ଓଡ଼ିଆ କଥାଚିତ୍ର ଜଗତର ଟିକିନିକି ତଥ୍ୟ । An Odia film database with a collection of detailed information.

ଯୋଗୀ


ନିର୍ଦ୍ଦେଶକ: ନିରଞ୍ଜନ ବେହେରା
ପ୍ରଯୋଜକ: ଶ୍ରୀଧର ମାର୍ଥା
ସଂଳାପ: ରଜନୀ ରଞ୍ଜନ
ଚିତ୍ରନାଟ୍ୟ: ନିରଞ୍ଜନ ବେହେରା
କାହାଣୀ: ଛବିତା ମାର୍ଥା
କଳାକାର: ଆର୍ଯ୍ୟନ, ନିକିତା, ହର ରଥ, ବିଜୟ ମହାନ୍ତି, ଅରବିନ୍ଦ, ଜୟୀ, ମନୋଜ ମିଶ୍ର, ରବି ମିଶ୍ର, ଗୁରୁ ମିଶ୍ର
ସଙ୍ଗୀତ: ଦୀପକ କୁମାର
ଗୀତ: ଶୁଭ କୁମାର ଦାସ, ରଜନୀକାନ୍ତ ନାୟକ, ଶୀର୍ଷାନନ୍ଦ ଦାସ କୁନୁନ୍‌ଗୋ, ସୁଜାତା ଜେନା
କଣ୍ଠ: ତାରିକ୍ ଅଜିଜ୍, ସତ୍ୟଜିତ ପ୍ରଧାନ, ହ୍ୟୁମାନ ସାଗର, ପମି, ସଞ୍ଜୁ, ଅସୀମା ପଣ୍ଡା
ଚିତ୍ରଗ୍ରହଣ:
ସମ୍ପାଦକ:
ମୁକ୍ତିଲାଭ ତାରିଖ:


ଅଭିନୟ

  • ଆର୍ଯ୍ୟନ ଦାଶ
  • ନିକିତା
  • ହର ରଥ
  • ବିଜୟ ମହାନ୍ତି
  • ଅରବିନ୍ଦ
  • ଜୟୀରାମ ସାମଲ
  • ମନୋଜ ମିଶ୍ର
  • ପପି ସନ୍ତୁକା
  • ଦେବୁ ବ୍ରହ୍ମା
  • ସୁମନ
  • ଚକ୍ରଧର ଜେନା
  • ରବି ମିଶ୍ର
  • ଜଗବନ୍ଧୁ ରାଉତ
  • ଗୁରୁ ମିଶ୍ର
  • ମାରିଆ ଓଲା

ଗୀତ 

1. ପ୍ରେମ ଯଦି ପାପ ମୁଁ ପ୍ରେମ କରିବି
2. ଧୁଆଁ ଧୁଆଁ ସଞ୍ଜବେଳେ
3. ମାଧିଆ ଜମି ହଡ଼ପ କଲା
4. ନନ୍ଦିନୀ ମୁଁ ନନ୍ଦିନୀ କିଏ କରିବ ମୋତେ ବନ୍ଦିନୀ
5. ଏ ଯୋଗୀ ଯୋଗୀ ଯୋଗୀଜି
Share:

ବର୍ଷ ଅନୁସାରେ ଓଡ଼ିଆ କଥାଚିତ୍ର