ଓଡ଼ିଆ କଥାଚିତ୍ର ଜଗତର ଟିକିନିକି ତଥ୍ୟ । An Odia film database with a collection of detailed information.

ଗୋଲାପି ଗୋଲାପି

Image result for odia movie golapi golapi 

ନିର୍ଦ୍ଦେଶକ:ସୁଶାନ୍ତ ମଣି
ପ୍ରଯୋଜକ: ସୀତାରାମ ଅଗ୍ର‌ୱାଲ
ସଂଳାପ: ଶ୍ରୀକାନ୍ତ ଗୌତମ
ଚିତ୍ରନାଟ୍ୟ: ସୁଶାନ୍ତ ମଣି
କାହାଣୀ: ସିଦ୍ଧାର୍ଥ ଅଗ୍ର‌ୱାଲ
କଳାକାର: ଅମ୍ଳାନ ଦାସ, ରିୟା ଦେ, ମିହିର ଦାସ, ଅପରାଜିତା, ସିଦ୍ଧାନ୍ତ ମହାପାତ୍ର
ସଙ୍ଗୀତ: ବିକାଶ ଦାସ
ଗୀତ: ଶ୍ରୀକାନ୍ତ ଗୌତମ
ଚିତ୍ରଗ୍ରହଣ: ସୀତାଂଶୁ ମହାପାତ୍ର
ସମ୍ପାଦକ: ସୁଶାନ୍ତ ମଣି
ମୁକ୍ତିଲାଭ ତାରିଖ:
୧୩ ଜୁନ ୨୦୧୪
କଥାଚିତ୍ରର ସମୟ:
୧୬୨ ମିନିଟ

ଅଭିନୟ

  • ଅମ୍ଳାନ ଦାସ
  • ରିୟା ଦେ
  • ମିହିର ଦାସ
  • ଅପରାଜିତା ମହାନ୍ତି
  • ସିଦ୍ଧାନ୍ତ ମହାପାତ୍ର
  • ପୃଥିବୀରାଜ ନାୟକ
  • ମିନାକ୍ଷୀ
  • ଜୀବନ ପଣ୍ଡା
  • ଦିବାନୀ
  • ଯାଜ୍ଞସେନୀ
  • ରମେଶ
  • ଚିତ୍ତରଞ୍ଜନ
  • ସ୍ମୃତିରଞ୍ଜନ
  • ରୂପାବିତ୍ତି
  • ଶଙ୍କର

ଗୀତ

1. ଯେତେ ଚାହୁଁଥିଲେ
2. ଏ କି ଛୁଆଁ
3. ରଙ୍ଗିଲା ରଙ୍ଗିଲା
4. ସୀମା ଡେଇଁ ଗଲେ ପ୍ରେମ
5. ସତ ଭଲ ପାଇବାରେ
6. ଝରାଫୁଲ ଝରାଫୁଲ
7. ନିଜ ରକ୍ତ
Share:

ବର୍ଷ ଅନୁସାରେ ଓଡ଼ିଆ କଥାଚିତ୍ର