ଅନୁସାରେ ଓଡ଼ିଆ କଥାଚିତ୍ର