ଓଡ଼ିଆ କଥାଚିତ୍ର ଜଗତର ଟିକିନିକି ତଥ୍ୟ । An Odia film database with a collection of detailed information.

ସିନ୍ଦୁର ବିନ୍ଦୁ


ନିର୍ଦ୍ଦେଶକ: ଶିଶିର ମିଶ୍ର
ପ୍ରଯୋଜକ: ବି.କେ. ଅଗ୍ର‌ୱାଲ, ଏସ୍.କେ. ଅଗ୍ର‌ୱାଲ, ଏଲ୍.ଏନ୍. ଗୁରୁ, କେଦାର ଗୁରୁ
କାହାଣୀ: ଚିନ୍ତାମଣି ଜେନାଙ୍କ "ସରପଞ୍ଚ ପୁଅ"
କଳାକାର: ପ୍ରଶାନ୍ତ ନନ୍ଦ, ଶ୍ରୀରାମ ପଣ୍ଡା, ସୁଜାତା ଆନନ୍ଦ, ତ୍ରିପୁରା ମିଶ୍ର
ସଙ୍ଗୀତ: ପ୍ରଫୁଲ୍ଲ କର
ଗୀତ: ପ୍ରଫୁଲ୍ଲ କର, ଶିବବ୍ରତ ଦାସ, କାଳିଚରଣ ପାଣିଗ୍ରାହୀ
କଣ୍ଠ: ପ୍ରଣବ ପଟ୍ଟନାୟକ, ବାଣୀ ଜୟରାମ, ସୁଧାରାମ, ଚିତ୍ତ ଜେନା, ରଘୁନାଥ ପାଣିଗ୍ରାହୀ, ପ୍ରଫୁଲ୍ଲ କର
ଚିତ୍ରଗ୍ରହଣ: ଦିଲିପ ଦତ୍ତ
ମୁକ୍ତିଲାଭ ତାରିଖ:
୨୪ ସେପ୍ଟେମ୍ବର ୧୯୭୬

ଅଭିନୟ

  • ପ୍ରଶାନ୍ତ ନନ୍ଦ
  • ଶ୍ରୀରାମ ପଣ୍ଡା
  • ଅଜିତ ଦାସ
  • ସୁଜାତା ଆନନ୍ଦ
  • ତ୍ରିପୁରା ମିଶ୍ର
  • ଧୀର ବିଶ୍ଵାଳ
  • ଲୀଳା ଦୁଲାଳୀ
  • ନରେନ୍ଦ୍ର କୁମାର ବେହେରା
  • ଶ୍ୟାମଳେନ୍ଦୁ

ଗୀତ 

1. କେଉଁ ନାମ ଧରି
2. ଅଦିନେ ମଲ୍ଲୀ ମହକ
3. ଯୌବନରୁ ଅପରାଧ
4. ମୋ ପ୍ରିୟା ଠାରୁ କିଏ ଅଧିକ ସୁନ୍ଦର
5. ନ ଯା ରାଧିକା ଏକା ଏକା
6. ଗୁଳଗୁଳି ଗୁଳଗୁଳି ଅଳେଇ
7. ତୁମ ଶାଢ଼ୀର ରଙ୍ଗ
Share:

ବର୍ଷ ଅନୁସାରେ ଓଡ଼ିଆ କଥାଚିତ୍ର