ଓଡ଼ିଆ କଥାଚିତ୍ର ଜଗତର ଟିକିନିକି ତଥ୍ୟ । An Odia film database with a collection of detailed information.

ବାହୁଡ଼ିବେ ମୋ ଜଗା ବଳିଆ

Image result for odia movie bahudibe mo jaga balia

ନିର୍ଦ୍ଦେଶକ: ସବ୍ୟସାଚୀ ମହାପାତ୍ର
ପ୍ରଯୋଜକ: ବିଭୂତି ରାଉତରାୟ
ସଂଳାପ: ବିଜୟ ମିଶ୍ର
ଚିତ୍ରନାଟ୍ୟ: ବିଜୟ ମିଶ୍ର, ସବ୍ୟସାଚୀ ମହାପାତ୍ର
କାହାଣୀ: ବିଭୂତି ରାଉତରାୟ
କଳାକାର: ସିଦ୍ଧାନ୍ତ ମହାପାତ୍ର, ଶ୍ରୀତମ ଦାସ, ଜ୍ୟୋତି ମିଶ୍ର, ଉଷାସି ମିଶ୍ର, ଶକ୍ତି କପୁର, ଅନିତା ଦାସ, ପିଣ୍ଟୁ ନନ୍ଦ, ନୈନା ଦାସ
ସଙ୍ଗୀତ: ମଳୟ ମିଶ୍ର
ଗୀତ: ନିର୍ମଳ ନାୟକ
କଣ୍ଠ: ଇରା ମହାନ୍ତି, ଟି. ସୌରୀ
ଚିତ୍ରଗ୍ରହଣ: ନିରଞ୍ଜନ ଦାସ
ସମ୍ପାଦକ: ଅଶୋକ ଶର୍ମା
ମୁକ୍ତିଲାଭ ତାରିଖ:
୨୦୦୩

ଅଭିନୟ

  • ସିଦ୍ଧାନ୍ତ ମହାପାତ୍ର
  • ଶ୍ରୀତମ ଦାସ
  • ଜ୍ୟୋତି ମିଶ୍ର
  • ଉଷାସି ମିଶ୍ର
  • ଶକ୍ତି କପୁର
  • ଅନିତା ଦାସ
  • ପିଣ୍ଟୁ ନନ୍ଦ
  • ହର ପଟ୍ଟନାୟକ
  • ଶରତ ପୂଜାରୀ
  • ନୈନା ଦାସ
  • ଇଲୁ ବାନାର୍ଜୀ
  • ସ୍ନିଗ୍ଧା ମହାନ୍ତି
  • ସୁରେଶ ବଳ
  • ରବି ମିଶ୍ର
  • ସୁମନ

ଗୀତ 

1. ଓଢ଼ଣୀ ଫାଙ୍କରେ
2. ରାତି ସାରା
3. ସାତ ସୁର ପରା
4. ସୁନା ପସରା ମୋ ରୂପା ପସରା
5. ଭାଉଜ ହାଏ
6. ଭଲ ତାକୁ ପାଏ ବୋଲି କ‌ହୁଚି ସିନା
Share:

ବର୍ଷ ଅନୁସାରେ ଓଡ଼ିଆ କଥାଚିତ୍ର