
| ନିର୍ଦ୍ଦେଶକ: | ସୁଶାନ୍ତ ମଣି |
|---|---|
| ପ୍ରଯୋଜକ: | ସୁନନ୍ଦା ଦାଶ, ନୀଳକଣ୍ଠ ଦାଶ |
| ସଂଳାପ: | ବାପୁ ଗୋସ୍ୱମୀ |
| ଚିତ୍ରନାଟ୍ୟ: | ସୁଶାନ୍ତ ମଣି |
| କାହାଣୀ: | ସୁଶାନ୍ତ ମଣି |
| କଳାକାର: | ବାବୁଶାନ୍, ଶ୍ରେୟା ଝା, ସମରେଶ ରାଉତରାୟ, ମେଘା ଘୋଷ, ବିଜୟ ମହାନ୍ତି, ଅଜିତ ଦାସ |
| ସଙ୍ଗୀତ: | ଆନ୍ବୁ ସେଲ୍ଭମ୍ |
| ଗୀତ: | ବାପୁ ଗୋସ୍ୱମୀ |
| କଣ୍ଠ: | ବାବୁଶାନ୍, ମହାଲକ୍ଷ୍ମୀ ଅୟର୍, ତପୁ ମିଶ୍ର, ଋତୁ ପଟ୍ଟନାୟକ, ଗୁଡ୍ଲି ରଥ, ରତିକାନ୍ତ ସତପଥୀ |
| ଚିତ୍ରଗ୍ରହଣ: | ଅଭିରାମ ମିଶ୍ର |
| ସମ୍ପାଦକ: | ବିରେନ ମହାନ୍ତି |
ମୁକ୍ତିଲାଭ ତାରିଖ:
|
୨୯ ମାର୍ଚ୍ଚ ୨୦୧୨ |
ଅଭିନୟ
- ବାବୁଶାନ୍
- ଶ୍ରେୟା ଝା
- ସମରେଶ ରାଉତରାୟ
- ମେଘା ଘୋଷ
- ବିଜୟ ମହାନ୍ତି
- ଅଜିତ ଦାସ
- ବିକାଶ ଦାସ
- ଶ୍ୱେତା ଆଚାର୍ଯ୍ୟ
- ଅଙ୍କିତା ଭୌମିକ
- କୁନ୍ମୁନ୍
- ଅଲିନା
ଗୀତ
1. ଏ ଦେହ ବରଫରେ
2. ଗୁମ୍ସୁମ୍ ଗୁମ୍ସୁମ୍
3. ଲୁହ ସାଥେ ବନ୍ଧନ
4. ଆକଶରୁ କିଛି ମେଘ
5. ନିଝୁମ୍ ଏ ରାତିରେ
2. ଗୁମ୍ସୁମ୍ ଗୁମ୍ସୁମ୍
3. ଲୁହ ସାଥେ ବନ୍ଧନ
4. ଆକଶରୁ କିଛି ମେଘ
5. ନିଝୁମ୍ ଏ ରାତିରେ