ଓଡ଼ିଆ କଥାଚିତ୍ର ଜଗତର ଟିକିନିକି ତଥ୍ୟ । An Odia film database with a collection of detailed information.

ମଥୁରା ବିଜୟ

Image result for Mathura Bijay odia movie

ନିର୍ଦ୍ଦେଶକ: ଏ ସଞ୍ଜିବୀ
ପ୍ରଯୋଜକ: ବାବୁଲାଲ୍ ଦୋଶୀ
କଳାକାର: ଅନିତା ଦାସ, ଜୟା ବି., ଶରତ ପୂଜାରୀ, ଗୀତା ରାଓ, ରୁପଲେଖା, ଦୀପା ସାହୁ, ଶ୍ରୀକାନ୍ତ ଗୌତମ
ସଙ୍ଗୀତ: ବାଳକୃଷ୍ଣ ଦାସ
ଗୀତ: ନାରାୟଣ ପ୍ରସାଦ ସିଂହ, ବୈକୁଣ୍ଠନାଥ ମହାନ୍ତି, ଗୌର ପଟ୍ଟନାୟକ
କଣ୍ଠ: ଶେଖର ଘୋଷ, ବାଣୀ ଜୟରାମ, ଭିକାରୀ ବଳ, ଗୀତା ପଟ୍ଟନାୟକ
ଚିତ୍ରଗ୍ରହଣ: କେ ଏସ୍ ପ୍ରସାଦ, ବାବୁ ରାଓ
ସମ୍ପାଦକ: ଏ ସଞ୍ଜିବୀ
ମୁକ୍ତିଲାଭ ତାରିଖ:
୧୪ ସେପ୍ଟେମ୍ବର ୧୯୭୯

ଅଭିନୟ

  • ଅନିତା ଦାସ
  • ଜୟା ବି.
  • ଶରତ ପୂଜାରୀ
  • ଗୀତା ରାଓ
  • ରୁପଲେଖା
  • ଦୀପା ସାହୁ
  • ଶ୍ରୀକାନ୍ତ ଗୌତମ
  • ଜୟୀରାମ ସାମଲ
  • ମାମିନା
  • ରୁକ୍ମଣୀ
  • ପବନ କୁମାର

ଗୀତ 

1. ଚାଲ ଚାଲ ମୋର ଆଞ୍ଚଲ ଯମୁନା ଯିବି
2. କିଏ ଆସେରେ ଧରା ନାଚେରେ ନାଚି ନାଚି ଯାଏ
3. କେତେ ବଜାଓ ବଇଁଶୀ କଳା ଶ୍ରୀମୁଖ
4. ଆରେ ବାବୁ ଶ୍ୟାମଘନ
5. ମୋତେ ଧରିବାଟା ନୁହେଁ ସ‌ହଜ
6. ହସେରେ ନନ୍ଦ କୋଳେ ଗୋବିନ୍ଦ
Share:

ବର୍ଷ ଅନୁସାରେ ଓଡ଼ିଆ କଥାଚିତ୍ର