| ନିର୍ଦ୍ଦେଶକ: | ନଗେନ ରାୟ |
|---|---|
| ପ୍ରଯୋଜକ: | ସୁବିମଳ ଚନ୍ଦ୍ର ମଲିକ |
| ସଂଳାପ: | ବସନ୍ତ ମହାପାତ୍ର |
| ଚିତ୍ରନାଟ୍ୟ: | ପି. ଡ଼ି. ସେନୟ |
| କାହାଣୀ: | ବସନ୍ତ ମହାପାତ୍ର |
| କଳାକାର: | ହରିଶ ମହାପାତ୍ର, ବନଜା ମହାନ୍ତି, ଦୁର୍ଲଭ, ସୁରେଶ ମହାପାତ୍ର |
| ସଙ୍ଗୀତ: | ଭୁବନେଶ୍ଵର ମିଶ୍ର, ହରିପ୍ରସାଦ ଚୌରାଶିଆ |
| ଗୀତ: | ଶିବବ୍ରତ ଦାସ, କାଳିଚରଣ ପାଣିଗ୍ରାହୀ |
| କଣ୍ଠ: | ବାଣୀ ଜୟରାମ, ସୁମନ କଲ୍ୟାଣପୁର, ଅମିତ କୁମାର |
| ଚିତ୍ରଗ୍ରହଣ: | ସୁରେନ୍ଦ୍ର ସାହୁ |
| ସମ୍ପାଦକ: | ଜାଗ୍ରିତ୍ କାମ୍ବଲେ |
ମୁକ୍ତିଲାଭ ତାରିଖ:
|
୧୬ ଜୁଲାଇ ୧୯୭୬ |
ଅଭିନୟ
- ହରିଶ ମହାପାତ୍ର
- ବନଜା ମହାନ୍ତି
- ନିହାରିକା ସାହୁ
- ଦୁର୍ଲଭ
- ସୁରେଶ ମହାପାତ୍ର
- ନେତ୍ରାନନ୍ଦ
- ସୁଧାରାଣୀ
- ସୌଦାମିନୀ
ଗୀତ
1. ଏ ବନର ଛାଇ, ଯହିଁ ପ୍ରଥମ ପ୍ରେମ
2. ଜୟ ଯଦୁ ନନ୍ଦନ ରାଧିକା ପ୍ରାଣ ଭଞ୍ଜନ ହେ
3. ମୁଁ ଯେ ଜାଣେନା କାହା ବାଟ ରହିଛି ଚାହିଁ
4. ଗପ ହେଲେ ବି ସତ
5. ଏ ମୋର ଦୋସ୍ତ
2. ଜୟ ଯଦୁ ନନ୍ଦନ ରାଧିକା ପ୍ରାଣ ଭଞ୍ଜନ ହେ
3. ମୁଁ ଯେ ଜାଣେନା କାହା ବାଟ ରହିଛି ଚାହିଁ
4. ଗପ ହେଲେ ବି ସତ
5. ଏ ମୋର ଦୋସ୍ତ
ମନ୍ତବ୍ୟ
୧୯୩୬ ମସିହାରେ ମୁକ୍ତିଲାଭ କରିଥିଲା ପ୍ରଥମ ଓଡ଼ିଆ କଥାଚିତ୍ର "ସୀତା ବିବାହ" । ମାତ୍ର ଏହାପରଠାରୁ ଯେଉଁସବୁ ଚଳଚ୍ଚିତ୍ର ନିର୍ମିତ ହୋଇଥିଲା, ସେ ସବୁ କଳାଧଳା ଚଳଚ୍ଚିତ୍ର ଥିଲା । ୧୯୭୬ ମସିହରେ ପ୍ରଥମ ଓଡ଼ିଆ ରଙ୍ଗୀନ ଚଳଚ୍ଚିତ୍ର ମୁକ୍ତିଲାଭ କରିଥିଲା । ଗପ ହେଲେ ବି ସତ ହେଉଛି ପ୍ରଥମ ଓଡ଼ିଆ ରଙ୍ଗୀନ ଚଳଚ୍ଚିତ୍ର ।