ଓଡ଼ିଆ କଥାଚିତ୍ର ଜଗତର ଟିକିନିକି ତଥ୍ୟ । An Odia film database with a collection of detailed information.

ରୋଲ୍ସ - ୨୮


ନିର୍ଦ୍ଦେଶକ: କଲ୍ୟାଣ ଗୁପ୍ତା
ପ୍ରଯୋଜକ: ରତିକାନ୍ତ ପାଢ଼ି
ସଂଳାପ: ବୃନ୍ଦାବନ ମହାପାତ୍ର
ଚିତ୍ରନାଟ୍ୟ: କଲ୍ୟାଣ ଗୁପ୍ତା
କାହାଣୀ: କାଳୀଚରଣ ପଟ୍ଟନାୟକ
କଳାକାର: ବିମଳା ଦେବୀ, କିଶୋରି ଦେବୀ, ଗିରିଧାରି, ରତିକାନ୍ତ ପାଢ଼ି, ପଙ୍କଜ, ଅନିମା ପେଦିନି, ରାଜେନ୍ଦ୍ର
ସଙ୍ଗୀତ: ଗୌର ଗୋସ୍ୱାମୀ, ନୃପେନ୍ଦ୍ର ପାଲ୍
ଗୀତ: କାଳୀଚରଣ ପଟ୍ଟନାୟ, ରାଧାରମଣ ରାୟ, ବ୍ରଜେନ୍ଦ୍ର ନାରାୟଣ ସିଂଘଦେଓ
ମୁକ୍ତିଲାଭ ତାରିଖ:
୧୯୫୧

ଅଭିନୟ

  • ବିମଳା ଦେବୀ
  • କିଶୋରି ଦେବୀ
  • ଗିରିଧାରି
  • ରତିକାନ୍ତ ପାଢ଼ି
  • ପଙ୍କଜ
  • ଅନିମା ପେଦିନି
  • ରାଜେନ୍ଦ୍ର

ମନ୍ତବ୍ୟ

ଇଂରାଜୀରେ ଶୀର୍ଷକ ଥାଇ ଏହା ପ୍ରଥମ ଓଡ଼ିଆ କଥାଚିତ୍ର ।
Share:

ବର୍ଷ ଅନୁସାରେ ଓଡ଼ିଆ କଥାଚିତ୍ର