ଓଡ଼ିଆ କଥାଚିତ୍ର ଜଗତର ଟିକିନିକି ତଥ୍ୟ । An Odia film database with a collection of detailed information.

ଜଗନ୍ନାଥ ଧାମ ପୁରୀ

୮ ଡିସେମ୍ବରରେ ମୁକ୍ତିଲାଭ କରିଥିଲ ଜଗନ୍ନାଥ ଧାମ ପୁରୀ

ଟିକେ ଅନାଡ଼ି ପୂରା ଖିଲାଡ଼ି

୨୪ ନଭେମ୍ବରରେ ମୁକ୍ତିଲାଭ କରିଥିଲା ଟିକେ ଅନାଡ଼ି ପୂରା ଖିଲାଡ଼ି

ତୋ ପ୍ରେମରେ ପଡ଼ିଲା ପରେ

୨୪ ନଭେମ୍ବରରେ ମୁକ୍ତିଲାଭ କରିଥିଲା ତୋ ପ୍ରେମରେ ପଡ଼ିଲା ପରେ

ମୁଁ ଗୋଟେ ଦୁଷ୍ଟ ପିଲା

ନଭେମ୍ବର ୧୦ରେ ମୁକ୍ତିଲାଭ କରିଥିବା ଓଡ଼ିଆ କଥାଚିତ୍ର ମୁଁ ଗୋଟେ ଦୁଷ୍ଟ ପିଲା

ବଜରଙ୍ଗୀ

କାର୍ତ୍ତିକା ପୂର୍ଣ୍ଣିମା ସମୟରେ ମୁକ୍ତିଲାଭ କରିଥିବା ଓଡ଼ିଆ କଥାଚିତ୍ର

ତୁ ମୋ ହିରୋ

୨୦ ଅକ୍ଟୋବରରେ ଦୀପାବଳୀ ସମୟରେ ମୁକ୍ତିଲାଭ କରିଥିବା ଓଡ଼ିଆ କଥାଚିତ୍ର 'ତୁ ମୋ ହିରୋ'

କୁକୁଡ଼ା ଚୋର

କୁକୁଡ଼ା ଚୋର (Kukuda Chora) ୨୦୨୨ ମସିହାରେ ମୁକ୍ତିଲାଭ କରିଥିବା ଏକ କୋରାପୁଟିଆ-ଓଡ଼ିଆ କଥାଚିତ୍ର । ଏହି ଚଳଚ୍ଚିତ୍ରଟିର ପ୍ରଯୋଜନା କରିଥିଲେ ଶୁଭେନ୍ଦୁ ପାଢ଼ୀ । ଜୀବନ ମିଶ୍ର ଏହି କଥାଚିତ୍ରଟିର କାହାଣୀ ରଚନା କରିଥିଲେ ଏବଂ ଆନନ୍ଦ କୁମାର ଏହାର ଚିତ୍ରନାଟ୍ୟ ଲେଖିଥିଲେ ଓ ନିର୍ଦ୍ଦେଶନା ଦେଇଥିଲେ ।

Koraputia Odia Film Kukuda Chora (କୋରାପୁଟିଆ ଓଡ଼ିଆ କଥାଚିତ୍ର କୁକୁଡ଼ା ଚୋର)

ନିର୍ଦ୍ଦେଶକ: ଆନନ୍ଦ କୁମାର
ପ୍ରଯୋଜକ: ଶୁଭେନ୍ଦୁ ପାଢ଼ୀ
ସଂଳାପ: ରାଜେନ୍ଦ୍ର ପାଢ଼ୀ
ଚିତ୍ରନାଟ୍ୟ: ଆନନ୍ଦ କୁମାର
କାହାଣୀ: ଜୀବନ ମିଶ୍ର
କଳାକାର: ପ୍ରଜ୍ଞା, ସୁମନ, ଆରଚି, ଶୁଭେନ୍ଦୁ ପାଢ଼ୀ, ମହେଶ ରାଓ, ପ୍ରଭାକର ମିଶ୍ର
ସଙ୍ଗୀତ: ମିଟୁ ସୁନା
ଗୀତ: ଜୀବନ ମିଶ୍ର
କଣ୍ଠ: ମିଟୁ ସୁନା, ଦୁଷ୍ମନ୍ତ ସୁନା, କାଳୀଚରଣ ବାଗ, ଅମ୍ରିତା ନାୟକ, ସଞ୍ଜୁ ମହାନ୍ତି, ଅନ୍ତରା ଚକ୍ରବର୍ତ୍ତୀ
ଚିତ୍ରଗ୍ରହଣ: ରଞ୍ଜନ
ସମ୍ପାଦକ: ରାଜୀବ, ରାହୁଲ
ମୁକ୍ତିଲାଭ ତାରିଖ:
୨୭ ମଇ ୨୦୨୨

ସଙ୍ଗୀତକାର ମିଟୁ ସୁନା ଏହି କଥାଚିତ୍ରଟିର ସ୍ୱର ସଂଯୋଜନା କରିଥିଲେ । ଜୀବନ ମିଶ୍ର ଏହି କଥାଚିତ୍ରଟିର ସମୁଦାୟ ୪ଟି ଯାକ ଗୀତ ରଚନା କରିଥିଲେ । ମିଟୁ ସୁନା, ଦୁଷ୍ମନ୍ତ ସୁନା, କାଳୀଚରଣ ବାଗ, ଅମ୍ରିତା ନାୟକ, ସଞ୍ଜୁ ମହାନ୍ତି, ଅନ୍ତରା ଚକ୍ରବର୍ତ୍ତୀ ଆଦି କଣ୍ଠଶିଳ୍ପୀମାନେ ଏହି କଥାଚିତ୍ରଟିରେ କଣ୍ଠଦାନ କରିଥିଲେ ।

ପ୍ରଜ୍ଞା, ସୁମନ, ଆରଚି, ଶୁଭେନ୍ଦୁ ପାଢ଼ୀ, ଗୁଟୁ, ରାଜା, ମହେଶ ରାଓ, ପ୍ରଭାକର ମିଶ୍ର, କେ ମୋହନ ରାଓ, ସୁଧୀର ମହାପାତ୍ର, କିଶୋର ମିଶ୍ର, ସବିତା ଶତପଥୀ, ତାରିଣୀ ପାତ୍ର, ସୁନିଲ ସେନାପତି, ଲାଲ ବାହାଦୁର ମଲ୍ଲିକ, ରଞ୍ଜନ ସାବତ, ରଞ୍ଜିତ ହରିଜନ, ନୃସିଂହ ପଣ୍ଡା, ସୁଶାନ୍ତ, ସୁନାମ, ସମ୍ପ୍ରିତୀ ହଡ଼ପ ଆଦି କଳାକାରମାନେ ଏହି କଥାଚିତ୍ରଟି ବିଭିନ୍ନ ଭୂମିକାରେ ଅଭିନୟ କରିଥିଲେ ।

ଏହି କଥାଚିତ୍ରଟି ୨୦୨୨ ମସିହାର ମଇ ୨୭ ତାରିଖରେ ଜୟପୁର ସ୍ଥିତ ଏସ୍.ଆର୍. ମଲ୍ ପ୍ରେକ୍ଷାଳୟରେ ମୁକ୍ତିଲାଭ କରିଥିଲା ।

ଅଭିନୟ

  • ପ୍ରଜ୍ଞା
  • ସୁମନ
  • ଆରଚି
  • ଶୁଭେନ୍ଦୁ ପାଢ଼ୀ
  • ଗୁଟୁ
  • ରାଜା
  • ମହେଶ ରାଓ
  • ପ୍ରଭାକର ମିଶ୍ର
  • କେ ମୋହନ ରାଓ
  • ସୁଧୀର ମହାପାତ୍ର
  • କିଶୋର ମିଶ୍ର
  • ସବିତା ଶତପଥୀ
  • ତାରିଣୀ ପାତ୍ର
  • ସୁନିଲ ସେନାପତି
  • ଲାଲ ବାହାଦୁର ମଲ୍ଲିକ
  • ରଞ୍ଜନ ସାବତ
  • ରଞ୍ଜିତ ହରିଜନ
  • ନୃସିଂହ ପଣ୍ଡା
  • ସୁଶାନ୍ତ
  • ସୁନାମ
  • ସମ୍ପ୍ରିତୀ ହଡ଼ପ

ଗୀତ 

  1. ଆଖି ସାଙ୍ଗେ ଆଖି ମିଶି
  2. ଇସ୍କ ମତେ ପାଗଲ୍ କଲାରେ
  3. ବୁଡ଼ି ଯାଉ ତ'ର ବଅଁସ
  4. ସୁନାରେ ବାବୁ ସୁନା

Share:

ମନର ମାନସୀ

Image result for odia film manara manasi

ନିର୍ଦ୍ଦେଶକ: ସଚିଦାନନ୍ଦ ସାମଲ
ପ୍ରଯୋଜକ: ଯୋଗେନ୍ଦ୍ର କୁମାର ସାହୁ
ସଂଳାପ: ତୁଷାରକାନ୍ତ ପଟ୍ଟନାୟକ
ଚିତ୍ରନାଟ୍ୟ: ସଚିଦାନନ୍ଦ ସାମଲ
କାହାଣୀ: ସଚିଦାନନ୍ଦ ସାମଲ
କଳାକାର: ବିଭାସ, ସୋନାଲି, କେ କେ, ପ୍ରଜ୍ଞା, ଅଜିତ ଦାସ
ସଙ୍ଗୀତ: ସୁନୀଲ ଦଳେଇ
ଗୀତ: ଅରୁଣ ମନ୍ତ୍ରୀ, ବାପୁ ଗୋସ୍ୱାମୀ
କଣ୍ଠ: ହ୍ୟୁମାନ ସାଗର, ଦୀପ୍ତିରେଖା ପାଢ଼ୀ, ଅନ୍ତରା ଚକ୍ରବର୍ତ୍ତୀ, ତାରିକ୍ ଅଜିଜ୍, ଖ୍ୟାତି ପ୍ରକାଶ, ଶାଶାଙ୍କ ଶେଖର
ଚିତ୍ରଗ୍ରହଣ: ଚନନ୍ଦ ମହାରଣା
ସମ୍ପାଦକ: ସୋମ୍ୟ ଶୋଭନ ନାୟକ
ମୁକ୍ତିଲାଭ ତାରିଖ:
୧ ମାର୍ଚ୍ଚ ୨୦୧୮

ଅଭିନୟ

  • ବିଭାସ
  • ସୋନାଲି
  • କେ କେ
  • ପ୍ରଜ୍ଞା
  • ଅଜିତ ଦାସ

ଗୀତ 

1. ଓ ମାହି ଓ ଜାନା
2. ମୋ ମନର ମାନସୀ
3. ମନର ମାନସୀ (ଦୁଃଖ)
4. ହୃଦୟ ମୋର
5. ଆସିଚି ଆସିଚି ହୋଲି
6. ତୁ ମୋ ମନର ମାନସୀ
Share:

ଅ ଆକାରେ ଆ



ନିର୍ଦ୍ଦେଶକ: ସୁବାସ ଦାସ
ପ୍ରଯୋଜକ: ସୁବାସ ଦାସ
ସଂଳାପ:
ଚିତ୍ରନାଟ୍ୟ:
କାହାଣୀ: ସୁବାସ ଦାସ
କଳାକାର: ଦେବୁ ବୋଷ, ଚୌଧୁରୀ ଜୟପ୍ରକାଶ ଦାସ, ଦେବି ଦାସ, ଆଦ୍ୟାଶା ମହାପାତ୍ର, ଦୀପ୍ତି ପଣ୍ଡା, ବନମାଳି ପାଣ୍ଡିଆ
ସଙ୍ଗୀତ: ବିଦ୍ୟାଧର ସାହୁ
ଗୀତ:
କଣ୍ଠ:
ଚିତ୍ରଗ୍ରହଣ: ଯୁଗଳ ଦେବତା
ସମ୍ପାଦକ: ଗଦାଧର ପୂର୍ତ୍ତି
ମୁକ୍ତିଲାଭ ତାରିଖ:
୨୦୦୩

ଅଭିନୟ

  • ଦେବୁ ବୋଷ
  • ଚୌଧୁରୀ ଜୟପ୍ରକାଶ ଦାସ
  • ଦେବି ଦାସ
  • ହାଡ଼ୁ
  • ଆଦ୍ୟାଶା ମହାପାତ୍ର
  • ଦୀପ୍ତି ପଣ୍ଡା
  • ବନମାଳି ପାଣ୍ଡିଆ

ଗୀତ 


Share:

ସାବତ ମାଆ



ନିର୍ଦ୍ଦେଶକ: ଶିଶିର ମିଶ୍ର
ପ୍ରଯୋଜକ: ଅଶୋକ କୁମାର ଲେଙ୍କା, ଜ୍ଞାନ ପଟ୍ଟନାୟକ
ସଂଳାପ: ସୁବୋଧ ପଟ୍ଟନାୟକ, ଶିଶିର ମିଶ୍ର
ଚିତ୍ରନାଟ୍ୟ: ଶିଶିର ମିଶ୍ର
କାହାଣୀ: ଶିଶିର ମିଶ୍ର
କଳାକାର: ମହାଶ୍ୱେତା, ବିଜୟ ମହାନ୍ତି, ଅନୁ ଚୌଧୁରୀ, ହର ପଟ୍ଟନାୟକ, ବର୍ଷା ପ୍ରିୟଦର୍ଶିନୀ, ଶ୍ରୀତମ, ପ୍ରଦ୍ୟୁମ୍ନ ଲେଙ୍କା
ସଙ୍ଗୀତ: ଅମରେନ୍ଦ୍ର ମହାନ୍ତି
ଗୀତ: ଶୀର୍ଷାନନ୍ଦ ଦାସ କାନୁନ୍‌ଗୋ, ଅରୁଣ ମନ୍ତ୍ରୀ, ମନ୍ମଥ ମିଶ୍ର, ସୁବୋଧ ପଟ୍ଟନାୟକ
କଣ୍ଠ: ମନ୍ମଥ ମିଶ୍ର, ପଙ୍କଜ ଜାଲ, ଶକ୍ତି ମିଶ୍ର, ଇରା ମହାନ୍ତି, ଅରବିନ୍ଦ ମୁଦୁଲୀ, ଶୈଳଭାମା ମହାପାତ୍ର
ଚିତ୍ରଗ୍ରହଣ: କାଦର ଆର୍. ଖାନ୍
ସମ୍ପାଦକ: ଗୁଡ୍ଡୁ ଜାଫ୍‌ରୀ
ମୁକ୍ତିଲାଭ ତାରିଖ:
୨୦୦୩

ଅଭିନୟ

  • ମହାଶ୍ୱେତା ରାୟ
  • ବିଜୟ ମହାନ୍ତି
  • ଅନୁ ଚୌଧୁରୀ
  • ହର ପଟ୍ଟନାୟକ
  • ଦୀପକ ପରିଡ଼ା
  • ବର୍ଷା ପ୍ରିୟଦର୍ଶିନୀ
  • ଶ୍ରୀତମ ଦାସ
  • ସରୋଜ ଦାସ
  • ପ୍ରଦ୍ୟୁମ୍ନ ଲେଙ୍କା
  • ନମ୍ରତା ଦାସ
  • ସୌଦାମିନି
  • ବିନାୟକ ମିଶ୍ର
  • ସାଧନା ପରିଜା
  • ନିମାନନ୍ଦ ପାତ୍ର
  • ବିଜୟ ମିଶ୍ର
  • ଗୀତାଞ୍ଜଳୀ କର
  • ନିରଞ୍ଜନ ପାଣ୍ଡେ
  • ଜୁଲିଆ
  • ଶ୍ୱେତା ମଲ୍ଲିକ
  • ପ୍ରକୃତି ମିଶ୍ର

ଗୀତ 

1. ସାବତ ମାଆ
2. ରଙ୍ଗିଲା ରଙ୍ଗିଲା
3. ନିଜଠୁ ବେଶୀ ନିଜର
4. ଦେଖ ଦେଖ ଦିଲ୍
5. ଅମୃତ ଜ‌ହର
6. ଆଖିରେ ମାଇଲୁ
Share:

ଦେବକୀ



ନିର୍ଦ୍ଦେଶକ: ପ୍ରଫୁଲ ମହାନ୍ତି
ପ୍ରଯୋଜକ:
ସଂଳାପ:
ଚିତ୍ରନାଟ୍ୟ:
କାହାଣୀ: ପ୍ରଫୁଲ ମହାନ୍ତି
କଳାକାର: ଶାହାଜାହାନ
ସଙ୍ଗୀତ:
ଗୀତ:
କଣ୍ଠ:
ଚିତ୍ରଗ୍ରହଣ:
ସମ୍ପାଦକ: ପ୍ରଫୁଲ ମହାନ୍ତି
ମୁକ୍ତିଲାଭ ତାରିଖ:
୨୦୦୩

ଅଭିନୟ

  • ଶାହାଜାହାନ

ଗୀତ 


Share:

ରକ୍ତ ସିନ୍ଦୂର



ନିର୍ଦ୍ଦେଶକ: ହର ପଟ୍ଟନାୟକ
ପ୍ରଯୋଜକ: ଦୁର୍ଗା ନନ୍ଦ
ସଂଳାପ:
ଚିତ୍ରନାଟ୍ୟ:
କାହାଣୀ:
କଳାକାର: ସିଦ୍ଧାନ୍ତ ମହାପାତ୍ର, ରଚନା ବାନାର୍ଜୀ, ହର ପଟ୍ଟନାୟକ, ମିହିର ଦାସ, ଦିପ୍ତି ପଣ୍ଡା
ସଙ୍ଗୀତ:
ଗୀତ:
କଣ୍ଠ:
ଚିତ୍ରଗ୍ରହଣ:
ସମ୍ପାଦକ:
ମୁକ୍ତିଲାଭ ତାରିଖ:
୨୦୦୩

ଅଭିନୟ

  • ସିଦ୍ଧାନ୍ତ ମହାପାତ୍ର
  • ରଚନା ବାନାର୍ଜୀ
  • ହର ପଟ୍ଟନାୟକ
  • ମିହିର ଦାସ
  • ଦିପ୍ତି ପଣ୍ଡା

ଗୀତ 

1. ଚିକି ଚିକି
2. ଦେହରେ ଆଜି ଲାଗିଚି ନିଆଁ
3. କାଚ ଆଇନା
4. କିହେବ ସୁନା
5. ପଟିଗଲା ପଟିଗଲା
Share:

ଜିଦ୍ଦି



ନିର୍ଦ୍ଦେଶକ:
ପ୍ରଯୋଜକ:
ସଂଳାପ:
ଚିତ୍ରନାଟ୍ୟ:
କାହାଣୀ:
କଳାକାର: ସିଦ୍ଧାନ୍ତ ମହାପାତ୍ର, ବିଜୟ ମହାନ୍ତି, ଜୟୀରାମ ସାମଲ
ସଙ୍ଗୀତ:
ଗୀତ:
କଣ୍ଠ:
ଚିତ୍ରଗ୍ରହଣ:
ସମ୍ପାଦକ:
ମୁକ୍ତିଲାଭ ତାରିଖ:
୨୦୦୩

ଅଭିନୟ

  • ସିଦ୍ଧାନ୍ତ ମହାପାତ୍ର
  • ବିଜୟ ମହାନ୍ତି
  • ଜୟୀରାମ ସାମଲ

ଗୀତ 


Share:

ବର୍ଷ ଅନୁସାରେ ଓଡ଼ିଆ କଥାଚିତ୍ର