ଓଡ଼ିଆ କଥାଚିତ୍ର ଜଗତର ଟିକିନିକି ତଥ୍ୟ । An Odia film database with a collection of detailed information.

ହରିଭାଇ ହାରେନା

Image result for odia film hari bhai harena

ନିର୍ଦ୍ଦେଶକ: ରାଜୁ ମିଶ୍ର
ପ୍ରଯୋଜକ: ନିରଞ୍ଜନ ରଣା
ସଂଳାପ: ପ୍ରଦୀପ ନନ୍ଦ
ଚିତ୍ରନାଟ୍ୟ: ରାଜୁ ମିଶ୍ର
କାହାଣୀ: ନିରଞ୍ଜନ ରଣା
କଳାକାର: ସୁନୀଲ କୁମାର, ଅନୁ ଚୌଧୁରୀ, ମିହିର ଦାସ, ଦେବୁ ବୋଷ, ପ୍ରକୃତି ମିଶ୍ର
ସଙ୍ଗୀତ: ସ୍ୱରୂପ ନାୟକ
ଗୀତ: ଦେବଦାସ ଛୋଟରାୟ, ବିଜୟ ମଲ୍ଲ, ପ୍ରଦୀପ ନନ୍ଦ, ସୁରେଶ ପରିଡ଼ା
ଚିତ୍ରଗ୍ରହଣ: ରାଜୁ ମିଶ୍ର
ସମ୍ପାଦକ: ସୁଶାନ୍ତ ମଣି
ମୁକ୍ତିଲାଭ ତାରିଖ:
୨୦୦୪

ଅଭିନୟ

  • ସୁନୀଲ କୁମାର
  • ଅନୁ ଚୌଧୁରୀ
  • ମିହିର ଦାସ
  • ପ୍ରକୃତି ମିଶ୍ର
  • ଦେବୁ ବୋଷ
  • ବାଦଲ ମହାନ୍ତି
  • ପିଙ୍କି ପ୍ରଧାନ
  • ଜୟୀରାମ ସାମଲ
  • ସାତ୍ୱକୀ ମିଶ୍ର
  • ଋତୁ ଷଡ଼ଙ୍ଗୀ
  • ବୁରିଆ
  • ମାମୁନୀ ମିଶ୍ର
  • ସ୍ୱରୂପ ନାୟକ
  • ରେଖା ଦତ୍ତ 

ଗୀତ 

1. ତୋ ଆଖି ନୀଳ କଇଁ
2. ରିମ୍ ଝିମ୍ ରାତି
3. ମୁଁ ଚାନ୍ଦିର ପାଉଁଜି
4. ହରି ଭାଇ ହାରିବନି (ଦୁଃଖ)
5. ହରି ଭାଇ ହାରିବନି (ପୁରୁଷ)
6. ହରି ଭାଇ ହାରିବନି (ନାରୀ)
7. ବେଳେ ବେଳେ ଏମିତି ବି
Share:

ବର୍ଷ ଅନୁସାରେ ଓଡ଼ିଆ କଥାଚିତ୍ର