ଓଡ଼ିଆ କଥାଚିତ୍ର ଜଗତର ଟିକିନିକି ତଥ୍ୟ । An Odia film database with a collection of detailed information.

କୁଳଚନ୍ଦ୍ରମା


ନିର୍ଦ୍ଦେଶକ: କେ. ଏଚ. ଡି. ରାଓ
ପ୍ରଯୋଜକ: କୁମାର ଜି.
ସଂଳାପ: ବୃନ୍ଦାବନ ଜେନା
କାହାଣୀ: ଦାସ‌ହରି ନାରାୟଣ ରାଓ
କଳାକାର: ଅଜିତ ଦାସ, ଅନିତା ଦାସ, ସୁଜାତା ଆନନ୍ଦ, ନିହାରିକା ସାହୁ
ସଙ୍ଗୀତ: ଉପେନ୍ଦ୍ର କୁମାର
ଗୀତ: ନାରାୟଣ ପ୍ରସାଦ ସିଂହ, ବୃନ୍ଦାବନ ଜେନା
କଣ୍ଠ: ସିକନ୍ଦର ଆଲାମ, ଏଚ୍. ପି. ଗୀତା, ବାଣୀ ଜୟରାମ, ଏସ୍ ଜାନ‌କୀ, ପ୍ରଣବ ପଟ୍ଟନାୟକ, ସାଲାନ୍
ଚିତ୍ରଗ୍ରହଣ: ବାବୁ
ସମ୍ପାଦକ: ମହେଶ
ମୁକ୍ତିଲାଭ ତାରିଖ:
ଫେବୃଆରୀ ୧୯୭୮

ଅଭିନୟ

  • ଅଜିତ ଦାସ
  • ଅନିତା ଦାସ
  • ନିହାରିକା ସାହୁ
  • ସୁଜାତା ଆନନ୍ଦ
  • ଚକ୍ରପାଣି
  • ସୌଦାମିନୀ ମିଶ୍ର

ଗୀତ 

1. ଆତ୍ମୀୟ ସ୍ୱଜନ ବନ୍ଧୁ କେହି ନୁହେଁ
2. ରାତିପାହିଥିଲେ ହୋଇଥାନ୍ତେ ରାଜା ରାମ
Share:

ବର୍ଷ ଅନୁସାରେ ଓଡ଼ିଆ କଥାଚିତ୍ର