ଓଡ଼ିଆ କଥାଚିତ୍ର ଜଗତର ଟିକିନିକି ତଥ୍ୟ । An Odia film database with a collection of detailed information.

ଜଗନ୍ନାଥ ଧାମ ପୁରୀ

୮ ଡିସେମ୍ବରରେ ମୁକ୍ତିଲାଭ କରିଥିଲ ଜଗନ୍ନାଥ ଧାମ ପୁରୀ

ଟିକେ ଅନାଡ଼ି ପୂରା ଖିଲାଡ଼ି

୨୪ ନଭେମ୍ବରରେ ମୁକ୍ତିଲାଭ କରିଥିଲା ଟିକେ ଅନାଡ଼ି ପୂରା ଖିଲାଡ଼ି

ତୋ ପ୍ରେମରେ ପଡ଼ିଲା ପରେ

୨୪ ନଭେମ୍ବରରେ ମୁକ୍ତିଲାଭ କରିଥିଲା ତୋ ପ୍ରେମରେ ପଡ଼ିଲା ପରେ

ମୁଁ ଗୋଟେ ଦୁଷ୍ଟ ପିଲା

ନଭେମ୍ବର ୧୦ରେ ମୁକ୍ତିଲାଭ କରିଥିବା ଓଡ଼ିଆ କଥାଚିତ୍ର ମୁଁ ଗୋଟେ ଦୁଷ୍ଟ ପିଲା

ବଜରଙ୍ଗୀ

କାର୍ତ୍ତିକା ପୂର୍ଣ୍ଣିମା ସମୟରେ ମୁକ୍ତିଲାଭ କରିଥିବା ଓଡ଼ିଆ କଥାଚିତ୍ର

ତୁ ମୋ ହିରୋ

୨୦ ଅକ୍ଟୋବରରେ ଦୀପାବଳୀ ସମୟରେ ମୁକ୍ତିଲାଭ କରିଥିବା ଓଡ଼ିଆ କଥାଚିତ୍ର 'ତୁ ମୋ ହିରୋ'

ହାପି ଲକି

Image result for happy lucky odia movie

ନିର୍ଦ୍ଦେଶକ: ସୁଧାଂଶୁ ସାହୁ
ପ୍ରଯୋଜକ: ତରଙ୍ଗ ସିନେ ପ୍ରଡକ୍ସନ
ସଂଳାପ: ସଞ୍ଜୟ ମହାକୁଡ଼, ଦେବୀଦତ୍ତ ମହାନ୍ତି
ଚିତ୍ରନାଟ୍ୟ: ସଞ୍ଜୟ ମହାକୁଡ଼, ଦେବୀଦତ୍ତ ମହାନ୍ତି
କାହାଣୀ:
କଳାକାର: ସମ୍ବିତ ଆଚାର୍ଯ୍ୟ, ଜ୍ୟୋତି ରଞ୍ଜନ ନାୟକ, ଏଲିନା ସାମନ୍ତରାୟ, ସସ୍ମିତା
ସଙ୍ଗୀତ: ପ୍ରେମ ଆନନ୍ଦ
ଗୀତ:
କଣ୍ଠ: ଦୀପ୍ତିରେଖା ପାଢ଼ୀ, ଲୋପାମୁଦ୍ରା, ହ୍ୟୁମାନ ସାଗର, ବିଶ୍ୱଜିତ ମହାପାତ୍ର, ଶଶାଙ୍କ ଶେଖର, ଆଶୁତୋଷ ମହାନ୍ତି, ଅସୀମା ପଣ୍ଡା, ସତ୍ୟଜିତ
ଚିତ୍ରଗ୍ରହଣ: ଆର୍ ଭଗତ ସିଂହ
ସମ୍ପାଦକ:
ମୁକ୍ତିଲାଭ ତାରିଖ:
୨୧ ଜାନୁଆରୀ ୨୦୧୮

ଅଭିନୟ

  • ସମ୍ବିତ ଆଚାର୍ଯ୍ୟ
  • ଜ୍ୟୋତି ରଞ୍ଜନ ନାୟକ
  • ଏଲିନା ସାମନ୍ତରାୟ
  • ସସ୍ମିତା
  • ମିହିର ଦାସ
  • ବବି ମିଶ୍ର
  • ପ୍ରଦ୍ୟୁମ୍ନ ଲେଙ୍କା
  • ପୃଥୀରାଜ ନାୟକ
  • ଚୌଧୁରୀ ବିକାଶ ଦାସ
  • ତ୍ରିଭୁବନ
  • କାଳିଆ
  • ସର ଅପା

ଗୀତ 

1. ଓଷଦ ନେଇଆ
2. ପ୍ରେମ ତୋର ବଦମାସ
3. ଚାଲିବ ଚାଲିବ
4. ପାର୍ଟି ବାଲା ନାଇଟ୍
5. ହାପି ଲକି
Share:

ବିଧାତା

Image result for odia movie bidhata song

ନିର୍ଦ୍ଦେଶକ: ସଂଗ୍ରାମ ବିଶ୍ୱାଳ
ପ୍ରଯୋଜକ: ବିଷ୍ଣୁ ଦତ୍ତ, ଫେଲୁ ମହାନ୍ତି
ସଂଳାପ: ଶୀର୍ଷାନନ୍ଦ ଦାସ କାନୁନ୍‌ଗୋ
ଚିତ୍ରନାଟ୍ୟ: ସଂଗ୍ରାମ ବିଶ୍ୱାଳ
କାହାଣୀ: ସଂଗ୍ରାମ ବିଶ୍ୱାଳ
କଳାକାର: ସିଦ୍ଧାନ୍ତ, ଦେବୁ ବୋଷ, ମିହିର ଦାସ, ମୀନକେତନ, ନମ୍ରତା ଦାସ, ପ୍ରଦ୍ୟୁମ୍ନ ଲେଙ୍କା, ଅପରାଜିତା, ଉତ୍ତମ ମହାନ୍ତି
ସଙ୍ଗୀତ: ଦୀପକ କୁମାର
ଗୀତ: ଶୀର୍ଷାନନ୍ଦ ଦାସ କାନୁନ୍‌ଗୋ
ଚିତ୍ରଗ୍ରହଣ: ଶାମ୍ବା ଶିବା ରାଓ
ସମ୍ପାଦକ: ଏ. ଶ୍ରିକର ପ୍ରସାଦ
ମୁକ୍ତିଲାଭ ତାରିଖ:
୨୦୦୩

ଅଭିନୟ

  • ସିଦ୍ଧାନ୍ତ ମହାପାତ୍ର
  • ଇଲୁ ବାନାର୍ଜୀ
  • ଦେବୁ ବୋଷ
  • ମିହିର ଦାସ
  • ମୀନକେତନ
  • ନମ୍ରତା ଦାସ
  • ସରୋଜ ଦାସ
  • ପ୍ରଦ୍ୟୁମ୍ନ ଲେଙ୍କା
  • ବିନାୟକ ମିଶ୍ର
  • ସାତ୍ୱକୀ ମିଶ୍ର
  • ଅପରାଜିତା ମହାନ୍ତି
  • ଉତ୍ତମ ମହାନ୍ତି
  • ରାଇମୋହନ ପରିଡ଼ା
  • ପ୍ରେମାଞ୍ଜନ ପରିଡ଼ା
  • ବିରେନ ରାଉତରାୟ
  • ଜୟୀରାମ ସାମଲ
  • ବ୍ରଜ ସିଂହ

ଗୀତ 

1. ନିମିଷେ ଚୁନା ହୋଇଚି
2. ନା ନା ଦୂରେ ଯାଆନା
3. ନାଚିବା ଆମେ ଆଜି
4. ମନ ଖୋଲି କ‌ହିଦେଲି
5. ଆଲୋ କଲକତି କୁଡ଼ି
6. ଏଇ ଦୁନିଆ ଜାଣେ ଆମରି କଥା
Share:

ପରି ମହଲ

Image result for odia movie parimahal

ନିର୍ଦ୍ଦେଶକ: ବିକାଶ ଦାସ
ପ୍ରଯୋଜକ: ଅମୀୟ ରଞ୍ଜନ ପଟ୍ଟନାୟକ
ସଂଳାପ: ବିକାଶ ଦାସ
ଚିତ୍ରନାଟ୍ୟ: ଅମୀୟ ରଞ୍ଜନ ପଟ୍ଟନାୟକ
କାହାଣୀ: ଅମୀୟ ରଞ୍ଜନ ପଟ୍ଟନାୟକ
କଳାକାର: ସିଦ୍ଧାନ୍ତ ମହାପାତ୍ର, ମୌମିତା ଗୁପ୍ତା, ହରିହର ମହାପାତ୍ର, ଅପରାଜିତା ମହାନ୍ତି, ଉତ୍ତମ ମହାନ୍ତି
ସଙ୍ଗୀତ: ଅମରେନ୍ଦ୍ର ମହାନ୍ତି
ମୁକ୍ତିଲାଭ ତାରିଖ:
୨୦୦୩

ଅଭିନୟ

  • ସିଦ୍ଧାନ୍ତ ମହାପାତ୍ର
  • ମୌମିତା ଗୁପ୍ତା
  • ହରିହର ମହାପାତ୍ର
  • ମୈଫୁସ୍
  • ଅପରାଜିତା ମହାନ୍ତି
  • ଉତ୍ତମ ମହାନ୍ତି
  • ନିଖିଲ ବରଣ ସେନ‌ଗୁପ୍ତା

ଗୀତ 


Share:

ଯେ ପାଞ୍ଚେ ପର ମନ୍ଦ

Related image

ନିର୍ଦ୍ଦେଶକ: ହିମାଂଶୁ ପରିଜା
ପ୍ରଯୋଜକ: ନିରଞ୍ଜନ ରଣା
କାହାଣୀ: ବିଜୟ ମିଶ୍ର
କଳାକାର: ସିଦ୍ଧାନ୍ତ ମହାପାତ୍ର, ସସ୍ମିତା ପ୍ରଧାନ, ମିହିର ଦାସ, ଦେବୁ ବୋଷ, ରାଇମୋହନ ପରିଡ଼ା, ବିଜୟ ମହାନ୍ତି
ସଙ୍ଗୀତ: ସ୍ୱରୂପ ନାୟକ
ମୁକ୍ତିଲାଭ ତାରିଖ:
୨୦୦୩

ଅଭିନୟ

  • ସିଦ୍ଧାନ୍ତ ମହାପାତ୍ର
  • ସସ୍ମିତା ପ୍ରଧାନ
  • ମିହିର ଦାସ
  • ଦେବୁ ବୋଷ
  • ରାଇମୋହନ ପରିଡ଼ା
  • ବିଜୟ ମହାନ୍ତି
  • ଜୟୀରାମ ସାମଲ
  • ହର ପଟ୍ଟନାୟକ

ଗୀତ 

1. ଆମ ଗାଁ'କୁ
2. ଏଇ ଟିକେ ଶୁଣୁ
3. ଭ୍ରମର ରେ
4. ହଲି ହଲି
5. ମୁଁ ଗାଉଁଲି ଝିଅ
6. ରାତି ମାୟାବିନି
Share:

ବାହୁଡ଼ିବେ ମୋ ଜଗା ବଳିଆ

Image result for odia movie bahudibe mo jaga balia

ନିର୍ଦ୍ଦେଶକ: ସବ୍ୟସାଚୀ ମହାପାତ୍ର
ପ୍ରଯୋଜକ: ବିଭୂତି ରାଉତରାୟ
ସଂଳାପ: ବିଜୟ ମିଶ୍ର
ଚିତ୍ରନାଟ୍ୟ: ବିଜୟ ମିଶ୍ର, ସବ୍ୟସାଚୀ ମହାପାତ୍ର
କାହାଣୀ: ବିଭୂତି ରାଉତରାୟ
କଳାକାର: ସିଦ୍ଧାନ୍ତ ମହାପାତ୍ର, ଶ୍ରୀତମ ଦାସ, ଜ୍ୟୋତି ମିଶ୍ର, ଉଷାସି ମିଶ୍ର, ଶକ୍ତି କପୁର, ଅନିତା ଦାସ, ପିଣ୍ଟୁ ନନ୍ଦ, ନୈନା ଦାସ
ସଙ୍ଗୀତ: ମଳୟ ମିଶ୍ର
ଗୀତ: ନିର୍ମଳ ନାୟକ
କଣ୍ଠ: ଇରା ମହାନ୍ତି, ଟି. ସୌରୀ
ଚିତ୍ରଗ୍ରହଣ: ନିରଞ୍ଜନ ଦାସ
ସମ୍ପାଦକ: ଅଶୋକ ଶର୍ମା
ମୁକ୍ତିଲାଭ ତାରିଖ:
୨୦୦୩

ଅଭିନୟ

  • ସିଦ୍ଧାନ୍ତ ମହାପାତ୍ର
  • ଶ୍ରୀତମ ଦାସ
  • ଜ୍ୟୋତି ମିଶ୍ର
  • ଉଷାସି ମିଶ୍ର
  • ଶକ୍ତି କପୁର
  • ଅନିତା ଦାସ
  • ପିଣ୍ଟୁ ନନ୍ଦ
  • ହର ପଟ୍ଟନାୟକ
  • ଶରତ ପୂଜାରୀ
  • ନୈନା ଦାସ
  • ଇଲୁ ବାନାର୍ଜୀ
  • ସ୍ନିଗ୍ଧା ମହାନ୍ତି
  • ସୁରେଶ ବଳ
  • ରବି ମିଶ୍ର
  • ସୁମନ

ଗୀତ 

1. ଓଢ଼ଣୀ ଫାଙ୍କରେ
2. ରାତି ସାରା
3. ସାତ ସୁର ପରା
4. ସୁନା ପସରା ମୋ ରୂପା ପସରା
5. ଭାଉଜ ହାଏ
6. ଭଲ ତାକୁ ପାଏ ବୋଲି କ‌ହୁଚି ସିନା
Share:

ସତ ମିଛ



ନିର୍ଦ୍ଦେଶକ: ରାଜୁ ମିଶ୍ର
ପ୍ରଯୋଜକ: ପ୍ରମୋଦ କୁମାର ଦାସ
ସଂଳାପ: ଶୀର୍ଷାନନ୍ଦ ଦାସ କାନୁନଗୋ
ଚିତ୍ରନାଟ୍ୟ: ରାଜୁ ମିଶ୍ର
କାହାଣୀ: ରାଜୁ ମିଶ୍ର
କଳାକାର: ସିଦ୍ଧାନ୍ତ ମହାପାତ୍ର, ସ‌ହେଲି ମୁଖାର୍ଜୀ, ନମ୍ରତା ଦାସ, ଅପରାଜିତା ମହାନ୍ତି, ଉତ୍ତମ ମହାନ୍ତି, ରାଇମୋହ‌ନ ପରିଡ଼ା
ସଙ୍ଗୀତ: ରାଜୁ ମିଶ୍ର
ଗୀତ: ଶୀର୍ଷାନନ୍ଦ ଦାସ କାନୁନଗୋ
କଣ୍ଠ: ଗୀତା ଦାସ, ଲୋପିତା ମିଶ୍ର, ସୁନୀଲ ପରିଡ଼ା, ସୌରଭ
ଚିତ୍ରଗ୍ରହଣ: ରାଜୁ ମିଶ୍ର
ସମ୍ପାଦକ: ଅଶୋକ ଶର୍ମା
ମୁକ୍ତିଲାଭ ତାରିଖ:
୨୦୦୩

ଅଭିନୟ

  • ସିଦ୍ଧାନ୍ତ ମହାପାତ୍ର
  • ସ‌ହେଲି ମୁଖାର୍ଜୀ
  • ନମ୍ରତା ଦାସ
  • ଗୁନ୍‌ଗୁନ୍
  • ହାଡ଼ୁ
  • ହରିହର ମହାପାତ୍ର
  • ମାମିନା
  • କୁନି ମିଶ୍ର
  • ଅପରାଜିତା ମହାନ୍ତି
  • ଉତ୍ତମ ମହାନ୍ତି
  • ରାଇମୋହ‌ନ ପରିଡ଼ା
  • ପ୍ରେମାଞ୍ଜନ ପରିଡ଼ା
  • ଶରତ ପୂଜାରୀ
  • ଜୟୀରାମ ସାମଲ

ଗୀତ 


Share:

ବାଜି

Image result for odia film bazi

ନିର୍ଦ୍ଦେଶକ: ଅଶୋକ ପତି
ପ୍ରଯୋଜକ: ନମିତା ଦାସ, ସସ୍ମିତା ଦାସ
ସଂଳାପ: ବିଜୟ ମଲ୍ଲ
ଚିତ୍ରନାଟ୍ୟ: ଅଶୋକ ପତି
କାହାଣୀ: ଅଶୋକ ପତି
କଳାକାର: ସିଦ୍ଧାନ୍ତ ମହାପାତ୍ର, ଅନୁ ଚୌଧୁରୀ, ବର୍ଷା ପ୍ରିୟଦର୍ଶିନୀ, ଶ୍ରୀତମ ଦାସ, ବିଜୟ ମହାନ୍ତି, ମିହିର ଦାସ, ଅନିତ ଦାସ
ସଙ୍ଗୀତ: ମଳୟ ମିଶ୍ର
ଗୀତ: ଦେବଦାସ ଛୋଟରାୟ, ନିମାଇଁ ମହାନ୍ତି
କଣ୍ଠ: ମହ‌ମଦ ଅଜିଜ୍, ଇରା ମାହାନ୍ତି, ଉଦିତ ନାରାୟଣ, ନିଜାମ୍ ଶିବା
ଚିତ୍ରଗ୍ରହଣ: ଶାମ୍ବା ଶିବ ରାଓ
ସମ୍ପାଦକ: ଚନ୍ଦ୍ରଶେଖର ମିଶ୍ର
ମୁକ୍ତିଲାଭ ତାରିଖ:
୨୦୦୫

ଅଭିନୟ

  • ସିଦ୍ଧାନ୍ତ ମହାପାତ୍ର
  • ଅନୁ ଚୌଧୁରୀ
  • ବର୍ଷା ପ୍ରିୟଦର୍ଶିନୀ
  • ଶ୍ରୀତମ ଦାସ
  • ବିଜୟ ମହାନ୍ତି
  • ମିହିର ଦାସ
  • ଅନିତ ଦାସ
  • ଉତ୍ତମ ମହାନ୍ତି
  • ଅଶ୍ରୁମୋଚନ ମହାନ୍ତି

ଗୀତ 

1. ଆଖିରେ ତୋର ଶାମୁକା
2. ଛମ୍ ଛମ୍ କ‌ହେ ତୁମ
3. ଡାକରା ଆସିଛି ଆଜି
4. ଦୁନିଆ ଆମ ଦୁନିଆ
5. ଏମିତି ଏକ ଚେହେରା
6. ସେଇ ଚିହ୍ନା ମୁହଁ
Share:

ବର୍ଷ ଅନୁସାରେ ଓଡ଼ିଆ କଥାଚିତ୍ର