ଓଡ଼ିଆ କଥାଚିତ୍ର ଜଗତର ଟିକିନିକି ତଥ୍ୟ । An Odia film database with a collection of detailed information.

ଲକ୍ଷ୍ମୀ



ନିର୍ଦ୍ଦେଶକ: ସାରଦା ପ୍ରସନ୍ନ ନାୟକ
ପ୍ରଯୋଜକ: ଗୌର ଘୋଷ, ପାର୍ବତୀ ଘୋଷ
କଳାକାର: ଚନ୍ଦନା ବାନାର୍ଜୀ, ଗୌର ଘୋଷ, ସାମୁଏଲ ସାହୁ
ସଙ୍ଗୀତ: ବାଳକୃଷ୍ଣ ଦାସ
ଗୀତ: ଶାରଦା ପ୍ରସନ୍ନ ନାୟକ
କଣ୍ଠ: ସନ୍ଧ୍ୟା ମୁଖାର୍ଜୀ, ମହ‌ମଦ ସିକନ୍ଦର ଆଲାମ୍, ତରୁଣ ବାନାର୍ଜୀ, ସିପ୍ରା ବୋଷ
ମୁକ୍ତିଲାଭ ତାରିଖ:
୧୯୬୨

ଅଭିନୟ

  • ଚନ୍ଦନା ବାନାର୍ଜୀ
  • ଗୌର ଘୋଷ
  • ସାମୁଏଲ ସାହୁ

ଗୀତ 

1. ଆଉ ଚାନ୍ଦ ଲାଗି କୁମୁଦ
2. ଆରତ ସୁର ବାରେ
3. ମନେ ଭାରି ଅଭିମାନ
4. ବକୁଳ ବନେ
5. ଝୁଲରେ ହାତୀ ଝୁଲ
Share:

ବର୍ଷ ଅନୁସାରେ ଓଡ଼ିଆ କଥାଚିତ୍ର