ଓଡ଼ିଆ କଥାଚିତ୍ର ଜଗତର ଟିକିନିକି ତଥ୍ୟ । An Odia film database with a collection of detailed information.

ସୁନାପିଲା- ଟିକେ ସ୍କୃ ଢିଲା


Image result for odia film suna pila tike screw dhila


ନିର୍ଦ୍ଦେଶକ:ସୁଧାକର ବସନ୍ତ
ପ୍ରଯୋଜକ: ବାବୁଶାନ୍, ପ୍ରଶାନ୍ତ ବେହେରା, କେ. ସୁନିଲ କୁମାର ଯାଦବ
ସଂଳାପ: ସାରିକା
ଚିତ୍ରନାଟ୍ୟ: ସୁଧାକର ବସନ୍ତ
କାହାଣୀ: ତୃପ୍ତି ସତପଥୀ
କଳାକାର: ବାବୁଶାନ୍, ପପୁ ପମ ପମ, ପିଣ୍ଟୁ ନନ୍ଦ, ପ୍ରଜ୍ଞା, ଶୀତଲ ପାତ୍ର, ଉତ୍ତମ ମହାନ୍ତି, ଅପରାଜିତା ମହାନ୍ତି, ମିହିର ଦାସ,
ସଙ୍ଗୀତ: ଅଭିଜିତ ମଜୁମଦାର
ଗୀତ: ନିର୍ମଳ ନାୟକ, ବାପୁ ଗୋସ୍ୱାମୀ
କଣ୍ଠ: ଅଭିଜିତ ମଜୁମଦାର, ବାବୁଶାନ୍, ପ୍ରଜ୍ଞା ହୋତା, ତାରିକ୍ ଅଜିଜ୍, ପିଙ୍କି ପ୍ରଧାନ, ପପୁ ପମ ପମ
ମୁକ୍ତିଲାଭ ତାରିଖ:
୪ ଅଗଷ୍ଟ ୨୦୧୭
କଥାଚିତ୍ରର ସମୟ:
୨ଘଣ୍ଟା ୧୭ ମିନିଟ୍
 

ଅଭିନୟ

  • ବାବୁଶାନ୍
  • ପପୁ ପମ ପମ
  • ପିଣ୍ଟୁ ନନ୍ଦ
  • ପ୍ରଜ୍ଞା ଖଟୁଆ
  • ଶୀତଲ ପାତ୍ର
  • ଉତ୍ତମ ମହାନ୍ତି
  • ଅପରାଜିତା ମହାନ୍ତି
  • ମିହିର ଦାସ
  • ରବି ମିଶ୍ର
  • ଜୀବନ ପଣ୍ଡା
  • ବାବୁ ପ୍ରଧାନ
 

ଗୀତ

1. ସୁନା ପିଲା ଟିକେ ସ୍କୃ ଢ଼ିଲା
2. ରବ୍ବା ରବ୍ବା ମେରେ ମରହବ୍ବା
3. ଆକ୍ ଥୁ
4. ଗୁଦୁଲ୍ ଗୁଦୁଲ୍
5. ଆମ୍ମା ବିଉଟିଫୁଲ
Share:

ବର୍ଷ ଅନୁସାରେ ଓଡ଼ିଆ କଥାଚିତ୍ର