ଓଡ଼ିଆ କଥାଚିତ୍ର ଜଗତର ଟିକିନିକି ତଥ୍ୟ । An Odia film database with a collection of detailed information.

ବିଧାତା

Image result for odia movie bidhata song

ନିର୍ଦ୍ଦେଶକ: ସଂଗ୍ରାମ ବିଶ୍ୱାଳ
ପ୍ରଯୋଜକ: ବିଷ୍ଣୁ ଦତ୍ତ, ଫେଲୁ ମହାନ୍ତି
ସଂଳାପ: ଶୀର୍ଷାନନ୍ଦ ଦାସ କାନୁନ୍‌ଗୋ
ଚିତ୍ରନାଟ୍ୟ: ସଂଗ୍ରାମ ବିଶ୍ୱାଳ
କାହାଣୀ: ସଂଗ୍ରାମ ବିଶ୍ୱାଳ
କଳାକାର: ସିଦ୍ଧାନ୍ତ, ଦେବୁ ବୋଷ, ମିହିର ଦାସ, ମୀନକେତନ, ନମ୍ରତା ଦାସ, ପ୍ରଦ୍ୟୁମ୍ନ ଲେଙ୍କା, ଅପରାଜିତା, ଉତ୍ତମ ମହାନ୍ତି
ସଙ୍ଗୀତ: ଦୀପକ କୁମାର
ଗୀତ: ଶୀର୍ଷାନନ୍ଦ ଦାସ କାନୁନ୍‌ଗୋ
ଚିତ୍ରଗ୍ରହଣ: ଶାମ୍ବା ଶିବା ରାଓ
ସମ୍ପାଦକ: ଏ. ଶ୍ରିକର ପ୍ରସାଦ
ମୁକ୍ତିଲାଭ ତାରିଖ:
୨୦୦୩

ଅଭିନୟ

  • ସିଦ୍ଧାନ୍ତ ମହାପାତ୍ର
  • ଇଲୁ ବାନାର୍ଜୀ
  • ଦେବୁ ବୋଷ
  • ମିହିର ଦାସ
  • ମୀନକେତନ
  • ନମ୍ରତା ଦାସ
  • ସରୋଜ ଦାସ
  • ପ୍ରଦ୍ୟୁମ୍ନ ଲେଙ୍କା
  • ବିନାୟକ ମିଶ୍ର
  • ସାତ୍ୱକୀ ମିଶ୍ର
  • ଅପରାଜିତା ମହାନ୍ତି
  • ଉତ୍ତମ ମହାନ୍ତି
  • ରାଇମୋହନ ପରିଡ଼ା
  • ପ୍ରେମାଞ୍ଜନ ପରିଡ଼ା
  • ବିରେନ ରାଉତରାୟ
  • ଜୟୀରାମ ସାମଲ
  • ବ୍ରଜ ସିଂହ

ଗୀତ 

1. ନିମିଷେ ଚୁନା ହୋଇଚି
2. ନା ନା ଦୂରେ ଯାଆନା
3. ନାଚିବା ଆମେ ଆଜି
4. ମନ ଖୋଲି କ‌ହିଦେଲି
5. ଆଲୋ କଲକତି କୁଡ଼ି
6. ଏଇ ଦୁନିଆ ଜାଣେ ଆମରି କଥା
Share:

ବର୍ଷ ଅନୁସାରେ ଓଡ଼ିଆ କଥାଚିତ୍ର