ଓଡ଼ିଆ କଥାଚିତ୍ର ଜଗତର ଟିକିନିକି ତଥ୍ୟ । An Odia film database with a collection of detailed information.

ବଳିଦାନ


ନିର୍ଦ୍ଦେଶକ: ପ୍ରଶାନ୍ତ ନନ୍ଦ
ସଂଳାପ: ପ୍ରଶାନ୍ତ ନନ୍ଦ
ଚିତ୍ରନାଟ୍ୟ: ପ୍ରଶାନ୍ତ ନନ୍ଦ
କାହାଣୀ: ପ୍ରଶାନ୍ତ ନନ୍ଦ
କଳାକାର: ପ୍ରଶାନ୍ତ ନନ୍ଦ, ଅଜିତ ଦାସ, ହେମନ୍ତ ଦାସ, ସୁଜାତା ଆନନ୍ଦ
ସଙ୍ଗୀତ: ପ୍ରଫୁଲ୍ଲ କର
ଗୀତ: ରାମକୃଷ୍ଣ ନନ୍ଦ, ପ୍ରଫୁଲ୍ଲ କର
କଣ୍ଠ: ବାଣୀ ଜୟରାମ, ଏସ୍ ଜାନ‌କୀ, ଚିତ୍ତରଞ୍ଜନ ଜେନା, ପ୍ରଫୁଲ୍ଲ କର, ଦେବାଶିଷ ମହାପାତ୍ର
ଚିତ୍ରଗ୍ରହଣ: ରାଜନ କିନ୍ନାଗୀ
ସମ୍ପାଦକ: ମଦନ ଗୁପ୍ତେ, ଭାଇ ତେଲନାଗ
ମୁକ୍ତିଲାଭ ତାରିଖ:
୬ ଡିସେମ୍ବର ୧୯୭୮

ଅଭିନୟ

  • ପ୍ରଶାନ୍ତ ନନ୍ଦ
  • ଅଜିତ ଦାସ
  • ହେମନ୍ତ ଦାସ
  • ସୁଜାତା ଆନନ୍ଦ
  • ମହମ୍ମଦ ମହସୀନ
  • ମହାଶ୍ଵେତା ରାୟ
  • ଜୟୀରାମ ସାମଲ
  • ଦୁଃଖୀରାମ ସ୍ଵାଇଁ
  • ମମତା ଶଙ୍କର
  • ପୀର ମିଶ୍ର

ଗୀତ 

1. ଆହେ ଦୟାମୟା ବିଶ୍ୱ ବିହାରୀ
2. ବ‌ହି ଯାଏରେ ଗଙ୍ଗା ଉଡ଼େ ତ୍ରିରଙ୍ଗା
3. ଚିକାଲିକା ବମ୍ବାଲିକା ବମ୍ ବମ୍
4. ଗୋରା ଗୋରା ଗାଲେ ମୋର କଳାଜାଈ
5. ହୋଲି ହୋଲିରେ ରଙ୍ଗ ରଙ୍ଗେଲି ନାଲି
6. ନେଇଯା'ରେ ମେଘ ମୋତେ
7. ପାଇଚି ଏ ଜୀବନେ ତୁମ ପାଦେ ସ୍ୱର୍ଗ ମୋର
8. ଟିକ ଟିକ ହୁଏ ମୋ ଛାତି
Share:

ବର୍ଷ ଅନୁସାରେ ଓଡ଼ିଆ କଥାଚିତ୍ର