ଓଡ଼ିଆ କଥାଚିତ୍ର ଜଗତର ଟିକିନିକି ତଥ୍ୟ । An Odia film database with a collection of detailed information.

ସାବତ ମାଆ



ନିର୍ଦ୍ଦେଶକ: ଶିଶିର ମିଶ୍ର
ପ୍ରଯୋଜକ: ଅଶୋକ କୁମାର ଲେଙ୍କା, ଜ୍ଞାନ ପଟ୍ଟନାୟକ
ସଂଳାପ: ସୁବୋଧ ପଟ୍ଟନାୟକ, ଶିଶିର ମିଶ୍ର
ଚିତ୍ରନାଟ୍ୟ: ଶିଶିର ମିଶ୍ର
କାହାଣୀ: ଶିଶିର ମିଶ୍ର
କଳାକାର: ମହାଶ୍ୱେତା, ବିଜୟ ମହାନ୍ତି, ଅନୁ ଚୌଧୁରୀ, ହର ପଟ୍ଟନାୟକ, ବର୍ଷା ପ୍ରିୟଦର୍ଶିନୀ, ଶ୍ରୀତମ, ପ୍ରଦ୍ୟୁମ୍ନ ଲେଙ୍କା
ସଙ୍ଗୀତ: ଅମରେନ୍ଦ୍ର ମହାନ୍ତି
ଗୀତ: ଶୀର୍ଷାନନ୍ଦ ଦାସ କାନୁନ୍‌ଗୋ, ଅରୁଣ ମନ୍ତ୍ରୀ, ମନ୍ମଥ ମିଶ୍ର, ସୁବୋଧ ପଟ୍ଟନାୟକ
କଣ୍ଠ: ମନ୍ମଥ ମିଶ୍ର, ପଙ୍କଜ ଜାଲ, ଶକ୍ତି ମିଶ୍ର, ଇରା ମହାନ୍ତି, ଅରବିନ୍ଦ ମୁଦୁଲୀ, ଶୈଳଭାମା ମହାପାତ୍ର
ଚିତ୍ରଗ୍ରହଣ: କାଦର ଆର୍. ଖାନ୍
ସମ୍ପାଦକ: ଗୁଡ୍ଡୁ ଜାଫ୍‌ରୀ
ମୁକ୍ତିଲାଭ ତାରିଖ:
୨୦୦୩

ଅଭିନୟ

  • ମହାଶ୍ୱେତା ରାୟ
  • ବିଜୟ ମହାନ୍ତି
  • ଅନୁ ଚୌଧୁରୀ
  • ହର ପଟ୍ଟନାୟକ
  • ଦୀପକ ପରିଡ଼ା
  • ବର୍ଷା ପ୍ରିୟଦର୍ଶିନୀ
  • ଶ୍ରୀତମ ଦାସ
  • ସରୋଜ ଦାସ
  • ପ୍ରଦ୍ୟୁମ୍ନ ଲେଙ୍କା
  • ନମ୍ରତା ଦାସ
  • ସୌଦାମିନି
  • ବିନାୟକ ମିଶ୍ର
  • ସାଧନା ପରିଜା
  • ନିମାନନ୍ଦ ପାତ୍ର
  • ବିଜୟ ମିଶ୍ର
  • ଗୀତାଞ୍ଜଳୀ କର
  • ନିରଞ୍ଜନ ପାଣ୍ଡେ
  • ଜୁଲିଆ
  • ଶ୍ୱେତା ମଲ୍ଲିକ
  • ପ୍ରକୃତି ମିଶ୍ର

ଗୀତ 

1. ସାବତ ମାଆ
2. ରଙ୍ଗିଲା ରଙ୍ଗିଲା
3. ନିଜଠୁ ବେଶୀ ନିଜର
4. ଦେଖ ଦେଖ ଦିଲ୍
5. ଅମୃତ ଜ‌ହର
6. ଆଖିରେ ମାଇଲୁ
Share:

ବର୍ଷ ଅନୁସାରେ ଓଡ଼ିଆ କଥାଚିତ୍ର