ଓଡ଼ିଆ କଥାଚିତ୍ର ଜଗତର ଟିକିନିକି ତଥ୍ୟ । An Odia film database with a collection of detailed information.

ମମତା


ନିର୍ଦ୍ଦେଶକ: ବ୍ୟୋମକେଶ ତ୍ରିପାଠୀ
ପ୍ରଯୋଜକ: ପ୍ରଶାନ୍ତ ନନ୍ଦ, ପ୍ରଫୁଲ୍ଲ ମିଶ୍ର
କାହାଣୀ: ଶରତ ମହାନ୍ତି
କଳାକାର: ପ୍ରଶାନ୍ତ ନନ୍ଦ, ସୁଜାତା ଆନନ୍ଦ, ସୁରେଶ ମିଶ୍ର, ଅସିମା
ସଙ୍ଗୀତ: ପ୍ରଫୁଲ୍ଲ କର
ଗୀତ: ପ୍ରଫୁଲ୍ଲ କର, ଶିବବ୍ରତ ଦାସ, ମଧୁସୂଦନ ରାଓ
କଣ୍ଠ: ପ୍ରଣବ ପଟ୍ଟନାୟକ, ପି.ସୁଶୀଳା, ସିକନ୍ଦର ଆଲାମ, ଚିତ୍ତ ଜେନା, ଏସ. ଜାନକୀ
ଚିତ୍ରଗ୍ରହଣ: ଦେଓଜୀଭାଇ
ସମ୍ପାଦକ: ରମେଶ ଭବସିଙ୍କା
ମୁକ୍ତିଲାଭ ତାରିଖ:
୧୯୭୫

ଅଭିନୟ

  • ପ୍ରଶାନ୍ତ ନନ୍ଦ
  • ସୁଜାତା ଆନନ୍ଦ
  • ସୁରେଶ ମିଶ୍ର (ପ୍ରଥମ ଅଭିନୟ)
  • ଭାନୁମତୀ ଦେବୀ
  • ଧୀର ବିଶ୍ଵାଳ
  • ଅସିମା
  • ଦିନବନ୍ଧୁ
  • ରାଧା ପଣ୍ଡା

ଗୀତ 

1. ରେ ଆତ୍ମନ୍ ନିଦ୍ରା ପରିହରି
2. ହେ ଫଗୁଣ କାନ୍ଦନାରେ
3. ଆରେ ମିତ ଆ ସଙ୍ଗାତ
4. ଦେଖି ସେ ବଣ ମଲ୍ଲୀ ରାଧା ହେଲେ ବାତୁଳୀ\
5. ହେ ଭାଇ ହେ ଭାଇ ହେରେ ମୋତେ ଝାଙ୍କି ଦେଲା
6. ହେ ମୋର ବାବୁ ହେ ମୋର ବାବୁଆଣି ଆରେ କାହାର
7. ମୁଁ ତ ମଣିଷ ମାରିନି କି ମୁଁ ଚୋରି କରିନି
Share:

ବର୍ଷ ଅନୁସାରେ ଓଡ଼ିଆ କଥାଚିତ୍ର