ଓଡ଼ିଆ କଥାଚିତ୍ର ଜଗତର ଟିକିନିକି ତଥ୍ୟ । An Odia film database with a collection of detailed information.

ସୀତାରାମଙ୍କ ବାହାଘର କଳିଯୁଗରେ

Related image

ନିର୍ଦ୍ଦେଶକ:ଜି.ଏନ୍.ଏସ୍. ପ୍ରସାଦ
ପ୍ରଯୋଜକ: ଏଦୁପୁଗନ୍ତି ଶେଷଗିରି ଏବଂ ମରେଦୀ ପିଚ୍ଚି ରେଡ୍ଡି
ସଂଳାପ: ଡଃ ରଜନୀ ରଞ୍ଜନ
କଳାକାର: ସବ୍ୟସାଚୀ ମିଶ୍ର, ମନେଶା, ସୁମନ ତଲ‌ୱାର, ବିଜୟ ମହାନ୍ତି, ଅନିତା ଦାସ, ପପୁ ପମ ପମ, ଜୀବନ ପଣ୍ଡା
ସଙ୍ଗୀତ: କିଷନ୍ କାବାଦିୟା
ଗୀତ: ଅରୁଣ ମନ୍ତ୍ରୀ, ନିର୍ମଳ ନାୟକ
କଣ୍ଠ: ବିଭୁ କିଶୋର, ସତ୍ୟଜିତ ଚରଣ, ହ୍ୟୁମାନ ସାଗର, ସଞ୍ଜୁ ମହାନ୍ତି, ସବ୍ୟସାଚୀ ମିଶ୍ର, ଅସୀମା
ଚିତ୍ରଗ୍ରହଣ: ପ୍ରସାଦ ଏଡ଼ରା
ସମ୍ପାଦକ: ଭି.ଏସ୍. ନ‌ଗିରେଡ୍ଡି
ମୁକ୍ତିଲାଭ ତାରିଖ:
୩୧ ମାର୍ଚ୍ଚ ୨୦୧୭

 ଅଭିନୟ

  • ସବ୍ୟସାଚୀ ମିଶ୍ର
  • ମନେଶା
  • ସୁମନ ତଲ‌ୱାର
  • ବିଜୟ ମହାନ୍ତି
  • ଅନିତା ଦାସ
  • ପପୁ ପମ ପମ
  • ଜୀବନ ପଣ୍ଡା
  • ନେହା
 

ଗୀତ 

1. ସୀତାରାମଙ୍କ ହେବ ବାହାଘର
2. ଚୁମ୍ମା ଫୋଟକା
3. ତୁ ବିଛୁଆତି ମାର୍କା
4. କାହିଁକି ମନେପଡ଼ୁ ଏତେ
Share:

ବର୍ଷ ଅନୁସାରେ ଓଡ଼ିଆ କଥାଚିତ୍ର