ଓଡ଼ିଆ କଥାଚିତ୍ର ଜଗତର ଟିକିନିକି ତଥ୍ୟ । An Odia film database with a collection of detailed information.

ଜଗନ୍ନାଥ ଧାମ ପୁରୀ

୮ ଡିସେମ୍ବରରେ ମୁକ୍ତିଲାଭ କରିଥିଲ ଜଗନ୍ନାଥ ଧାମ ପୁରୀ

ଟିକେ ଅନାଡ଼ି ପୂରା ଖିଲାଡ଼ି

୨୪ ନଭେମ୍ବରରେ ମୁକ୍ତିଲାଭ କରିଥିଲା ଟିକେ ଅନାଡ଼ି ପୂରା ଖିଲାଡ଼ି

ତୋ ପ୍ରେମରେ ପଡ଼ିଲା ପରେ

୨୪ ନଭେମ୍ବରରେ ମୁକ୍ତିଲାଭ କରିଥିଲା ତୋ ପ୍ରେମରେ ପଡ଼ିଲା ପରେ

ମୁଁ ଗୋଟେ ଦୁଷ୍ଟ ପିଲା

ନଭେମ୍ବର ୧୦ରେ ମୁକ୍ତିଲାଭ କରିଥିବା ଓଡ଼ିଆ କଥାଚିତ୍ର ମୁଁ ଗୋଟେ ଦୁଷ୍ଟ ପିଲା

ବଜରଙ୍ଗୀ

କାର୍ତ୍ତିକା ପୂର୍ଣ୍ଣିମା ସମୟରେ ମୁକ୍ତିଲାଭ କରିଥିବା ଓଡ଼ିଆ କଥାଚିତ୍ର

ତୁ ମୋ ହିରୋ

୨୦ ଅକ୍ଟୋବରରେ ଦୀପାବଳୀ ସମୟରେ ମୁକ୍ତିଲାଭ କରିଥିବା ଓଡ଼ିଆ କଥାଚିତ୍ର 'ତୁ ମୋ ହିରୋ'

Showing posts with label ୨୦୧୭ର ଓଡ଼ିଆ କଥାଚିତ୍ର. Show all posts
Showing posts with label ୨୦୧୭ର ଓଡ଼ିଆ କଥାଚିତ୍ର. Show all posts

ଦିଲ୍ କା ରାଜା

Image result for odia film Dil ka raja


ନିର୍ଦ୍ଦେଶକ:ଦିଲ୍ଲୀପ ପଣ୍ଡା
ପ୍ରଯୋଜକ: ରବିନ୍ଦ୍ର ପଣ୍ଡା
ସଂଳାପ: ଡଃ ରଜନୀ ରଞ୍ଜନ
କାହାଣୀ: ସୁରାଗିନି ପାଠକ
କଳାକାର: ଜ୍ୟୋତିରଞ୍ଜନ, ପିଙ୍କି ପ୍ରିୟଦର୍ଶନୀ, ଦୀପିକା, ଉତ୍ତମ ମହାନ୍ତି, ମିହିର ଦାସ, ପ୍ରଦ୍ୟୁମ୍ନ ଲେଙ୍କା, ପପୁ ପମ ପମ
ସଙ୍ଗୀତ: ବୈଦ୍ୟନାଥ ଦାଶ
ଗୀତ: ଅରୁଣ ମନ୍ତ୍ରୀ
କଣ୍ଠ: ପୁଲକ, ଅଞ୍ଜଳି ଦତ୍ତ
ମୁକ୍ତିଲାଭ ତାରିଖ:
୧୦ ଫେବୃଆରୀ ୨୦୧୭
 

ଅଭିନୟ

  • ଜ୍ୟୋତି ରଞ୍ଜନ ନାୟକ
  • ପିଙ୍କି ପ୍ରିୟଦର୍ଶନୀ
  • ଦୀପିକା
  • ଉତ୍ତମ ମହାନ୍ତି
  • ପ୍ରଦ୍ୟୁମ୍ନ ଲେଙ୍କା
  • ପପୁ ପମ ପମ
  • ମିହିର ଦାସ
  • ଜୀବନ ପଣ୍ଡା
  • ମନୋଜ ଦାସ
  • ଭୂପତି ତ୍ରିପାଠୀ
  • ଚୁଙ୍ଗା
  • ଶୋଭା
  • ପ୍ରତିଭା ପଣ୍ଡା
  • କାଳିଆ
  • ବାବୁ ପ୍ରଧାନ
  • ପ‌ପୁ
 

ଗୀତ

1. ଦେ ଚୁମା
2. ଦିଲ୍‌ ଦିଲ୍ ମୁଁ ଦିଲ୍ କା ରାଜା
3. ଏ ବନର ଛାଇ
4. ଏ ଦୁନିଆ ଥିବ ନ ଥିବ
5. ମୁଁ ଯେ ଫଗୁଣ ବନର ପକ୍ଷୀ
6. ଓ ରେ ସାଥିରେ ଶୁଣ ମେରେ ମିତ ରେ
Share:

ଦି ଏଣ୍ଡ୍

Image result for odia film the end

ନିର୍ଦ୍ଦେଶକ:ଟି. ଗଣେଶ
ପ୍ରଯୋଜକ: ସତ୍ୟକାନ୍ତ ସାହୁ
ସଂଳାପ: ଅଜୟ ସାମଲ
ଚିତ୍ରନାଟ୍ୟ: ଟି. ଗଣେଶ
କାହାଣୀ: ସତ୍ୟକାନ୍ତ ସାହୁ
କଳାକାର: ଅଶ୍ୱୀନି ତ୍ରିପାଠୀ, ପ୍ରିତୀ, ମନୋଜ ମିଶ୍ର, ଇଲୁ ବାନାର୍ଜୀ
ସଙ୍ଗୀତ: ଏସ୍. ଚନ୍ଦ୍ରକାନ୍ତ
ଗୀତ: ନିର୍ମଳ ନାୟକ, ଜୟନ୍ତ ଦାସ, ଏନ୍‌. ଗରୁଦତ୍ତ, ଡ. ଶୁଭ କୁମାର, ବିଭୂତି ସ୍ୱାଇଁ ଓ ଦିବ୍ୟଲୋଚନ
କଣ୍ଠ: ହ୍ୟୁମାନ ସାଗର, ପ୍ରିନସ୍‌, ଶ୍ରଦ୍ଧା, ଇପ୍‌ସିତା, ସଂଗ୍ରାମ, ବିଜୟ କୁମାର ଓ ପିଣ୍ଟୁ
ଚିତ୍ରଗ୍ରହଣ: ପ୍ରିୟରଞ୍ଜନ ପରିଜା
ମୁକ୍ତିଲାଭ ତାରିଖ:
୧୦ ଫେବୃଆରୀ ୨୦୧୭
 

ଅଭିନୟ

  • ଅଶ୍ୱୀନି ତ୍ରିପାଠୀ
  • ପ୍ରିତୀ
  • ମନୋଜ ମିଶ୍ର
  • ଇଲୁ ବାନାର୍ଜୀ
  • ବାବୁ
  • ସୂରଜ ତ୍ରିପାଠୀ
  • ରବି
  • ମେଘା
  • କବିତା
  • ପୂଜା
  • ଆର୍‌କେ
  • ପ୍ରଶାନ୍ତ
 

ଗୀତ

1. ହାପି ହାପି ନ୍ୟୁ ଇଅର
2. ଜାନୁ ରେ
3. ଜୀବନର ଦୁଇ ଦିନ
4. ଲଭ୍ ସେସନ୍
5. ନାଥ ନାଥ
6. ତୁ ମୋ ମନର ମିତ
Share:

କଥାଦେଲି ମଥା ଛୁଇଁ

Image result for odia film katha deli matha chuin

ନିର୍ଦ୍ଦେଶକ:ଶୈଳେନ୍ଦ୍ର ପରିଡ଼ା
ପ୍ରଯୋଜକ: ଶ୍ରୀଧର ମାର୍ଥା
ସଂଳାପ: ବାପୁ ଗୋସ୍ୱାମୀ
କାହାଣୀ: ସବିତା ମାର୍ଥା
କଳାକାର: ଅଭିଶେକ ରଥ, ରିୟା ଦେ, ଅମନ, ପପୁ ପମ ପମ, ମିହିର ଦାସ, ପିଣ୍ଟୁ ନନ୍ଦ, ବିଜୟ ମହାନ୍ତି, ସଲିଲ ମିତ୍ର, ଚାନ୍ଦିନୀ
ସଙ୍ଗୀତ: ପ୍ରେମ ଆନନ୍ଦ
ଗୀତ: ଅରୁଣ ମନ୍ତ୍ରୀ, ଶରଣାରବିନ୍ଦ ଏବଂ ସୁବ୍ରତ ସ୍ୱାଇଁ
ଚିତ୍ରଗ୍ରହଣ: ଧୃବାନନ୍ଦ ପଣ୍ଡା
ମୁକ୍ତିଲାଭ ତାରିଖ:
୨୪ ଫେବୃଆରୀ ୨୦୧୭
 

ଅଭିନୟ

  • ଅଭିଶେକ ରଥ
  • ରିୟା ଦେ
  • ଅମନ
  • ପପୁ ପମ ପମ
  • ମିହିର ଦାସ
  • ପିଣ୍ଟୁ ନନ୍ଦ
  • ବିଜୟ ମହାନ୍ତି
  • ସଲିଲ ମିତ୍ର
  • ଚାନ୍ଦିନ
 

ଗୀତ

1. ଚାଖଣା ଯଦି ନବୁ ସାଙ୍ଗ
2. ତୋରି ହୃଦୟେ
3. ପବନ ଯୁଆଡ଼େ ଯାଉ
4. ଏମିତି ଏଇ ସମୟ
5. କଥାଦେଲି ମଥାଛୁଇଁ
6. ତମେ ବାହା ହେଇଛ ନା ବାଡ଼ୁଅ ଅଛ
Share:

ଆଖି ଖୋଲିଲେ ତୁ ତୁ ହି ତୁ

Image result for odia film aakhi kholile tu tu hi tu

ନିର୍ଦ୍ଦେଶକ:ସରୋଜ ମହାପାତ୍ର
ପ୍ରଯୋଜକ: ସଞ୍ଜୟ କୁମାର ଚୌଧୁରୀ
ସଂଳାପ: ଅମରେଶ
ପଟ୍ଟକଥା: ସରୋଜ
କଳାକାର: ଦୀପକ ବାରିକ, ସୂର୍ଯ୍ୟମୟୀ, ନମ୍ରତା, ମିହିର ଦାସ, ବିଜୟ ମହାନ୍ତି, ଅପରାଜିତା, ମୀନକେତନ, ପ୍ରଦ୍ୟୁମ୍ନ ଲେଙ୍କା
ସଙ୍ଗୀତ: ବିକାଶ ଦାସ
ଗୀତ: ବାପୁ ଗୋସ୍ୱାମୀ
କଣ୍ଠ: ଉଦିତ ନାରାୟଣ, ବିନୋଦ ରାଠୋଡ, ପାମେଲା ଜୈନ୍, ଅନ୍ତରା ଚକ୍ରବର୍ତ୍ତୀ
ଚିତ୍ରଗ୍ରହଣ: ଧୃବାନନ୍ଦ ପଣ୍ଡା
ସମ୍ପାଦକ: ସୁକୁମାର ମଣି
ମୁକ୍ତିଲାଭ ତାରିଖ:
୧୭ ମାର୍ଚ୍ଚ ୨୦୧୭

 ଅଭିନୟ

  • ଦୀପକ ବାରିକ
  • ସୂର୍ଯ୍ୟମୟୀ
  • ନମ୍ରତା
  • ମିହିର ଦାସ
  • ବିଜୟ ମହାନ୍ତି
  • ଅପରାଜିତା ମହାନ୍ତି
  • ମୀନକେତନ
  • ପ୍ରଦ୍ୟୁମ୍ନ ଲେଙ୍କା
  • ଯୋଗେଶ୍
  • ଲିୟା
 

ଗୀତ

1. ଆଖି ଖୋଲିଲେ ତୁ ତୁ ହି ତୁ
2. ତୁ ମୋର କ'ଣ ହେବୁ
3. ଜୟ ଗଣେଶ
4. ବ‌ହୁତ ଭଲ ହେଲା
Share:

ସୀତାରାମଙ୍କ ବାହାଘର କଳିଯୁଗରେ

Related image

ନିର୍ଦ୍ଦେଶକ:ଜି.ଏନ୍.ଏସ୍. ପ୍ରସାଦ
ପ୍ରଯୋଜକ: ଏଦୁପୁଗନ୍ତି ଶେଷଗିରି ଏବଂ ମରେଦୀ ପିଚ୍ଚି ରେଡ୍ଡି
ସଂଳାପ: ଡଃ ରଜନୀ ରଞ୍ଜନ
କଳାକାର: ସବ୍ୟସାଚୀ ମିଶ୍ର, ମନେଶା, ସୁମନ ତଲ‌ୱାର, ବିଜୟ ମହାନ୍ତି, ଅନିତା ଦାସ, ପପୁ ପମ ପମ, ଜୀବନ ପଣ୍ଡା
ସଙ୍ଗୀତ: କିଷନ୍ କାବାଦିୟା
ଗୀତ: ଅରୁଣ ମନ୍ତ୍ରୀ, ନିର୍ମଳ ନାୟକ
କଣ୍ଠ: ବିଭୁ କିଶୋର, ସତ୍ୟଜିତ ଚରଣ, ହ୍ୟୁମାନ ସାଗର, ସଞ୍ଜୁ ମହାନ୍ତି, ସବ୍ୟସାଚୀ ମିଶ୍ର, ଅସୀମା
ଚିତ୍ରଗ୍ରହଣ: ପ୍ରସାଦ ଏଡ଼ରା
ସମ୍ପାଦକ: ଭି.ଏସ୍. ନ‌ଗିରେଡ୍ଡି
ମୁକ୍ତିଲାଭ ତାରିଖ:
୩୧ ମାର୍ଚ୍ଚ ୨୦୧୭

 ଅଭିନୟ

  • ସବ୍ୟସାଚୀ ମିଶ୍ର
  • ମନେଶା
  • ସୁମନ ତଲ‌ୱାର
  • ବିଜୟ ମହାନ୍ତି
  • ଅନିତା ଦାସ
  • ପପୁ ପମ ପମ
  • ଜୀବନ ପଣ୍ଡା
  • ନେହା
 

ଗୀତ 

1. ସୀତାରାମଙ୍କ ହେବ ବାହାଘର
2. ଚୁମ୍ମା ଫୋଟକା
3. ତୁ ବିଛୁଆତି ମାର୍କା
4. କାହିଁକି ମନେପଡ଼ୁ ଏତେ
Share:

ତୁ ମୋ ଲଭ୍ ଷ୍ଟୋରୀ

Image result for odia film tu mo love story

ନିର୍ଦ୍ଦେଶକ:ତାପସ ସରଗରିଆ
ପ୍ରଯୋଜକ: ଦୀପକ କୁମାର ମିଶ୍ର
ସଂଳାପ: ବାପୁ ଗୋସ୍ୱାମୀ, ସନ୍ତୋଷ ନାରାୟଣ ଦାସ
କଳାକାର: ସ୍ୱରାଜ ବାରିକ, ଭୂମିକା ଦାଶ, ମିହିର ଦାସ, ଦେବାଶିଷ
ସଙ୍ଗୀତ: ପ୍ରେମ ଆନନ୍ଦ
ଗୀତ: ସୁବ୍ରତ ସ୍ୱାଇଁ, ଅରୁଣ ମନ୍ତ୍ରୀ
କଣ୍ଠ: ହ୍ୟୁମାନ ସାଗର, ଦୀପ୍ତିରେଖା ପାଢ଼ୀ, ଅନନ୍ୟା ଶ୍ରୀତମ ନନ୍ଦ, ଆଶୁତୋଷ ମହାନ୍ତି, ବିଶ୍ୱଜିତ ମହାପାତ୍ର
ମୁକ୍ତିଲାଭ ତାରିଖ:
୭ ଅପ୍ରେଲ ୨୦୧୭
 

ଅଭିନୟ

  • ସ୍ୱରାଜ ବାରିକ
  • ଭୂମିକା ଦାଶ
  • ମିହିର ଦାସ
  • ଦେବାଶିଷ
  • ବିକାଶ ଦାସ
  • ପ୍ରିୟଙ୍କା
  • ପ୍ରଜ୍ଞା
  • ଚୌଧରୀ ବିକାଶ ଦାସ
  • ମନୋଜ ମିଶ୍ର 
  • ପୃଥିରାଜ
 

ଗୀତ

1. ତୁ ମୋ ଲଭ୍ ଷ୍ଟୋରୀ
2. ଚାଲ ଆମେ ପାଖାପାଖି ବସିବା
3. ଯଦି ଏଇ ଜୀବନରେ ଆସିଲୁ ଥରେ
4. ପ୍ରେମରେ ପାପ କେତେ ପୁଣ୍ୟ କେତେ
5. ଟିକେ ଟିକେ ଅଚିହ୍ନା
Share:

ଟପୋରି

Image result for odia film Tapori


ନିର୍ଦ୍ଦେଶକ:ବିଶ୍ୱଜିତ ପଣ୍ଡା
ପ୍ରଯୋଜକ: ଆଦିକନ୍ଦ ସାହୁ
ସଂଳାପ: ଦିବ୍ୟ
ଚିତ୍ରନାଟ୍ୟ: ସୁରେଶ ପଟ୍ଟନାୟକ
କଳାକାର: ଅର୍ଦ୍ଧେନ୍ଦୁ, ଅନ୍ୱେଶା, ପ୍ରତିଭା ପଣ୍ଡା, ମିହିର ଦାସ, ପ୍ରଜ୍ଞା ଓଝା, ଜ୍ଞାନ, ଗୁଡ୍ଡୁ, ହରିହର ଦାସ, ଅମର
ସଙ୍ଗୀତ: ଆସାଦ୍ ନିଜାମ୍
କଣ୍ଠ: ଉଦିତ ନାରାୟଣ, ବିନୋଦ ରାଠୋଡ, କୁଳଦୀପ, ଦିକ୍‌ସୁ, ସତ୍ୟଜିତ୍ ପ୍ରଧାନ
ଚିତ୍ରଗ୍ରହଣ: ପ୍ରଫୁଲ୍ଲ ସାହୁ
ମୁକ୍ତିଲାଭ ତାରିଖ:
୧୩ ଅପ୍ରେଲ ୨୦୧୭

 ଅଭିନୟ

  • ଅର୍ଦ୍ଧେନ୍ଦୁ
  • ଅନ୍ୱେଶା
  • ପ୍ରତିଭା ପଣ୍ଡା
  • ମିହିର ଦାସ
  • ପ୍ରଜ୍ଞା ଓଝା
  • ଜ୍ଞାନ
  • ଗୁଡ୍ଡୁ
  • ହରିହର ଦାସ
  • ଅମର
ଗୀତ
1. ତୋ ମନ‌କୁ ଚୋରି କରି
2. ଟପୋରି
3. ପଖି ପଖି 
4. ତୋ ବିନା
5. ଆମେ ସୁନା ପିଲା
Share:

ଟିକେ ଖରା ଟିକେ ଛାଇ

Image result for odia film tike khara tike chhai



ନିର୍ଦ୍ଦେଶକ:କୁମାର ସରୋଜ
ପ୍ରଯୋଜକ: ଅୟସ୍କାନ୍ତ ମହାନ୍ତି
ସଂଳାପ: ବାପୁ ଗୋସ୍ୱାମୀ, ଅଜୟ ସାମଲ
ଚିତ୍ରନାଟ୍ୟ: କୁମାର ସରୋଜ
କାହାଣୀ: ମଧୁସ୍ମିତା ଦାଶ
କଳାକାର: ଦୀପକ, ପ୍ରିୟଙ୍କା, ଦେବାଶିଷ, ବାବୁ, ଲୀନା
ସଙ୍ଗୀତ: ବିଶ୍ୱ ସ୍ୱରୂପ
କଣ୍ଠ: ବିଶ୍ୱ ସ୍ୱରୂପ, ହ୍ୟୁମାନ ସାଗର, ଯସସ୍ୱିନୀ ନାୟକ, ଅସୀତ ତ୍ରିପାଠୀ, ଅସୀମା ପଣ୍ଡା, ସୁଦୀପ ପ୍ରଭୁ
ମୁକ୍ତିଲାଭ ତାରିଖ:
୨୧ ଅପ୍ରେଲ ୨୦୧୭

 ଅଭିନୟ

  • ଦୀପକ ବାରିକ
  • ପ୍ରିୟଙ୍କା
  • ଦେବାଶିଷ ପତି
  • ରକ୍‌ ପାତ୍ର
  • ପ୍ରିନସ୍‌ ଆର୍ଯ୍ୟନ୍‌
  • ବାବୁ ପ୍ରଧାନ
  • ଉମେଶ ଦାଶ
  • ଜୁନିଅର ପପୁ
  • ଲୀନା

 ଗୀତ

1. ଟିକେ ଖରା ଟିକେ ଛାଇ
2. ହିଆ ନଥିଲା
3. ଲାଇଫ୍‌ଟା ଅକ୍ସିଜେନ ଗୁବାରା
4. ଓ ସାଥିରେ ଯଦି ପ୍ରେମ
5. ଏଇ ମୋ ଆଖିରେ ଏଇ ମୋ ମନରେ
Share:

ତୁଳସୀ ଅପା

Related image


ନିର୍ଦ୍ଦେଶକ:ଅମୀୟ ପଟ୍ଟନାୟକ
ପ୍ରଯୋଜକ:
ଅନୁପମ ପଟ୍ଟନାୟକ
ସଂଳାପ: ଚିନ୍ମୟ ଦାସ ପଟ୍ଟନାୟକ
କଳାକାର: ବର୍ଷା ନାୟକ
ସଙ୍ଗୀତ: ପଙ୍କଜ ଜାଲ
ଗୀତ: ନିମାଇଁ ମହାନ୍ତି
କଣ୍ଠ: ଇରା ମହାନ୍ତି, ପଙ୍କଜ ଜାଲ, ବୁଲୁ, ମାନସୀ, ସୁବାସ ଦାସ
ଚିତ୍ରଗ୍ରହଣ: ଅର୍ଜୁନ ଜେନା
ସମ୍ପାଦକ: ଦେବେନ୍ ମିଶ୍ର
ମୁକ୍ତିଲାଭ ତାରିଖ:
୧୯ ମଇ ୨୦୧୭
କଥାଚିତ୍ରର ସମୟ:
୧୨୧ ମିନିଟ୍
 

ଅଭିନୟ

  • ବର୍ଷା ନାୟକ
  • ମଧୁସ୍ମିତା
  • ପ୍ରେମାଞ୍ଜନ ପରିଡ଼ା
  • ମମତା ପଣ୍ଡା
  • ସୁଜିତ ପାଇକରାୟ
  • ଲୋଛନୀ ବାଗ
  • ନେତ୍ରାନନ୍ଦ ବାରିକ
  • କନକଲତା ଦାସ
  • କାଜଲ ଶତପଥୀ
  • ଦେବାନନ୍ଦ ସୋନୀ
  • ଚୌଧୁରୀ ବିକାଶ ଦାସ

 ଗୀତ

1. ଦୁଇ ଏକେ ଦୁଇ
2. ମକର ମେଳା
3. ଜୀବନ ପ୍ରଦୀପ
4. ଅନ୍ଧ କୂପ
Share:

ଭକ୍ତ ଓ ଭଗବାନ

Image result for odia movie Bhakta o bhagban


ନିର୍ଦ୍ଦେଶକ:ଅମୂଲ୍ୟ ଜେନା
ପ୍ରଯୋଜକ: ନାରାୟଣ ଘଡ଼େଇ
ସଂଳାପ: ନାରାୟଣ ଘଡ଼େଇ
ପଟ୍ଟକଥା: ନାରାୟଣ ଘଡ଼େଇ
କାହାଣୀ: ନାରାୟଣ ଘଡ଼େଇ
କଳାକାର: ଦେବଦତ୍ତ, ରିତିକା, ପୂଜା, ଲୀନା, ଦେବୁ ବ୍ରହ୍ମା, ଦେବୀ ବାରିକ, ଚକ୍ରଧର ଜେନା, ପ୍ରିୟ ମିଶ୍ର, ନଟବର ଆଚାର୍ଯ୍ୟ
ସଙ୍ଗୀତ: ବିଦ୍ୟୁତ୍‌ ରଏ, ହିମାଂଶୁ ଶେଖର ମହାନ୍ତି, ଜିତ୍‌
ମୁକ୍ତିଲାଭ ତାରିଖ:
୧୯ ମଇ ୨୦୧୭
ଖର୍ଚ୍ଚ: ୫୦ ଲକ୍ଷ
 

ଅଭିନୟ

  • ଦେବଦତ୍ତ
  • ରିତିକା
  • ପୂଜା
  • ଲୀନା
  • ଦେବୁ ବ୍ରହ୍ମା
  • ଦେବୀ ବାରିକ
  • ଚକ୍ରଧର ଜେନା
  • ପ୍ରିୟ ମିଶ୍ର
  • ନଟବର ଆଚାର୍ଯ୍ୟ
 

ଗୀତ

1. "ହେ ମାଧବ ରାଧା ମାଧବ"


Share:

ମିଠା ମିଠା

Image result for odia movie mitha mitha

ନିର୍ଦ୍ଦେଶକ:ଶ୍ରୀକାନ୍ତ ଗୌତମ
ପ୍ରଯୋଜକ: ସଞ୍ଜୟ କୁମାର ରାଉତ ଏବଂ ତ୍ରିଲୋଚନା ଦାସ
ସଂଳାପ: ଶ୍ରୀକାନ୍ତ ଗୌତମ
ଚିତ୍ରନାଟ୍ୟ: ଶ୍ରୀକାନ୍ତ ଗୌତମ
କାହାଣୀ: ଶ୍ରୀକାନ୍ତ ଗୌତମ
କଳାକାର: ଜ୍ୟୋତି, ଅମ୍ରିତା, ସମ୍ଭବ, ଶ୍ରଦ୍ଧା, ରାଜେଶ, ପ୍ରକୃତି ମିଶ୍ର, ଶ୍ରୀକାନ୍ତ ଗୌତମ, ହରିହର ମହାପାତ୍ର
ସଙ୍ଗୀତ: ମଳୟ ମିଶ୍ର
କଣ୍ଠ: ଇରା ମହାନ୍ତି, ସଂଗ୍ରାମ, ବିଷ୍ଣୁମୋହନ କବି, ହ୍ୟୁମାନ ସାଗର, ସତ୍ୟଜିତ୍, ଅସୀମା ପଣ୍ଡା
ଚିତ୍ରଗ୍ରହଣ: ଚନ୍ଦନ ମଜୁମଦାର
ମୁକ୍ତିଲାଭ ତାରିଖ:
୨୬ ମଇ ୨୦୧୭

 ଅଭିନୟ

  • ଜ୍ୟୋତି
  • ଅମ୍ରିତା
  • ସମ୍ଭବ
  • ଶ୍ରଦ୍ଧା
  • ରାଜେଶ
  • ପ୍ରକୃତି ମିଶ୍ର
  • ଶ୍ରୀକାନ୍ତ ଗୌତମ
  • ହରିହର ମହାପାତ୍ର
  • ସ୍ମିତା ମହାନ୍ତି
  • ଅଶ୍ରୁମୋଚନ ମହାନ୍ତି
  • ହର ରଥ

ଗୀତ

1. ଢିଚ୍‌କିୟାଁ
2. ମିଠା ମିଠା
3. ଲାଇସେନ୍ସ ଦେ
4. କ ଖ ଗ ଘ
5. ପ୍ରଥମ ପ୍ରେମର
6. ସୁନ୍ ସୁନ୍
Share:

ସିଷ୍ଟର ଶ୍ରୀଦେବୀ

Image result for odia movie abhaya


ନିର୍ଦ୍ଦେଶକ:ଅଶୋକ ପତି
ପ୍ରଯୋଜକ: ତରଙ୍ଗ ସିନେ ପ୍ରଡକ୍ସନ
ସଂଳାପ: ରଣଜିତ ପଟ୍ଟନାୟକ
ପଟ୍ଟକଥା: ଅଶୋକ ପତି
ମୂଳ ଆଧାର: ରେମୋ (ତାମିଲ ଚଳଚ୍ଚିତ୍ର)
କଳାକାର: ବାବୁଶାନ୍, ଶିବାନୀ, ମିହିର ଦାସ, ଅପରାଜିତା ମହାନ୍ତି
ସଙ୍ଗୀତ: ଅଭିଜିତ ମଜୁମଦାର
କଣ୍ଠ: ଋତୁରାଜ ମହାନ୍ତି, ତାରିକ୍ ଅଜିଜ୍, ପାମେଲା ଜୈନ୍, କୁଲ୍‌ଦୀପ୍, ପ୍ରଜ୍ଞା ହୋତା, ସଞ୍ଜୁ ମହାନ୍ତି
ଚିତ୍ରଗ୍ରହଣ: କୁନି ମହାପାତ୍ର
ସମ୍ପାଦକ: ସୁକୁମାର ମଣି
ମୁକ୍ତିଲାଭ ତାରିଖ:
୯ ଜୁନ ୨୦୧୭

 

ଅଭିନୟ

  • ବାବୁଶାନ୍
  • ଶିବାନୀ
  • ମିହିର ଦାସ
  • ଅପରାଜିତା ମହାନ୍ତି
  • ସଲିଲ ମିତ୍ର
  • ତ୍ରିଭୁବନ
  • ଜୟପ୍ରକାଶ ଦାସ

 

ଗୀତ

1. ସିଷ୍ଟର ଶ୍ରୀଦେବୀ
2. ଓଃ ସୁନୟନା
3. ମୋ ଚୁନି ତଳେ ବ୍ଲାକ୍ ମନି
4. ନାଗିନ୍ ନାଗିନ୍
5. ଏକ୍ ଦିୱାନା ଥା
Share:

ଅଭୟ

Image result for odia movie abhaya

ନିର୍ଦ୍ଦେଶକ:ମୂରଲୀ କ୍ରିଷ୍ଣା
ପ୍ରଯୋଜକ: ତରଙ୍ଗ ସିନେ ପ୍ରଡକ୍ସନ୍
ସଂଳାପ: ସନ୍ତୋଷ ନାରାୟଣ ଦାଶ
ଚିତ୍ରନାଟ୍ୟ: ଦେବୀଦତ୍ତ ମହାନ୍ତି
କଳାକାର: ଅନୁଭବ, ଏଲିନା, ମନୋଜ ମିଶ୍ର, ମିହିର ଦାସ, ଅଶ୍ରୁମୋଚନ ମହାନ୍ତି
ସଙ୍ଗୀତ: ପ୍ରେମ ଆନନ୍ଦ
କଣ୍ଠ: ହ୍ୟୁମାନ ସାଗର, ଅନନ୍ୟା ଶ୍ରୀତମ ନନ୍ଦ, ଦୀପ୍ତିରେଖା ପାଢ଼ୀ, ଲୋପାମୁଦ୍ରା ଦାଶ
ଚିତ୍ରଗ୍ରହଣ: ଅମିତ ନାୟକ
ସମ୍ପାଦକ: ରାଜେଶ ଦାଶ
ମୁକ୍ତିଲାଭ ତାରିଖ:
୧୧ ଜୁନ ୨୦୧୭

ଅଭିନୟ

  • ଅନୁଭବ ମହାନ୍ତି
  • ଏଲିନା ସାମନ୍ତରାୟ
  • ମନୋଜ ମିଶ୍ର
  • ମିହିର ଦାସ
  • ଅଶ୍ରୁମୋଚନ ମହାନ୍ତି
  • ଅନିତା ଦାସ
  • ପ୍ରତିଭା ପଣ୍ଡା
  • ସରୋଜ ଦାସ
  • କାଳିଆ
  • ଶଙ୍କର

ଗୀତ

1. କୋଉଠି ଅଛୁ
2. ରବା ରବା
3. ଗଜଲ ଗଜଲ
4. ତୁ ମୋର କିଏ କି
5. ଅଭୟ

Share:

ରୋମିଓ ଜୁଲିଏଟ

Related image

ନିର୍ଦ୍ଦେଶକ:ସୁଧାରକ ବସନ୍ତ
ପ୍ରଯୋଜକ: ରମେଶ ବାରିକ, ଜୟନ୍ତ ରାଉତ
କାହାଣୀ: ଦିପ୍ତୀ ବାରିକ
ସଂଳାପ: ଦୀପକ ଜେନା
କଳାକାର: ଅରିନ୍ଦମ, ବର୍ଷା ପ୍ରିୟଦର୍ଶିନୀ, ମିହିର ଦାସ, ଗୁଡୁ, ଜୀବନ ପଣ୍ଡା
ସଙ୍ଗୀତ: ପ୍ରେମ ଆନନ୍ଦ
କଣ୍ଠ: ଅନନ୍ୟା ଶ୍ରୀତନ ନନ୍ଦ, ଦୀପ୍ତିରେଖା ପାଢ଼ୀ, ହ୍ୟୁମାନ ସାଗର ଏବଂ ସବିଶେସ
ଚିତ୍ରଗ୍ରହଣ: ଭାସ୍କର ଭି ରେଡ୍ଡି
ସମ୍ପାଦକ: ଚନ୍ଦ୍ର ମିଶ୍ର
ମୁକ୍ତିଲାଭ ତାରିଖ:
୧୪ ଜୁଲାଇ ୨୦୧୭

ଅଭିନୟ

  • ଅରିନ୍ଦମ ରାୟ
  • ବର୍ଷା ପ୍ରିୟଦର୍ଶିନୀ
  • ମିହିର ଦାସ
  • ଗୁଡୁ
  • ଜୀବନ ପଣ୍ଡା

ଗୀତ

1. ନାହିଁ ମୋ ପାଦେ
2. ତୁ ମୋର ଆଖି
3. ରହିଯା ରଘୁଆ ଖାଇକି ଯିବୁ
4. ତୁ କ‌ହିବୁ ତ
5. ଓରେ ପ୍ରିୟା ୟେ କ୍ୟା ହୋ ଗେୟା
6. ରୋମିଓ ଜୁଲିଏଟ
7. ବେଳେ ବେଳେ ଭଲ ଲାଗେ
8. ତୋ ସାଥିରେ
Share:

ସୁନାପିଲା- ଟିକେ ସ୍କୃ ଢିଲା


Image result for odia film suna pila tike screw dhila


ନିର୍ଦ୍ଦେଶକ:ସୁଧାକର ବସନ୍ତ
ପ୍ରଯୋଜକ: ବାବୁଶାନ୍, ପ୍ରଶାନ୍ତ ବେହେରା, କେ. ସୁନିଲ କୁମାର ଯାଦବ
ସଂଳାପ: ସାରିକା
ଚିତ୍ରନାଟ୍ୟ: ସୁଧାକର ବସନ୍ତ
କାହାଣୀ: ତୃପ୍ତି ସତପଥୀ
କଳାକାର: ବାବୁଶାନ୍, ପପୁ ପମ ପମ, ପିଣ୍ଟୁ ନନ୍ଦ, ପ୍ରଜ୍ଞା, ଶୀତଲ ପାତ୍ର, ଉତ୍ତମ ମହାନ୍ତି, ଅପରାଜିତା ମହାନ୍ତି, ମିହିର ଦାସ,
ସଙ୍ଗୀତ: ଅଭିଜିତ ମଜୁମଦାର
ଗୀତ: ନିର୍ମଳ ନାୟକ, ବାପୁ ଗୋସ୍ୱାମୀ
କଣ୍ଠ: ଅଭିଜିତ ମଜୁମଦାର, ବାବୁଶାନ୍, ପ୍ରଜ୍ଞା ହୋତା, ତାରିକ୍ ଅଜିଜ୍, ପିଙ୍କି ପ୍ରଧାନ, ପପୁ ପମ ପମ
ମୁକ୍ତିଲାଭ ତାରିଖ:
୪ ଅଗଷ୍ଟ ୨୦୧୭
କଥାଚିତ୍ରର ସମୟ:
୨ଘଣ୍ଟା ୧୭ ମିନିଟ୍
 

ଅଭିନୟ

  • ବାବୁଶାନ୍
  • ପପୁ ପମ ପମ
  • ପିଣ୍ଟୁ ନନ୍ଦ
  • ପ୍ରଜ୍ଞା ଖଟୁଆ
  • ଶୀତଲ ପାତ୍ର
  • ଉତ୍ତମ ମହାନ୍ତି
  • ଅପରାଜିତା ମହାନ୍ତି
  • ମିହିର ଦାସ
  • ରବି ମିଶ୍ର
  • ଜୀବନ ପଣ୍ଡା
  • ବାବୁ ପ୍ରଧାନ
 

ଗୀତ

1. ସୁନା ପିଲା ଟିକେ ସ୍କୃ ଢ଼ିଲା
2. ରବ୍ବା ରବ୍ବା ମେରେ ମରହବ୍ବା
3. ଆକ୍ ଥୁ
4. ଗୁଦୁଲ୍ ଗୁଦୁଲ୍
5. ଆମ୍ମା ବିଉଟିଫୁଲ
Share:

କଥା ନୁହେଁ ଏ କଥା

Related image



ନିର୍ଦ୍ଦେଶକ:ନରୋତ୍ତମ ପରିଡ଼ା
ପ୍ରଯୋଜକ: ଏଲିନ୍ ସୋମୀନ୍
ଚିତ୍ରନାଟ୍ୟ: ନରୋତ୍ତମ ପରିଡ଼ା
କାହାଣୀ: ସନ୍ତୋଷ ନାୟକ
କଳାକାର: ସନ୍ତୋଷ, ସୋନାଲୀ ରାୟ, ବିଜୟ ପଟ୍ଟନାୟକ, ବ୍ରଜ ନାୟକ
ସଙ୍ଗୀତ: ପିଣ୍ଟୁ ମିଶ୍ର
ମୁକ୍ତିଲାଭ ତାରିଖ:
୧୮ ଅଗଷ୍ଟ ୨୦୧୭

ଅଭିନୟ

  • ସନ୍ତୋଷ
  • ସୋନାଲୀ ରାୟ
  • ବିଜୟ ପଟ୍ଟନାୟକ
  • ବ୍ରଜ ନାୟକ

 

ଗୀତ

1. ଯେବେ ତୁମ ଆଖି
2. କଥା ନୁହେଁ ଏ କଥା
3. କଥା ତ ଏତିକି
4. ମୋ ପାଦର ପାଉଁଜୀ କ‌ହେ

Share:

ବର୍ଷ ଅନୁସାରେ ଓଡ଼ିଆ କଥାଚିତ୍ର