ଓଡ଼ିଆ କଥାଚିତ୍ର ଜଗତର ଟିକିନିକି ତଥ୍ୟ । An Odia film database with a collection of detailed information.

ସାଥିରେ

Image result for odia film sathire

ନିର୍ଦ୍ଦେଶକ: ହର ପଟ୍ଟନାୟକ
ପ୍ରଯୋଜକ: ଶୈଳବାଳା ଲେଙ୍କା, ହର ପଟ୍ଟନାୟକ
ସଂଳାପ: ସୁବୋଧ ପଟ୍ଟନାୟକ
ଚିତ୍ରନାଟ୍ୟ: ହର ପଟ୍ଟନାୟକ
କାହାଣୀ: ହର ପଟ୍ଟନାୟକ
କଳାକାର: ଅନୁଭବ ମହାନ୍ତି, ମଧୁମିତା ବାସୁ, ଶ୍ରୀତମ ଦାସ, ଅନିତା ଦାସ, ହର ପଟ୍ଟନାୟକ, ପ୍ରଦ୍ୟୁମ୍ନ ଲେଙ୍କା
ସଙ୍ଗୀତ: ମନ୍ମଥ ମିଶ୍ର
ଗୀତ: ମନ୍ମଥ ମିଶ୍ର
କଣ୍ଠ: ମନ୍ମଥ ମିଶ୍ର, କୁମାର ବାପି, ଇରା ମହାନ୍ତି, ଟ. ସୌରୀ
ଚିତ୍ରଗ୍ରହଣ: ନିରଞ୍ଜନ ଦାସ
ସମ୍ପାଦକ: ହର ପଟ୍ଟନାୟକ
ମୁକ୍ତିଲାଭ ତାରିଖ:
୨୦୦୪

ଅଭିନୟ

  • ଅନୁଭବ ମହାନ୍ତି
  • ମଧୁମିତା ବାସୁ
  • ଶ୍ରୀତମ ଦାସ
  • ଅନିତା ଦାସ
  • ହର ପଟ୍ଟନାୟକ
  • ଦୀପକ ପରିଡ଼ା
  • ପ୍ରଦ୍ୟୁମ୍ନ ଲେଙ୍କା
  • ପିଣ୍ଟୁ ନନ୍ଦ
  • ରୁନୁ ପରିଜା
  • ସୋମା ଭୌମିକ
  • ସୁରେଶ ବଳ
  • ଅମର ବାନାର୍ଜୀ
  • ଦେବୁ ବୋଷ
  • ସରୋଜ ଦାସ
  • ଅନୁରାଗ ଦିକ୍ଷୀତ
  • ଏଲିନା
  • ବିରେନ ମହାପାତ୍ର
  • ହରିହର ମହାପାତ୍ର
  • ସଲିଲ ମିତ୍ର
  • ଜୀବନ ପଣ୍ଡା
  • ନିରଞ୍ଜନ ପତି
  • ପ୍ରେମାନନ୍ଦ ପାତ୍ର
  • ପୂଜା ପତ୍ରି
  • ବ୍ରଜ ସିଂହ
  • କାନ୍ତ ସିଂହ
  • ଐଶ୍ୱର୍ଯ୍ୟ ତ୍ରିପାଠୀ

ଗୀତ 

1. ଛତା ଉଡ଼ିଗଲା
2. ଦେଖିଲି ତୋ ପରି ଝିଅ
3. ସାଥିରେ
4. ଝିଅ ନୁହେଁ ତୁ ଅପସରୀ
Share:

ବର୍ଷ ଅନୁସାରେ ଓଡ଼ିଆ କଥାଚିତ୍ର