ଓଡ଼ିଆ କଥାଚିତ୍ର ଜଗତର ଟିକିନିକି ତଥ୍ୟ । An Odia film database with a collection of detailed information.

ସମୟ

Image result for odia movie samaya

ନିର୍ଦ୍ଦେଶକ: ଗଣେଶ ମହାପାତ୍ର
ପ୍ରଯୋଜକ: ଗଣେଶ ମହାପାତ୍ର
କଳାକାର: ପ୍ରଶାନ୍ତ ନନ୍ଦ, ଶ୍ରୀରାମ ପଣ୍ଡା, ତ୍ରିପୁରା ମିଶ୍ର, ଧୀର ବିଶ୍ଵାଳ
ସଙ୍ଗୀତ: ଭୁବନ- ହରି
ଗୀତ: ଗଣେଶ ମହାପାତ୍ର, ଗୁରୁକୃଷ୍ଣ ଗୋସ୍ୱାମୀ
କଣ୍ଠ: ଆଶା ଭୋଷଲେ, ମନ୍ନା ଦେ, ସୁମନ କଲ୍ୟାଣ ପୁର, ମୁକେଶ
ଚିତ୍ରଗ୍ରହଣ: ଦିଲିପ ଦତ୍ତ
ସମ୍ପାଦକ: ଜି. କେ. ଗୁପ୍ତେ
ମୁକ୍ତିଲାଭ ତାରିଖ:
୨୯ ଜାନୁଆରୀ ୧୯୭୬

ଅଭିନୟ

  • ପ୍ରଶାନ୍ତ ନନ୍ଦ
  • ଶ୍ରୀରାମ ପଣ୍ଡା
  • ନୀଳ ମହାପାତ୍ର
  • ତ୍ରିପୁରା ମିଶ୍ର
  • ଧୀର ବିଶ୍ଵାଳ
  • ଜର୍ଜ ତିଆଡି
  • ଶ୍ୟାମଳେନ୍ଦୁ

ଗୀତ 

1. ଗୁହାରୀ ଶୁଣ ଭଗବାନ
2. ଝିମି ଝିମି ତ ମଜା
3. କି ଗୀତ ଗାଇବି
4. ରେ ପ୍ରିୟା ମୋର କୁହ ମୁଁ
5. ସଜନୀରେ କାହିଁ ଗଲେ ଶ୍ୟାମ
Share:

ବର୍ଷ ଅନୁସାରେ ଓଡ଼ିଆ କଥାଚିତ୍ର