ଓଡ଼ିଆ କଥାଚିତ୍ର ଜଗତର ଟିକିନିକି ତଥ୍ୟ । An Odia film database with a collection of detailed information.

ଜଗନ୍ନାଥ ଧାମ ପୁରୀ

୮ ଡିସେମ୍ବରରେ ମୁକ୍ତିଲାଭ କରିଥିଲ ଜଗନ୍ନାଥ ଧାମ ପୁରୀ

ଟିକେ ଅନାଡ଼ି ପୂରା ଖିଲାଡ଼ି

୨୪ ନଭେମ୍ବରରେ ମୁକ୍ତିଲାଭ କରିଥିଲା ଟିକେ ଅନାଡ଼ି ପୂରା ଖିଲାଡ଼ି

ତୋ ପ୍ରେମରେ ପଡ଼ିଲା ପରେ

୨୪ ନଭେମ୍ବରରେ ମୁକ୍ତିଲାଭ କରିଥିଲା ତୋ ପ୍ରେମରେ ପଡ଼ିଲା ପରେ

ମୁଁ ଗୋଟେ ଦୁଷ୍ଟ ପିଲା

ନଭେମ୍ବର ୧୦ରେ ମୁକ୍ତିଲାଭ କରିଥିବା ଓଡ଼ିଆ କଥାଚିତ୍ର ମୁଁ ଗୋଟେ ଦୁଷ୍ଟ ପିଲା

ବଜରଙ୍ଗୀ

କାର୍ତ୍ତିକା ପୂର୍ଣ୍ଣିମା ସମୟରେ ମୁକ୍ତିଲାଭ କରିଥିବା ଓଡ଼ିଆ କଥାଚିତ୍ର

ତୁ ମୋ ହିରୋ

୨୦ ଅକ୍ଟୋବରରେ ଦୀପାବଳୀ ସମୟରେ ମୁକ୍ତିଲାଭ କରିଥିବା ଓଡ଼ିଆ କଥାଚିତ୍ର 'ତୁ ମୋ ହିରୋ'

Showing posts with label ୨୦୦୭ର ଓଡ଼ିଆ କଥାଚିତ୍ର. Show all posts
Showing posts with label ୨୦୦୭ର ଓଡ଼ିଆ କଥାଚିତ୍ର. Show all posts

ତୋ ବିନା ମୋ କାହାଣୀ ଅଧା

Image result for odia film to bina mo kahani adha

ନିର୍ଦ୍ଦେଶକ: ସଞ୍ଜୟ ନାୟକ
ପ୍ରଯୋଜକ: ବିଜୟ କୁମାର ପାତ୍ର, ପୂର୍ଣ୍ଣଚନ୍ଦ୍ର ଦାଶ
ସଂଳାପ: ସଞ୍ଜୟ ନାୟକ
ଚିତ୍ରନାଟ୍ୟ: ସଞ୍ଜୟ ନାୟକ
କାହାଣୀ: ସଞ୍ଜୟ ନାୟକ
କଳାକାର: ଅନୁଭବ ମହାନ୍ତି, ଅର୍ଚ୍ଚିତା ସାହୁ, ଦେବଯାନୀ, ଜୀନା ସାମଲ, ରାଇମୋହନ ପରିଡ଼ା, ଅଜିତ ଦାସ, ଅନୀତା ଦାସ
ସଙ୍ଗୀତ: ଶନ୍ତିରାଜ ଖୋସ୍‌ଲା
ଗୀତ: ବସନ୍ତରାଜ ସାମଲ, ବିଜୟ ମଲ୍ଲ, ଅରୁଣ ମନ୍ତ୍ରୀ, ନିର୍ମଳ ନାୟକ
କଣ୍ଠ: ପଙ୍କଜ ଜାଲ, ଅଭିଜିତ ମଜୁମଦାର, ନିବେଦିତା, ବାବୁଲ ସୁପ୍ରିଓ, ସ୍ୱୟାଂଶ
ଚିତ୍ରଗ୍ରହଣ: ସମ୍ଭ ଶିବ ରାଓ
ସମ୍ପାଦକ: ଶିବପ୍ରାସଦ ମହାନ୍ତି
ମୁକ୍ତିଲାଭ ତାରିଖ:
୧୪ ଜୁନ ୨୦୦୭

ଅଭିନୟ

  • ଅନୁଭବ ମହାନ୍ତି
  • ଅର୍ଚ୍ଚିତା ସାହୁ
  • ଦେବଯାନୀ
  • ଜୀନା ସାମଲ
  • ରାଇମୋହନ ପରିଡ଼ା
  • ଅଜିତ ଦାସ
  • ଅନୀତା ଦାସ
  • ଚକ୍ରଧର ଜେନା
  • ବିଜୁ ବଡ଼ଜେନା
  • ଅରବିନ୍ଦ ଷଡ଼ଙ୍ଗୀ
  • ଜୟୀରାମ ସାମଲ

ଗୀତ 

1. ସୁନା ମଇନା
2. ସବୁଠୁ ଅଲଗା
3. ମୁଁ ବର୍ଷା
4. ପାଗଳ ମୁଁ
5. ଜନମ ଦେଇନୁ ସିନା
6. କୋଉଠି କାଇଁ
7. ସେନେହ ଡୋରିକୁ
8. ମହୁ ମାଛି ମାଇଲାରେ
9. ଖୋଲିଦେ ତୋର ଗଭା ଗଜରା
Share:

ତୋ ପାଇଁ ନେବି ମୁଁ ଶହେ ଜନମ

Related image

ନିର୍ଦ୍ଦେଶକ: ସଞ୍ଜୟ ନାୟକ
ପ୍ରଯୋଜକ: ଅଜିତ ମିଶ୍ର, ସୌମ୍ୟ ରଞ୍ଜନ ପଟ୍ଟନାୟକ
ଚିତ୍ରନାଟ୍ୟ: ସଞ୍ଜୟ ନାୟକ
କାହାଣୀ: ସୌମ୍ୟ ରଞ୍ଜନ ପଟ୍ଟନାୟକ
କଳାକାର: ଅରିନ୍ଦମ, ଅର୍ଚ୍ଚିତା, ଜୀନା, ବିଜୟ ମହାନ୍ତି, ଅପରାଜିତା, ସିଦ୍ଧାନ୍ତ, ରାଇମୋହନ, କୁନା ତ୍ରିପାଠୀ, ବିରେନ ମିଶ୍ର
ସଙ୍ଗୀତ: ମଳୟ ମିଶ୍ର
ଗୀତ: ବସନ୍ତରାଜ ସାମଲ, ଅରୁଣ ମନ୍ତ୍ରୀ, ଗୁରୁ ସତପଥୀ
କଣ୍ଠ: ଶ୍ରୀଚରଣ, ବିଭୁ କିଶୋର, ଇରା ମହାନ୍ତି, ସ୍ୱୟାଂଶ
ମୁକ୍ତିଲାଭ ତାରିଖ:
୨୦୦୭

ଅଭିନୟ

  • ଅରିନ୍ଦମ ରାୟ
  • ଅର୍ଚ୍ଚିତା ସାହୁ
  • ଜୀନା ସାମଲ
  • ବିଜୟ ମହାନ୍ତି
  • ଅପରାଜିତା ମହାନ୍ତି
  • ସିଦ୍ଧାନ୍ତ ମହାପାତ୍ର
  • ପ୍ରିୟଙ୍କା ମହାପାତ୍ର
  • ରାଇମୋହନ ପରିଡ଼ା
  • କୁନା ତ୍ରିପାଠୀ
  • ଜୟୀରାମ ସାମଲ
  • ଚକ୍ରଧର ଜେନା
  • ଅନିତା ଦାସ
  • ସୌମ୍ୟ ରଞ୍ଜନ ପଟ୍ଟନାୟକ
  • ବିରେନ ମିଶ୍ର

ଗୀତ 

1. ବାଟ ଚାଲୁ ଚାଲୁ
2. ବଉଦ ଫେରି ଯାଏ
3. ଛୋଟ ପିଲା ଭାବି
4. କହିଲା କହିଲା
5. ମତେ ଛାଡ଼ି
6. ମୋ ଯବାନୀ
7. ସାଥିରେ
8. ସାଥିରେ ସାଥିରେ
Share:

ବର୍ଷ ଅନୁସାରେ ଓଡ଼ିଆ କଥାଚିତ୍ର