ଓଡ଼ିଆ କଥାଚିତ୍ର ଜଗତର ଟିକିନିକି ତଥ୍ୟ । An Odia film database with a collection of detailed information.

ନୂଆ ବୋଉ


ନିର୍ଦ୍ଦେଶକ: ପ୍ରଭାତ ମୂଖାର୍ଜୀ
ପ୍ରଯୋଜକ: ଧୀର ବିଶ୍ଵାଳ, ରାମକୃଷ୍ଣ ତ୍ରିପାଠୀ
କାହାଣୀ: କାଳନ୍ଦୀ ଚରଣ ପାଣିଗ୍ରାହୀ
କଳାକାର: ଧୀର ବିଶ୍ଵାଳ, ଲୀଳା ଦୁଲାଳୀ, ପ୍ରଶାନ୍ତ ନନ୍ଦ, ଶରତ ପୂଜାରୀ
ସଙ୍ଗୀତ: ବାଳକୃଷ୍ଣ ଦାସ
ଗୀତ: ନରସିଂହ ମହାପାତ୍ର
କଣ୍ଠ: ସୀପ୍ରା ବୋଷ, ଶ୍ୟାମାମଣି ପଟ୍ଟନାୟକ, ସ୍ଵର୍ଣ୍ଣପ୍ରଭା ଷଢ଼ଙ୍ଗୀ
ମୁକ୍ତିଲାଭ ତାରିଖ:
୧୯୬୨

ଅଭିନୟ

  • ଧୀର ବିଶ୍ଵାଳ
  • ଲୀଳା ଦୁଲାଳୀ
  • ପ୍ରଶାନ୍ତ ନନ୍ଦ
  • ଶରତ ପୂଜାରୀ
  • ପଦ୍ମା ବିଶ୍ଵାସ

ଗୀତ 

1. ମନ ମାନେନା ଯେତେ ନିରେଖି
2. ମନ ଦୋଳି ଉଡ଼ି ଯା ଯାରେ
Share:

ବର୍ଷ ଅନୁସାରେ ଓଡ଼ିଆ କଥାଚିତ୍ର