ଓଡ଼ିଆ କଥାଚିତ୍ର ଜଗତର ଟିକିନିକି ତଥ୍ୟ । An Odia film database with a collection of detailed information.

ଆମରି ଗାଁ ଝୁଅ

Image result for odia movie aamari gaan jhia

ନିର୍ଦ୍ଦେଶକ: ବିନୟ ବାନାର୍ଜି
ପ୍ରଯୋଜକ: ନରେନ୍ଦ୍ର କୁମାର ମିତ୍ର
କଳାକାର: ଗୌର ଘୋଷ, ଚପଳା ନାୟକ, ଗୋପାଳ ବାନାର୍ଜୀ
ସଙ୍ଗୀତ: ବୈଦ୍ୟନାଥ ରାୟ
ଗୀତ: ଶ୍ୟାମସୁନ୍ଦର ଦାସ
କଣ୍ଠ: କଲ୍ୟାଣି ଦାସ, ଦୁଲାଲ ଦାସ
ମୁକ୍ତିଲାଭ ତାରିଖ:
୨୬ ସେପ୍ଟେମ୍ବର ୧୯୫୩

ଅଭିନୟ

  • ଗୋପାଳ ବାନାର୍ଜି
  • ଚପଳା ନାୟକ
  • ଭାନୁମତୀ ଦେବୀ
  • ଦୁର୍ଲଭ ସିଂ
  • ଗୌର ଘୋଷ

ଗୀତ 

1. ପହିଲି ଆଷାଢ଼ର ଅଶାନ୍ତ ବାଦଲ ତୁହି ରେ

ମନ୍ତବ୍ୟ

ଦୁଇଗୋଟି ଭାଷାରେ ନିର୍ମିତ ହେବା ଏହା ଥିଲା ପ୍ରଥମ ଚଳଚ୍ଚିତ୍ର । ଏହି ଚଳଚ୍ଚିତ୍ରଟି ଉଭୟ ଓଡ଼ିଆ ଏବଂ ବଙ୍ଗାଳୀ ଭାଷାରେ ନିର୍ମିତ ହୋଇଥିଲା ।
Share:

ବର୍ଷ ଅନୁସାରେ ଓଡ଼ିଆ କଥାଚିତ୍ର