ଓଡ଼ିଆ କଥାଚିତ୍ର ଜଗତର ଟିକିନିକି ତଥ୍ୟ । An Odia film database with a collection of detailed information.

ଜଗନ୍ନାଥ ଧାମ ପୁରୀ

୮ ଡିସେମ୍ବରରେ ମୁକ୍ତିଲାଭ କରିଥିଲ ଜଗନ୍ନାଥ ଧାମ ପୁରୀ

ଟିକେ ଅନାଡ଼ି ପୂରା ଖିଲାଡ଼ି

୨୪ ନଭେମ୍ବରରେ ମୁକ୍ତିଲାଭ କରିଥିଲା ଟିକେ ଅନାଡ଼ି ପୂରା ଖିଲାଡ଼ି

ତୋ ପ୍ରେମରେ ପଡ଼ିଲା ପରେ

୨୪ ନଭେମ୍ବରରେ ମୁକ୍ତିଲାଭ କରିଥିଲା ତୋ ପ୍ରେମରେ ପଡ଼ିଲା ପରେ

ମୁଁ ଗୋଟେ ଦୁଷ୍ଟ ପିଲା

ନଭେମ୍ବର ୧୦ରେ ମୁକ୍ତିଲାଭ କରିଥିବା ଓଡ଼ିଆ କଥାଚିତ୍ର ମୁଁ ଗୋଟେ ଦୁଷ୍ଟ ପିଲା

ବଜରଙ୍ଗୀ

କାର୍ତ୍ତିକା ପୂର୍ଣ୍ଣିମା ସମୟରେ ମୁକ୍ତିଲାଭ କରିଥିବା ଓଡ଼ିଆ କଥାଚିତ୍ର

ତୁ ମୋ ହିରୋ

୨୦ ଅକ୍ଟୋବରରେ ଦୀପାବଳୀ ସମୟରେ ମୁକ୍ତିଲାଭ କରିଥିବା ଓଡ଼ିଆ କଥାଚିତ୍ର 'ତୁ ମୋ ହିରୋ'

Showing posts with label ୨୦୧୨ର ଓଡ଼ିଆ କଥାଚିତ୍ର. Show all posts
Showing posts with label ୨୦୧୨ର ଓଡ଼ିଆ କଥାଚିତ୍ର. Show all posts

ହେ ସଖା

Image result for odia film he sakha

ନିର୍ଦ୍ଦେଶକ: ଆଶିଷ ଭଟ୍ଟାଚାର୍ଯ୍ୟ
ପ୍ରଯୋଜକ: ସଂଗ୍ରାମ ଗଜେନ୍ଦ୍ର
ସଂଳାପ: ନିର୍ମଳା ପଣ୍ଡା
ଚିତ୍ରନାଟ୍ୟ: ଆଶିଷ ଭଟ୍ଟାଚାର୍ଯ୍ୟ
କଳାକାର: ସଣ୍ଟୁ, ସମିର, ଗାର୍ଗୀ ମହାନ୍ତି, କାବୁଲ ମହାନ୍ତି, ପ୍ରଭାତି ସାହୁ, ଅଶୋକ ବଳ, ନିର୍ମଳ ପଣ୍ଡା, ସଂଗ୍ରାମ, ରାମସିଂହ
ସଙ୍ଗୀତ: ଅମରେନ୍ଦ୍ର ମହାନ୍ତି
ଗୀତ: ମୋହିତ ଚକ୍ରବର୍ତ୍ତୀ, ପ୍ରସନ୍ନ ସାମଲ, ଶରଣାରବିନ୍ଦ ଓଝା
କଣ୍ଠ: ଅମରେନ୍ଦ୍ର ମହାନ୍ତି, କରୁଣାକର, ଗୋବିନ୍ଦ ଚନ୍ଦ୍ର, ପମି, ଅନ୍ତରା ଚକ୍ରବର୍ତ୍ତୀ
ଚିତ୍ରଗ୍ରହଣ: ଆଶିଷ ଭଟ୍ଟାଚାର୍ଯ୍ୟ
ମୁକ୍ତିଲାଭ ତାରିଖ:
୧ ଜାନୁଆରୀ ୨୦୧୨

ଅଭିନୟ

  • ଗାର୍ଗୀ ମହାନ୍ତି
  • ସଣ୍ଟୁ
  • ସମୀର
  • କାବୁଲ ମହାନ୍ତି
  • ପ୍ରଭାତି ସାହୁ
  • ଅଶୋକ ବଳ
  • ନିର୍ମଳା ପଣ୍ଡା
  • ସଂଗ୍ରାମ
  • ରାମସିଂହ

ଗୀତ 

1. ରୁଣୁ ଝୁଣୁ
2. ଫୁଲ ଫୁଟିଚି
3. ଶ୍ରୀ କ୍ରିଷ୍ଣା
4. ହରି ହରି
5. ହେ ସଖା
Share:

ଚାନ୍ଦ ନା ତମେ ତାରା

Image result for odia film chanda na tame tara

ନିର୍ଦ୍ଦେଶକ: ରମେଶ ରାଉତ
ପ୍ରଯୋଜକ: ଚିତ୍ତରଞ୍ଜନ ପୃଷ୍ଟି
ସଂଳାପ: ଭରଦ୍ୱାଜ ପଣ୍ଡା, ରମେଶ ରାଉତ
କାହାଣୀ: ଚିତ୍ତରଞ୍ଜନ ପୃଷ୍ଟି, ରମେଶ ରାଉତ
କଳାକାର: ଦୀପକ ବାରିକ, ପ୍ରାଚୀ ସିଂ, ଅଜିତ ଦାସ, ମିହିର ଦାସ, ଅପରାଜିତା ମହାନ୍ତି, ଦେବଯାନୀ
ସଙ୍ଗୀତ: ପ୍ରେମ ଆନନ୍ଦ
ଚିତ୍ରଗ୍ରହଣ: ରଞ୍ଜନ ମିଶ୍ର, ଧୃବାନନ୍ଦ ପଣ୍ଡା, ରବିନ୍ଦ୍ର ସେଠୀ
ସମ୍ପାଦକ: ସୁକୁମାର ମଣି
ମୁକ୍ତିଲାଭ ତାରିଖ:
୨୮ ସେପ୍ଟେମ୍ବର ୨୦୧୨

ଅଭିନୟ

  • ଦୀପକ ବାରିକ
  • ପ୍ରାଚୀ ସିଂ
  • ଅଜିତ ଦାସ
  • ମିହିର ଦାସ
  • ଅପରାଜିତା ମହାନ୍ତି
  • ଦେବଯାନୀ
  • ମନୋଜ ମିଶ୍ର
  • ମୀନକେତନ
  • ପିଣ୍ଟୁ ନନ୍ଦ
  • ପିଙ୍କି
  • ଅମର

ଗୀତ

1. ଚାନ୍ଦ ନା ତମେ ତାରା        
2. ପ୍ରିତୀର ପ‌ହିଲି ଆଷାଢ଼        
3. ତମ ସ୍ଟାଇଲ୍ ଚୋଖା        
4. ତୋର ମିଠା ମିଠା        
5. ମୋତେ ଜିଏ କିଣି ଦେବ        
6. ପାଖକୁ ପାଖକୁ        
7. ଆଖି ମୋ ଖୋଜେ
Share:

ବର୍ଷ ଅନୁସାରେ ଓଡ଼ିଆ କଥାଚିତ୍ର