
| ନିର୍ଦ୍ଦେଶକ: | ଜଗନ୍ନାଥ ପ୍ରସାଦ ଭଗତ |
|---|---|
| ପ୍ରଯୋଜକ: | ଜଗନ୍ନାଥ ପ୍ରସାଦ ଭଗତ |
| ସଂଳାପ: | ଜଗନ୍ନାଥ ପ୍ରସାଦ ଭଗତ |
| ଚିତ୍ରନାଟ୍ୟ: | ଜଗନ୍ନାଥ ପ୍ରସାଦ ଭଗତ |
| କାହାଣୀ: | ପୂର୍ଣ୍ଣଚନ୍ଦ୍ର ମଲ୍ଲିକ |
| କଳାକାର: | ରଘୁ ମିଶ୍ର, ରାମଚନ୍ଦ୍ର ପ୍ରତିହାରୀ, ଜୟୀରାମ ସାମଲ, କେଦାର ଗୁରୁ, ମମତା ରାୟ ଚୌଧୁରୀ, ଜୟା |
| ସଙ୍ଗୀତ: | ନିର୍ମଳ କୁମାର ମହାପାତ୍ର |
| ଗୀତ: | ପୂର୍ଣ୍ଣ ମଲ୍ଲି, ଶ୍ରୀନିବାସ ମହାନ୍ତି |
| କଣ୍ଠ: | ଚିତ୍ତ ଜେନା, ନିର୍ମଳା ମିଶ୍ର, ଶୁକ୍ଳା ବୋଷ, ବନ୍ଦିତା ଦାସ, ନିର୍ମଳ କୁମାର ମହାପାତ୍ର |
| ଚିତ୍ରଗ୍ରହଣ: | ଜଗନ୍ନାଥ ପ୍ରସାଦ ଭଗତ |
ମୁକ୍ତିଲାଭ ତାରିଖ:
|
୧୪ ସେପ୍ଟେମ୍ବର ୧୯୭୯ |
ଅଭିନୟ
- ରଘୁ ମିଶ୍ର
- ରାମଚନ୍ଦ୍ର ପ୍ରତିହାରୀ
- ଜୟୀରାମ ସାମଲ
- କେଦାର ଗୁରୁ
- ମମତା ରାୟ ଚୌଧୁରୀ
- ଜୟା
ଗୀତ
1. କି ରୂପେ ପାଇବି ତୁମକୁ ଖୋଜି ମୁଁ
2. ହା ହାଏ ଝରାଫୁଲଟିଏ ମୁହିଁ
3. କେତେ ଦୂରେ ବନ୍ଧୁ କେତେ ଦୂରେ ଯିବି ତ ଯାଉଛି
4. ଫଗୁଣର ଫୁଲେ ଫୁଲେ ମଳୟର
2. ହା ହାଏ ଝରାଫୁଲଟିଏ ମୁହିଁ
3. କେତେ ଦୂରେ ବନ୍ଧୁ କେତେ ଦୂରେ ଯିବି ତ ଯାଉଛି
4. ଫଗୁଣର ଫୁଲେ ଫୁଲେ ମଳୟର