ନିର୍ଦ୍ଦେଶକ: | ହିମାଂଶୁ ଖଟୁଆ |
---|---|
ପ୍ରଯୋଜକ: | ଇତି ସାମନ୍ତ |
ଚିତ୍ରନାଟ୍ୟ: | ହିମାଂଶୁ ଖଟୁଆ |
କାହାଣୀ: | ହିମାଂଶୁ ଖଟୁଆ |
କଳାକାର: | ଅନୁ ଚୌଧୁରୀ, ଦେବପ୍ରସାଦ ଦାସ, ଚୌଧୁରୀ ବିକାଶ ଦାସ, ମିହିର ସ୍ୱାଇଁ, ମାମୁନି ମିଶ୍ର, ଜର୍ଜ ତିଆଡ଼ି |
ସଙ୍ଗୀତ: | ସ୍ୱରୂପ ନାୟକ |
ଗୀତ: | ସ୍ୱରୂପ ନାୟକ |
ଚିତ୍ରଗ୍ରହଣ: | ସମୀର ମହାଜନ |
ସମ୍ପାଦକ: | ରବି ପଟ୍ଟନାୟକ |
ମୁକ୍ତିଲାଭ ତାରିଖ:
|
୧୪ ଡିସେମ୍ବର ୨୦୦୭ |
ଅଭିନୟ
- ଅନୁ ଚୌଧୁରୀ
- ଦେବପ୍ରସାଦ ଦାସ
- ଭାସ୍ୱତି ବସୁ
- ଚୌଧୁରୀ ବିକାଶ ଦାସ
- ମିହିର ସ୍ୱାଇଁ
- ଚୌଧୁରୀ ଜୟପ୍ରକାଶ ଦାସ
- ବିଦ୍ୟୁତ୍ପ୍ରଭା ଦେବୀ
- ଚକ୍ରଧର ଜେନା
- ମାମୁନି ମିଶ୍ର
- ରମେଶ ମହାନ୍ତି
- ସୂର୍ଯ୍ୟ ମହାନ୍ତି
- ଅନ୍ତରା ମହାପାତ୍ର
- ଜର୍ଜ ତିଆଡ଼ି
ମନ୍ତବ୍ୟ
୧୯୯୯ ମସିରେ ଓଡ଼ିଶାରେ ହେଇଥିବା ମହାବାତ୍ୟା ଉପରେ ନିର୍ମିତ ହୋଇଥିଲା ଏହି କଥାଚିତ୍ରଟି । ସେହିସମୟରେ ଭୋଗିଥିବା ଅସୁବିଧାକୁ ନେଇ ଏହାର କାହାଣୀ ଲେଖାଯାଇଥିଲା ।