ଓଡ଼ିଆ କଥାଚିତ୍ର ଜଗତର ଟିକିନିକି ତଥ୍ୟ । An Odia film database with a collection of detailed information.

ତଅପୋଇ


ନିର୍ଦ୍ଦେଶକ: ଶରତ ପୂଜାରୀ
ପ୍ରଯୋଜକ: ସୁବୋଧ ସାମଲ
ସଂଳାପ: ବିଜୟ ମିଶ୍ର
ଚିତ୍ରନାଟ୍ୟ: ଶରତ ପୂଜାରୀ
କାହାଣୀ: ଗୋପିନାଥ ଦାସ
କଳାକାର: ସୁଜାତା ଆନନ୍ଦ, ଅନିତା ଦାସ, ପ୍ରଶାନ୍ତ ନନ୍ଦ , ସାମୁଏଲ ସାହୁ
ସଙ୍ଗୀତ: ଅକ୍ଷୟ ମହାନ୍ତି
ଗୀତ: ବିନୋଦିନୀ ଦେବୀ, ଅକ୍ଷୟ ମହାନ୍ତି
କଣ୍ଠ: ଗୀତା ପଟ୍ଟନାୟକ, ତୃପ୍ତି ଦାସ, ଗୀତ ପଟ୍ଟନାୟକ, ଅକ୍ଷୟ ମହାନ୍ତି, ସୁଜିତ ମହାନ୍ତି
ଚିତ୍ରଗ୍ରହଣ: ସୁରେନ୍ଦ୍ରେ ସାହୁ
ସମ୍ପାଦକ: ଜାଗୃତି କୁମ୍ବଲେ
ମୁକ୍ତିଲାଭ ତାରିଖ:
୨୭ ଜାନୁଆରୀ ୧୯୭୮

ଅଭିନୟ

  • ସୁଜାତା ଆନନ୍ଦ
  • ଅନିତା ଦାସ
  • ପ୍ରଶାନ୍ତ ନନ୍ଦ
  • ଶରତ ପୂଜାରୀ
  • କୃଷ୍ଣପ୍ରଭା
  • ପୀର ମିଶ୍ର
  • ଭବାନି ପଣ୍ଡା
  • ସାମୁଏଲ ସାହୁ

ଗୀତ 

1. ଜୟ ମା ମଙ୍ଗଳା ବିପଦ ଭଞ୍ଜନୀ
2. ଆ ବଉଳ ବୋହୂ ବୋହୂକା ଖେଳ ଖେଳିବା
3. ଭୀଣେଇ ବାବୁ ଭୀଣେଇ ବାବୁ
4. ଏକାଦଶୀ ଦିନ ଏଗାର ବକ୍ତ
5. କଥାଟିଏ କ‌ହୁଁ କଥାଟିଏ
6. ସାତ ଦରିଆ ପରେ ରେ ବୋଇତ ଭାସି ଯା
7. ନିରିମାଖି କୁଆଁରୀ ମୁଁ ଶୁଣ ଦୟାମୟୀ
Share:

ବର୍ଷ ଅନୁସାରେ ଓଡ଼ିଆ କଥାଚିତ୍ର