ଓଡ଼ିଆ କଥାଚିତ୍ର ଜଗତର ଟିକିନିକି ତଥ୍ୟ । An Odia film database with a collection of detailed information.

ଜଗନ୍ନାଥ ଧାମ ପୁରୀ

୮ ଡିସେମ୍ବରରେ ମୁକ୍ତିଲାଭ କରିଥିଲ ଜଗନ୍ନାଥ ଧାମ ପୁରୀ

ଟିକେ ଅନାଡ଼ି ପୂରା ଖିଲାଡ଼ି

୨୪ ନଭେମ୍ବରରେ ମୁକ୍ତିଲାଭ କରିଥିଲା ଟିକେ ଅନାଡ଼ି ପୂରା ଖିଲାଡ଼ି

ତୋ ପ୍ରେମରେ ପଡ଼ିଲା ପରେ

୨୪ ନଭେମ୍ବରରେ ମୁକ୍ତିଲାଭ କରିଥିଲା ତୋ ପ୍ରେମରେ ପଡ଼ିଲା ପରେ

ମୁଁ ଗୋଟେ ଦୁଷ୍ଟ ପିଲା

ନଭେମ୍ବର ୧୦ରେ ମୁକ୍ତିଲାଭ କରିଥିବା ଓଡ଼ିଆ କଥାଚିତ୍ର ମୁଁ ଗୋଟେ ଦୁଷ୍ଟ ପିଲା

ବଜରଙ୍ଗୀ

କାର୍ତ୍ତିକା ପୂର୍ଣ୍ଣିମା ସମୟରେ ମୁକ୍ତିଲାଭ କରିଥିବା ଓଡ଼ିଆ କଥାଚିତ୍ର

ତୁ ମୋ ହିରୋ

୨୦ ଅକ୍ଟୋବରରେ ଦୀପାବଳୀ ସମୟରେ ମୁକ୍ତିଲାଭ କରିଥିବା ଓଡ଼ିଆ କଥାଚିତ୍ର 'ତୁ ମୋ ହିରୋ'

କଥା ଦେଇଥିଲି ମାଆ କୁ

Related image

ନିର୍ଦ୍ଦେଶକ: ହିମାଂଶୁ ପରିଜା
ପ୍ରଯୋଜକ: ବିଜୟ କନ୍ଦୋଇ
ସଂଳାପ: ବିଜୟ ମିଶ୍ର
ଚିତ୍ରନାଟ୍ୟ: ହିମାଂଶୁ ପରିଜା
କାହାଣୀ: ବିଜୟ କନ୍ଦୋଇ
କଳାକାର: ସିଦ୍ଧାନ୍ତ ମହାପାତ୍ର, ଋତୁପର୍ଣ୍ଣା ସେନ‌ଗୁପ୍ତା, ବିଜୟ ମହାନ୍ତି, ଲବୋନୀ ସରକାର, ରୁନୁ ପରିଜା, ସାତ୍ୱକୀ ମିଶ୍ର
ସଙ୍ଗୀତ: କୃଷ୍ଣ ଚନ୍ଦ୍ର
ଚିତ୍ରଗ୍ରହଣ: ସୁଶାନ୍ତ ବାହିନୀପତି
ସମ୍ପାଦକ: ଚନ୍ଦ୍ରଶେଖର ମିଶ୍ର
ମୁକ୍ତିଲାଭ ତାରିଖ:
୨୦୦୪

ଅଭିନୟ

  • ସିଦ୍ଧାନ୍ତ ମହାପାତ୍ର
  • ଋତୁପର୍ଣ୍ଣା ସେନ‌ଗୁପ୍ତା
  • ବିଜୟ ମହାନ୍ତି
  • ଲବୋନୀ ସରକାର
  • ରୁନୁ ପରିଜା
  • ସାତ୍ୱକୀ ମିଶ୍ର
  • ହରିହର ମହାପାତ୍ର
  • ବ୍ରଜ ସିଂହ
  • ଦେବୁ ବୋଷ

ଗୀତ 

1. ମାଆ ମୋ ମାଆ
2. ରସିକ ନାଗର
3. ଗୋରି ତୋର ଗୋରା
4. ମାଆ ମୋ ମାଆ (ଦୁଃଖ)
5. ନାଇଦେ ନାଇଦେ ଶଙ୍ଖା
6. ତୋ ଆଖିର ଆଇନା କ‌ହେ
Share:

ଜୋଇଁର ଚଉକାକୁ ଶଶୁରର ଛକା



ନିର୍ଦ୍ଦେଶକ: ବବି ଇସଲାମ
ପ୍ରଯୋଜକ: ସୁରେଶ ଗୁପ୍ତା
କଳାକାର: ହରିହର ମହାପାତ୍ର, ରବି ମିଶ୍ର, ହାଡ଼ୁ
ମୁକ୍ତିଲାଭ ତାରିଖ:
୨୦୦୪

ଅଭିନୟ

  • ହରିହର ମହାପାତ୍ର
  • ରବି ମିଶ୍ର
  • ହାଡ଼ୁ
Share:

ରଖିବ ଯଦି ସେ ମାରିବ କିଏ



ନିର୍ଦ୍ଦେଶକ: ରିତେଶ ନାୟକ
ପ୍ରଯୋଜକ: ରତିକାନ୍ତ କାନୁନ୍‌ଗୋ
ସଂଳାପ: ସୁବୋଧ ପଟ୍ଟନାୟକ
ଚିତ୍ରନାଟ୍ୟ: ସୁବୋଧ ପଟ୍ଟନାୟକ
କାହାଣୀ: ସୁଚିସ୍ମିତା କାନୁନ୍‌ଗୋ
କଳାକାର: ସିଦ୍ଧାନ୍ତ ମହାପାତ୍ର, ଅନୁ ଚୌଧୁରୀ, ମିହିର ଦାସ, ଦେବୁ ବୋଷ, ଉତ୍ତମ ମହାନ୍ତି, ବୀଣା ମହାରଣା
ସଙ୍ଗୀତ: ଅଭିଜିତ ମଜୁମଦାର
ଗୀତ: ନିଜାମ୍, ଶୀର୍ଷାନନ୍ଦ ଦାସ କାନୁନ୍‌ଗୋ
ଚିତ୍ରଗ୍ରହଣ: ରିତେଶ ନାୟକ
ସମ୍ପାଦକ: ଚନ୍ଦ୍ରେଶେଖର ମିଶ୍ର
ମୁକ୍ତିଲାଭ ତାରିଖ:
୨୦୦୪

ଅଭିନୟ

  • ସିଦ୍ଧାନ୍ତ ମହାପାତ୍ର
  • ଅନୁ ଚୌଧୁରୀ
  • ମିହିର ଦାସ
  • ଦେବୁ ବୋଷ
  • ଉତ୍ତମ ମହାନ୍ତି
  • ବୀଣା ମହାରଣା
  • ପିଣ୍ଟୁ ନନ୍ଦ
  • ଦୀପ୍ତି ପଣ୍ଡା
  • ଦୀପକ ପରିଡ଼ା
  • ଜୟୀରାମ ସାମଲ
  • ଉପାସନା ସିଂହ
  • ସଦାଶିବ ଅମରାପୁରକର

ଗୀତ 

1. ଚାନ୍ଦ ଶୋଇଗଲା ପରେ
2. ଏକ ଦୁଇ ଦୁଣେ
3. କାଲି ରାତି କଥା
4. ମୋ ପାଦେ ପାଉଁଜୀ
5. ନା ହେଲୁ ଶ୍ରୀମତି
6. ରଖିବ ଯଦି ସେ
Share:

ସୁନା ସଙ୍ଖାଳୀ



ନିର୍ଦ୍ଦେଶକ: ରବି କିନାଗୀ
ପ୍ରଯୋଜକ: ପ୍ରଦୀପ ଭୋଇ
ସଂଳାପ: ସୁବୋଧ ପଟ୍ଟନାୟକ
ଚିତ୍ରନାଟ୍ୟ: ରବି କିନାଗୀ
କାହାଣୀ: ରବି କିନାଗୀ
କଳାକାର: ଜିତ୍, ସ୍ୱସ୍ତିକା ମୁଖାର୍ଜୀ, ମିହିର ଦାସ, ବର୍ଷା ପ୍ରିୟଦର୍ଶିନୀ, ହରିହର ମହାପାତ୍ର, ଦେବୁ ବୋଷ, ହର ପଟ୍ଟନାୟକ
ସଙ୍ଗୀତ: ମନ୍ମଥ ମିଶ୍ର
ଗୀତ: ଶୀର୍ଷାନନ୍ଦ ଦାସ କାନୁନ୍‌ଗୋ, ମନ୍ମଥ ମିଶ୍ର
କଣ୍ଠ: ମହ‌ମଦ ଅଜିଜ୍, ଲୋପିତା ମିଶ୍ର, ଶ୍ୱେତା ମିଶ୍ର, ଅରବିନ୍ଦ ମୁଦୁଲି, ରୁଦ୍ର, ସାଧନା ସରଗମ, ସୁରେଶ ୱାଡ଼େକର
ଚିତ୍ରଗ୍ରହଣ: ଦିଲ୍ଲୀପ ରାୟ
ସମ୍ପାଦକ: ରବି କିନାଗୀ
ମୁକ୍ତିଲାଭ ତାରିଖ:
୨୦୦୩

ଅଭିନୟ

  • ଜିତ୍
  • ସ୍ୱସ୍ତିକା ମୁଖାର୍ଜୀ
  • ମିହିର ଦାସ
  • ବର୍ଷା ପ୍ରିୟଦର୍ଶିନୀ
  • ହରିହର ମହାପାତ୍ର
  • ଦେବୁ ବୋଷ
  • ହର ପଟ୍ଟନାୟକ
  • ସୁରେଶ ବଳ
  • ବ୍ରଜ ସିଂହ
  • ରାଇମୋହନ ପରିଡ଼ା
  • ଇଶା ବେବୋର୍ତ୍ତା
  • ମନୋଜ ମିଶ୍ର
  • ଚକ୍ରଧର ଜେନା
  • ତୃପ୍ତି ସିହ୍ନା
  • ଶାରଦା ନାୟକ
  • ପ୍ରଦୀପ ଜେନା
  • କୁମୁଦ ପଣ୍ଡା
  • ରମେଶ ସାହୁ
  • ବିଭୁ ସାମନ୍ତରାୟ

ଗୀତ 

1. ଆ ଜ‌‌ହ୍ନ ଆ
2. ତୁ ହସିଲେ
3. ଷୋହଳ ବୟସ
4. ତୁମକୁ ମୁଁ ଯେବେ ଦେଖେ
5. ମିଛ ଦୁନିଆରେ ସତ ଏକା ସେହି
6. ମୋ ସପନ ରଜା ପୁଅ
7. ମମତା ଡୋରୀ ଛିଡ଼େଇ ଦେଇ
Share:

ଆଇ ଲଭ୍ ୟୁ

Image result for I love you odia movie

ନିର୍ଦ୍ଦେଶକ: ହର ପଟ୍ଟନାୟକ
ପ୍ରଯୋଜକ: ସଞ୍ଜୟ ନାୟକ
ସଂଳାପ: ସୁବୋଧ ପଟ୍ଟନାୟକ
ଚିତ୍ରନାଟ୍ୟ: ହର ପଟ୍ଟନାୟକ
କାହାଣୀ: ସଞ୍ଜୟ ନାୟକ
କଳାକାର: ଅନୁଭବ ମହାନ୍ତି, ନମ୍ରତା ଥାପା, ବିଜୟ ମହାନ୍ତି, ଅନିତା ଦାସ, ପିଣ୍ଟୁ ନନ୍ଦ, ହର ପଟ୍ଟନାୟକ, ତନ୍ଦ୍ରା ରାୟ
ସଙ୍ଗୀତ: ସ୍ୱରୂପ ନାୟକ
ଗୀତ: ସ୍ୱରୂପ ନାୟକ
କଣ୍ଠ: କୁମାର ବାପି, ତପୁ ମିଶ୍ର, ଇରା ମହାନ୍ତି, ଟି. ସୌରୀ
ଚିତ୍ରଗ୍ରହଣ: ନିରଞ୍ଜନ ଦାସ
ସମ୍ପାଦକ: ଚନ୍ଦ୍ରଶେଖର ମିଶ୍ର
ମୁକ୍ତିଲାଭ ତାରିଖ:
୨୦୦୪

ଅଭିନୟ

  • ଅନୁଭବ ମହାନ୍ତି
  • ନମ୍ରତା ଥାପା
  • ବିଜୟ ମହାନ୍ତି
  • ଅନିତା ଦାସ
  • ପିଣ୍ଟୁ ନନ୍ଦ
  • ହର ପଟ୍ଟନାୟକ
  • ତନ୍ଦ୍ରା ରାୟ
  • ନିହାରିକା ସାହୁ
  • କାନ୍ତ ସିଂହ

ଗୀତ 

1. ବଜାନା ବଂଶୀ
2. ଆଇ ଲଭ୍ ‌ୟୁ (ସାମୂହିକ)
3. ଆଇ ଲଭ୍ ୟୁ
4. ଜୀବନ ସାତସୁରେ
5. ଯୋଉ ଝିଅ ପାଇଁ
6. ମିତରେ ମିତ
7. ଭଲ ପାଇବାଟା ପାପ ଯଦି ହୁଏ
8. ଭଲ ପାଇବାଟା ପାପ ନୁହେଁ
Share:

ଓମ୍ ଶାନ୍ତି ଓମ୍

Image result for odia movie om shanti om

ନିର୍ଦ୍ଦେଶକ: ପ୍ରଶାନ୍ତ ନନ୍ଦ
ପ୍ରଯୋଜକ: ପ୍ରଶାନ୍ତ ନନ୍ଦ
ସଂଳାପ: ପ୍ରଶାନ୍ତ ନନ୍ଦ
ଚିତ୍ରନାଟ୍ୟ: ପ୍ରଶାନ୍ତ ନନ୍ଦ
କାହାଣୀ: ପ୍ରଶାନ୍ତ ନନ୍ଦ
କଳାକାର: ସିଦ୍ଧାନ୍ତ ମହାପାତ୍ର, ଅନୁ ଚୌଧୁରୀ, ଲିପି ପରିଡ଼ା, ମିହିର ଦାସ, ଉତ୍ତମ ମହାନ୍ତି, ଅନିତା ଦାସ, ମୀନକେତନ
ସଙ୍ଗୀତ: ମନ୍ମଥ ମିଶ୍ର
ଗୀତ: ମନ୍ମଥ ମିଶ୍ର
କଣ୍ଠ: ଇରା ମହାନ୍ତି, ଶୈଳଭାମା, ଟି. ସୌରୀ
ଚିତ୍ରଗ୍ରହଣ: ଶାମ୍ବା ଶିବ ରାଓ
ସମ୍ପାଦକ: ପ୍ରଶାନ୍ତ ନନ୍ଦ
ମୁକ୍ତିଲାଭ ତାରିଖ:
୨୦୦୫

ଅଭିନୟ

  • ସିଦ୍ଧାନ୍ତ ମହାପାତ୍ର
  • ଅନୁ ଚୌଧୁରୀ
  • ଲିପି ପରିଡ଼ା
  • ମିହିର ଦାସ
  • ଉତ୍ତମ ମହାନ୍ତି
  • ଅନିତା ଦାସ
  • ମୀନକେତନ
  • ହରିହର ମହାପାତ୍ର
  • ଅଶ୍ରୁମୋଚନ ମହାନ୍ତି
  • ଦୀପକ ପରିଡ଼ା
  • ଜୟୀରାମ ସାମଲ
  • ଗୁନ୍‌ଗୁନ୍

ଗୀତ 

1. ତୋ ଦୁନିଆ ମୋ ଦୁନିଆ
2. ସୁନ୍‌ସାନିଆ ରାତିରେ
3. ଓମ୍ ଶାନ୍ତି ଓମ୍
4. କଳା କଳା ଆଖି
5. ଏ ମନର ଦୁଃଖ
Share:

ଟୋପାଏ ସିନ୍ଦୂର ଦି ଟୋପା ଲୁହ

Image result for odia topae sindura di topa luha

ନିର୍ଦ୍ଦେଶକ: ବସନ୍ତ ସାହୁ
ପ୍ରଯୋଜକ: ବିଜୟ କନ୍ଦୋଇ
ସଂଳାପ: ମହ‌ମଦ ସାଫି
ଚିତ୍ରନାଟ୍ୟ: ପ୍ରଦୀପ ନନ୍ଦ
କାହାଣୀ: ବିଜୟ କନ୍ଦୋଇ
କଳାକାର: ସିଦ୍ଧାନ୍ତ ମହାପାତ୍ର, ଅନୁଭବ ମହାନ୍ତି, ଅନୁ ଚୌଧୁରୀ, ବର୍ଷା ପ୍ରିୟଦର୍ଶିନୀ, ମିହିର ଦାସ, ଅପରାଜିତା ମହାନ୍ତି
ସଙ୍ଗୀତ: କୃଷ୍ଣ ଚନ୍ଦ୍ର
ଗୀତ: ଶୀର୍ଷାନନ୍ଦ ଦାସ କାନୁନ୍‌ଗୋ, ପଞ୍ଚାନନ ନାୟକ, ନିଜାମ୍
କଣ୍ଠ: କୁମାର ବାପି, ତପୁ ମିଶ୍ର, ଉଦିତ ନାରାୟଣ, ଶୈଳଭାମା, ସୁରେଶ ୱାଡ଼େକର
ଚିତ୍ରଗ୍ରହଣ: ଅଭିରାମ ମିଶ୍ର
ସମ୍ପାଦକ: ଅଶୋକ ଶର୍ମା
ମୁକ୍ତିଲାଭ ତାରିଖ:
୨୦୦୫

ଅଭିନୟ

  • ସିଦ୍ଧାନ୍ତ ମହାପାତ୍ର
  • ଅନୁଭବ ମହାନ୍ତି
  • ଅନୁ ଚୌଧୁରୀ
  • ବର୍ଷା ପ୍ରିୟଦର୍ଶିନୀ
  • ମିହିର ଦାସ
  • ଅପରାଜିତା ମହାନ୍ତି
  • ସୁରେଶ ବଳ
  • ଦେବୁ ବୋଷ
  • ହରିହର ମହାପାତ୍ର
  • ଜୟୀରାମ ସାମଲ
  • ବ୍ରଜ ସିଂହ
  • ଜର୍ଜ ତିଆଡ଼ି

ଗୀତ 

1. ସିନ୍ଦୂର ଟୋପେ ନ ହେଲା ନାହିଁ
2. ଧକ ଧକ ଛାତି ହୁଏ
3. ଭାଗ୍ୟ ତ ଲେଖିଛି କପାଳ ଲିଖନ
4. ଆସିବ ଆସିବ ସୁନା
Share:

ବର୍ଷ ଅନୁସାରେ ଓଡ଼ିଆ କଥାଚିତ୍ର