ଓଡ଼ିଆ କଥାଚିତ୍ର ଜଗତର ଟିକିନିକି ତଥ୍ୟ । An Odia film database with a collection of detailed information.

ବତୀଘର

Image result for odia movie batighara

ନିର୍ଦ୍ଦେଶକ: ଅନନ୍ତ ମହାପାତ୍ର
ପ୍ରଯୋଜକ: ଜୟନ୍ତ କୁମାର
କାହାଣୀ: ବୁଦ୍ଧଦେବ ଗୁହା
କଳାକାର: ପ୍ରଶାନ୍ତ ନନ୍ଦ, ଧୀର ବିଶ୍ଵାଳ, ବ୍ୟୋମକେଶ ତ୍ରିପାଠୀ, ସାଧୁ ମେହେର
ସଙ୍ଗୀତ: ପ୍ରଫୁଲ୍ଲ କର
ଗୀତ: ପ୍ରଫୁଲ୍ଲ କର, ଶିବବ୍ରତ ଦାସ
କଣ୍ଠ: ଚିତ୍ତ ଜେନା, ଶୀପ୍ରା ବୋଷ, ପ୍ରଣବ ପଟ୍ଟନାୟକ, ପ୍ରଫୁଲ୍ଲ କର
ମୁକ୍ତିଲାଭ ତାରିଖ:
୧ ଅପ୍ରେଲ ୧୯୭୬

ଅଭିନୟ

  • ପ୍ରଶାନ୍ତ ନନ୍ଦ
  • ଧୀର ବିଶ୍ଵାଳ
  • ବ୍ୟୋମକେଶ ତ୍ରିପାଠୀ
  • ସାଧୁ ମେହେର
  • ଲିଲି ମହାନ୍ତି
  • ପ୍ରୀତି ଗାଙ୍ଗୁଲୀ

ଗୀତ 

1. ହାଏରେ ମୋତେ କାଳିଆ ନ‌ଗା
2. ସୀମାହୀନ ଦରିଆ
3. କର କ୍ଷମା ରେ
Share:

ବର୍ଷ ଅନୁସାରେ ଓଡ଼ିଆ କଥାଚିତ୍ର