ଓଡ଼ିଆ କଥାଚିତ୍ର ଜଗତର ଟିକିନିକି ତଥ୍ୟ । An Odia film database with a collection of detailed information.

ଜଗନ୍ନାଥ ଧାମ ପୁରୀ

୮ ଡିସେମ୍ବରରେ ମୁକ୍ତିଲାଭ କରିଥିଲ ଜଗନ୍ନାଥ ଧାମ ପୁରୀ

ଟିକେ ଅନାଡ଼ି ପୂରା ଖିଲାଡ଼ି

୨୪ ନଭେମ୍ବରରେ ମୁକ୍ତିଲାଭ କରିଥିଲା ଟିକେ ଅନାଡ଼ି ପୂରା ଖିଲାଡ଼ି

ତୋ ପ୍ରେମରେ ପଡ଼ିଲା ପରେ

୨୪ ନଭେମ୍ବରରେ ମୁକ୍ତିଲାଭ କରିଥିଲା ତୋ ପ୍ରେମରେ ପଡ଼ିଲା ପରେ

ମୁଁ ଗୋଟେ ଦୁଷ୍ଟ ପିଲା

ନଭେମ୍ବର ୧୦ରେ ମୁକ୍ତିଲାଭ କରିଥିବା ଓଡ଼ିଆ କଥାଚିତ୍ର ମୁଁ ଗୋଟେ ଦୁଷ୍ଟ ପିଲା

ବଜରଙ୍ଗୀ

କାର୍ତ୍ତିକା ପୂର୍ଣ୍ଣିମା ସମୟରେ ମୁକ୍ତିଲାଭ କରିଥିବା ଓଡ଼ିଆ କଥାଚିତ୍ର

ତୁ ମୋ ହିରୋ

୨୦ ଅକ୍ଟୋବରରେ ଦୀପାବଳୀ ସମୟରେ ମୁକ୍ତିଲାଭ କରିଥିବା ଓଡ଼ିଆ କଥାଚିତ୍ର 'ତୁ ମୋ ହିରୋ'

Showing posts with label ୨୦୧୫ର ଓଡ଼ିଆ କଥାଚିତ୍ର. Show all posts
Showing posts with label ୨୦୧୫ର ଓଡ଼ିଆ କଥାଚିତ୍ର. Show all posts

ଏଇ ଜନମର ସାଥିଟିଏ

Related image

ନିର୍ଦ୍ଦେଶକ:ଜିତେନ୍ଦ୍ର ସାହୁ
ପ୍ରଯୋଜକ: ପଙ୍କଜ ସାହୁ, ଅଶୋକ ସାହୁ
ସଂଳାପ: ଭାବବିନୋଦ
ଚିତ୍ରନାଟ୍ୟ: ଜିତେନ୍ଦ୍ର ସାହୁ
କାହାଣୀ: ଜିତେନ୍ଦ୍ର ସାହୁ
କଳାକାର: ଦୀପନ ଦାସ, ମିହିର ଦାସ, ରବି ମିଶ୍ର
ସଙ୍ଗୀତ: ଗ‌ଗନ ବିହାରୀ
ମୁକ୍ତିଲାଭ ତାରିଖ:
୨୫ ଅପ୍ରେଲ ୨୦୧୫

 

ଅଭିନୟ

  • ଦୀପନ ଦାସ
  • ମିହିର ଦାସ
  • ରବି ମିଶ୍ର

 

ଗୀତ

1. ଏଇ ଜନମର ସାଥିଟିଏ
2. ଗୁଦୁଲୁ ଗୁଦୁଲୁ ଗୁମ୍ମା
3. ଝୁଟା ହୈ ୟେ ବନ୍ଧନ
4. ଏକା ତୁ ନୁହେଁ ଏକା ମୁଁ ନୁହେଁ
5. କରଲେ ତୁ ପ୍ୟାର କରଲେ
6. ଦୁନିଆ ବୁଝେନା
7. ତ‌ତେ ମୁଁ ଦେଇ ସାରିଚି ଦିଲ୍
Share:

କିଏ ଦବ ଟକ୍କର

Image result for odia movie kie daba takkar


ନିର୍ଦ୍ଦେଶକ:ଏସ୍ କେ ମୁରଲୀଧରନ୍‌
ପ୍ରଯୋଜକ: ଭରତ ଗୌରବ ଦାସ
ସଂଳାପ: ନିର୍ମଳ ନାୟକ
ଚିତ୍ରନାଟ୍ୟ: ଏସ୍ କେ ମୁରଲୀଧରନ୍‌
କାହାଣୀ: ଏସ୍ କେ ମୁରଲୀଧରନ୍‌
କଳାକାର: ସୁଧାକର ବସନ୍ତ, ପତ୍ରାଳୀ, ମିହିର ଦାସ, ଅପରାଜିତା ମହାନ୍ତି, ସିଦ୍ଧାନ୍ତ ମହାପାତ୍ର, ପ୍ରଦ୍ୟୁମ୍ନ ଲେଙ୍କା
ସଙ୍ଗୀତ: ଅଭିଜିତ ମଜୁମଦାର
ଚିତ୍ରଗ୍ରହଣ: ଭଗତ ସିଂ
ସମ୍ପାଦକ: ସୁକୁମାର ମଣି
ମୁକ୍ତିଲାଭ ତାରିଖ:
୧ ଅପ୍ରେଲ ୨୦୧୫

 

ଅଭିନୟ

  • ସୁଧାକର ବସନ୍ତ
  • ପତ୍ରାଳୀ
  • ମିହିର ଦାସ
  • ଅପରାଜିତା ମହାନ୍ତି
  • ସିଦ୍ଧାନ୍ତ ମହାପାତ୍ର
  • ପ୍ରଦ୍ୟୁମ୍ନ ଲେଙ୍କା
  • ଶକ୍ତି ବରାଳ
  • ବିନ୍ଦୁ
  • ଭରତ ଗୌରବ ଦାସ
  • ନମ୍ରତା ଦାସ
  • ସରୋଜ ଦାସ
  • ପ୍ରଦୀପ ଦତ୍ତ
  • ହାଡ଼ୁ
  • ପ‌ପି ସନ୍ତୁକ
  • ସିରାଜ

 

ଗୀତ

1. ଡିସ୍କୋ ଜମାନା
2. ଏ ଜାଇଫୁଲ ଲୋ
3. କିଏ ଦେବ ଟକ୍କର
4. ମନ ଚଞ୍ଚଳ ତୋ ପାଇଁ
5. ନାଲି ନାଲି ତୋ ଚେହେରା
6. ଓରେ ପ୍ରିୟା

Share:

ମାଇଁ ଫାର୍ଷ୍ଟ ଲଭ୍

Image result for odia movie My first love


ନିର୍ଦ୍ଦେଶକ:ମନୋରଞ୍ଜନ ପାଲ
ପ୍ରଯୋଜକ: ଦେବେନ୍ଦ୍ର ନାଥ ସାହୁ
ସଂଳାପ: ମନୋରଞ୍ଜନ ସାହାଣୀ
କାହାଣୀ: ଦେବେନ୍ଦ୍ର ନାଥ ସାହୁ
କଳାକାର: ବୁଲୁ, ଜିନା, ପ୍ରଦ୍ୟୁମ୍ନ ଲେଙ୍କା, ନମ୍ରତା ଦାସ, ବ୍ରଜ ସିଂ
ସଙ୍ଗୀତ: ମିତ୍ରଭାନୁ, ଅରବିନ୍ଦ, ଅଗ୍ନିରାଜ
ଚିତ୍ରଗ୍ରହଣ: କିସୁ ଦା
ସମ୍ପାଦକ: ଚନ୍ଦ୍ରଶେଖର ମିଶ୍ର
ମୁକ୍ତିଲାଭ ତାରିଖ:
୨୭ ମାର୍ଚ୍ଚ ୨୦୧୫

 

ଅଭିନୟ

  • ବୁଲୁ
  • ଜିନା
  • ପ୍ରଦ୍ୟୁମ୍ନ ଲେଙ୍କା
  • ନମ୍ରତା ଦାସ
  • ବ୍ରଜ ସିଂ

 

ଗୀତ

1. ତୁମେ ଆସ
2. ତୁ ମୋର
3. ମାଇଁ ଫାର୍ଷ୍ଟ ଲଭ୍
4. ମୋ ସ୍ୱପ୍ନରୁ
5. ଜୀବନ ତ
6. ବୋତଲ ନାଚେ
Share:

ଜହ୍ନର ପାହାଡ଼

Image result for odia movie Janhara Pahada

ନିର୍ଦ୍ଦେଶକ:କମଳେଶ୍ୱର ମୁଖାର୍ଜୀ
ଡବିଂ ନିର୍ଦ୍ଦେଶକ:ବସନ୍ତ ସାହୁ
ପ୍ରଯୋଜକ: ମହେନ୍ଦ୍ର ସୋନୀ, ଶ୍ରୀକାନ୍ତ ମେହେଟା
କାହାଣୀ: ବିଭୂତିଭୂଷଣ ବନ୍ଦୋପାଧ୍ୟାୟ
ମୂଳ ଆଧାର: ଚାନ୍ଦର ପାହାର (ବଙ୍ଗଳା ଉପନ୍ୟାସ)
କଳାକାର: ଦେବ, ଗେରାର୍ଦ, ମାର୍ତୀନ ଚିଟ୍ଟୋ ଓଟ୍ଟୋ, ନବୀଲ ଖାନ, ପୌଲ, ଲାବୋନୀ ସରକାର, ତମଳା ରାୟ
ଡବିଂ କଳାକାର: ବୁଦ୍ଧାଦିତ୍ୟ ମହାନ୍ତି, ବିଜୟ ମହାନ୍ତି
ସଙ୍ଗୀତ: ଇନ୍ଦ୍ରଦୀପ ଦାସ ଗୁପ୍ତା, ଦେବଜ୍ୟୋତି ମିଶ୍ର
ଚିତ୍ରଗ୍ରହଣ: ସୌମିକ ହଳଧର
ସମ୍ପାଦକ: ରବିରଞ୍ଜନ ମୈତ୍ର
ମୁକ୍ତିଲାଭ ତାରିଖ:
୧୩ ଫେବୃଆରୀ ୨୦୧୫

 

ଅଭିନୟ

  • ଦେବ
  • ଗେରାର୍ଦ ରୁଦୋଲ୍ଫ
  • ମାର୍ତୀନ ଚିଟ୍ଟୋ ଓଟ୍ଟୋ
  • ନବୀଲ ଖାନ
  • ପୌଲ ଡିଚଫିଲ୍ଡ
  • ଏଣ୍ଡ୍ର୍ୟୁ ଷ୍ଟୋକ
  • ଲାବୋନୀ ସରକାର
  • ତମଳା ରାୟ
Share:

ନୂଆ ନୂଆ ପ୍ରେମରେ

Image result for odia movie nua nua premare


ନିର୍ଦ୍ଦେଶକ:ଏସ୍ କେ ମୁରଲୀଧରନ୍‌
ପ୍ରଯୋଜକ: ଦୀପକ ମିଶ୍ର
ସଂଳାପ: ଦେବୀଦତ୍ତ ମହାନ୍ତି
ଚିତ୍ରନାଟ୍ୟ: ଏସ୍ କେ ମୁରଲୀଧରନ୍‌
କାହାଣୀ: ଦୀପକ ମିଶ୍ର
କଳାକାର: ଅମ୍ଳାନ ଦାସ, ପତ୍ରାଳୀ, ମିହିର ଦାସ, ଅପରାଜିତା ମହାନ୍ତି, ମିନ‌କେତନ, ପ୍ରଜ୍ଞା ଖଟୁଆ, ବ୍ରଜ ସିଂ
ସଙ୍ଗୀତ: ଅଭିଜିତ ମଜୁମଦାର
ସମ୍ପାଦକ: ସୁକୁମାର ମଣି
ମୁକ୍ତିଲାଭ ତାରିଖ:
୧୩ ଫେବୃଆରୀ ୨୦୧୫

 

ଅଭିନୟ

  • ଅମ୍ଳାନ ଦାସ
  • ପତ୍ରାଳୀ
  • ମିହିର ଦାସ
  • ଅପରାଜିତା ମହାନ୍ତି
  • ମିନ‌କେତନ ଦାସ
  • ପ୍ରଜ୍ଞା ଖଟୁଆ
  • ଶକ୍ତି ବରାଳ
  • ବ୍ରଜ ସିଂ
  • ସରୋଜ ଦାସ
  • ପ୍ରଦ୍ୟୁମ୍ନ ଲେଙ୍କା
  • ପୃଥିରାଜ ନାୟକ
  • ସୁଭାସିଷ ଶର୍ମା

 

ଗୀତ

1. ନୂଆ ନୂଆ ପ୍ରେମରେ
2. ଆଜା ଆଜା ଓ ମେରେ ରାଜା 
3. ଅଣ୍ଟାରେ ମୋର ଭୋଡ଼କାର ନିଶା 
4. ରାଧାର ରାଣ 
5. ସତ ନା ତୁ ସ୍ୱପ୍ନଟେ

Share:

ଅ ଆ ହର୍ଷେଇ

Image result for odia movie a aa harsei

ନିର୍ଦ୍ଦେଶକ:ଏନ୍. ପାଢ଼ୀ
ପ୍ରଯୋଜକ: କୃଷ୍ଣଚନ୍ଦ୍ର ମଲ୍ଲିକ
ସଂଳାପ: ନିର୍ମଳ ନାୟକ
ଚିତ୍ରନାଟ୍ୟ: ଏନ୍. ପାଢ଼ୀ
କାହାଣୀ: କୁମାର ଚିନ୍ମୟ
କଳାକାର: ଅର୍ଦ୍ଧେନ୍ଦୁ, ବବ୍‌ଲି, ଶ୍ରୀଜଳା, ପ୍ରତୀରାଜ, ଅଶ୍ରୁମୋଚନ ମହାନ୍ତି, ଜୀବନ
ସଙ୍ଗୀତ: ଜ୍ଞାନ, ବିଭୂତି
କଣ୍ଠ: କୁମାର ବାପି, ପମି, ଶୈଳଭାମା, ଅରବିନ୍ଦ, ଜୟା
ମୁକ୍ତିଲାଭ ତାରିଖ:
୬ ଫେବୃୟାରୀ ୨୦୧୫

 

ଅଭିନୟ

  • ଅର୍ଦ୍ଧେନ୍ଦୁ
  • ବବ୍‌ଲି
  • ଶ୍ରୀଜଳା ଗୁହା
  • ପ୍ରୀତିରାଜ
  • ଅଶ୍ରୁମୋଚନ ମହାନ୍ତି
  • ଜୀବନ ପଣ୍ଡା
  • ମୌସୁମୀ ଶାହା
  • ଶୁଭ
  • ପ୍ରିୟଙ୍କା
  • ରୋହ‌ନ ଭଟ୍ଟାଚାର୍ଯ୍ୟ

 

ଗୀତ

1. ସାଥିରେ ମୋ କଥା
2. ପାଦ ମୋ ଝୁଣ୍ଟୁଛି
3. ଚିକି ମିକି ମନ
4. ବାହାର ବାହାର
5. ଅ ଆ ହର୍ଷେଇ
6. ଖୋଲ ଖୋଲ ବୋତଲ ଖୋଲ
7. ହାଲଚାଲ ମିଠା ହାଲଚାଲ
8. କାଲି ଯାଏ ମନ
Share:

କଲେଜ ଟାଇମ

Image result for odia movie college time

ନିର୍ଦ୍ଦେଶକ:ସୁଧାଂଶୁ ମୋହନ ସାହୁ
ପ୍ରଯୋଜକ: ଉତ୍ତମ କୁମାର ପାଣିଗ୍ରାହୀ
ସଂଳାପ: ଶରଣାରବିନ୍ଦ ଓଝା
ଚିତ୍ରନାଟ୍ୟ: ସୁଧାଂଶୁ ମୋହନ ସାହୁ
କାହାଣୀ: ଶରଣାରବିନ୍ଦ ଓଝା
କଳାକାର: ଅମ୍ଳାନ ଦାସ, ରିୟା ଦେ, ମିହିର ଦାସ
ସଙ୍ଗୀତ: ପ୍ରଶାନ୍ତ ପାଢ଼ୀ
ଗୀତ: ଅରୁଣ ମନ୍ତ୍ରୀ
କଣ୍ଠ: ଉଦିତ ନାରାୟଣ, ଇରା ମହାନ୍ତି, ଜାବେଦ ଅଲ୍ଲୀ, ବିନୋଦ ରାଠୋଡ଼, ମାନସ ପ୍ରୀତମ
ଚିତ୍ରଗ୍ରହଣ: ସଞ୍ଜୀବ ମହାପାତ୍ର
ସମ୍ପାଦକ: ଚନ୍ଦ୍ର ଶେଖର ମିଶ୍ର
ମୁକ୍ତିଲାଭ ତାରିଖ:
୨୩ ଜାନୁଆରୀ ୨୦୧୫

 

ଅଭିନୟ

  • ଅମ୍ଳାନ ଦାସ
  • ରିୟା ଦେ
  • ମିହିର ଦାସ

 

ଗୀତ

1. କଲେଜ ଟାଇମ
2. ବେବି ଡଲ୍
3. ଗାର୍ଲଫ୍ରେଣ୍ଡ ବସ୍ତାରେ
4. ଜୀବନ ହେଇଛି
5. ରେ ମେଘ ତୁ ଆ
6. ଶ୍ରୀ ଗଣେଶ
7. ଥରେ ଥରେ ମୋ ମନ
Share:

ଇସ୍କ ତୁ ହି ତୁ

Image result for odia movie ishk tu hi tu


ନିର୍ଦ୍ଦେଶକ:ତାପସ ସରଘରିଆ
ସଂଳାପ: ଭରଦ୍ୱାଜ ପଣ୍ଡା
ଚିତ୍ରନାଟ୍ୟ: ଭରଦ୍ୱାଜ ପଣ୍ଡା
କାହାଣୀ: ତାପସ ସରଘରିଆ
କଳାକାର: ଅରିନ୍ଦମ, ଏଲିନା ସାମନ୍ତରାୟ, ମିହିର ଦାସ, ପ୍ରିୟଙ୍କା, ଅପରାଜିତା, ମିନ‌କେତନ, ପ୍ରଜ୍ଞା, ସମରେଶ
ସଙ୍ଗୀତ: ଅଭିଜିତ ମଜୁମଦାର
ଚିତ୍ରଗ୍ରହଣ: ରବିନ୍ଦ୍ର ବେହେରା
ସମ୍ପାଦକ: ସୁକୁମାର ମଣି
ମୁକ୍ତିଲାଭ ତାରିଖ:
୧୪ ଜାନୁଆରୀ ୨୦୧୫

 

ଅଭିନୟ

  • ଅରିନ୍ଦମ ରାୟ
  • ଏଲିନା ସାମନ୍ତରାୟ
  • ମିହିର ଦାସ
  • ପ୍ରିୟଙ୍କା ମହାପାତ୍ର
  • ଅପରାଜିତା ମହାନ୍ତି
  • ମିନ‌କେତନ ଦାସ
  • ପ୍ରଜ୍ଞା ଖଟୁଆ
  • ସମରେଶ ରାଉତରାୟ
  • ବିକାଶ ଦାସ
  • ଜର୍ଜ ତିଆଡ଼ି

 

ଗୀତ

1. ଇସ୍କ ତୁ ହି ତୁ
2. ଜୋତ୍ସ୍ନା ସେ ରୂପସୀ ଜ‌ହ୍ନ
3. ନ ଥିଲା ଭାଗ୍ୟରେ
4. ଓରେ ପ୍ରିୟାରେ
5. ତୁ ନ ହେଲୁ ନାହିଁ
6. ଦୁନିଆ ପଥର
7. ହାଏ ତୋ ଶାହାରୁଖ ବାଲା ଷ୍ଟାଇଲ

Share:

ଯିଏ ଯାହା କହୁ ମୋର ଢୋ

Image result for odia movie jiye jaha kahu mora dho

ନିର୍ଦ୍ଦେଶକ:ମୃତ୍ୟୁଞ୍ଜୟ ସାହୁ
ପ୍ରଯୋଜକ: ସନ୍ଦିପ ରାଉତରାୟ
ସଂଳାପ: ନିର୍ମଳ ନାୟକ
ଚିତ୍ରନାଟ୍ୟ: ମୃତ୍ୟୁଞ୍ଜୟ ସାହୁ
କାହାଣୀ: ସନ୍ଦିପ ରାଉତରାୟ
କଳାକାର: ବାବୁଶାନ୍, ଶୀତଲ, ଇଲୁ ବାନାର୍ଜି, ନମ୍ରତା ଦାସ, ହାଡ଼ୁ, ଚାନ୍ଦିନୀ
ସଙ୍ଗୀତ: ଅଭିଜିତ ମଜୁମଦାର
ଗୀତ: ନିର୍ମଳ ନାୟକ
ଚିତ୍ରଗ୍ରହଣ: ମୃତ୍ୟୁଞ୍ଜୟ ସାହୁ
ସମ୍ପାଦକ: ଶିବାନନ୍ଦ
ମୁକ୍ତିଲାଭ ତାରିଖ:
୧ ଜାନୁଆରି ୨୦୧୫

 

ଅଭିନୟ

  • ବାବୁଶାନ୍
  • ଶୀତଲ ପାତ୍ର
  • ଇଲୁ ବାନାର୍ଜି
  • ନମ୍ରତା ଦାସ
  • ହାଡୁ
  • ଆଦ୍ୟାଶା ମହାପାତ୍ର
  • ମୀନକେତନ
  • ଜୀବନ ପଣ୍ଡା

 

ଗୀତ

1. ଯିଏ ଯାହା କ‌ହୁ ମୋର ଢୋ
2. ଶହେ ଶହେରେ ଖେଳ
3. ଜାଗା ଦେଖି ଦେଇ ଦେ ମଣି
4. ମୋ ଜୀବନେ ଆସିଚୁ ତୁ
Share:

ଭଉଁରୀ- ଦ ସିଙ୍କିଙ୍ଗ୍ ରିଆଲିଟି

Image result for odia movie bhaunuri

ନିର୍ଦ୍ଦେଶକ:ସୁଧାଂଶୁ ମୋହନ ସାହୁ
ପ୍ରଯୋଜକ: ଅତୀଶ କୁମାର ରାଉତ
ସଂଳାପ: ଦୀଲିପ ଚୌଧୁରୀ
ଚିତ୍ରନାଟ୍ୟ: ଦୀଲିପ ଚୌଧୁରୀ
କାହାଣୀ: ରତ୍ନାକର ରାଉତ
କଳାକାର: ଅରିନ୍ଦମ ରାୟ, ବିଦିତା ବାଗ, ମନୋଜ ମିଶ୍ର, ବିଜୟ ମହାନ୍ତି, ମିହିର ଦାସ
ସଙ୍ଗୀତ: ଅଭିଜିତ ମଜୁମଦାର
ଗୀତ: ନିମାଇଁ ମହାନ୍ତି
ଚିତ୍ରଗ୍ରହଣ: ସଞ୍ଜୀବ ମହାପାତ୍ର
ମୁକ୍ତିଲାଭ ତାରିଖ:
୨ ଜାନୁଆରୀ ୨୦୧୫
କଥାଚିତ୍ରର ସମୟ:
୧୫୦ ମିନିଟ

 

ଅଭିନୟ

  • ଅରିନ୍ଦମ ରାୟ
  • ବିଦିତା ବାଗ
  • ମନୋଜ ମିଶ୍ର
  • ବିଜୟ ମହାନ୍ତି
  • ମିହିର ଦାସ
  • ସୂର୍ଯ୍ୟ ମହାନ୍ତି
  • ଚକ୍ରଧର ଜେନା

 

ଗୀତ

1. ରଘୁପତି ରାଘବ
2. ପାହାଡ଼ ପର୍ବତ ଜାମୁରେ
3. ଡୁଙ୍ଗୁରୀ ପାହାଡ଼ ତଳେ
4. ଅଳସୀ ଜ‌ହ୍ନ ମୋ ପ୍ରିୟାରେ
5. ଏ ସିଆଳୀ ବନେ

Share:

ବର୍ଷ ଅନୁସାରେ ଓଡ଼ିଆ କଥାଚିତ୍ର