| ନିର୍ଦ୍ଦେଶକ: | ସବ୍ୟସାଚୀ ମହାପାତ୍ର | 
|---|---|
| ପ୍ରଯୋଜକ: | ବି. ଚିଣ୍ଟୁ ମହାପାତ୍ର | 
| ସଂଳାପ: | ଡଃ ରଜନୀ ରଞ୍ଜନ, ଅଭିଳାଶ | 
| ଚିତ୍ରନାଟ୍ୟ: | ସବ୍ୟସାଚୀ ମହାପାତ୍ର | 
| କାହାଣୀ: | ମାଣବସା ଲକ୍ଷ୍ମୀପୂରାଣ ଉପରେ ଆଧାରିତ | 
| କଳାକାର: | ଶ୍ରୀତମ ଦାସ, ଜ୍ୟୋତି ମିଶ୍ର, ପିଣ୍ଟୁ ନନ୍ଦ, ମୋହିନୀ ଶିଳାଲିପି, ହର ପଟ୍ଟନାୟକ, ପ୍ରଦ୍ୟୁମ୍ନ ଲେଙ୍କା | 
| ସଙ୍ଗୀତ: | ସ୍ୱର୍ଗତ ଅକ୍ଷୟ ମହାନ୍ତି | 
| କଣ୍ଠ: | ଜାବେଦ୍ ଅଲ୍ଲୀ, ଶିଶୁ ଦାସ, ସଚିନ ଲାପିତ, ଅକ୍ଷୟ ମହାନ୍ତି, ସୋନା ମୁଖାର୍ଜୀ, ଅନୁରାଧା ପଢ଼ୁଆଲ, ବିନୋଦ ରାଠୋଡ଼, ପ୍ରିତିନନ୍ଦ ରାଉତରାୟ, ଶୈଳଭାମା | 
| ଚିତ୍ରଗ୍ରହଣ: | ଓମ୍ ପ୍ରକାଶ ମହାପାତ୍ର | 
| ସମ୍ପାଦକ: | ରାଜେନ୍ଦ୍ର କେ ମହାପାତ୍ର | 
| 
ମୁକ୍ତିଲାଭ ତାରିଖ: | ୧୨ ଜୁଲାଇ ୨୦୦୭ | 
| 
କଥାଚିତ୍ର ସମୟ: | ୧୨୭ ମିନିଟ୍ | 
ଅଭିନୟ
- ଶ୍ରୀତମ ଦାସ
- ଜ୍ୟୋତି ମିଶ୍ର
- ପିଣ୍ଟୁ ନନ୍ଦ
- ମୋହିନୀ ଶିଳାଲିପି
- ସାଧୁ ମେହେର
- ଶରତ ପୂଜାରୀ
- ସେହେନାବାଜ ଖାନ୍
- ବିରେନ୍ଦ୍ର ଏନ୍. ଗୋଛିକର
- ମଣ୍ଟୁ ମହାପାତ୍ର
- ଦେବାଶିଷ
- ରତନ ମେହେର
- ମୋନାଲିସା
- ଗୁଣା ମହାପାତ୍ର
- ହର ପଟ୍ଟନାୟକ
- ପ୍ରଦ୍ୟୁମ୍ନ ଲେଙ୍କା
- ରାମଚନ୍ଦ୍ର ପ୍ରତିହାରୀ
ଗୀତ
1. ଛାରଫୁଲ ହୋଇ ଲାଗୁଛି ମଥାରେ
2. କଥାରେ ନାହିଁ ଭରଷା
3. ଜୟ ମା କମଳା ମା କମଳିନୀ
4. ଓମ୍ ଶ୍ରୀ ଜଗନ୍ନାଥ ନମଃ
5. କଳିଯୁଗେ ନାରୟଣ ପ୍ରଭୁ
6. ମହାଲକ୍ଷ୍ମୀ ମହାମାୟୀ ଜନନୀ
7. ନଟ ହେ ମଞ୍ଜି ପୋତିଲ ତମେ ନଟ ହେ
2. କଥାରେ ନାହିଁ ଭରଷା
3. ଜୟ ମା କମଳା ମା କମଳିନୀ
4. ଓମ୍ ଶ୍ରୀ ଜଗନ୍ନାଥ ନମଃ
5. କଳିଯୁଗେ ନାରୟଣ ପ୍ରଭୁ
6. ମହାଲକ୍ଷ୍ମୀ ମହାମାୟୀ ଜନନୀ
7. ନଟ ହେ ମଞ୍ଜି ପୋତିଲ ତମେ ନଟ ହେ
ମନ୍ତବ୍ୟ
ଏହି କଥାଚିତ୍ରଟି ଓଡ଼ିଆ ସମେତ ସମୁଦାୟ ୧୫ଟି ଭାଷାରେ ନିର୍ମାଣ କରାଯାଇଥିଲା । ବଳରାମ ଦାସଙ୍କ ରଚିତ ମହାଲକ୍ଷ୍ମୀଙ୍କର ମାଣବସା ଗୁରୁବାର କାବ୍ୟ ଉପରେ ଆଧାରିତ ଥିଲା ଏହି କଥାଚିତ୍ରଟିର ପୃଷ୍ଠଭୂମି । ଓଡ଼ିଆ, ହିନ୍ଦୀ, ଇଂରାଜୀ, ବଙ୍ଗାଳୀ, ଆସାମୀ, ଛତିଶଗଡ଼ି, ଭୋଜପୁରୀ, ରାଜସ୍ତାନୀ, ପଞ୍ଜାବୀ, ଗୁଜୁରାଟି, ମରାଠି, ତେଲୁଗୁ, ତାମିଲ, ମାଲାୟଲମ୍, ନେପାଳୀ ଆଦି ଭାଷାରେ ମୁକ୍ତିଲାଭ କରିଥିଲା ଏହି କଥାଚିତ୍ରଟି ।
