| ନିର୍ଦ୍ଦେଶକ: | ତାପସ ସରଘରିଆ |
|---|---|
| ସଂଳାପ: | ଭରଦ୍ୱାଜ ପଣ୍ଡା |
| ଚିତ୍ରନାଟ୍ୟ: | ଭରଦ୍ୱାଜ ପଣ୍ଡା |
| କାହାଣୀ: | ତାପସ ସରଘରିଆ |
| କଳାକାର: | ଅରିନ୍ଦମ, ଏଲିନା ସାମନ୍ତରାୟ, ମିହିର ଦାସ, ପ୍ରିୟଙ୍କା, ଅପରାଜିତା, ମିନକେତନ, ପ୍ରଜ୍ଞା, ସମରେଶ |
| ସଙ୍ଗୀତ: | ଅଭିଜିତ ମଜୁମଦାର |
| ଚିତ୍ରଗ୍ରହଣ: | ରବିନ୍ଦ୍ର ବେହେରା |
| ସମ୍ପାଦକ: | ସୁକୁମାର ମଣି |
ମୁକ୍ତିଲାଭ ତାରିଖ:
|
୧୪ ଜାନୁଆରୀ ୨୦୧୫ |
ଅଭିନୟ
- ଅରିନ୍ଦମ ରାୟ
- ଏଲିନା ସାମନ୍ତରାୟ
- ମିହିର ଦାସ
- ପ୍ରିୟଙ୍କା ମହାପାତ୍ର
- ଅପରାଜିତା ମହାନ୍ତି
- ମିନକେତନ ଦାସ
- ପ୍ରଜ୍ଞା ଖଟୁଆ
- ସମରେଶ ରାଉତରାୟ
- ବିକାଶ ଦାସ
- ଜର୍ଜ ତିଆଡ଼ି
ଗୀତ
1. ଇସ୍କ ତୁ ହି ତୁ
2. ଜୋତ୍ସ୍ନା ସେ ରୂପସୀ ଜହ୍ନ
3. ନ ଥିଲା ଭାଗ୍ୟରେ
4. ଓରେ ପ୍ରିୟାରେ
5. ତୁ ନ ହେଲୁ ନାହିଁ
6. ଦୁନିଆ ପଥର
7. ହାଏ ତୋ ଶାହାରୁଖ ବାଲା ଷ୍ଟାଇଲ