ଓଡ଼ିଆ କଥାଚିତ୍ର ଜଗତର ଟିକିନିକି ତଥ୍ୟ । An Odia film database with a collection of detailed information.

ଜଗନ୍ନାଥ ଧାମ ପୁରୀ

୮ ଡିସେମ୍ବରରେ ମୁକ୍ତିଲାଭ କରିଥିଲ ଜଗନ୍ନାଥ ଧାମ ପୁରୀ

ଟିକେ ଅନାଡ଼ି ପୂରା ଖିଲାଡ଼ି

୨୪ ନଭେମ୍ବରରେ ମୁକ୍ତିଲାଭ କରିଥିଲା ଟିକେ ଅନାଡ଼ି ପୂରା ଖିଲାଡ଼ି

ତୋ ପ୍ରେମରେ ପଡ଼ିଲା ପରେ

୨୪ ନଭେମ୍ବରରେ ମୁକ୍ତିଲାଭ କରିଥିଲା ତୋ ପ୍ରେମରେ ପଡ଼ିଲା ପରେ

ମୁଁ ଗୋଟେ ଦୁଷ୍ଟ ପିଲା

ନଭେମ୍ବର ୧୦ରେ ମୁକ୍ତିଲାଭ କରିଥିବା ଓଡ଼ିଆ କଥାଚିତ୍ର ମୁଁ ଗୋଟେ ଦୁଷ୍ଟ ପିଲା

ବଜରଙ୍ଗୀ

କାର୍ତ୍ତିକା ପୂର୍ଣ୍ଣିମା ସମୟରେ ମୁକ୍ତିଲାଭ କରିଥିବା ଓଡ଼ିଆ କଥାଚିତ୍ର

ତୁ ମୋ ହିରୋ

୨୦ ଅକ୍ଟୋବରରେ ଦୀପାବଳୀ ସମୟରେ ମୁକ୍ତିଲାଭ କରିଥିବା ଓଡ଼ିଆ କଥାଚିତ୍ର 'ତୁ ମୋ ହିରୋ'

Showing posts with label ୧୯୭୮ର ଓଡ଼ିଆ କଥାଚିତ୍ର. Show all posts
Showing posts with label ୧୯୭୮ର ଓଡ଼ିଆ କଥାଚିତ୍ର. Show all posts

ଝିଲିମିଲି


ନିର୍ଦ୍ଦେଶକ: କେ. ଏଚ. ଡି. ରାଓ
ପ୍ରଯୋଜକ: କ୍ରାନ୍ତି କୁମାର
ସଂଳାପ: ବିଜୟ ମିଶ୍ର
ଚିତ୍ରନାଟ୍ୟ: କେ. ଏଚ. ଡି. ରାଓ
କଳାକାର: ଶ୍ରୀରାମ ପଣ୍ଡା, ମହାଶ୍ଵେତା ରାୟ, ଦୁଃଖୀରାମ ସ୍ଵାଇଁ
ସଙ୍ଗୀତ: ଅକ୍ଷୟ ମହାନ୍ତି
ଗୀତ: ଅକ୍ଷୟ ମହାନ୍ତି
କଣ୍ଠ: ଏସ୍ ଜାନ‌କୀ, ଅକ୍ଷୟ ମହାନ୍ତି
ଚିତ୍ରଗ୍ରହଣ: ଟି. ଏଚ୍. ରାମାରାଓ
ସମ୍ପାଦକ: ମହେଶ
ମୁକ୍ତିଲାଭ ତାରିଖ:
୬ ଜୁନ ୧୯୭୮

ଅଭିନୟ

  • ଶ୍ରୀରାମ ପଣ୍ଡା
  • ମହାଶ୍ଵେତା ରାୟ
  • ଦୁଃଖୀରାମ ସ୍ଵାଇଁ
  • ଗୀତ ଜୈନ
  • ବିନୋଦିନୀ ଦେବୀ
  • ଶ୍ୟାମଳେନ୍ଦୁ
  • ନେତ୍ରାନନ୍ଦ ମିଶ୍ର
  • ଲୁନା ମହାପାତ୍ର

ଗୀତ 

1. ସରଗର ଫୁଲ ଆମେ ସରସ ସୁନ୍ଦର
2. ଟିକି ଚଢ଼େଇରେ ଟିକି ଚଢ଼େଇ
3. ବଧୂ ହସେ ମଧୁ ମଧୁ
Share:

ପିପାସା


ନିର୍ଦ୍ଦେଶକ: ବାସୁଦେବ
ପ୍ରଯୋଜକ: ଦେବୀ ପ୍ରସାଦ ଦାସ
ସଂଳାପ: ମନ୍ମଥନାଥ ଦାସ
ଚିତ୍ରନାଟ୍ୟ: ବାସୁଦେବ
କାହାଣୀ: ବାସୁଦେବ
କଳାକାର: ଅଜିତ ଦାସ, ନରୀ, ତନ୍ଦ୍ରା ରାୟ, ନିହାରିକା ସାହୁ
ସଙ୍ଗୀତ: ଉପେନ୍ଦ୍ର କୁମାର
ଗୀତ: ଶିବବ୍ରତ ଦାସ, ନାରାୟଣ ପ୍ରସାଦ ସିଂହ
କଣ୍ଠ: ବାଣୀ ଜୟରାମ, ପ୍ରଣବ ପଟ୍ଟନାୟକ, ପି. ସୁଶିଳା
ସମ୍ପାଦକ: ଦୂରାଇ ରାଜ
ମୁକ୍ତିଲାଭ ତାରିଖ:
୨୪ ଫେବୃଆରି ୧୯୭୮

ଅଭିନୟ

  • ଅଜିତ ଦାସ
  • ତନ୍ଦ୍ରା ରାୟ
  • ନିହାରିକା ସାହୁ
  • ନରେନ୍ଦ୍ରେ ବେହେରା
  • ସଚି ପଣ୍ଡା
  • ରାମଚାନ୍ଦ ପ୍ରତିହାରୀ
  • ଜର୍ଜ ତିଆଡ଼ି 
  • ଉପେନ୍ଦ୍ରେ କୁମାର
  • ମନ୍ମଥ କୁମାର

ଗୀତ 

1. ଜୀବନ ଯମୁନା ନଈରେ ହେଲୁ ବାଇ
2. ମଧୁଝରା ଫୁଲ ବନେ କୋଇଲି କ‌ହିଗଲା କାନେ
Share:

ବର୍ଷ ଅନୁସାରେ ଓଡ଼ିଆ କଥାଚିତ୍ର