| ନିର୍ଦ୍ଦେଶକ: | ରଣଜିତ ବାରିକ ଏବଂ ନିମାଇଁ ଓଝା |
|---|---|
| ପ୍ରଯୋଜକ: | ଅସୀତ ପତି |
| ସଂଳାପ: | ଚନ୍ଦନ ଦାସ |
| ପଟ୍ଟକଥା: | ଚନ୍ଦନ ଦାସ |
| କାହାଣୀ: | ଅସୀତ ପତି ଏବଂ ସୁବାଶିଷ |
| କଳାକାର: | ଅଭିଷେକ ରଥ, ଅନୁଭା ସୌର୍ଯ୍ୟା, ପୁଷ୍ପା ପଣ୍ଡା, ଅସୀତ ପତି, ଜୟୀରାମ ସାମଲ |
| ସଙ୍ଗୀତ: | ଦୀପକ କୁମାର |
| କଣ୍ଠ: | ସୌରିନ ଭଟ୍ଟ ଏବଂ ପ୍ରମିଳା ଜୈନ, କୁମାର ବାପି, ପମି |
| ମୁକ୍ତିଲାଭ ତାରିଖ: | ୫ ଅଗଷ୍ଟ ୨୦୧୬ |
ଅଭିନୟ
- ଅଭିଷେକ ରଥ
- ଅନୁଭା ସୌର୍ଯ୍ୟା
- ଉତ୍ତମ ମହାନ୍ତି
- ଅସୀତ ପତି
- ପୁଷ୍ପା ପଣ୍ଡା
- ଜୟୀରାମ ସାମଲ
- ଅଶ୍ରୁମୋଚନ ମହାନ୍ତି
- ପ୍ରଦ୍ୟୁମ୍ନ ଲେଙ୍କା
- ସାନ୍ତନା ବୋଷ
ଗୀତ
1. ଝିଅ ମୁଁ ଚୁଲବୁଲି
2. ଗୋଟିଏ ଫୁଲର ନାଁଟି କୁହ
3. ମୋ ଜୀବନରେ ତୁ
4. ମୁଁ ନୁହେଁ ମୁଁ
5. ଡୋଲା ଡୋଲା