ଓଡ଼ିଆ କଥାଚିତ୍ର ଜଗତର ଟିକିନିକି ତଥ୍ୟ । An Odia film database with a collection of detailed information.

ଜଗନ୍ନାଥ ଧାମ ପୁରୀ

୮ ଡିସେମ୍ବରରେ ମୁକ୍ତିଲାଭ କରିଥିଲ ଜଗନ୍ନାଥ ଧାମ ପୁରୀ

ଟିକେ ଅନାଡ଼ି ପୂରା ଖିଲାଡ଼ି

୨୪ ନଭେମ୍ବରରେ ମୁକ୍ତିଲାଭ କରିଥିଲା ଟିକେ ଅନାଡ଼ି ପୂରା ଖିଲାଡ଼ି

ତୋ ପ୍ରେମରେ ପଡ଼ିଲା ପରେ

୨୪ ନଭେମ୍ବରରେ ମୁକ୍ତିଲାଭ କରିଥିଲା ତୋ ପ୍ରେମରେ ପଡ଼ିଲା ପରେ

ମୁଁ ଗୋଟେ ଦୁଷ୍ଟ ପିଲା

ନଭେମ୍ବର ୧୦ରେ ମୁକ୍ତିଲାଭ କରିଥିବା ଓଡ଼ିଆ କଥାଚିତ୍ର ମୁଁ ଗୋଟେ ଦୁଷ୍ଟ ପିଲା

ବଜରଙ୍ଗୀ

କାର୍ତ୍ତିକା ପୂର୍ଣ୍ଣିମା ସମୟରେ ମୁକ୍ତିଲାଭ କରିଥିବା ଓଡ଼ିଆ କଥାଚିତ୍ର

ତୁ ମୋ ହିରୋ

୨୦ ଅକ୍ଟୋବରରେ ଦୀପାବଳୀ ସମୟରେ ମୁକ୍ତିଲାଭ କରିଥିବା ଓଡ଼ିଆ କଥାଚିତ୍ର 'ତୁ ମୋ ହିରୋ'

ଓନ୍‌ଲି ପ୍ୟାର୍

Image result for only pyar odia movie

ନିର୍ଦ୍ଦେଶକ: ତାପସ ସରଘରିଆ
ପ୍ରଯୋଜକ: ସୁନୀଲ କୁମାର ଦାସ
ସଂଳାପ: ଭରଦ୍ୱାଜ ପଣ୍ଡା
ଚିତ୍ରନାଟ୍ୟ:
କାହାଣୀ: ଭରଦ୍ୱାଜ ପଣ୍ଡା
କଳାକାର: ବାବୁଶାନ୍, ସୁପ୍ରିୟା, ଆନିଷା ଶର୍ମା, ମିହିର ଦାସ, ଅପରାଜିତା ମହାନ୍ତି, ପ୍ରଜ୍ଞା ଖଟୁଆ
ସଙ୍ଗୀତ: ଅଭିଜିତ ମଜୁମଦାର
ଗୀତ: ନିର୍ମଳ ନାୟକ
କଣ୍ଠ: ହ୍ୟୁମାନ ସାଗର, ଦୀପ୍ତିରେଖା ପାଢ଼ୀ, ବାବୁଶାନ୍, ତାରିକ୍ ଅଜିଜ୍, ସତ୍ୟଜିତ, ଇରା ମହାନ୍ତି
ଚିତ୍ରଗ୍ରହଣ: ରବିନ୍ଦ୍ର ବେହେରା
ସମ୍ପାଦକ: ବିରେନ ଜ୍ୟୋତି ମହାନ୍ତି
ମୁକ୍ତିଲାଭ ତାରିଖ:


ଅଭିନୟ

  • ବାବୁଶାନ୍
  • ସୁପ୍ରିୟା
  • ଆନିଷା ଶର୍ମା
  • ମିହିର ଦାସ
  • ଅପରାଜିତା ମହାନ୍ତି
  • ପ୍ରଜ୍ଞା ଖଟୁଆ
  • ଚୌଧୁରୀ ବିକାଶ ଦାସ
  • ଚୌଧୁରୀ ଜୟପ୍ରକାଶ ଦାସ

ଗୀତ 

1. ସୁନ୍ ବେଲିଆ
2. ଇଟ୍‌ସ୍ ଓନ୍‌ଲି ପ୍ୟାର୍
3. ଯେବେ ଲୀଳା କଲେ କ‌ହ୍ନେୟା
4. ଭଲ ତ‌ତେ ପାଉ ପାଉ
5. ଭୁଲାଇ ମୋ ମନ
6. ହାଏରେ ସମ୍ପର୍କ
7. ଲାଗିଯା ଛାତିରେ
Share:

ଲୈଲା ଓ ଲୈଲା

Image result for odia film laila o laila

ନିର୍ଦ୍ଦେଶକ: ସୁଶାନ୍ତ ମଣି
ପ୍ରଯୋଜକ: ସୀତାରାମ ଅଗ୍ର‌ୱାଲ
ସଂଳାପ: ଡଃ ନିର୍ମଳ ନାୟକ
ଚିତ୍ରନାଟ୍ୟ: ନିର୍ମଳ ନାୟକ
କାହାଣୀ: ସିଦ୍ଧାର୍ଥ ଅଗ୍ର‌ୱାଲ
କଳାକାର: ସ୍ୱରାଜ, ସନ୍‌ମୀରା
ସଙ୍ଗୀତ: ବୈଦ୍ୟନାଥ ଦାଶ
ଗୀତ: ଡଃ ନିର୍ମଳ ନାୟକ
କଣ୍ଠ: ହ୍ୟୁମାନ ସାଗର, ଆମି ଦାଶ, ଆର୍‌. ଏସ୍. କୁମାର, ନିବେଦିତା, ସୌରିନ ଭଟ୍ଟ, ଅସୀମା ପଣ୍ଡା, ଅନନ୍ୟା ଶ୍ରୀତମ ନନ୍ଦ, ଦୀପ୍ତିରେଖା ପାଢ଼ୀ
ଚିତ୍ରଗ୍ରହଣ: ଶୁଭ୍ରାଂଶୁ ଦାସ
ସମ୍ପାଦକ: ସୁଶାନ୍ତ ମଣି
ମୁକ୍ତିଲାଭ ତାରିଖ:
୨୯ ଡିସେମ୍ବର ୨୦୧୭

ଅଭିନୟ

  • ସ୍ୱରାଜ ବାରିକ
  • ସନ୍‌ମୀରା ନାଗେଶ
  • ପ୍ରଦ୍ୟୁମ୍ନ ଲେଙ୍କା

ଗୀତ 

1. ସୁକୁଟି ସାହୁ
2. ରା ରା ରାଘବ
3. ଆ ଭାସିଯିବା ପବନରେ
4. ୟେ କି ପାଗଳାମି
5. ଓରେ ସାଥିରେ ଏ ଦେହରେ
6. ଲୈଲା ଓ ଲୈଲା
7. ଲାଇଫ୍‌ରେ ଆସି ଅଟକିଗଲୁ
8. ଓଠରେ ତୋ ଏତେ ମ‌ହୁ
9. ଫର୍ଷ୍ଟ ଟାଇମ୍ ଗୋଟେ ଝିଅ
Share:

ଜଗନ୍ନାଥ ଧାମ ପୁରୀ

Image result for ଜଗନ୍ନାଥ ଧାମ ପୁରୀ

ନିର୍ଦ୍ଦେଶକ: ନାରାୟଣ ଘଡେଇ
ପ୍ରଯୋଜକ: ନାରାୟଣ ଘଡେଇ
ସଂଳାପ: ସତ୍ୟବ୍ରତ ନାୟକ
ଚିତ୍ରନାଟ୍ୟ: ନାରାୟଣ ଘଡେଇ
କାହାଣୀ: ନାରାୟଣ ଘଡେଇ
କଳାକାର: ଦେବଦତ୍ତ ସାହୁ, ରିତିକା ରଥ, ବିଜୟ ମହାନ୍ତି, ଦେବୀ ବାରିକ, ଚୌଧୁରୀ ବିକାଶ ଦାସ
ସଙ୍ଗୀତ: ବିଦ୍ୟୁତ୍‌ ରୟ ଓ ହିମାଂଶୁ ଶେଖର ମହାନ୍ତି
ଗୀତ: ସଚ୍ଚି ମହାନ୍ତି ଓ ସମିତ୍‌
କଣ୍ଠ: କୁମାର ବାପି, ଗୌତମ ଗିରି, ଅନୁ ସିଂହ, ଅଭିପ୍‌ସା, ସୌରଭ, ଏସ୍‌.କେ ପଟ୍ଟନାୟକ, ଅନ୍ତରା ଚକ୍ରବର୍ତ୍ତୀ, ଜିତ୍, ହିମାଂଶୁ, ମନସ୍ୱିନୀ ପଟ୍ଟନାୟକ
ଚିତ୍ରଗ୍ରହଣ: ପ୍ରଦୀପ ସାହୁ
ସମ୍ପାଦକ: ଜ୍ୟୋତି ପ୍ରକାଶ
ମୁକ୍ତିଲାଭ ତାରିଖ:
୮ ଡିସେମ୍ବର ୨୦୧୭

ଅଭିନୟ

  • ଦେବଦତ୍ତ ସାହୁ
  • ରିତିକା ରଥ
  • ବିଜୟ ମହାନ୍ତି
  • ଦେବୀଦତ୍ତ ବାରିକ
  • ଚୌଧୁରୀ ବିକାଶ ଦାସ
  • ଦେବୁ ବ୍ରହ୍ମା
  • କୁମୁଦ ତ୍ରିପାଠୀ
  • ପ୍ରିୟ ସୁନ୍ଦର ମିଶ୍ର
  • ଥିନ୍‌
  • ସରୋଜିନୀ
  • ଗୋପାଳ ଶର୍ମା
  • ପ୍ରଣତି
  • ମାମା
  • ଜ୍ୟୋତି
  • ନୀତୁ
  • ହିମାଂଶୁ
  • ଏସ୍‌.କେ. ପଟ୍ଟନାୟକ
  • ଜୁଲି
  • ନୀରଦ ପରିଡା
  • ଚନ୍ଦ୍ରଶେଖର ଜେନା
  • ମହେଶ୍ୱର
  • ରିଣ୍ଟୁ
  • ଗୋପାଳ
  • ପୁନମ
  • ଟୁବୁ 
  • ପି ଆଦ୍‌ ମିନି

ଗୀତ 

1. ସାନ୍ତାକାରମ୍
2. ପ୍ରଳୟ ପୟୋଧିଜଳେ
3. ବାଙ୍କି ମୁହାଣ
4. ଭକତ ଭାବରେ
5. ତୁ ମତେ ଚାହିଁଲୁ
6. ଏମିତି କେମିତି ହେଲା
7. ତୁମେ ସାଗରର

Share:

ଟିକେ ଅନାଡ଼ି ପୂରା ଖିଲାଡ଼ି

http://ollywoodlife.com/wp-content/uploads/2017/03/Tike-Anadi-Pura-Khiladi.jpg

ନିର୍ଦ୍ଦେଶକ: ଲୋକନାଥ ବାରିକ
ପ୍ରଯୋଜକ: ରବିନ୍‌ ନନ୍ଦ
ସଂଳାପ: ଅଜୟ ସାମଲ
ଚିତ୍ରନାଟ୍ୟ: ଲୋକନାଥ ବାରିକ
କାହାଣୀ: ଲୋକନାଥ ବାରିକ
କଳାକାର: କରଣ, ବବ୍‌ଲି, ଇପ୍ସିତା, ସଞ୍ଜନା, ରବିନ୍‌ ନନ୍ଦ, ମିହିର ଦାସ, ତନ୍ଦ୍ରା ରାୟ, ବିଜୟ ମହାନ୍ତି, ଜୟୀରାମ ସାମଲ
ସଙ୍ଗୀତ: ଅଗ୍ନିରାଜ କିଶୋର
ଗୀତ: ନିର୍ମଳ ନାୟକ, ଅରୁଣ ମନ୍ତ୍ରୀ, ଯତିନ୍ଦ୍ର ପ୍ରଧାନ, ଜୟନ୍ତ ଦାସ, ସୁମିତ
କଣ୍ଠ: ସତ୍ୟଜିତ, ଅଙ୍କିତ, ହ୍ୟୁମାନ ସାଗର, ଅନ୍ତରା, ପଦ୍ମିନୀ, ସୋନାଲିକା, କୁମାର ବାପି, ନନ୍ଦିତା, ତାରିକ୍ ଅଜିଜ୍, ପମି, ଅସୀମା ପଣ୍ଡା, ନଭ୍ୟା
ଚିତ୍ରଗ୍ରହଣ: ଏସ୍ ରଞ୍ଜନ
ସମ୍ପାଦକ:
ମୁକ୍ତିଲାଭ ତାରିଖ:
୨୪ ନଭେମ୍ବର ୨୦୧୭

ଅଭିନୟ

  • କରଣ ସିଂହ ରାୟ
  • ବବ୍‌ଲି
  • ସଞ୍ଜନା
  • ଇପ୍ସିତା
  • ମିହିର ଦାସ
  • ରବିନ୍‌ ନନ୍ଦ
  • ବିଜୟ ମହାନ୍ତି
  • ତନ୍ଦ୍ରା ରାୟ
  • ଅସୀତ ପତି
  • ଜୟୀରାମ ସାମଲ

ଗୀତ 

1. ଛନ ଛନ
2. ଡବଲ୍ ପ‌ପି
3. ଫୁଲର ବରଷା
4. ଟିକେ ଅନାଡ଼ି ପୂରା ଖିଲାଡ଼ି
5. ଯେବେଠୁ ରସିଆକୁ
Share:

ତୋ ପ୍ରେମରେ ପଡ଼ିଲା ପରେ

Image result for odia movie to premare padila pare


ନିର୍ଦ୍ଦେଶକ: ସରୋଜ କାନ୍ତ
ପ୍ରଯୋଜକ: ଚିନ୍ମୟୀ ପ୍ରିୟଦର୍ଶିନୀ
ସଂଳାପ: ଡଃ ରଜନୀ ରଞ୍ଜନ
ଚିତ୍ରନାଟ୍ୟ: ସରୋଜ କାନ୍ତ
କାହାଣୀ: ପ୍ରସନ୍ନ ପାଟ୍ଟଶାଣୀ
କଳାକାର: ଦେବରାଜ, ଚିନ୍ମୟୀ, ପ୍ରଲୀପ୍ତା, ମୁନ୍ନା ଖାନ୍, ପୁଷ୍ପା ପଣ୍ଡା, ପ୍ରଜ୍ଞା ଖଟୁଆ, ଜୀବନ ପଣ୍ଡା
ସଙ୍ଗୀତ: ବୈଦ୍ୟନାଥ ଦାଶ
ଗୀତ: ପ୍ରସନ୍ନ ପାଟ୍ଟଶାଣୀ, ନିର୍ମଳ ନାୟକ, ଅରୁଣ ମନ୍ତ୍ରୀ, ଆଶୁତୋଷ, ଜୟନ୍ତ ଦାସ
କଣ୍ଠ: ହ୍ୟୁମାନ ସାଗର, ତପୁ ମିଶ୍ର, ସତ୍ୟଜିତ, ଅସୀମା ପଣ୍ଡା, ସଞ୍ଜୁ, ବୈଦ୍ୟନାଥ
ଚିତ୍ରଗ୍ରହଣ: ଲକ୍ଷ୍ମଣ ଯାଦବ
ସମ୍ପାଦକ:
ମୁକ୍ତିଲାଭ ତାରିଖ:
୨୪ ନଭେମ୍ବର ୨୦୧୭

ଅଭିନୟ

  • ଦେବରାଜ
  • ଚିନ୍ମୟୀ
  • ପ୍ରଲିପ୍ତା
  • ମୁନ୍ନା ଖାନ୍
  • ପୂଜା
  • ସସ୍ମିତା ପଣ୍ଡା
  • ଜୀବନ ପଣ୍ଡା
  • ପ୍ରଜ୍ଞା ଖଟୁଆ
  • ପୁଷ୍ପା ପଣ୍ଡା
  • ଅସୀତ ପତି
  • ଧିରେନ ମିତ୍ର
  • କୁନି ପଣ୍ଡା
  • ମନିଷା ମିଶ୍ର
  • ଆଶିଷ ସେନ୍ଦ୍ରେ
  • ଅଞ୍ଜନା ଦାଶ

ଗୀତ 

1. ହାର୍ଟ ମୋର ଡୁବା
2. ମୋ ବେଲୁନ୍ ଗଲା ଫାଟି
3. କମ୍ ଅନ୍ ବେବି
4. ତୋ ପ୍ରେମରେ ପଡ଼ିଲା ପରେ
Share:

ଗୁଡ୍ଡୁ ଆଣ୍ଡ ଗୁଡ୍ଡି

Image result for odia movie guddu and guddi

ନିର୍ଦ୍ଦେଶକ: ଶୁଭାଶିଷ ପତି
ପ୍ରଯୋଜକ: ସୂର୍ଯ୍ୟକାନ୍ତ ସାମଲ
ସଂଳାପ:
ଚିତ୍ରନାଟ୍ୟ: ଶୁଭାଶିଷ ପତି
କାହାଣୀ: ଶୁଭାଶିଷ ପତି
କଳାକାର: ସୂର୍ଯ୍ୟକାନ୍ତ, ହିମିକା, ମିହିର ଦାସ, ସଲିଲ୍ ମିତ୍ର, ମାମୁନି ମିଶ୍ର, କିଶୋର ଖଣ୍ଡୁଆଳ, ଶୁଭ୍ରାଂଶୁ, ଗୁଡ୍ଡୁ
ସଙ୍ଗୀତ: ସିତୁ ସଞ୍ଜୟ
ଗୀତ: ଅରୁଣ ମନ୍ତ୍ରୀ, ନିର୍ମଳ ନାୟକ, ସତ୍ୟାନନ୍ଦ ନାୟକ
କଣ୍ଠ:
ଚିତ୍ରଗ୍ରହଣ:
ସମ୍ପାଦକ:
ମୁକ୍ତିଲାଭ ତାରିଖ:


ଅଭିନୟ

  • ସୂର୍ଯ୍ୟକାନ୍ତ
  • ହିମିକା
  • ମିହିର ଦାସ
  • ସଲିଲ୍ ମିତ୍ର
  • ମାମୁନି ମିଶ୍ର
  • କିଶୋର ଖଣ୍ଡୁଆଳ
  • ଶୁଭ୍ରାଂଶୁ
  • ଦୁଷ୍ମନ୍ତ ପତି
  • ଗୁଡ୍ଡୁ
  • ରାଜା

ଗୀତ 

1. ଗୁଡ୍ଡୁ ଆଣ୍ଡ ଗୁଡ୍ଡି
Share:

କ୍ରିଷ୍ଣା- ଷ୍ଟୋରୀ ଅଫ୍ ଏ ଡ୍ୟାନ୍ସର୍

Image result for odia movie krishna- story of a dancer

ନିର୍ଦ୍ଦେଶକ: କ୍ରିଷ୍ଣା ରେଡ୍ଡୀ
ପ୍ରଯୋଜକ: କ୍ରିଷ୍ଣା ରେଡ୍ଡୀ
ସଂଳାପ: କ୍ରିଷ୍ଣା ରେଡ୍ଡୀ, ଚନ୍ଦନ କୁମାର
ଚିତ୍ରନାଟ୍ୟ: କ୍ରିଷ୍ଣା ରେଡ୍ଡୀ
କାହାଣୀ: କ୍ରିଷ୍ଣା ରେଡ୍ଡୀ
କଳାକାର: କ୍ରିଷ୍ଣା ରେଡ୍ଡୀ, ସୂର୍ଯ୍ୟମୟୀ, ସୋମେଶ୍ୱର ରେଡ୍ଡୀ
ସଙ୍ଗୀତ: କ୍ରିଷ୍ଣା ରେଡ୍ଡୀ, ସାଇ ଲଖଣ
ଗୀତ: କୁମାର ଶ୍ରୀ ସାହୁ
କଣ୍ଠ: କ୍ରିଷ୍ଣା ବେଉରା, ଅନନ୍ୟା ଶ୍ରୀତମ ନନ୍ଦ
ଚିତ୍ରଗ୍ରହଣ: ଧୃବାନନ୍ଦ ପଣ୍ଡା
ସମ୍ପାଦକ: ସୋମ୍ୟ ଶୋଭନ ନାୟକ
ମୁକ୍ତିଲାଭ ତାରିଖ:


ଅଭିନୟ

  • କ୍ରିଷ୍ଣା ରେଡ୍ଡୀ
  • ସୂର୍ଯ୍ୟମୟୀ
  • ସୋମେଶ୍ୱର ରେଡ୍ଡୀ

ଗୀତ 

1. ବନ୍ଦେ ଉତ୍କଳ ଜନ‌ନୀ
2. ବନ୍ଦେ ମାଆତରମ୍

ମନ୍ତବ୍ୟ

୨୦୦୯ରେ ଜାତୀୟ ଦୂରଦର୍ଶନ କଲର୍ସ ଦ୍ୱାରା ଆୟୋଜିତ କାର୍ଯ୍ୟକ୍ରମ "ଇଣ୍ଡିଆଜ୍ ଗଟ୍ ଟ୍ୟାଲେଣ୍ଟ"ର ପ୍ରଥମ ସଂସ୍କରଣର ପ୍ରତିଯୋଗୀତାରେ ଭାଗ ନେଇ ଓଡ଼ିଶା ନାମକୁ ଶୀର୍ଷରେ ପ‌ହ‌ଞ୍ଚାଇଥିବା ପିନ୍ସ ଡ୍ୟାନ୍ସ ଗ୍ରୁପ୍‌ର ସଂଘର୍ଷମୟ କାହାଣୀ ଉପରେ ନିର୍ମିତ ହେବାକୁ ଯାଉଛି ଏହି ଚଳଚ୍ଚିତ୍ରଟି । ପ୍ରନ୍ସ ଡ୍ୟାନ୍ସ ଗ୍ରୁପ୍‌ର ଉପଦେଷ୍ଟା ତ‌ଥା ନୃତ୍ୟଗୁରୁ କ୍ରିଷ୍ଣା ରେଡ୍ଡି ଏହାକୁ ନିର୍ମାଣ କରୁଛନ୍ତି ।
Share:

ବର୍ଷ ଅନୁସାରେ ଓଡ଼ିଆ କଥାଚିତ୍ର