ଓଡ଼ିଆ କଥାଚିତ୍ର ଜଗତର ଟିକିନିକି ତଥ୍ୟ । An Odia film database with a collection of detailed information.

ଲୈଲା ଓ ଲୈଲା

Image result for odia film laila o laila

ନିର୍ଦ୍ଦେଶକ: ସୁଶାନ୍ତ ମଣି
ପ୍ରଯୋଜକ: ସୀତାରାମ ଅଗ୍ର‌ୱାଲ
ସଂଳାପ: ଡଃ ନିର୍ମଳ ନାୟକ
ଚିତ୍ରନାଟ୍ୟ: ନିର୍ମଳ ନାୟକ
କାହାଣୀ: ସିଦ୍ଧାର୍ଥ ଅଗ୍ର‌ୱାଲ
କଳାକାର: ସ୍ୱରାଜ, ସନ୍‌ମୀରା
ସଙ୍ଗୀତ: ବୈଦ୍ୟନାଥ ଦାଶ
ଗୀତ: ଡଃ ନିର୍ମଳ ନାୟକ
କଣ୍ଠ: ହ୍ୟୁମାନ ସାଗର, ଆମି ଦାଶ, ଆର୍‌. ଏସ୍. କୁମାର, ନିବେଦିତା, ସୌରିନ ଭଟ୍ଟ, ଅସୀମା ପଣ୍ଡା, ଅନନ୍ୟା ଶ୍ରୀତମ ନନ୍ଦ, ଦୀପ୍ତିରେଖା ପାଢ଼ୀ
ଚିତ୍ରଗ୍ରହଣ: ଶୁଭ୍ରାଂଶୁ ଦାସ
ସମ୍ପାଦକ: ସୁଶାନ୍ତ ମଣି
ମୁକ୍ତିଲାଭ ତାରିଖ:
୨୯ ଡିସେମ୍ବର ୨୦୧୭

ଅଭିନୟ

  • ସ୍ୱରାଜ ବାରିକ
  • ସନ୍‌ମୀରା ନାଗେଶ
  • ପ୍ରଦ୍ୟୁମ୍ନ ଲେଙ୍କା

ଗୀତ 

1. ସୁକୁଟି ସାହୁ
2. ରା ରା ରାଘବ
3. ଆ ଭାସିଯିବା ପବନରେ
4. ୟେ କି ପାଗଳାମି
5. ଓରେ ସାଥିରେ ଏ ଦେହରେ
6. ଲୈଲା ଓ ଲୈଲା
7. ଲାଇଫ୍‌ରେ ଆସି ଅଟକିଗଲୁ
8. ଓଠରେ ତୋ ଏତେ ମ‌ହୁ
9. ଫର୍ଷ୍ଟ ଟାଇମ୍ ଗୋଟେ ଝିଅ
Share:

ବର୍ଷ ଅନୁସାରେ ଓଡ଼ିଆ କଥାଚିତ୍ର