ଓଡ଼ିଆ କଥାଚିତ୍ର ଜଗତର ଟିକିନିକି ତଥ୍ୟ । An Odia film database with a collection of detailed information.

ବର୍ଷା ମାଇଁ ଡାର୍ଲିଙ୍ଗ୍

Image result for odia film barsa my darling

ନିର୍ଦ୍ଦେଶକ: ଭି. ପ୍ରଭାକର
ପ୍ରଯୋଜକ: ବସନ୍ତ ନାୟକ, ବିନୟ ନାୟକ
କାହାଣୀ: ବିନୟ ନାୟକ
କଳାକାର: ଅନୁଭବ ମହାନ୍ତି, ଅଙ୍କିତା ବାନାର୍ଜୀ, ହର ପଟ୍ଟନାୟକ, ଜୟୀରାମ ସାମଲ
ସଙ୍ଗୀତ: ସ୍ୱରୂପ ନାୟକ
ଗୀତ: ସ୍ୱରୂପ ନାୟକ
କଣ୍ଠ: ସ୍ୱରୂପ ନାୟକ, କୁମାର ବାପି, ତପୁ ମିଶ୍ର, ଇରା ମହାନ୍ତି, ଟି. ସୌରୀ
ଚିତ୍ରଗ୍ରହଣ: ଭି. ପ୍ରଭାକର
ମୁକ୍ତିଲାଭ ତାରିଖ:
୨୦୦୪

ଅଭିନୟ

  • ଅନୁଭବ ମହାନ୍ତି
  • ଅଙ୍କିତା ବାନାର୍ଜୀ
  • ହର ପଟ୍ଟନାୟକ
  • ଜୟୀରାମ ସାମଲ

ଗୀତ 

1. ବର୍ଷା ହୋ ବର୍ଷା
2. ଦେବ ନଂ ଦେବ
3. ବର୍ଷା ମାଇଁ ଡାର୍ଲିଙ୍ଗ୍
4. ଯଦି ମୋତେ କ‌ହୁଚ
5. ମଇନାରେ ମଇନା
6. ଫୁଲକୁ ଭଅଁର
7. ବର୍ଷା ମାଇଁ ଡାର୍ଲିଙ୍ଗ୍ (ଦୁଃଖ)
Share:

ବର୍ଷ ଅନୁସାରେ ଓଡ଼ିଆ କଥାଚିତ୍ର