ଓଡ଼ିଆ କଥାଚିତ୍ର ଜଗତର ଟିକିନିକି ତଥ୍ୟ । An Odia film database with a collection of detailed information.

ଯାଯାବର


ନିର୍ଦ୍ଦେଶକ: ତ୍ରିମୁର୍ତ୍ତୀ
ପ୍ରଯୋଜକ: ବିଜୟ ପଟ୍ଟନାୟକ
ଚିତ୍ରନାଟ୍ୟ: ବିଜୟ ମିଶ୍ର, ହେମନ୍ତ ଦାସ, ଅକ୍ଷୟ ମହାନ୍ତି
କାହାଣୀ: ବିଜୟ ମିଶ୍ର
କଳାକାର: ଶ୍ରୀରାମ ପଣ୍ଡା, ବନଜା ମହାନ୍ତି, ହେମନ୍ତ ଦାସ, ପିର ମିଶ୍ର, ତ୍ରିପୁରା ମିଶ୍ର
ସଙ୍ଗୀତ: ଅକ୍ଷୟ ମହାନ୍ତି
ଗୀତ: ଅକ୍ଷୟ ମହାନ୍ତି
କଣ୍ଠ: ଅକ୍ଷୟ ମହାନ୍ତି, ତୃପ୍ତି ଦାସ, ପ୍ରଣବ ପଟ୍ଟନାୟକ, ଗୀତା ପଟ୍ଟନାୟକ
ଚିତ୍ରଗ୍ରହଣ: ଶ୍ରୀନିବାସ ମହାପାତ୍ର
ସମ୍ପାଦକ: ମଦନ ଗୁପ୍ତେ
ମୁକ୍ତିଲାଭ ତାରିଖ:
୧୯୭୫

ଅଭିନୟ

  • ଶ୍ରୀରାମ ପଣ୍ଡା
  • ବନଜା ମହାନ୍ତି
  • ହେମନ୍ତ ଦାସ
  • ପିର ମିଶ୍ର
  • ତ୍ରିପୁରା ମିଶ୍ର
  • ଜୟୀରାମ ସାମଲ
  • ସାମୁଏଲ ସାହୁ
  • ଶ୍ୟାମଳେନ୍ଦୁ
  • ଦୁଃଖୀରାମ ସ୍ଵାଇଁ

ଗୀତ 

1. ଯାଯାବର ମନ ମୋର ନୀତି ଗଢ଼େ
2. ହାଏ ସେ ହରିଣୀ ଆଖି
3. ଫୁର କିନା ଉଡ଼ିଗଲା ବଣି
4. ଗାଡ଼ି ଚାଲେ ପଛେଇ
5. ଦନେଇ ଦାସ କ‌ହେରେ ଭାଇ
6. ଏଇ ଦୁନିଆରେ କେହି ନା କେହି
Share:

ବର୍ଷ ଅନୁସାରେ ଓଡ଼ିଆ କଥାଚିତ୍ର