
| ନିର୍ଦ୍ଦେଶକ: | କ୍ରିଷ୍ଣା ରେଡ୍ଡୀ |
|---|---|
| ପ୍ରଯୋଜକ: | କ୍ରିଷ୍ଣା ରେଡ୍ଡୀ |
| ସଂଳାପ: | କ୍ରିଷ୍ଣା ରେଡ୍ଡୀ, ଚନ୍ଦନ କୁମାର |
| ଚିତ୍ରନାଟ୍ୟ: | କ୍ରିଷ୍ଣା ରେଡ୍ଡୀ |
| କାହାଣୀ: | କ୍ରିଷ୍ଣା ରେଡ୍ଡୀ |
| କଳାକାର: | କ୍ରିଷ୍ଣା ରେଡ୍ଡୀ, ସୂର୍ଯ୍ୟମୟୀ, ସୋମେଶ୍ୱର ରେଡ୍ଡୀ |
| ସଙ୍ଗୀତ: | କ୍ରିଷ୍ଣା ରେଡ୍ଡୀ, ସାଇ ଲଖଣ |
| ଗୀତ: | କୁମାର ଶ୍ରୀ ସାହୁ |
| କଣ୍ଠ: | କ୍ରିଷ୍ଣା ବେଉରା, ଅନନ୍ୟା ଶ୍ରୀତମ ନନ୍ଦ |
| ଚିତ୍ରଗ୍ରହଣ: | ଧୃବାନନ୍ଦ ପଣ୍ଡା |
| ସମ୍ପାଦକ: | ସୋମ୍ୟ ଶୋଭନ ନାୟକ |
ମୁକ୍ତିଲାଭ ତାରିଖ:
|
ଅଭିନୟ
- କ୍ରିଷ୍ଣା ରେଡ୍ଡୀ
- ସୂର୍ଯ୍ୟମୟୀ
- ସୋମେଶ୍ୱର ରେଡ୍ଡୀ
ଗୀତ
1. ବନ୍ଦେ ଉତ୍କଳ ଜନନୀ
2. ବନ୍ଦେ ମାଆତରମ୍
2. ବନ୍ଦେ ମାଆତରମ୍
ମନ୍ତବ୍ୟ
୨୦୦୯ରେ ଜାତୀୟ ଦୂରଦର୍ଶନ କଲର୍ସ ଦ୍ୱାରା ଆୟୋଜିତ କାର୍ଯ୍ୟକ୍ରମ "ଇଣ୍ଡିଆଜ୍ ଗଟ୍ ଟ୍ୟାଲେଣ୍ଟ"ର ପ୍ରଥମ ସଂସ୍କରଣର ପ୍ରତିଯୋଗୀତାରେ ଭାଗ ନେଇ ଓଡ଼ିଶା ନାମକୁ ଶୀର୍ଷରେ ପହଞ୍ଚାଇଥିବା ପିନ୍ସ ଡ୍ୟାନ୍ସ ଗ୍ରୁପ୍ର ସଂଘର୍ଷମୟ କାହାଣୀ ଉପରେ ନିର୍ମିତ ହେବାକୁ ଯାଉଛି ଏହି ଚଳଚ୍ଚିତ୍ରଟି । ପ୍ରନ୍ସ ଡ୍ୟାନ୍ସ ଗ୍ରୁପ୍ର ଉପଦେଷ୍ଟା ତଥା ନୃତ୍ୟଗୁରୁ କ୍ରିଷ୍ଣା ରେଡ୍ଡି ଏହାକୁ ନିର୍ମାଣ କରୁଛନ୍ତି ।