ଓଡ଼ିଆ କଥାଚିତ୍ର ଜଗତର ଟିକିନିକି ତଥ୍ୟ । An Odia film database with a collection of detailed information.

ସମଥିଙ୍ଗ୍ ସମଥିଙ୍ଗ୍ ୨

Image result for odia movie something something 2


ନିର୍ଦ୍ଦେଶକ:ସୁଧାକର ବସନ୍ତ
ପ୍ରଯୋଜକ: ଅନୁପ୍ରାସ ମହାନ୍ତି
ସଂଳାପ: ଡଃ ନିର୍ମଳ ନାୟକ
କଳାକାର: ଅନୁଭବ ମହାନ୍ତି, ବର୍ଷା ପ୍ରିୟଦର୍ଶିନୀ, ଅଞ୍ଜନା, ଅଶ୍ୱିନୀ ତ୍ରିପାଠୀ, ଗୁଡ୍ଡୁ, ସିଲିଲ ମିତ୍ର
ସଙ୍ଗୀତ: ପ୍ରେମ ଆନନ୍ଦ
ଚିତ୍ରଗ୍ରହଣ: ଆର୍ ଭଗତ ସିଂହ
ସମ୍ପାଦକ: ଚନ୍ଦ୍ରଶେଖର ମିଶ୍ର
ମୁକ୍ତିଲାଭ ତାରିଖ:
୧୪ ଜୁନ ୨୦୧୪

ଅଭିନୟ

  • ଅନୁଭବ ମହାନ୍ତି
  • ବର୍ଷା ପ୍ରିୟଦର୍ଶିନୀ
  • ଅଞ୍ଜନା
  • ଅଶ୍ୱିନୀ ତ୍ରିପାଠୀ
  • ଗୁଡ୍ଡୁ
  • ପ୍ରଶାନ୍ତ ମହାପାତ୍ର
  • ଧିରେନ୍ଦ୍ର ବସ
  • ସିଲିଲ ମିତ୍ର

ଗୀତ

1. ଆରେ ରେ ରେ
2. ପ୍ରେମ ହେଇ ଯାଏରେ
3. ପ୍ରେମ ହେଲା କାହିଁକି (ନାରୀ)
4. ପ୍ରେମ ହେଲା କାହିଁକି (ପୁରୁଷ)
5. ରାମା ଚିଲିକାମା ପ୍ରେମ
6. ତ‌ତେ ଭଲ ପାଇବାରେ
7. ତୋ ଆଖି ମୋ ଆଖି
Share:

ବର୍ଷ ଅନୁସାରେ ଓଡ଼ିଆ କଥାଚିତ୍ର