ଓଡ଼ିଆ କଥାଚିତ୍ର ଜଗତର ଟିକିନିକି ତଥ୍ୟ । An Odia film database with a collection of detailed information.

ଝିଲିମିଲି


ନିର୍ଦ୍ଦେଶକ: କେ. ଏଚ. ଡି. ରାଓ
ପ୍ରଯୋଜକ: କ୍ରାନ୍ତି କୁମାର
ସଂଳାପ: ବିଜୟ ମିଶ୍ର
ଚିତ୍ରନାଟ୍ୟ: କେ. ଏଚ. ଡି. ରାଓ
କଳାକାର: ଶ୍ରୀରାମ ପଣ୍ଡା, ମହାଶ୍ଵେତା ରାୟ, ଦୁଃଖୀରାମ ସ୍ଵାଇଁ
ସଙ୍ଗୀତ: ଅକ୍ଷୟ ମହାନ୍ତି
ଗୀତ: ଅକ୍ଷୟ ମହାନ୍ତି
କଣ୍ଠ: ଏସ୍ ଜାନ‌କୀ, ଅକ୍ଷୟ ମହାନ୍ତି
ଚିତ୍ରଗ୍ରହଣ: ଟି. ଏଚ୍. ରାମାରାଓ
ସମ୍ପାଦକ: ମହେଶ
ମୁକ୍ତିଲାଭ ତାରିଖ:
୬ ଜୁନ ୧୯୭୮

ଅଭିନୟ

  • ଶ୍ରୀରାମ ପଣ୍ଡା
  • ମହାଶ୍ଵେତା ରାୟ
  • ଦୁଃଖୀରାମ ସ୍ଵାଇଁ
  • ଗୀତ ଜୈନ
  • ବିନୋଦିନୀ ଦେବୀ
  • ଶ୍ୟାମଳେନ୍ଦୁ
  • ନେତ୍ରାନନ୍ଦ ମିଶ୍ର
  • ଲୁନା ମହାପାତ୍ର

ଗୀତ 

1. ସରଗର ଫୁଲ ଆମେ ସରସ ସୁନ୍ଦର
2. ଟିକି ଚଢ଼େଇରେ ଟିକି ଚଢ଼େଇ
3. ବଧୂ ହସେ ମଧୁ ମଧୁ
Share:

ବର୍ଷ ଅନୁସାରେ ଓଡ଼ିଆ କଥାଚିତ୍ର